Home

ମାଲକାନଗିରିରେ ୨୧ ରାସ୍ତା ପ୍ରକଳ୍ପ ପାଇଁ ୧୫୮ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୬(ଅନିଲ ଦାସ): ମାଓବାଦୀ ପ୍ରବଣ ମାଲକାନଗିରି ଜିଲାର ଯୋଗାଯୋଗ କ୍ଷେତ୍ରକୁ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୫୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଜିଲା ଗ୍ରାମୀଣ ବିକାଶ ବିଭାଗର ପ୍ରସ୍ତାବ ଅନୁସାରେ ୨୧ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ…

କଥା ଦେଇ କଥା ରଖିଲେ ୫-ଟି ସଚିବ: ଗସ୍ତର ଗୋଟିଏ ସପ୍ତାହରେ ଆସିଲା ୨କୋଟି ଟଙ୍କାର ଅନୁଦାନ

ଦାରିଙ୍ଗବାଡ଼ି,୨୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି଼କୁ ଗତ ସପ୍ତାହରେ ୫-ଟି ସଚିବ ଭି. କେ ପାଣ୍ଡିଆନ ଗସ୍ତ କରିଥିଲେ। ସେହି ସମୟରେ ସେ ୪ଟି ପ୍ରକଳ୍ପ ତଥା ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ ଓ କମ୍ୟୁନିଟି ହଲ୍‌ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ପୁଣି ଭୁଶୁଡିଲା ଏକ ନିର୍ମାଣାଧୀନ ପୋଲ, ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ଉଠିଲା ପ୍ରଶ୍ନ…

ପାଟନା,୨୪।୬ : ବିହାରରେ ଭାଗଲପୁରର ଗଙ୍ଗା ନଦୀ ଉପରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ଘଟଣା ନେଇ ରାଜନିତି ଥଣ୍ଡା ହୋଇ ନ ଥିବାବେଳେ ପୁଣି ଥରେ ଏଭଳି ମାମଲା ସାମ୍ନାକୁ ଆସିଛି। କିଶନଗଞ୍ଜ ଜିଲାର ମୈଚି ନଦୀ ଉପରେ ଏକ…

ଏହି ଅଭିନେତ୍ରୀଙ୍କୁ ଘୃଣା କରୁଥିଲେ ସଲମାନ

ମୁମ୍ବାଇ: ଫିଲ୍ମ ଜଗତରେ ନିଜର ଅଭିନୟ ଦକ୍ଷତା ପ୍ରତିପାଦିତ କରିଥିବା ଅଭିନେତ୍ରୀ ପୂଜା ଭଟ୍ଟ ବର୍ତ୍ତମାନ ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌ ଓଟିଟି ସିଜିନ୍‌-୨’ରେ ନଜର ଆସିଛନ୍ତି। ଆପଣ ଜାଣନ୍ତି ଏଥର ଶୋ କରଣ ଜୋହର ନୁହନ୍ତି ବରଂ ସଲମାନ…

ଛୁଆ ହାତୀକୁ ଗ୍ରହଣ କରୁନି ମା’, ଚିନ୍ତାରେ ବନ ବିଭାଗ

କେନ୍ଦୁଝର,୨୪ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ ଅନ୍ତର୍ଗତ ଦେଓବନ୍ଧ ବିଟ୍‌ ଅଧିନସ୍ଥ କୋଳିମାଟି ଗ୍ରାମ ନିକଟରେ ଶୁକ୍ରବାର ଏକ ପଥର ଖୋଲରୁ ଉଦ୍ଧାର କରାଯାଇଥିବା ପ୍ରାୟ ୨ ମାସର ହାତୀ ଛୁଆକୁ ମା’ ହାତୀ କିମ୍ବା ଦଳ ଗ୍ରହଣ…

ରଜ ଉତ୍ସବ ପାଳିବାକୁ ଯାଇ ଯୁବତୀଙ୍କ ପତ୍ତା ମିଳୁନି

ବାଲିଗୁଡ଼ା,୨୪ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଦିନକୁ ଦିନ ନାବାଳିକା/ଯୁବତୀ ଅପହରଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳିତ ମାସ ୧୫ ତାରିଖରେ ମହାସିଙ୍ଗି ପଞ୍ଚାୟତ…

ସ୍ତ୍ରୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର,୨୪ା୬(ସୂର୍ଯ୍ୟକାନ୍ତ ବେହେରା): ସ୍ତ୍ରୀଙ୍କୁ ହତ୍ୟା ମାମଲାରେ ରାୟଗଡ଼ା ଜିଲା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଶନିବାର ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ ଟି ଦସ୍ତାବିଜ ଆଧାରରେ…

ଭାରତ-ବ୍ରିଟେନ ସମ୍ପର୍କରୁ ଲାଭ ନିଅନ୍ତୁ ସୁନକ: ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ…

ଲଣ୍ଡନ,୨୪।୬ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଉପପ୍ରଧାନ ମନ୍ତ୍ରୀ ଡୋମିନିକ ରାଏବ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଭାରତ ସହ ନୂତନ ବାଣିଜ୍ୟ ଏବଂ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଏହି…

ହିନ୍ଦୁ-ଶିଖଙ୍କ ବିଭାଜନ ପାଇଁ ଖଲିସ୍ତାନ ପ୍ରସଙ୍ଗ ଆଣିଥିଲା କଂଗ୍ରେସ: ପୂର୍ବତନ ‘ର’ ଅଧିକାରୀ…

ନୂଆଦିଲ୍ଲୀ,୨୪।୬ : ଭାରତର ଗୁପ୍ତଚର ଏଜେନ୍ସି ‘ର’(ରିସର୍ଚ୍ଚ ଆଣ୍ଡ ଆନାଲିସିସ ଓ୍ବିଙ୍ଗ)ର ପୂର୍ବତନ ସ୍ବତନ୍ତ୍ର ସଚିବ ଜିବିଏସ ସିଦ୍ଧୁ ଖାଲିସ୍ତାନ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିବାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ସେ ଦାବି କରିଛନ୍ତି ଜ୍ଞାନୀ ଜୈଲ ସିଂ, ସଞ୍ଜୟ…

କାଇରୋରେ ପହଞ୍ଚିଲେ ମୋଦି

କାଇରୋ/ନୂଆଦିଲ୍ଲୀ,୨୪ା୬: ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କାଇରୋରେ ପହଞ୍ଚିଛନ୍ତି। ମୋଦି ଦୁଇ ଦିନିଆ ଗସ୍ତରେ ଯାଇ ଇଜିପ୍ଟର ପ୍ରଧାନମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ ଏବଂ ରାଷ୍ଟ୍ରପତି ଏଲ୍‌-ସିସିଙ୍କୁ ମଧ୍ୟ ଭେଟିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ…

ପାକିସ୍ତାନର ପୂର୍ବତନ ମନ୍ତ୍ରୀଙ୍କ ଦେଶଦ୍ରୋହ ମାମଲାକୁ ସ୍ଥଗିତ ରଖିଲେ କୋର୍ଟ

ଇସଲାମାବାଦ,୨୪ା୬: ଇସଲାମାବାଦର ଏକ ଜିଲା ତଥା ଅଧିବେଶନ କୋର୍ଟ ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫଓ୍ବାଦ ଚୌଧୁରୀଙ୍କ ଦେଶଦ୍ରୋହ ମାମଲାରେ ଶୁଣାଣି ସ୍ଥଗିତ ରଖିଛନ୍ତି। ଜଜ ଫଓ୍ବାଦଙ୍କ ଛାଡ଼ ଆବେଦନକୁ ଗ୍ରହଣ କରି ତାଙ୍କୁ ଜୁଲାଇ ୪ରେ କୋର୍ଟରେ ହାଜର…

ମୋଦିଙ୍କୁ ପରାଜିତ କରିବା ଯୋଜନାରେ ୧୦ ବଡ ରାଜ୍ୟର ୩୦୯ ଲୋକସଭା ଆସନ କଂଗ୍ରେସ ହାତରୁ ଯିବ…

ନୂଆଦିଲ୍ଲୀ,୨୪।୬ : ଦେଶର ସ୍ବାଧୀନତା ପରେ ପ୍ରଥମ ଥର ପାଇଁ କଂଗ୍ରେସ ୯ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ନାହିଁ। କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ବିରୋଧୀ ଏକତାର ଅଂଶ ହେବା ପାଇଁ ସମସ୍ତ ପ୍ରକାର ରାଜନୈତିକ ଆପୋଷ ବୁଝାମଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri