ଉତ୍ତରପ୍ରଦେଶରେ ଭାଜପାର ଟ୍ରିପଲ ଇଞ୍ଜିନ ସରକାର…
ଲକ୍ଷ୍ନୌ,୧୪।୫ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶ ପୌର ପରିଷଦ ନିର୍ବାଚନରେ ଭାଜପା ଏକ ଐତିହାସିକ ବିଜୟ ହାସଲ କରିଛି। ଗୋଟିଏ ପଟେ ଦକ୍ଷିଣ ରାଜ୍ୟରେ ହୋଇଥିବା ଅପମାନଜନକ ପରାଜୟ ଭାଜପାକୁ ଆତ୍ମମନ୍ଥନ କରିବାକୁ ବାଧ୍ୟ କରିଥିବାବେଳେ ଅନ୍ୟପକ୍ଷରେ ଉତ୍ତରପ୍ରଦେଶ…
୨୦୨୪ ବିଜୟର ଶୁଭାରମ୍ଭ କର୍ନାଟକରୁ: ଉଦ୍ଧବ ଠାକରେ…
ମୁମ୍ବାଇ,୧୪।୫ : କର୍ନାଟକ ବିଧାନସଭା ନିର୍ବାଚନରେ ଭାଜପା ପରାଜୟର ସମ୍ମୁଖୀନ ହୋଇଛି। କଂଗ୍ରେସ ବହୁ ସଂଖ୍ୟାରେ ଜିତିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏ ବିଷୟରେ ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କର ପୁରୁଣା ସହଯୋଗୀ ଭାଜପାକୁ ସେ କଡ଼ା ସମାଲୋଚନା…
୧୧୨ ରନରେ ସିଏସକେର ବୃହତ ବିଜୟ …
ଜୟପୁର,୧୪।୫ : ଆଇପିଏଲ ୨୦୨୩ର ୬୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର) ବିପକ୍ଷରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ୧୧୨ ରନରେ ବିଜୟ ହାସଲ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଆରଆର ୧୦.୩ ଓଭରରେ ୧୦ ଓ୍ବିକେଟ ହରାଇ ୫୯ ରନ…
ଟସ ଜିତିଲା ସିଏସକେ, ପ୍ରଥମେ ବ୍ୟାଟିଂ…
ଚେନ୍ନାଇ,୧୪।୫ : ଆଇପିଏଲ ୨୦୨୩ର ୬୧ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର) ରବିବାର ରୟାଲ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)କୁ ଭେଟିଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ସିଏସକେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।…
ଗୁରୁବାର ଶପଥ ନେବେ କର୍ନାଟକ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ: ବହୁମତ ହାସଲ ପରେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍ ଶପଥ ଗ୍ରହଣ କରିବେ। କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବ ତାହା ସ୍ପଷ୍ଟ କରି ନ ଥିଲେ ମଧ୍ୟ ଗୁରୁବାର ଶପଥ ଗ୍ରହଣ ସମାରୋହ ହେବ ବୋଲି ସୂଚନା…
ଆରଆର ପାଇଁ ବିଜୟ ଲକ୍ଷ୍ୟ ୧୭୨ରନ…
ଜୟପୁର,୧୪।୫ : ଆଇପିଏଲ ୨୦୨୩ର ୬୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର) ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ମ୍ୟାଚ ହେଉଛି। ଏହି ମ୍ୟାଚ ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଆରସିବି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…
‘ମୋଚା’ର ତାଣ୍ଡବ ପାଣିରେ ବୁଡିଯିବ ବାଂଲାଦେଶର ଦ୍ୱୀପ
ଢାକା,୧୪।୫: ଲ୍ୟାଣ୍ଡଫଲ କରିଛି ଘୁର୍ଣ୍ଣିବାତ୍ୟା ‘ମୋଚା’। ଏବେ ଏହାର ପ୍ରକୋପ ବଢିବାରେ ଲାଗିଛି। ବାଂଲାଦେଶୀ ମିଡିଆର ସୂଚନା ଅନୁଯାୟୀ, ଆଗକୁ ଏହି ଘୂର୍ଣ୍ଣିଝଡ଼ ସେତିକି ଉଗ୍ର ହେବ ଯେଉଁଥିରେ ବାଂଲାଦେଶର ଏକ ଦ୍ୱୀପ ପାଣିରେ ବୁଡିଯିବ। ହେଲେ ଏହା ଅସ୍ଥାୟୀ ଭାବେ…
ଆଇସିଏସ୍ଇ ମାଟ୍ରିକ ପରୀକ୍ଷାରେ ଓଡ଼ିଶାରୁ ପ୍ରିୟଙ୍କା, ବିଷ୍ଣୁ ଟପ୍ପର
ଭୁବନେଶ୍ୱର,୧୪ା୫(ବ୍ୟୁରୋ): କାଉନ୍ସିଲ ଫର୍ ଦ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ (ସିଆଇଏସ୍ସିଇ) ବୋର୍ଡ ପରିଚାଳିତ ଆଇସିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଓଡ଼ିଶାରୁ ପ୍ରିୟଙ୍କା ପରାସର ଓ ବିଷ୍ଣୁ ଶତପଥୀ ୯୯.୪୦…
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନେଇ ଚର୍ଚ୍ଚା କଲେ ଜୟଶଙ୍କର…
ଷ୍ଟକହୋମ,୧୪।୫ : ଫ୍ରାନ୍ସ, ଅଷ୍ଟ୍ରିଆ, ବେଲଜିୟମ, ବୁଲଗେରିଆ, ସାଇପ୍ରସ, ଲାଟଭିଆ, ଲିଥୁଆ ଏବଂ ରୋମାନିଆର ପ୍ରତିପକ୍ଷଙ୍କ ସହ ସ୍ବିଡେନରେ ସାକ୍ଷାତ ସମୟରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଏବଂ ୟୁକ୍ରେନ ଯୁଦ୍ଧ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଲୋଚନା…
ଏହା ନୁହେଁ ମୋଦିଙ୍କ ପରାଜୟ: ବୋମ୍ମାଇ…
ବେଙ୍ଗାଲୁରୁ,୧୪।୫ : କର୍ନାଟକ ନିର୍ବାଚନ ଫଳାଫଳରେ ଯେଉଁଠାରେ କଂଗ୍ରେସ ରବିବାର ବେଙ୍ଗାଲୁରୁରେ ଦଳର ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଲୋଚନା କରିବାକୁ ଯାଉଛି। ଅପରପକ୍ଷରେ ପରାଜୟ ପରେ ଭାଜପା ନେତା ତଥା କର୍ନାଟକର ବିଦାୟୀ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଦଳ…
‘ମୋ’ ଜୀବନ ପ୍ରତି ବିପଦ ଅଛି’
ଇସଲାମାବାଦ,୧୪ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନ୍ସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନ୍ ରବିବାର ଅପରାହ୍ନରେ ସାରା ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିବାକୁ ସମର୍ଥନମାନଙ୍କୁ ନିବେଦନ କରିଛନ୍ତି। ତାଙ୍କୁ ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ନାବ) ଗିରଫ କରିବାର କିଛି ଦିନ…
ସଲମାନଙ୍କୁ ପ୍ରଶଂସା କଲେ ଏହି ଅଭିନେତ୍ରୀ
ମୁମ୍ବାଇ: ଦବଙ୍ଗ ଖାନ୍ ସଲମାନ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀଙ୍କୁ କାମ କରିବା ପାଇଁ ସୁଯୋଗ ଦେଇଛନ୍ତି। ସେମାନଙ୍କ କ୍ୟାରିୟର ଗଢ଼ିବାରେ ସଲମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜରିନ ଖାନ୍ ଅନ୍ୟତମ। ଆଜି ଅର୍ଥାତ୍…
Archives


