ଦେଶଦ୍ରୋହ ଆଇନ ଭାରତର ଅଖଣ୍ଡତା ପାଇ ଜରୁରୀ: ଆଇନ ଆୟୋଗ…
ନୂଆଦିଲ୍ଲୀ,୨୭।୬ : ଦେଶଦ୍ରୋହ ଆଇନକୁ ରଦ୍ଦ କରିବାକୁ ଦାବି ମଧ୍ୟରେ ଆଇନ ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଋତୁରାଜ ଆୱସ୍ତି ମଙ୍ଗଳବାର କହିଛନ୍ତି କଶ୍ମୀରରୁ କେରଳ ଏବଂ ପଞ୍ଜାବରୁ ଉତ୍ତର-ପୂର୍ବ ପର୍ଯ୍ୟନ୍ତ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ଏକତା ତଥା ଅଖଣ୍ଡତା…
ଜୟଶଙ୍କରଙ୍କ ସମେତ ୧୦ ରାଜ୍ୟସଭା ଏମ୍ପିଙ୍କ କାର୍ଯ୍ୟକାଳ ଶେଷ, ୨୪ ଜୁଲାଇରେ ନିର୍ବାଚନ…
ନୂଆଦିଲ୍ଲୀ,୨୭।୬ : ଗୋଆ, ଗୁଜରାଟ ଏବଂ ପଶ୍ଚିମବଙ୍ଗର ମୋଟ ୧୦ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ମଙ୍ଗଳବାର ନିର୍ବାଚନ ଘୋଷଣା କରିଛନ୍ତି। ସେଥିମଧ୍ୟରେ ଗୋଆରେ ଗୋଟିଏ ରାଜ୍ୟସଭା ଆସନ, ଗୁଜରାଟରେ ୩ ଟି ଏବଂ ପଶ୍ଚିମବଙ୍ଗରେ ୬ ଟି…
ମଣିପୁର ପ୍ରସଙ୍ଗରେ ନୀରବ, ମାତ୍ର ୟୁସିସି ନେଇ କାହିଁକି ହୋ ହଲ୍ଲା କରୁଛନ୍ତି ମୋଦି: ଭେନୁଗୋପାଲଙ୍କ ପ୍ରଶ୍ନ…
ଭୋପାଳ,୨୭।୬ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ନେଇ କଂଗ୍ରେସ କଡ଼ା ସମାଲୋଚନା କରିଛି। ଭୋପାଳରେ କଂଗ୍ରେସର ସାଧାରଣ ସଚିବ କେ.ସି ଭେନୁଗୋପାଲ କହିଛନ୍ତି ଦେଶରେ ଦାରିଦ୍ର୍ୟ, ମୂଲ୍ୟ ବୃଦ୍ଧି ଏବଂ ବେକାରୀ ବିଷୟରେ…
ଚୋରା ବାଇକ୍ ଚାଲାଣକାରୀ ଗିରଫ
ମାଲକାନଗିରି,୨୭।୬(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ଜିଲା ପୋଲିସ ଦ୍ୱାରା ଏକ ବଡ ସଫଳତା ମିଳିଛିା ୯ଟି ଚୋରା ବାଇକ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣେ ଚୋର ଓ ଦୁଇଜଣ ବାଇକ କ୍ରେତାଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛିା ଆଜି…
ଦାବି ପୁରଣ ନ ହେଲେ ସମୂହ ଛୁଟିରେ ଯିବେ ବନ କର୍ମଚାରୀ
ମାଲକାନଗିରି,୨୭।୬(ଦୁର୍ଯ୍ୟୋଧନ ପାତ୍ର)ରାଜ୍ୟରେ ବନ ବିଭାଗର କ୍ଷେତ୍ର କର୍ମଚାରୀ ଯଥା ଉପ ବନାଞ୍ଚଳ ଅଧିକାରୀ, ବନପାଳ, ଏବଂ ବନରଧରକ୍ଷୀ ମାନେ ସୁରକ୍ଷିତ ନୁହନ୍ତି ବୋଲି ଓଡିଶା ଅଣ ଗେଜେଟେଡ ବନ କର୍ମଚାରୀ ସଂଘ ବାରମ୍ବାର ରାଜ୍ୟ ସରକାରଙ୍କୁ ଜଣାଉଥିଲେ ମଧ୍ୟ ତାହା ସରକାରଙ୍କ…
ଆନନ୍ଦପୁର ପୌରପରିଷଦରେ ନୂତନ ପୌରଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ଆନନ୍ଦପୁର,୨୭।୬(ସନ୍ତୋଷ ରାଉତ)- ଆନନ୍ଦପୁର ପୌରପରିଷଦରେ ନୂତନ ପୌରଅଧିକାରୀ ଭାବେ ଦେବ ପ୍ରସାଦ ବଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ମଙ୍ଗଳବାର ଦିନ ପୌରଅଧିକାରୀ ପଦବୀରେ ଆନୁଷ୍ଠାନିକ ଭାବେ ଆନନ୍ଦପୁର ପୌରାଞ୍ଚଳର ଦାୟିତ୍ୱ ଗ୍ରହଣ କରିଛନ୍ତି।
ଶହେ ଖଣ୍ଡ ଦୁଇଶହ ଟଙ୍କିଆ ନକଲି ନୋଟ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ
ମ.ରାମପୁର,୨୭।୬(ଶଶିଭୂଷଣ ପ୍ରହରାଜ ): କଳାହାଣ୍ଡି ଜ଼ିଲା କରଲାମୁଣ୍ଡା ବ୍ଲକ ତଥା ମ.ରାମପୁର ଥାନା ଅନ୍ତର୍ଗତ କୁନ୍ଦେଇପାଲି ଗ୍ରାମ ଠାରେ ପୋଲିସ ନକଲି ନୋଟ କରବାର କରୁଥିବା ଯୁବକ ବୀରେନ୍ଦ୍ର ସୁନାକୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର…
ବାଲିଗୁଡାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନ
ବାଲିଗୁଡା,୨୭।୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଠାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ପ୍ରହଲ୍ଲାଦ ଖୋସ୍ଲା ଯୋଗ ଦେଇଛନ୍ତି । କୋରାପୁଟ ଜିଲାର ଲକ୍ଷ୍ମୀପୁର ନିକଟରେ ଏକ ଛୋଟ ଆଦିବାସୀ ଗାଁ ଡୋଲିଆମ୍ବର ଶ୍ରୀ…
ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ବ୍ଲକ ଆକାଉଣ୍ଟ ଅଫିସର
ଦେବଗଡ,୨୭।୬(ଶଶାଙ୍କ ଶେଖର ଝାଙ୍କର): ବିଲ୍ କରାଇଦେବାକୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ବ୍ଲକ ଆକାଉଣ୍ଟ ଅଫିସର। ଦେବଗଡ ଜିଲା ରିଆମାଳ ବ୍ଳକ ଆକାଉଣ୍ଟ ଅଫିସର ରାଜେନ୍ଦ୍ର ଦାଶଙ୍କୁ ଗିରଫ କଲା ଭିଜିଲାନ୍ସ। ୨ ଲକ୍ଷ ବିଲ୍ କରାଇବା ପାଇଁ…
ମିଶନ ୨୦୨୪: କଂଗ୍ରେସ-ଭାଜପା ଅନଲାଇନ ଲଢ଼େଇ…
ନୂଆଦିଲ୍ଲୀ,୨୭।୬ : ମିଶନ ୨୦୨୪ ଅନ୍ତର୍ଗତ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ କଂଗ୍ରେସ ମଧ୍ୟରେ ଅନଲାଇନ ଲଢ଼େଇ ଜୋରଦାର ହେବାରେ ଲାଗିଛି। ଭାଜପାକୁ ସମାଲୋଚନା କରି କଂଗ୍ରେସ ମଙ୍ଗଳବାର ଏକ ଆନିମେଟେଡ ଭିଡିଓ ଜାରି କରି ରାହୁଲ ଗାନ୍ଧୀ “ଶାସକ…
ଆକ୍ସନ ମୋଡ଼ରେ ଚିତ୍ରକୋଣ୍ଡା ତହସିଲଦାର, ଆଇନ ବିରୋଧି କାର୍ଯ୍ୟ କରି ଲକ୍ଷାଧିକ ଟଙ୍କାର ତଣ୍ଡ ଗଣିଲେ ଜମି ମାଫିଆ
କୋରୁକୋଣ୍ଡା ୨୭।୦୬(ଅବିନାଶ ବେହେରା)ଜଙ୍ଗଲ କଡ଼ରେ ଥିବା ସରକାରୀ ଜମିରେ ଜେସିବି ମେସିନ ଲଗାଇ ରାତାରାତି ବେଆଇନ ଭାବେ ପୋଖରୀ ଖନନ କଲେ ଅସାଧୁ ବ୍ୟକ୍ତି। ଖବର ଶୁଣି ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଲେ ତହସିଲଦାର। ଆଜି ଏପରି ଏକ…
ଏଭଳି ନାଟକ କଲେ ତେଲେଙ୍ଗାନା ବି ହାତରୁ ଯିବ: କେସିଆରଙ୍କୁ ସଞ୍ଜୟ ରାଉତଙ୍କ ପରାମର୍ଶ…
ମୁମ୍ବାଇ,୨୭।୬ : ମହାରାଷ୍ଟ୍ରର ପନ୍ଦରପୁରର ଭିଥାଲ ରୁକ୍ମିଣୀ ମନ୍ଦିରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ମଙ୍ଗଳବାର ପୂଜାର୍ଚ୍ଚନା କରିଛନ୍ତି। ରାଓଙ୍କର ଏହି ତୀର୍ଥଯାତ୍ରା ଆଷାଢ଼ୀ ଏକାଦଶୀର ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଛି। ଭାରତ ରାଷ୍ଟ୍ର ସମିତି ନେତା…
Archives


