Home

ଲେବଲ କ୍ରସିଂରେ ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରେନ୍‌, ୭ମୃତ

ଏଲ ମାର୍କସ,୩।୮: ମେକ୍ସିକୋର ଉତ୍ତରରେ ଥିବା କୁରେଟାରୋ ସହରରେ ଏକ ଟ୍ରେନ୍‌ କ୍ରସିଂ ଗେଟ୍‌ରେ ଏକ ଛୋଟ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି ଟ୍ରେନ। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି। ଏଲ ମାର୍କସ ଟାଉନସିପର…

ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

କୋଚି,୩।୮: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ କୋଚିରେ ଜରୁରୀକାଳୀନ ଅବତରଣ କରିଛି। ଏହି ବିମାନ କୋଚିରୁ ଶାରଜା ଅଭିମୁଖେ ଯାଉଥିଲା କିନ୍ତୁ ବିମାନ ଉଡ଼ାଣର କିଛି ସମୟ ପରେ ଜଣେ ଯାତ୍ରୀ ବିମାନରେ ଧୂଆଁ ଗନ୍ଧ ଆସୁଥିବା ଅଭିଯୋଗ କରିଥିଲେ। ଏହା…

ଚାଇନା ସୀମାରେ ୩ ଟନେଲ ନିର୍ମାଣ କରିବ ଭାରତ…

ନୂଆଦିଲ୍ଲୀ,୩।୮ : ଖୁବ ଶୀଘ୍ର ଭାରତ ଉତ୍ତରାଖଣ୍ଡକୁ ଲାଗିଥିବା ଚାଇନା ସୀମାରେ ତିନୋଟି ଟନେଲ ନିର୍ମାଣ କରିବ। ଯେଉଁଥିପାଇଁ ଦୁଇଟି ଭିନ୍ନ ଘାଟିରେ ଥିବା ଆଇଟିବିପିର ଦୁଇଟି ପୋଷ୍ଟ ମଧ୍ୟରେ ସଂଯୋଗ ସ୍ଥାପନ ସମ୍ଭବ ହେବ। ଏହା ସହିତ, ଏହି ଟନେଲଗୁଡିକର…

ବୁର୍ଖା ପିନ୍ଧି ଆସିଥିବା ଛାତ୍ରୀଙ୍କୁ କଲେଜରେ ମିଳିଲାନି ପ୍ରବେଶ ଅନୁମତି

ମୁମ୍ବାଇ,୩।୮: ବୁର୍ଖା ପିନ୍ଧିବାକୁ ନେଇ ମୁମ୍ବାଇର ଏକ କଲେଜ ଉତ୍ତେଜନା ସୃଷ୍ଟି ହୋଇଛି। ବୁର୍ଖା ପିନ୍ଧିଥିବା ଛାତ୍ରୀଙ୍କୁ କଲେଜ କ୍ୟାମ୍ପସରେ ପ୍ରବେଶ ଅନୁମତି ନ ମିଳିବାକୁ ନେଇ ହଙ୍ଗାମା ହୋଇଥିଲା। ତେବେ ଅଭିଭାବକ ଏବଂ ଛାତ୍ରଙ୍କ ବିରୋଧ ପରେ ବରିଷ୍ଠ ପୋଲିସ…

କାଜୁ ଜଙ୍ଗଲ ସଂଲଗ୍ନ ସୁରକ୍ଷା ବନ୍ଧ ପ୍ରଭାବିତ

ମହାକାଳପଡ଼ା,୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ୨ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ମହାନଦୀରେ ବନ୍ୟାଜଳ ପ୍ରବେଶ କରିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ରାମନଗର ପଞ୍ଚାୟତ ବାହାକୁଦ ଗ୍ରାମ ନିକଟରେ ମହାନଦୀ ବଙ୍ଗୋପସାଗର ମୁହାଁଣରେ…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ତ୍ରିନିଦାଦ,୩।୮: ୱେଷ୍ଟଇଣ୍ଡିଜ ବିପକ୍ଷ ୩ଟି ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତିଛି। ଏଥିସହିତ ବର୍ତ୍ତମାନ ଟି-୨୦ ସିରିଜରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ଟି ଟି-୨୦ ମ୍ୟାଚ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ…

ଭାରତର ଅଂଶଧନକୁ ଗୁରୁତ୍ୱ ପ୍ରଦାନ କଲା ମୋର୍ଗାନ ଷ୍ଟାନଲି…

ଓ୍ବାଶିଂଟନ,୩।୮ : ଆମେରିକାର ବହୁରାଷ୍ଟ୍ରୀୟ ନିବେଶକ ବ୍ୟାଙ୍କ ମୋର୍ଗାନ ଷ୍ଟାନଲି ଚାଇନାର ଷ୍ଟକ ଉପରେ ଏହାର ରେଟିଂକୁ ହ୍ରାସ କରି କହିଛି ନିବେଶକମାନେ ଲାଭ ନେବାକୁ ସରକାରୀ ଉତ୍ସାହର ପ୍ରତିଶ୍ରୁତି ଦେଇ ପୁଞ୍ଜି ଲଗାଇବା ଉଚିତ। ଅପରପକ୍ଷରେ ବ୍ୟାଙ୍କ ପକ୍ଷରୁ ଭାରତର…

ଶ୍ରେୟସ ଆୟର-କେ.ଏଲ ରାହୁଲ ଏସିଆ କପ ଖେଳିବା ନେଇ ଆଶଙ୍କା…

କୋଲକାତା,୩।୮ : ଏସିଆ କପ ୨୦୨୩ ପୂର୍ବରୁ ଭାରତୀୟ ଦଳ ପାଇଁ ଖରାପ ଖବର ସାମ୍ନାକୁ ଆସିଛି। ଆଇସିସି ବିଶ୍ୱକପ ପୂର୍ବରୁ ଏହି ଟୁର୍ନାମେଣ୍ଟ ଖେଳାଳିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ସେପ୍ଟେମ୍ବର ୩୦ରୁ ଏସିଆ କପ ଆରମ୍ଭ ହେବ ଏବଂ…

ଭାରତ-ପାକିସ୍ତାନ ମଧ୍ୟରେ ସିଧାସଳଖ କଥାବାର୍ତ୍ତାକୁ ଆମେରିକାର ସମର୍ଥନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ଆରମ୍ଭ କରିବାକୁ ଆମେରିକା ସମର୍ଥନ କରୁଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ, ଆମେ ପୂର୍ବରୁ କହିଛୁ, ଆମେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିଧାସଳଖ କଥାବାର୍ତ୍ତାକୁ ସମର୍ଥନ…

ମୋ ଜୀବନ ପ୍ରତି ବିପଦ ଅଛି: ନୁହ ହିଂସାକାଣ୍ଡର ଅଭିଯୁକ୍ତ ମୋନୁ ମାନେସର

ଚଣ୍ଡିଗଡ,୩।୮: ନୁହ ହିଂସାକାଣ୍ଡ ଓ ଭେବାନୀରେ ନାସିର-ଜୁନାଦଙ୍କୁ ହତ୍ୟାକାରୀ ମୋନୁ ମାନେସର ନିଜ ଜୀବନ ପ୍ରତି ବିପଦ ଅଛି ବୋଲି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି। ସେ କହିଛନ୍ତି, ପୋଲିସ ମୋ ସୁରକ୍ଷାର ଗ୍ୟାରେଣ୍ଟି ଦେଲେ ମୁଁ ନିଶ୍ଚୟ…

ଖାର୍ଗେଙ୍କ ଶରୀର ରଙ୍ଗକୁ ନେଇ ତାଚ୍ଛଲ୍ୟ କଲା ଭାଜପା

ନୂଆଦିଲ୍ଲୀ.୩।୮: କର୍ନାଟକର ପୂର୍ବତନ ଗୃହମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରାଗା ଜନେନ୍ଦ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଶରୀରର ରଙ୍ଗକୁ ନେଇ ଅପମାନଜନକ ଟିପ୍ପଣୀ ଦେଇଛନ୍ତି। ଏହା ପରେ କଂଗ୍ରେସ ଭାଜପାକୁ ଟାର୍ଗେଟ କରିଛି। କଂଗ୍ରେସ ସାଂସଦ ରଣଦୀପ ସିଂ…

୧୮ ବର୍ଷର ଦାମ୍ପତ୍ୟ ଜୀବନ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେବେ କାନାଡ଼ା ପ୍ରଧାନମନ୍ତ୍ରୀ…

ଅଟଓ୍ବା,୩।୮ : କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ୧୮ ବଷର ଦାମ୍ପତ୍ୟ ଜୀବନ ବିତାଇବା ପରେ ସ୍ତ୍ରୀ ସୋଫିଙ୍କଠାରୁ ଅଲଗା ହେବା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୁଧବାର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଘୋଷଣା କରିଛନ୍ତି ସେ ଏବଂ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri