Home

ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲା ଭାବେ ଗଞ୍ଜାମ ପୁଣି ପୁରସ୍କୃତ

ଛତ୍ରପୁର,୧୭ା୬(ସନ୍ତୋଷ ପାଢ଼ୀ): କିଛିଦିନ ତଳେ ଗଞ୍ଜାମ ଜିଲା ପୁରସ୍କାର ପାଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ପୁଣି ଥରେ ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ, ନଦୀ ବିକାଶ ଏବଂ…

ଜବଲପୁରରେ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ: ଉପରାଷ୍ଟ୍ରପତି ମୁଖ୍ୟ ଅତିଥି…

ନୂଆଦିଲ୍ଲୀ,୧୭।୬ : କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଏଥର ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ମଧ୍ୟପ୍ରଦେଶର ଜବଲପୁର ସହରରେ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହେବ। ଆୟୁଷ ମନ୍ତ୍ରଣାଳୟ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି…

କାର୍‌ ଉପରେ ଦୋକାନ, କୌଶଳ ଦେଖିଲେ କହିବେ…

ଆଜିକାଲି ଦେଶୀ ଜ୍ଞାନ କୌଶଳର ଅଭାବ ନାହିଁ। ଦେଶୀ କୌଶଳ ଆଗରେ ବଡ଼ ବଡ଼ ଇଞ୍ଜିନିୟର ମଧ୍ୟ ଫେଲ୍‌ ମାରିବେ। ଜଣେ ବ୍ୟକ୍ତିଙ୍କ ଚିନ୍ତାଧାରା ଏବଂ ସୃଜନଶୀଳତା ହେତୁ ବର୍ତ୍ତମାନ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। This is quite innovative…

ବାଥ୍‌ରୁମ ସାଓ୍ବାର ଉପରେ ବସିଥିଲା ବିରାଟକାୟ ଅଜଗର, ଏହାକୁ ଦେଖିବା ପରେ…

ସାପ ଏମିତି ଏକ ପ୍ରାଣୀ, ଏହାକୁ ଯେଉଁଠି ବି ଦେଖିଲେ ଭୟ ଲାଗେ। ସେ ଟିଭି ସ୍କ୍ରିନ୍‌ ହେଉ କି ସାମ୍ନାରେ। ନିକଟରେ ଜଣେ ବ୍ୟକ୍ତି ତାଙ୍କ ବାଥ୍‌ରୁମରେ ଏକ ବିରାଟ ସାପ (ଅଜଗର) ଦେଖିବା ପରେ ଭୟରେ ଥରିଉଠିଲେ। ବୁଧବାର…

‘ଆଦିପୁରୁଷ’ ଫିଲ୍ମର ହନୁମାନଙ୍କ ଡାଇଲଗ୍‌କୁ ନେଇ ବିବାଦ, ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତାଶିର ଦେଲେ ଏଭଳିି ପ୍ରତିକ୍ରିୟା

ମୁମ୍ବାଇ: ପ୍ରଭାସ ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଛି। ରିଲିଜ୍‌ ହେଉଣୁ ଏହି ଫିଲ୍ମ ବିବାଦ ଘେରକୁ ଆସଛିି। ଫିଲ୍ମକୁ ଉଭୟ ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ଭଲ ସମୀକ୍ଷା ମିଳିିନାହିଁ। ତେବେ ଦେଖାଯାଇଛି କି, ଫିଲ୍ମର…

ବିପର୍ଯ୍ୟୟର ତାଣ୍ଡବ ଦେଖିବେ ଶାହା, ଯିବେ ଗୁଜରାଟ…

ଅହମଦାବାଦ,୧୭।୬ : ଦକ୍ଷିଣ ପୂର୍ବ ଆରବ ସାଗରରୁ ଉଠିଥିବା ସାଇକ୍ଲୋନିକ ଝଡ ବିପର୍ଯ୍ୟୟ ଶୁକ୍ରବାର ଗୁଜରାଟର ଉପକୂଳରେ ମାଡ଼ ହେବାପରେ ଆଗକୁ ବଢ଼ିଥିଲା। କିନ୍ତୁ ପଛରେ ଛାଡି ଦେଇଥିଲା ତାଣ୍ଡବର ଛାପ ଏବଂ ଧ୍ୱଂସାବଶେଷ । କ୍ଷୟକ୍ଷତିର ଆକଳନ କରିବା କଷ୍ଟକର,…

ଭାରତର ଭବିଷ୍ୟତ ପରିବର୍ତ୍ତନ କରିଛି ଭାଜପା: ନଡ୍ଡା…

ଅଗରତାଲା,୧୭।୬ : ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଗତ ନଅ ବର୍ଷ ମଧ୍ୟରେ ଦେଶରେ ୭୪ ବିମାନବନ୍ଦର ନିର୍ମାଣ କରାଯାଇଛି। ଏଥି ସହିତ ଉତ୍ତର ପୂର୍ବରେ ଆଉ ସାତୋଟି…

ବେଲାରୁଷ ପହଞ୍ଚିଲା ଆଣବିକ ଅସ୍ତ୍ର ଭଣ୍ଡାର: ସୂଚନା ଦେଲେ ପୁଟିନ…

ମସ୍କୋ,୧୭।୬ : ଆଣବିକ ଅସ୍ତ୍ର ଭଣ୍ଡାର ବେଲାରୁଷରେ ପହଞ୍ଚିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହା ନିଶ୍ଚିତ କରିଛନ୍ତି। ସେଣ୍ଟ ପିଟର୍ସବର୍ଗ ଅନ୍ତର୍ଜାତୀୟ ଅର୍ଥନୈତିକ ଫୋରମର ଆୟୋଜନ କରୁଥିବାବେଳେ ପୁଟିନ କହିଛନ୍ତି ପ୍ରଥମ ବ୍ୟାଚ ଅସ୍ତ୍ରଶସ୍ତ୍ର ବେଲାରୁଷକୁ ପଠାଯାଇଛି। ଏଥି ସହିତ,…

କଂଗ୍ରେସରେ ଯୋଗଦେବା ପରିବର୍ତ୍ତେ କୂଅକୁ ଡେଇଁବାକୁ ଶ୍ରେୟସ୍କର ମଣିବି: ନୀତିନ ଗଡ଼କରୀ…

ନାଗପୁର,୧୭।୬ : କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ନୀତିନ ଗଡକରୀ କଂଗ୍ରେସକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଥରେ ଜଣେ କଂଗ୍ରେସ ନେତା ତାଙ୍କୁ କଂଗ୍ରେସରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ, ଯେଉଁଥିରେ ସେ ଉତ୍ତର ଦେଇଥିଲେ ସେହି ଦଳର…

ବିହାରରେ ମହାମେଣ୍ଟକୁ ଝଟ୍‌କା: କଂଗ୍ରେସରୁ ଇସ୍ତଫା ଦେଲେ କୁନ୍ତଲ କୃଷ୍ଣ…

ପାଟନା,୧୭।୬ : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ମହାମେଣ୍ଟ ସରକାର ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କଂଗ୍ରେସ ମୁଖପାତ୍ର କୁନ୍ତଲ କୃଷ୍ଣ ମଧ୍ୟ ସିଏମ ନୀତୀଶ କୁମାରଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସର ଫାୟାରବ୍ରାଣ୍ଡ ରାଜ୍ୟ ମୁଖପାତ୍ର…

ବିଭିନ୍ନ ଦେଶରେ ଚାଇନା କମ୍ପାନୀ ଉପରେ ପ୍ରତିବନ୍ଧକ ଲାଗିବା ପରେ, ଠିକଣା ବଦଳାଉଛନ୍ତି କମ୍ପାନୀ

ବେଜିଙ୍ଗ,୧୭।୬: ଚାଇନା କମ୍ପାନୀଗୁଡିକ ସେମାନଙ୍କର ପ୍ରତିଷ୍ଠା ବଞ୍ଚାଇବା ପାଇଁ ନିଜ ନାମରୁ ଚାଇନା ନାମକୁ ହଟାଉଛନ୍ତି। ବର୍ତ୍ତମାନ ବିଶ୍ୱରେ ନିଜର ତାନାଶାହୀ ଏବଂ ସ୍ବାର୍ଥପରତା ନୀତି ଯୋଗୁ ଚାଇନାକୁ ନିନ୍ଦା କରାଯାଉଛି। ବିଶ୍ୱରେ ସବୁଠାରୁ ଧନୀ ଦେଶ କୁହାଯାଉଥିବା ଆମେରିକା ସହ…

ନିଟ୍‌ରେ କମ୍‌ ନମ୍ବର ରହିବା ଯୋଗୁ ଛାତ୍ର କଲେ ଆତ୍ମହତ୍ୟା, ୬ମାସ ମଧ୍ୟରେ କଲେଣି ୧୨ଜଣ ଆତ୍ମହତ୍ୟା

ପାଟନା,୧୭।୬: ଆତ୍ମହତ୍ୟା ସବୁ ଜିନିଷର ଶେଷ ହୋଇ ନ ଥାଏ। ବର୍ତ୍ତମାନର ଯୁବପିଢଙ୍କେ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଥିବାର ଦେଖିବାକୁ ମିଳୁଛି। ଏକ ଗବେଷଣା ଅନୁଯାୟୀ ବିଶ୍ୱର ସମୁଦାୟ ଆତ୍ମହତ୍ୟା ମଧ୍ୟରୁ ୩୩ ପ୍ରତିଶତ କେବଳ ଭାରତରେ ଘଟୁଛି। ପାରିବାରିକ କଳହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri