ହୋଣ୍ଡା ୱିନ୍-ୱିନ୍ ଅଫରର ଶୁଭାରମ୍ଭ
ନୂଆଦିଲ୍ଲୀ,୨୨।୬: ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟ ଲିମିଟେଡ୍ (ଏଚ୍ଆଇପିପି) ପକ୍ଷରୁ ଏକ ଅଭିନବ ଯୋଜନା ‘ହୋଣ୍ଡା ୱିନ୍-ୱିନ୍ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏଚ୍ଆଇପିପିର ପୋର୍ଟେବଲ ଜେନେରେଟର ମଡେଲଗୁଡିକର ପ୍ରମାଣିତ ଲାଇନ ଅପ୍ ଉପରେ ମଧ୍ୟ ଆକର୍ଷଣୀୟ ଋତୁକାଳୀନ…
ବାହାନଗା ରେଳ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ମିଳିଲା ୬ ଲକ୍ଷ ୮୫ ହଜାର
ଭୁବନେଶ୍ବର,୨୨ା୬(ସୁନିତ୍ ମିଶ୍ର): ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସାହାଯ୍ୟାର୍ଥେ ଓଡ଼ିଶା ମୃତ୍ତିକା ସଂରକ୍ଷଣ ଅଧିକାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪ ଲକ୍ଷ ୨୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ବୁଧବାର ଲୋକସେବା ଭବନଠାରେ ମୁଖ୍ୟ…
ବଡି କେୟାର କିଡ୍ସର ନ୍ୟୁ ସମର କଲେକ୍ସନ
ନୂଆଦିଲ୍ଲୀ,୨୨।୬: ବଡି କେୟାର ଇଣ୍ଟରନ୍ୟାଶନାଲ ଲିମିଟେଡ୍ର ଅଗ୍ରଣୀ କ୍ଲଥିଂ ଲାଇନ ବଡି କେୟାର କିଡ୍ସର ନୂତନ ସମୟ କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଚଳିତ ବର୍ଷର ଗ୍ରୀଷ୍ମଋତୁ ବା ଖରାଦିନ ପାଇଁ ଛୋଟପିଲାମାନଙ୍କର ଏକ ବିସ୍ତୃତ ରେଞ୍ଜର ନୂଆ ସାମଗ୍ରୀକୁ ବଜାର…
ଖରିଫ ଚାଉଳ ସଂଗ୍ରହରେ ବିଳମ୍ବ
ସମ୍ବଲପୁର,୨୨ା୬(ଶୁଭାଶିଷ ପାଢ଼ୀ) ଆର୍ଥତ୍କ ବର୍ଷ ୨୦୨୨-୨୩ ପାଇଁ ଖରିଫ ଧାନ ସଂଗ୍ରହ ଧାର୍ଯ୍ୟ ଓ ଅନୁମୋଦିତ ପରିମାଣ ଅନୁସାରେ ହୋଇଥିଲା। ତଦନୁଯାୟୀ ଜିଲା ତଥା ବାହାର ଜିଲାରୁ ଧାନ ସମ୍ବଲପୁର ଜିଲାର ମିଲ୍ଗୁଡିକୁ ଆସିଥିଲା। ହେଲେ ଏବେ ଚାଉଳ ସଂଗ୍ରହରେ ବିଳମ୍ବ…
ହୋଣ୍ଡା ସାଇନ୍ ୧୨୫ ଉନ୍ମୋଚିତ
ନୂଆଦିଲ୍ଲୀ,୨୨।୬(ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ହୋଣ୍ଡା ସାଇନ୍ ୧୨୫ ମଡେଲର ନିକଟରେ ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ୍…
ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ମରାମତିକୁ ଗୁରୁତ୍ୱ
ଭୁବନେଶ୍ୱର,୨୨।୬: ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) ପକ୍ଷରୁ ବିଦ୍ୟୁତ୍ ଯୋଗାଣକୁ ପ୍ରାଥମିକତା ଦେବା ଲାଗି ମରାମତି କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି। ଏପରିକି ୨୦୨୩ ମାର୍ଚ୍ଚ ପରଠାରୁ ରାଜ୍ୟରେ ବାରମ୍ବାର କାଳବୈଶାଖୀ ଝଡ଼ରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ୬୫୭…
କୋରିଆ ଗାୟକଙ୍କ ଆତ୍ମହତ୍ୟା
ସିଓଲ, ୨୨ା୬ : କୋରିଆର ଖ୍ୟାତନାମା ଗାୟକ ଚୋଇ ସୁଙ୍ଗ୍-ବୋଙ୍ଗ୍ ତାଙ୍କ ବାସଭବନରେ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ୨୦୧୧ରେ କୋରିଆ ଗଟ୍ ଟ୍ୟାଲେଣ୍ଟ ପ୍ରତିଯୋଗିତାରେ ସେ ଦ୍ୱିତୀୟ ସ୍ଥାନ ହାସଲ କରିବା ପରେ ଖ୍ୟାତି ଅର୍ଜନ କରିଥିଲେ। ସେ କୋରିଆର ବୋଙ୍ଗ…
ନିର୍ମାଣ ହେବ ୩୪୦୪ କି.ମି. ରାସ୍ତା
ଭୁବନେଶ୍ୱର,୨୨ା୬ (ଅନିଲ ଦାସ) ଗ୍ରାମାଞ୍ଚଳରେ କୌଣସି ସଡ଼କ ଆଉ ଅସଂଯୋଜିତ ହୋଇ ରହିବ ନାହିଁ। ଆନ୍ତଃରାଜ୍ୟ, ଆନ୍ତଃଜିଲା ଓ ଆନ୍ତଃବ୍ଲକ ସହ ସମସ୍ତ ରାସ୍ତା ସଂଯୋଗ ହେବ। ଦୁର୍ଗମ ତଥା ମାଓପ୍ରବଣ ଅଞ୍ଚଳ ରାସ୍ତା ମଧ୍ୟ ନିର୍ମାଣ ହେବ। ଗ୍ରାମାଞ୍ଚଳରେ ଗମନାଗମନ…
ବଜାରରେ କେଣ୍ଟ୍ର ନୂତନ ଉତ୍ପାଦ
ନୂଆଦିଲ୍ଲୀ,୨୨।୬: କେଣ୍ଟ୍ ଆର୍ଓ ସିଷ୍ଟମ୍ସ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କେଣ୍ଟ୍ ଗ୍ରାଣ୍ଡ ଷ୍ଟାର୍-ବି ଓ୍ବାଟର ପୁରିଫାୟରର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କେଣ୍ଟ୍ର ଏହି ନୂତନ ଉତ୍ପାଦ ଅତ୍ୟନ୍ତ କ୍ଷମତାଶାଳୀ…
ଜେଲ ହାଜତରେ କଏଦୀଙ୍କୁ ପିଟି ହତ୍ୟା
ଢେଙ୍କାନାଳ ଅଫିସ,୨୨ା୬(ରତନ ନାୟାର)ଏକ ଅବକାରୀ ମାମଲାରେ ଗିରଫ ହୋଇ ଢେଙ୍କାନାଳ ଜିଲା କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ବୁଧବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ ସଦର ଥାନା ବେଶାଳିଆ ଗ୍ରାମର ଅଥାନି ଦେହୁରୀ (୪୨)। ଅଥାନିଙ୍କୁ ପିଟି…
ଆନ୍ଦୋଳନ ବେଳେ ପ୍ରାଣୀ ଉପଦ୍ରବ
ଶିକାରୀଙ୍କ ଆକ୍ରମଣରେ ଅସୁରକ୍ଷିତ ବନ କର୍ମଚାରୀ। ତେଣୁ ସୁରକ୍ଷା ଦାବିରେ ଗତ ୧୯ତାରିଖରୁ ୮,୧୮୮ଜଣ ବନ କର୍ମଚାରୀ ପାଟ୍ରୋଲିଂ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଆସନ୍ତା ୮ତାରିଖ ସୁଦ୍ଧା ସରକାର ସେମାନଙ୍କ କଥା ନ ଶୁଣିଲେ ୧୦ତାରିଖରୁ ସମୂହ କାର୍ଯ୍ୟ ଛାଡ଼…
ଦଳିତ ଯୁବତୀଙ୍କୁ ପୋଲିସର ଗଣବଳାତ୍କାର ପରେ ହତ୍ୟା
ଜୟପୁର, ୨୨ା୬ : ରାଜସ୍ଥାନର ବିକାନେର ଜିଲାରେ ଜଣେ ୨୦ ବର୍ଷୀୟା ଦଳିତ ଛାତ୍ରୀ କୋଚିଂ କ୍ଲାସ୍ ଯାଉଥିବାବେଳେ ତାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଛି। ୨ ଜଣ ପୋଲିସ କର୍ମଚାରୀଙ୍କ ସନ୍ଦେହଜନକ ଭୂମିକା ରହିଥିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଛି। ପୀଡ଼ିତାଙ୍କ…
Archives


