ଦିଲ୍ଲୀ ଅଧ୍ୟାଦେଶ ହେବ ଆଗତ, ହ୍ବିପ ଜାରି କଲା ଏଏପି…
ନୂଆଦିଲ୍ଲୀ,୩୧।୭ : ଦିଲ୍ଲୀ ଏବଂ ପଞ୍ଜାବର ଶାସକ ଆମ ଆଦମୀ ପାର୍ଟି (ଏଏପି) ସୋମବାର (ଜୁଲାଇ ୩୧) ଏହାର ସମସ୍ତ ରାଜ୍ୟସଭା ଏମପିଙ୍କୁ ଜୁଲାଇ ୩୧ ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ସେବା ନିୟନ୍ତ୍ରଣ ନିୟମକୁ ବଦଳାଇବା ପାଇଁ…
ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ
କିଭ୍,୩୧ା୭: ଦୀର୍ଘଦିନ ଧରି ରୁଷିଆ-ୟୁକ୍ରେନ ଯୁଦ୍ଧ ଲାଗିଥିଲେ ମଧ୍ୟ ସରିବାର ନାଁ ନେଉନି। ଉଭୟ ଦେଶ ନିଜ ନିଜର ପରାକ୍ରମ ଦେଖାଇ ଚାଲିଛନ୍ତି। କେବେ ୟୁକ୍ରେନ ରୁଷିଆ ଉପରେ ଆକ୍ରମଣ କରୁଛନ୍ତି ତ କେବେ ରୁଷିଆ ଆକ୍ରମଣ କରି ଏହାର ପ୍ରତିଶୋଧ…
ସୋସିଆଲ ମିଡ଼ିଆରେ ହାର୍ଟ ଇମୋଜି ପଠାଇଲେ ହେବ ୫ ବର୍ଷ ଜେଲ…
ଆବୁଧାବି,୩୧।୭ : ସୋସିଆଲ ମିଡ଼ିଆରେ ହାର୍ଟ ଇମୋଜି ପଠାଇଲେ ହେବ ୫ ବର୍ଷ ଜେଲ । ସାଉଦି ଆରବରେ ସୋସିଆଲ ମିଡିଆ ଉପରେ ଏଭଳି ଆଇନ ଦ୍ୱାରା ୟୁଜର ଏବେ ଚିନ୍ତାରେ ପଡ଼ିଛନ୍ତି। ଏହା ଦ୍ୱାରା ସୋସିଆଲ ମିଡ଼ିଆରେ ବିପୁଳ କ୍ଷତିର…
ପୋଲିସକୁ ୨୭୦୦ ଥର କଲ୍ କରିଛନ୍ତି ଏହି ମହିଳା, କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ
ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଅଜବ କାରଣ ପାଇଁ ପ୍ରସିଦ୍ଧ ହୋଇପାରିଛନ୍ତି। ଏପରି ଅଜବ କାରଣ ଆଉ ଆଚରଣ ପଛରେ ସମସ୍ତଙ୍କର କିଛି ଉଦ୍ଦେଶ୍ୟ ବି ରହିଥାଏ। ଖ୍ୟାତି ପାଇବା ପାଇଁ ଲୋକମାନେ କିଛି କରନ୍ତି। କିନ୍ତୁ ପୋଲିସ…
୭୦ ବର୍ଷରେ ହୋଇ ନ ଥିବା କାମ ୯ ବର୍ଷରେ କରିଛନ୍ତି ଭାଜପା ସରକାର: ମୁହାଁମୁହିଁ ହେଲେ ଚିଦାମ୍ବରମ-ଜ୍ୟୋତିରାଦିତ୍ୟ…
ମୁମ୍ବାଇ,୩୧।୭ : କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିିଆ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଶାସନ ସମୟରେ ନିର୍ମିତ ତଥା ପରିଚାଳିତ ବିମାନବନ୍ଦର ସଂଖ୍ୟା ବିଷୟରେ ଲୋକଙ୍କୁ ବିଭ୍ରାନ୍ତ କରିଥିବାର…
୩ ଏମଭିଏ ସହଯୋଗୀ ନିର୍ଣ୍ଣୟ ନେଲେ ବଦଳିଯିବ ମହାରାଷ୍ଟ୍ର ରାଜନୀତି: ଶରଦ ପାଓ୍ବାର…
ମୁମ୍ବାଇ,୩୧।୭ : ଏନସିପ ପ୍ରମୁଖ ଶରଦ ପାଓ୍ବାର କହିଛନ୍ତି ଏମଭିଏର ୩ ସହଯୋଗୀ କଂଗ୍ରେସ, ଏନସିପି ଏବଂ ଉଦ୍ଧବ ଠାକରେଙ୍କୁ ସମର୍ଥନ କରୁଥିବା ଶିବସେନା ମିଳିତ ଭାବେ ନିର୍ଣ୍ଣୟ ନେଲେ ମହାରାଷ୍ଟ୍ରର ରାଜନୈତିକ ସମୀକରଣ ବଦଳିଯିବ। ତେବେ ବର୍ତ୍ତମାନ ରାଜ୍ୟ ସରକାର…
ମିଳୁନି ଶଯ୍ୟା, ଦୁର୍ଦ୍ଦଶାରେ ରୋଗୀ
ରାୟଗଡ଼ା,୩୧।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ଅବ୍ୟବସ୍ଥା ଲାଗି ରହିଛି। ବର୍ଷା ଦିନେ ଶିଶୁଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଶଯ୍ୟା ଅଭାବରୁ ନାହିଁ…
ଅଫିସ୍ରେ ହେଉଛି ପାଠପଢ଼ା
ପଡିଆ, ୩୧ା୭(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ୍ଭି ୫୯ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୀର୍ଘ ବର୍ଷ ଧରି ସ୍କୁଲର ବିଭିନ୍ନ ଭିତ୍ତିଭୂମିର ବିକାଶ ସହ…
ମାନବୀୟ ଅଭିବୃଦ୍ଧିରେ ଜୈବପ୍ରଯୁକ୍ତି ବିଜ୍ଞାନ
ଯୁବ ବର୍ଗଙ୍କୁ ଭବିଷ୍ୟତ ଜୈବ ପ୍ରଯୁକ୍ତି ବିଜ୍ଞାନୀ ରୂପେ ଗଢ଼ି ତୋଳିବାକୁ ବିଭିନ୍ନ ସରକାରୀ ଏବଂ ବେସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ଶ୍ରେଣୀରେ ପାଠପଢ଼ା ସୁଯୋଗ ସହିତ ଗବେଷଣା ବ୍ୟବସ୍ଥା ମଧ୍ୟ କରାଇଛନ୍ତି। ଭାରତ ବାୟୋଟେକ ପ୍ରଥମ ଦଫାରେ ଅଦ୍ୟାବଧି ୭୦୦…
ବିଲୁପ୍ତିର ପଥେ ଶାଗୁଣା
ଚାଳିଶ ପଚାଶ ବର୍ଷ ତଳେ ଶାଗୁଣା ଆମ ଗାଁ ଗହଳିରେ ବହୁ ସଂଖ୍ୟାରେ ଦେଖାଯାଉଥିଲେ। ଗୋରୁ ଆଦି ଗୃହପାଳିତ ଜୀବ ମରିଗଲେ, ଶାଗୁଣାମାନେ କିପରି ସୁରାକ ପାଇ ଦଳଦଳ ଚକ୍କର କାଟନ୍ତି ଆକାଶରେ, ଆଉ ମୃତ ଜୀବକୁ ଘେରି କେଇ ଘଣ୍ଟା…
ଲୋକ ସଭା ନିର୍ବାଚନ ପୂର୍ବରୁ ୟୁସିସି ଲାଗୁ ହେବା ସମ୍ଭାବନା କମ
ନୂଆଦିଲ୍ଲୀ,୩୧।୭: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ସମାନ ନାଗରିକ ସଂହିତା(ୟୁସିସି)କୁ ନେଇ ଖୁବ ଚର୍ଚ୍ଚା ଚାଲିଛି। ଯଦିଓ ଲୋକେ ଏହି ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ଅଧିକ କିଛି ଜାଣି ନାହାନ୍ତି। ହେଲେ…
୩ କି.ମି. ଜଙ୍ଗଲ ରାସ୍ତା ଦେଇ ସ୍କୁଲ ଯାଆନ୍ତି ପିଲା
ନୂଆପଡ଼ା,୩୧।୭(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଆମାନାରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ତଥା ମାଓବାଦୀପ୍ରବଣ ଉପାନ୍ତ ଅଞ୍ଚଳ ଗୋଡାପାହାଡ ପାଦଦେଶରେ ରାଜୁନଗର ଅବସ୍ଥିତ। ଏହି ଗାଁରେ ଆଦିବାସୀ ସମ୍ପ୍ରଦାୟରଏ ୪୦ରୁ ଊର୍ଦ୍ଧ୍ୱ ପରିବାର ବାସ କରନ୍ତି। ରାଜୁନଗରବାସୀ ସ୍ବାଧୀନତାର ଦୀର୍ଘ ବର୍ଷ…
Archives


