ଭାରତ ବୁଲିବାକୁ ଆସିଥିଲେ ପାକିସ୍ତାନ ୟୁଟ୍ୟୁବର, ରାସ୍ତାରେ ସରିଗଲା ତେଲ, ଆଉ ତା’ ପରେ…
ପାକିସ୍ତାନ ୟୁଟ୍ୟୁବର୍ ତଥା ମୋଟରସାଇକେଲ ଚାଳକ ଅବରାର ହାସନ ଏକ ମାସ ଧରି ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ପଞ୍ଜାବ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମୁମ୍ବାଇ, କେରଳର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୁଲି ପ୍ରାୟ ୮୦୦୦ କିଲୋମିଟର…
ବିଞ୍ଝାରପୁର ବ୍ଲକରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ
ପ୍ରୀତିପୁର, ୧୮ା୬(ସୁଶାନ୍ତ ବେହୁରିଆ) ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଥିଯୋଗୁ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି। ଏହି ବ୍ଲକର ପୁରାତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୯ ପଞ୍ଚାୟତ ସମେତ ପଡୋଶୀ ବ୍ଲକର ରୋଗୀମାନେ…
ଆନୁଷଙ୍ଗିକ ଶିଳ୍ପକୁ ବଡ଼ ଶିଳ୍ପର ଅଣଦେଖା
ଯାଜପୁର, ୧୮ା୬(ହର୍ଷବର୍ଦ୍ଧନ ବେହେରା)ଅଞ୍ଚଳବାସୀଙ୍କ ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ଜିଲାରେ ବିଫଳ ହୋଇଥିବା ପରିଲକ୍ଷିତ ହୋଇଛି। ଗତ ୫ବର୍ଷ ମଧ୍ୟରେ ଯାଜପୁର ଜିଲାରେ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ଯୋଗୁ ଶତାଧିକ ପରିବାର ବିସ୍ଥାପିତ ହୋଇଛନ୍ତି। ସୁକିନ୍ଦା…
୮୩ ବର୍ଷ ଧରି ପାଲାକୁ ବଞ୍ଚାଇ ରଖିଛନ୍ତି ଗ୍ରାମବାସୀ
ଚଣ୍ଡିଖୋଲ, ୧୮ା୬’(ପ୍ରଦୀପ୍ତ କୁମାର ପୃଷ୍ଟି):ଆଧୁନିକତାର ସାମାଜିକ ବ୍ୟବସ୍ଥା ଧୀରେଧୀରେ ଆମ ପୁରୁଣା ସଂସ୍କୃତି ଓ ଐତିହ୍ୟ ହଜାଇ ଦେଉଥିବାବେଳେ ଏବେବି କେତେକ ସ୍ଥାନରେ ଆମର ପୁରୁଣା ପାଲା ସଂସ୍କୃତି ବଞ୍ଚତ୍ରହିଛି। ୮୩ ବର୍ଷ ଧରି ପାଲା ଅନବରତ ଆଜି ପର୍ଯ୍ୟନ୍ତ ଚାଲୁରହିଛି।…
ଭିତରକନିକାରେ କୁମ୍ଭୀର ବଂଶ ବୃଦ୍ଧି ରୋକିବାକୁ ଗୁରୁତ୍ୱ
କେନ୍ଦ୍ରାପଡ଼ା, ୧୮ା୬(ଜଗନ୍ନାଥ ଧଳ) କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗ୍ରାମର ଅଶୋକ କୁମାର ଆଚାର୍ଯ୍ୟଙ୍କ ଏକମାତ୍ର ପୁଅ ଆଶୁତୋଷ(୧୦)ଙ୍କୁ ବ୍ରାହ୍ମଣୀ ନଦୀ ଘାଟରେ ଗତ ୧୪ ତାରିଖରେ କୁମ୍ଭୀର ଠାଣି ନେଲା। ଏହି ସ୍ଥାନ ଜାତୀୟ ଉଦ୍ୟାନ ଭିତରକନିକା ସଂରକ୍ଷିତ…
ମହିଳା କର୍ମଚାରୀଙ୍କୁ ମିଳିବ କ୍ରେଚ୍ ସୁବିଧା
ଜଗତ୍ସିଂହପୁର, ୧୮ା୬(ପ୍ରମୋଦ କୁମାର ନାୟକ) ଜଗତ୍ସିଂହପୁର ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଖୁବ୍ଶୀଘ୍ର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କ୍ରେଚ୍ (ଦିନବେଳା ଶିଶୁମାନଙ୍କ ଦେଖାଶୁଣା ପାଇଁ ଗୃହ) ସୁବିଧା ହେବାକୁ ଯାଉଛି। ଛୋଟ ପିଲାଙ୍କୁ ଘରେ ଛାଡି ମହିଳା…
ଗ୍ରୀଷ୍ମପ୍ରବାହ କମିବା ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେଉ
ଭୁବନେଶ୍ୱର, ୧୮ା୬(ଅନୁରାଧା ମହାରଣା) ଗ୍ରୀଷ୍ମଛୁଟି ସରି ଆସୁଥିବାବେଳେ ଆସନ୍ତା ୨୧ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ଯାଉଛି। ତେବେ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ସ୍କୁଲକୁ ସକାଳୁଆ କରାଯିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)…
‘ଛୋଟପିଲା, ଗୃହପାଳିତ ପଶୁଙ୍କୁ କାର୍ ଭିତରେ ଏକୁଟିଆ ଛାଡ଼ନ୍ତୁ ନାହିଁ’
କଟକ, ୧୮ା୬(କାର୍ତ୍ତିକ ସାହୁ)କାର୍ ଭିତରେ ଶ୍ୱାସରୁଦ୍ଧ ହୋଇ ଶିଶୁ ମୃତ୍ୟୁ ଘଟଣାକୁ ନେଇ ଓଡ଼ିଶା ପୋଲିସ ଅଭିଭାବକମାନଙ୍କୁ ସତର୍କ କରାଇଛି। ଛୋଟ ପିଲା ଓ ଗୃହପାଳିତ ପଶୁଙ୍କୁ କାର୍ ଭିତରେ ଏକୁଟିଆ ଛାଡ଼ନ୍ତୁ ନାହିଁ ବୋଲି ଓଡ଼ିଶା ପୋଲିସ ପକ୍ଷରୁ ଟୁଇଟର…
ଖୋଳାପୋତାରେ ଖିନ୍ଭିନ୍ ଭୁବନେଶ୍ୱର
ଭୁବନେଶ୍ୱର, ୧୮ା୬(ଅଭିଜିତ ଦାସ) ବିକାଶ ଓ ଉନ୍ନୟନ କାମ ପାଇଁ ସ୍ମାର୍ଟସିଟି ଭୁବନେଶ୍ୱରରେ ପାଣିଭଳି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ସହରର ବିକାଶଧାରା ‘ଗୋଦରା କୋଡେ ଯେତେ ମାଡେ ସେତେ ସଦୃଶ’…
‘ତ୍ରୟୋଦଶୀ ତିଥି ପରେ ରଥଯାତ୍ରା କରାଯିବା ଅନୁଚିତ’
ପୁରୀ, ୧୮ା୬(ଅଜିତ୍ ମହାନ୍ତି) ଅଦିନରେ ରଥଯାତ୍ରା କରୁଥିବା ବ୍ୟକ୍ତିବିଶେଷ ଓ ସଙ୍ଗଠନ ଧୀରେ ଧୀରେ ବାଟକୁ ଆସିବେ। ପରମ୍ପରା ଓ ଶାସ୍ତ୍ର ଅନୁଯାୟୀ, ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ତିଥି ଅନୁସାରେ ଭାରତର ବିଭିନ୍ନ ଜଗନ୍ନାଥ…
ରଥଯାତ୍ରାରେ ମୁତୟନ ହେବେ ୧୭୦ ପ୍ଲାଟୁନ ଫୋର୍ସ
ପୁରୀ, ୧୮ା୬(ଅଜିତ୍ ମହାନ୍ତି) ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଥର ରଥଯାତ୍ରାରେ ୧୭୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଜନଗହଳି ନିୟନ୍ତ୍ରଣ, ରଥଟଣା, ଟ୍ରାଫିକ ସୁପରିଚାଳନା ଏବଂ ଭିଭିଆଇପିଙ୍କ…
ସାପ କାମୁଡ଼ାରେ ୬ ବର୍ଷରେ ୬୩୫୧ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର, ୧୮ା୬ (ବନ୍ଦନା ସେଠୀ) ଓଡ଼ିଶାରେ ପ୍ରତିବର୍ଷ ସାପ କାମୁଡାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଓସ୍ଡମା ପରିସଂଖ୍ୟାନ ଅନୁଯାୟୀ, ୨୦୧୫ରୁ ୨୦୨୧ ମଧ୍ୟରେ ସାପ କାମୁଡ଼ାରେ ୬୩୫୧ ବ୍ୟକ୍ତିଙ୍କ ଜୀବନ ଯାଇଛି। ଗଞ୍ଜାମ ଜିଲାରୁ ସର୍ବାଧିକ ୩୦୭ ଜଣଙ୍କ…
Archives


