Home

ପିଏଲଏ ଆଣବିକ ଜେନେରାଲଙ୍କୁ ହଟାଇଲା ଚାଇନା…

ବେଜିଂ,୩।୮ : ଚାଇନା ଏହାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ )ରେ ଏକ ବଡ ପରିବର୍ତ୍ତନ କରିଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଣବିକ ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ରର ପିଏଲଏର ଆର୍ସେନାଲର ତଦାରଖ କରୁଥିବା ରକେଟ ଫୋର୍ସର ଜେନେରାଲମାନଙ୍କୁ…

କୋର୍ଟ କାର୍ଯ୍ୟାନୁଷ୍ଠାନ ପରେ ବି ପ୍ରଚାର ମଇଦାନରେ ଟ୍ରମ୍ପ୍‌…

ଓ୍ବାଶିଂଟନ,୩।୮ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ସାମ୍ନାକୁ ଆସିଛି। ଏହାପୂର୍ବରୁ ଟ୍ରମ୍ପଙ୍କୁ ଦୁଇଟି ଅପରାଧିକ ମାମଲାରେ ଅଭିଯୁକ୍ତ କରାଯାଇଥିଲା। ତାଙ୍କ ବିରୋଧରେ କୋର୍ଟରେ ବିଚାର ଚାଲିଛି, କିନ୍ତୁ ସେ ପ୍ରଚାର ମଇଦାନରେ ରହିଛନ୍ତି।…

ନୁହ ହିଂସା: ଶାନ୍ତି ପାଇଁ ଆମେରିକାର ଅନୁରୋଧ…

ଓ୍ବାଶିଂଟନ,୩।୮ : ହରିୟାଣାର ନୁହରେ ହୋଇଥିବା ହିଂସା ମାମଲାରେ ଆମେରିକାର ବିବୃତ୍ତି ସାମ୍ନାକୁ ଆସିଛି। ହିଂସା ଉପରେ ଆମେରିକା ଶାନ୍ତି ପାଇଁ ଅନୁରୋଧ କରିଛି। ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ସେ ଲୋକଙ୍କୁ ନିବେଦନ କରିଛି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର…

ଯାଜପୁର-ଢେଙ୍କାନାଳ ଯୋଗାଯୋଗ ବିଚ୍ଛିନ୍ନ

କାଳିଆପାଣି,୩।୮(ଅସିତ ମହାନ୍ତ):ଲଘୁଚାପ ଜନିତବର୍ଷା ଲାଗି ରହିଥିବାରୁ ଡମଶାଳ ନାଳେରେ ପାଣିଆସି ୨ ଯାଜପୁର ଓ ଢେଙ୍କାନାଳ ଜିଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବହୁ ବର୍ଷ ପୂର୍ବରୁ ଡମଶାଳ ନାଳରେ ନିର୍ମାଣ ହୋଇଥିବା ପୋଲ ଭାଙ୍ଗି ଅସୁରକ୍ଷିତ ଅବସ୍ଥାରେ ରହିଥିବାବେଳେ ଦୁଇପଟ ସୁରକ୍ଷା…

ଅସ୍ଥାୟୀ ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ବନ୍ୟାଜଳ

ନୟାଗଡ଼,୩।୮(ଲୋକନାଥ ମିଶ୍ର)ନୟାଗଡ଼ ଜିଲାର ଶରଣକୁଳ ଲଡୁବାବାଙ୍କ ଧାମରୁ ଶ୍ରୀକ୍ଷେତ୍ର ପୁରୀକୁ ପଡିଥିବା ନୂଆ ଜଗନ୍ନାଥ ସଡ଼କର ଡିମିଶର ପନ୍ଦାରିଛକସ୍ଥିତ ଦୁଆଣ୍ଟ ପୋଲ ଭାଙ୍ଗିବାର ୨୦ ମାସ ବିତି ଯାଇଛି । ହେଲେ ସରକାର ପୋଲ ନିର୍ମାଣ କରିବାରେ ସକ୍ଷମ ହେଲେ ନାହିଁ…

ଚାଇନା-ଆମେରିକା ଫୋନ ବାର୍ତ୍ତାଳାପ, ଅନେକ ପ୍ରସଙ୍ଗ ଉପରେ ଆଲୋଚନା…

ଓ୍ବାଶିଂଟନ,୩।୮ : ଆମେରିକା ଏବଂ ଚାଇନା ମଧ୍ୟରେ ସମ୍ପର୍କ ଭଲ ନାହିଁ। ଏହା ସତ୍ତ୍ୱେ ଚାଇନା ଏବଂ ଆମେରିକା ପରସ୍ପର ସହ ଫୋନରେ କଥା ହୋଇଛନ୍ତି। ଏସିଆ ପାଇଁ ପେଣ୍ଟାଗନର ବରିଷ୍ଠ ଅଧିକାରୀ ଚାଇନା ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ସହ…

ବଲିଉଡ୍‌ରେ ଓଡ଼ିଆ ପୁଅ ପ୍ରେମ୍‌

ଭୁବନେଶ୍ୱର,୩।୮(ଶର୍ମିଷ୍ଠା ପାଣିଗ୍ରାହୀ): ବଲିଉଡ୍‌ରେ ଓଡ଼ିଆ ପୁଅ ପ୍ରେମ ପରିଜା। ଆସନ୍ତା ୧୧ତାରିଖରେ ଡିଜ୍‌ନି + ହଟ୍‌ଷ୍ଟାର ଓଟିଟି ପ୍ଲାଟଫର୍ମରେ ପ୍ରେମ୍‌ଙ୍କ ଆକ୍ସନ-ଥ୍ରୀଲର ୱେବ୍‌ସିରିଜ ‘କମାଣ୍ଡୋ’ ମୁକ୍ତି ଲାଭ କରିବ। ଯେଉଁଥିରେ ପ୍ରେମ୍‌ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ସହ ବଲିଉଡ୍‌…

୨୦୪୭ ସୁଦ୍ଧା ରାଜ୍ୟରୁ ହଟିବ ସିକିଲ୍‌ ସେଲ୍‌

ଭୁବନେଶ୍ୱର,୩।୮(ଅଭିଜିତ ଦାସ)ରାଜ୍ୟରେ ବର୍ତ୍ତମାନ ସିକିଲ୍‌ସେଲ୍‌ ବା ସିକିଲ୍‌ ସେଲ୍‌ ଆନିମିଆ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଅଧିକାଂଶ ରୋଗୀ ଓଡିଶାର ଦକ୍ଷିଣ ଓ ପଶ୍ଚିମ ଅଞ୍ଚଳରେ ଦେଖାଯାଉଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯିବା ସହ…

ଝରିଗାଁ ବ୍ଲକର ୪୬ ଗାଁକୁ ନାହିଁ ରାସ୍ତା

ଝରିଗାଁ,୩।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ୨୩ ପଞ୍ଚାୟତରେ ରହିଛି ୧୧୧ ରାଜସ୍ବ ଓ ୩୬୫ ପଡ଼ା ଗାଁ। ୨୦୧୧ ଜନଗଣନା ଅନୁସାରେ ଏହି ବ୍ଲକରେ ୬୨.୩୭% ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ସରକାର ସେମାନଙ୍କୁ ସ୍ବାସ୍ଥ୍ୟ,…

ମୋ ଘର ଯୋଜନା ପ୍ରତି ଆଗ୍ରହୀ ନାହାନ୍ତି ହିତାଧିକାରୀ

ସାକ୍ଷୀଗୋପାଳ,୩।୮(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)ରାଜ୍ୟରେ ଗରିବଙ୍କ ନିମନ୍ତେ ସମସ୍ତ କଚ୍ଚାଘରକୁ ପକ୍କାଘର କରି ଯୋଗାଇଦେବା ଉଦ୍ଦେଶ୍ୟରେ ସରକାର ‘ମୋ ଘର ଯୋଜନା’ କରିଛନ୍ତି। ହେଲେ ପୁରୀ ଜିଲା ସତ୍ୟବାଦୀ ବ୍ଲକରେ ଏହି ଯୋଜନାର ସୁବିଧା ନେବା ପାଇଁ ହିତାଧିକାରୀଙ୍କ ଆଖିଦୃଶିଆ ସଂଖ୍ୟା ଛୁଇଁପାରିନାହିଁ।…

ମହାନଦୀ ବନ୍ୟାଜଳ ଘେରରୁ ଜଣେ ଉଦ୍ଧାର, ୧ ନିଖୋଜ

ବଡ଼ମ୍ବା,୩।୮(ମାୟାଧର ମଲ୍ଲିକ )ମହାନଦୀ ମଧ୍ୟଭାଗରେ ଥିବା କୁଦରେ ବୁଧବାର ୨ଜଣ ଗାଈ ଚରାଳିଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ଗାଈ ଓ ମେଣ୍ଢା ଫସି ରହି ଯାଇଥିଲେ। ଗାଈ, ମେଣ୍ଢା ଚରାଇବାକୁ ଯାଇଥିବା ବେଳେ ମହାନଦୀର ବନ୍ୟା ଜଳ ବୃଦ୍ଧି ଯୋଗୁ ଏଭଳି…

ଓଏଏସ୍‌ ପାଇଲେ ବୋରିଗୁମ୍ମାର ସଂଗ୍ରାମ

ବୋରିଗୁମ୍ମା, ୩।୮(ବିଜୟ ସାହୁ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକକୁ ଗର୍ବିତ କରିଛନ୍ତି ମାଳଦା ପଞ୍ଚାୟତ ବନ୍ଧଗୁଡ଼ା ଗ୍ରାମର ସଂଗ୍ରାମ ଭୂମିଆ। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସେ ସଫଳତା ହାସଲ କରିଛନ୍ତି। ଓପିଏସସି ଦ୍ୱାରା ପରିଚାଳିତ ଓଏଏସ୍‌ ପରୀକ୍ଷାରେ ସେ ୪୨୫…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri