Home

ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ, ପହଞ୍ଚିଗଲା ପାଟ୍ରୋଲିଂ ଗାଡ଼ି, ଚମ୍ପଟ ମାରିଲେ ଦୁର୍ବୃତ୍ତ

ରାଇକିଆ,୨୫ା୬(ପ୍ରଦୀପ ବେହେରା/ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ରାଇକିଆ ଥାନା କତିଙ୍ଗିଆଠାରେ ଶନିବାର ବିଳମ୍ବିତ ରାତିରେ ଅଜଣା ଦୁର୍ବୃତ୍ତ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ ଭାଙ୍ଗି ଚୋରି ଉଦ୍ୟମ କରିଥିବା ଜଣାପଡ଼ିଛି। ଏଟିଏମ୍‌ରେ କେହି ସିକ୍ୟୁରିଟି ଗାର୍ଡ ନ ଥିବାରୁ ଏଟିଏମ୍‌ ଦାୟିତ୍ୱରେ ଥିବା କର୍ମଚାରୀ…

ବଦଳିବ ଲିଙ୍ଗରାଜ ମନ୍ଦିରର ରୂପରେଖ, ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା

ଭୁବନେଶ୍ୱର,୨୫ା୬(ବନ୍ଦନା ସେଠୀ): ନୂଆରୂପ ପାଇବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ବଦଳିବ ଏକାମ୍ରକ୍ଷେତ୍ରର ରୂପରେଖ। ଏଥିପାଇଁ ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା। ଲିଙ୍ଗରାଜ ମନ୍ଦିର ସାମ୍ନାରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ ତଥା ମନ୍ଦିର ଚାରି ପାଖରେ ପରିକ୍ରମା…

ଶିବରାଜଙ୍କ ସରକାରଙ୍କ ପ୍ରତି ବିଭାଗରେ ଭରି ରହିଛି ଦୁର୍ନୀତି: କମଲନାଥ…

ଭୋପାଳ,୨୫।୬ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ରାଜ୍ୟର ଭାଜପା ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାରଙ୍କ ପ୍ରତି ବିଭାଗରେ ଦୁର୍ନୀତି ଭରି ରହିଛି। କୋଟି କୋଟି ଟଙ୍କାର ଦୁର୍ନୀତି…

କାର୍‌ ସହ ନଦୀସ୍ରୋତରେ ଫସିଗଲେ ମହିଳା

ଚଣ୍ଡିଗଡ଼,୨୫ା୬: ରବିବାର ସକାଳେ ହରିୟାଣାର ପଞ୍ଚକୁଲାରେ ଏକ ଖବର ଚର୍ଚ୍ଚାକୁ ଆସିଛି। ପାହାଡ଼ ଉପରେ ବର୍ଷା ହେବା ପରେ ଘାଗର ନଦୀରେ ଜଳ ପ୍ରବାହ ହଠାତ୍‌ ବୃଦ୍ଧି ହେତୁ ଜଣେ ମହିଳା ତାଙ୍କ କାର୍‌ ସହିତ ଭାସିଯାଇଥିଲେ। ସୌଭାଗ୍ୟ ବଶତଃ କାର୍‌ଟି…

୪୮ ଘଣ୍ଟାରେ ଦୁଇ ଶିଖ୍‌ ସମ୍ପ୍ରଦାୟ ବ୍ୟକ୍ତିଙ୍କୁ ହତ୍ୟା

ଇସଲାମାବାଦ,୨୫ା୬: ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣ ବନ୍ଦ ହେବାର ନାଁ ନେଉନାହିଁ। ପାକିସ୍ତାନର ପେଶାୱାରରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ରବିବାର ପୁଣି ଜଣେ ଶିଖ୍‌ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତେବେ ୪୮ ଘଣ୍ଟା…

ବିଦ୍ୟୁତ୍‌ ବିଭ୍ରାଟ ନେଇ ଟାଟା ପାଓ୍ବାର କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ରଥଯାତ୍ରା ସମୟରେ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ରବିବାର ଟାଟା ପାଓ୍ବାର କାର୍ଯ୍ୟାଳୟକୁ ପୁରୁଣା ବଜାରବାସୀ ଘେରାଉ କରିଛନ୍ତି। ବାରମ୍ବାର ବିଦ୍ୟୁତ୍‌ କାଟ୍‌ ଓ ବିଭ୍ରାଟର କାରଣର ଜବାବ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ମାଗିଛନ୍ତି। ସବୁଦିନ ଏଭଳି ଅଘୋଷିତ ବିଦ୍ୟୁତ୍‌…

ଆମେରିକାର ଟାମ୍ପା ସହରରେ ରଥଯାତ୍ରା…

ଫ୍ଲୋରିଡା ,୨୫।୬ : ସ୍ବଦେଶ ହେଉ ଅବା ପ୍ରବାସ, ଯେଉଁଠି ଓଡ଼ିଆ, ସେଇଠି ଜଗନ୍ନାଥ ଆଉ ରଥଯାତ୍ରା। ଓଡ଼ିଆଙ୍କ ପ୍ରାଣ ଓ ପରିଚୟ ହେଉଛନ୍ତି ପ୍ରଭୁ ଶ୍ରୀକାଳିଆ ସାଆନ୍ତ। ବିଳମ୍ବରେ ହେଲେ ମଧ୍ୟ ନିଜ କର୍ମମୟ ଜୀବନ ଜଞ୍ଜାଳରୁ ସାମୟିକ ବିରତି…

କେନ୍ଦୁପତ୍ର ତୋଳାଳିଙ୍କ ପାରିଶ୍ରମିକରୁ ଫାଇନ ଅର୍ଥ ଆଦାୟ

କେନ୍ଦୁଝର,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ କେନ୍ଦୁପତ୍ର ତୋଳାଳିମାନଙ୍କ ଇପିଏଫ୍‌ ନିୟମିତ ଜମା ନ କରିବାରୁ ୫୦ ହଜାର ଟଙ୍କା ଫାଇନ୍‌ ହୋଇଛି। ତେବେ ଏହି ଫାଇନ କେନ୍ଦୁପତ୍ର ତୋଳାଳିଙ୍କ ଫଣ୍ଡରୁ ପ୍ରଦାନ କରାଯାଇ ଥିବାରୁ ତୋଳାଳିମାନଙ୍କ ମଧ୍ୟରେ…

ଜରୁରୀକାଳୀନ ପରିସ୍ଥିତିରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି…

ନୂଆଦିଲ୍ଲୀ,୨୫।୬ : ଦେଶରେ ଜରୁରୀକାଳୀନ ପରିସ୍ଥିତିର ବାର୍ଷିକୀ ଅବସରରେ ରାଜନୈତିକ ଦଳମାନେ ବିଭିନ୍ନ ଉପାୟରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପ୍ରସଙ୍ଗରେ ଟୁଇଟ କରିଛନ୍ତି। ଜରୁରୀକାଳୀନ ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ପ୍ରଭାବିତ ହୋଇଥିବା…

୯ ବର୍ଷ ପରେ ପରଦାକୁ ଆସିବେ ଏହି ଯୋଡ଼ି

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ ଏବଂ ଫରାହ ଖାନ କେବଳ ବ୍ୟକ୍ତିଗତ ନୁହନ୍ତି, ବୃତ୍ତିଗତ ଭାବରେ ମଧ୍ୟ ଦୁହିଁଙ୍କ ଭିତରେ ଭଲ କେମିଷ୍ଟ୍ରି ରହିଛି। ଏହି ଯୋଡ଼ି ‘ମୈ ହୁଁ ନା’, ‘ଓମ୍‌ ଶାନ୍ତି ଓମ୍‌’ ଏବଂ ‘ହ୍ୟାପି ନ୍ୟୁ ଇୟର’ ପରି…

ଡାକ୍ତରଖାନା ଛାତରୁ ପୁଣି ଖସିଲା ପ୍ଲାଷ୍ଟର

ଆନନ୍ଦପୁର,୨୫ା୬(ସନ୍ତୋଷ ରାଉତ): ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା ପୁଣି ଚର୍ଚ୍ଚାକୁ ଆସିଛି। ଡାକ୍ତରଖାନା ଓପିଡି ଛାତରୁ ରବିବାର ପ୍ଲାଷ୍ଟର ଖସିଛି। ଡାକ୍ତରଖାନା ଓପିଡିରେ ଡାକ୍ତରଙ୍କ ନିକଟକୁ ଆସିଥିବା ଅନେକ ରୋଗୀ ଲାଇନ୍‌ରେ ଛିଡ଼ା ହେବା ସମୟରେ ଛାତରୁ ପ୍ଲାଷ୍ଟର ଖଣ୍ଡ ଖସିଥିଲା।…

ଗଞ୍ଜାମ ସହରରେ ବଢୁଛି ନକଲି ଔଷଧ କାରବାର, ରୋଗୀ ହନ୍ତସନ୍ତ

ଗଞ୍ଜାମ,୨୫ା୬(ବିଦ୍ୟାଧର ସାହୁ): ଦିନକୁ ଦିନ ଗଞ୍ଜାମ ସହରରେ କାୟାବିସ୍ତାର କରିଚାଲିଛି ନକଲି ଔଷଧ। ସ୍ବାସ୍ଥ୍ୟ ବିଭାଗ ଗାଇଡ୍‌ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ସହରର କିଛି ଔଷଧ ଦୋକାନୀ। ଜଣେ ଫାର୍ମାସିଷ୍ଟଙ୍କ ଉପସ୍ଥିତିରେ ମେଡିସିନ ଷ୍ଟୋର ଖୋଲା ଔଷଧ ବିକ୍ରି କରିବା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri