Home

ଏଫପିଆଇରେ ୮୪୦୦ କୋଟି ନିବେଶ

ଭୁବନେଶ୍ୱର,୨୧।୮: ଅନ୍ତରାଷ୍ଟ୍ରୀୟ ବଜାରରେ ଅସ୍ଥିରତା ସହିତ ଚାଇନାର ଆର୍ଥିକ ସଙ୍କଟ ଏବଂ ଘରୋଇ ଅର୍ଥବ୍ୟବସ୍ଥାର ସ୍ଥିରତା ମଧ୍ୟରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ)ଙ୍କ ଭାରତୀୟ ବଜାର ଉପରେ ଭରସା ଅଧିକ ମଜଭୁତ ହୋଇଛି। ୨୦୨୩ ଅଗଷ୍ଟ ୧୮ ସୁଦ୍ଧା ବିଦେଶୀ ପୋର୍ଟଫୋଲିଓ…

ମଧ୍ୟପ୍ରଦେଶରେ ୩,୦୦୦ ଟଙ୍କା ବେରୋଜଗାରୀ ଭତ୍ତା ପ୍ରତିଶ୍ରୁତି ଦେଲେ କେଜ୍‌ରିଓ୍ବାଲ

ସାତନା,୨୧ା୮(ପି.ଟି.): ବିଧାନସଭା ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତା ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ଯୁବବର୍ଗଙ୍କୁ ମାସିକ ୩,୦୦୦ ଟଙ୍କା ଲେଖାଏ ବେରୋଜଗାରୀ ଭତ୍ତା ସମେତ ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟ ଗ୍ୟାରେଣ୍ଟି ମଧ୍ୟରେ ରହିଛି ମାଗଣା…

ଫିଫା ମହିଳା ବିଶ୍ୱକପ୍‌: ପ୍ରଥମ ଥର ସ୍ପେନ୍‌ ଚାମ୍ପିୟନ୍‌

ସିଡ୍‌ନୀ,୨୧ା୮(ପି.ଟି.): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ବିଶ୍ୱକପ ଶେଷ ହୋଇଛି। ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ସ୍ପେନ୍‌ ୟୁରୋ ଚାମ୍ପିୟନ ଇଂଲଣ୍ଡକୁ ୧-୦ରେ ପରାସ୍ତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଉଭୟ ଦଳ ପ୍ରଥମ ଥର…

୨୨ରେ ଭାରତ ଏନ୍‌ସିଏପିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୮: ଦିନକୁ ଦିନ ସଡକ ଦୁର୍ଘଟଣା ବିଭିନ୍ନ କାରଣରୁ ବୃଦ୍ଧି ପାଉଛି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ୨୨ ଅଗଷ୍ଟ ୨୦୨୩ ରେ କେନ୍ଦ୍ର ସରକାରଙ୍କର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରକଳ୍ପ ‘ଭାରତ ନୂତନ…

ମହିନ୍ଦ୍ରାର ନ୍ୟୁ ଇ-ଆଲ୍‌ଫା ସୁପର ରିକ୍‌ସା

ଭୁବନେଶ୍ୱର,୨୧।୮: ମହିନ୍ଦ୍ରା ଲାଷ୍ଟ ମାଇଲ୍‌ ମୋବିଲିଟି (ଏଲ୍‌ଏମ୍‌ଏମ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ମହିନ୍ଦ୍ରା ନ୍ୟୁ ଇ-ଆଲ୍‌ଫା ସୁପର ରିକ୍‌ସାର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ମଡେଲକୁ ଥରେ ଚାର୍ଜ କଲେ ୯୫ କି.ମି.ରୁ…

ଆଜିଠାରୁ ପିଆଜ ବିକିବ ଏନ୍‌ସିସିଏଫ୍‌

ଭୁବନେଶ୍ୱର,୨୧।୮ (ଅଭୟ ଦାଶ): ଗତ କିଛିଦିନ ହେଲା ପିଆଜ ଦର ଓ ପିଆଜର ମହଜୁଦକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ କଟକଣା ଲଗାଇବା ସହିତ ଶୁଳ୍କ ମଧ୍ୟ ବୃଦ୍ଧି କରିଛନ୍ତି। ଏପରିକି…

ନୂଆ ରୂପରେ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର,୨୧।୮(ଅଭିଜିତ ଦାସ):ନୂଆ ରୂପରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ଏଥିରେ ରଙ୍ଗ ସହ ୨୫ ପ୍ରକାର ପରିବର୍ତ୍ତନ କରାଯାଇ ଶନିବାର ଟ୍ରାଏଲ ଟ୍ରାକ୍‌ରେ ପରୀକ୍ଷଣ କରାଯାଇଛି। ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି(ଆଇସିଏଫ୍‌)ରୁ ଏକ ନାରଙ୍ଗୀ ଓ ଧଳା ରଙ୍ଗର ବନ୍ଦେ ଭାରତ…

ସେନ୍ଥିଲି କୁମାର ଆଇଓସିଏଲ୍‌ ବୋର୍ଡର ଡାଇରେକ୍ଟର

ଭୁବନେଶ୍ୱର,୨୧।୮: ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ତଥା ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌)ବୋର୍ଡର ନିର୍ଦ୍ଦେଶକ (ପାଇପଲାଇନ) ଭାବେ ସେନ୍ଥିଲି କୁମାର ଏନ୍‌ ନିକଟରେ ଯୋଗଦେଇଛନ୍ତି। ଏ ନେଇ ବୋର୍ଡ ପକ୍ଷରୁ ମଧ୍ୟ ଏକ ପ୍ରେସ୍‌ ବିଜ୍ଞପ୍ତିରେ ବିସ୍ତୃତ ସୂଚନା…

ଜେ.କେ.ମହାନ୍ତିଙ୍କୁ ସମ୍ମାନଜନକ ଡକ୍ଟରେଟ୍‌

ଭୁବନେଶ୍ୱର,୨୧।୮: ରାଜ୍ୟର ଜଣାଶୁଣା ଶିଳ୍ପପତି ତଥା ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ.କେ.ମହାନ୍ତିଙ୍କୁ ଶନିବାର ସମ୍ମାନଜନକ ଡକ୍ଟରେଟ୍‌ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର ୧୯ ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମହାନ୍ତିଙ୍କୁ ଡିଗ୍ରୀ ଅଫ୍‌ ଡକ୍ଟରେଟ୍‌ ଲେଟର(ଅନରିସି କାଜା) ପ୍ରଦାନ କରାଯାଇଛି।…

ତାଗିଦ୍‌ ପରେ ବି ଶୁଣୁ ନାହାନ୍ତି କବାଡ଼ିଆ

ଭୁବନେଶ୍ୱର, ୨୧।୯ (ବନ୍ଦନା ସେଠୀ):କବାଡ଼ିଆଙ୍କ କବ୍‌ଜାରେ ଭୁବନେଶ୍ୱର ମହାନଗର ନିଗମର ଅଧିକାଂଶ ଅଞ୍ଚଳ। ଦିନକୁ ଦିନ ସେମାନଙ୍କ ପ୍ରାର୍ଦୁଭାବ ବଢି ଚାଲିଥିବାବେଳେ ବିଏମ୍‌ସିର ତାଗିଦକୁ ମଧ୍ୟ ଖାତିର କରୁନାହାନ୍ତି। ଜୁଲାଇ ୧୨ରେ ୟୁନିଟ-୩ ଅଞ୍ଚଳରେ ଥିବା କବାଡିଆମାନଙ୍କ ସହିତ ବିଏମ୍‌ସି ଆଲୋଚନା…

ବିଶ୍ୱସ୍ତରୀୟ ହେବ କପିଳାସ ପୀଠ

ଢେଙ୍କାନାଳ, ୨୧ା୮(ରତନ ନାୟାର):କପିଳାସ କ୍ଷେତ୍ରାଧିପତି ମହାଦେବ ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠକୁ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ ସ୍ଥଳୀରେ ପରିଣତ କରାଯିବ। ଏଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ ଅଗ୍ରାଧିକାର ଦେଇ ଆବଶ୍ୟକ ଉନ୍ନତିମୂଳକ କାର୍ଯ୍ୟ କରାଯିବ। ରାଜ୍ୟ ସରକାର, ଜିଲା ପ୍ରଶାସନ ପକ୍ଷରୁ…

ରାମ୍‌କୋ ମାସନ କ୍ଲବ୍‌ର ପୁରସ୍କାର ଉତ୍ସବ

ଭୁବନେଶ୍ୱର,୨୧।୮: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ରାମ୍‌କୋ ସିମେଣ୍ଟ ଲିମିଟେଡ୍‌ର ସାମାଜିକ ପ୍ରତିଷ୍ଠାନ ରାମ୍‌କୋ ମାସନ କ୍ଲବର ବାର୍ଷିକ ପୁରସ୍କାର ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀର ଡିଜିଏମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?