୨୦୦୦ ଟଙ୍କିଆ ବଦଳାଇବା ନେଇ ଆବେଦନକାରୀଙ୍କ ଯୁକ୍ତି, ଦୁର୍ନୀତିଗ୍ରସ୍ତଙ୍କର ହେବ ଲାଭ, ରାୟ ସଂରକ୍ଷଣ କଲେ ହାଇକୋର୍ଟ…
ନୂଆଦିଲ୍ଲୀ,୨୩।୫ : ପରିଚୟ ପତ୍ର ନ ଦେଖି ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବା ବିରୋଧରେ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖି ଛନ୍ତି। ଆବେଦନକାରୀ କହିଛନ୍ତି , ପରିଚୟ ପତ୍ର ନ ଦେଖି ନୋଟ ବଦଳାଇବା ଦ୍ୱାରା…
ଜ୍ୱାଳାମୁଖୀ ମନ୍ଦିରରେ ୨ ହଜାର ଟଙ୍କିଆର ୮ ଲକ୍ଷ ଟଙ୍କା ଦାନ କଲେ ଭକ୍ତ…
ଶିମଲା,୨୩।୫ : ଭାରତରେ ୨୦୦୦ ଟଙ୍କିଆ ନୋଟ ଉପରେ ନିଷେଧାଦେଶ ଖବର ପାଇବା ପରେ ଜଣେ ଭକ୍ତ ହିମାଚଳ ପ୍ରଦେଶର ମା ଜ୍ୱାଳାମୁଖୀ ମନ୍ଦିରରେ ୨୦୦୦ ଟଙ୍କିଆ ନୋଟର ୪୦୦ ନୋଟ ଅର୍ଥାତ ୮ଲକ୍ଷ ଟଙ୍କା ଦାନ କରିଛନ୍ତି। ବର୍ତ୍ତମାନ ଏହି…
ପୁଣିଥରେ ବିବାହ କରିବେ ଆମାଜନର ପ୍ରତିଷ୍ଠାତା
ଓ୍ବାଶିଂଟନ୍,୨୩।୫: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କରିବାକୁ ଯାଉଛନ୍ତି। ନିକଟରେ ୫୯ବର୍ଷିୟ ଜେଫଙ୍କର ଲାଉରେନ ସାନଚେଜଙ୍କ ସହ ର୍ନିବନ୍ଧ ସରିଛି। ଦୁହେଁ ୨୦୧୮ମସିହାରୁ ପରସ୍ପରକୁ ଡେଟ୍ କରୁଥିଲେ। ୫ବର୍ଷ ଡେଟ୍ କରିବା ପରେ ବିବାହ କରିବା ପାଇଁ…
୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପ୍ରକ୍ରିୟା ଆଜି ଠାରୁ ଆରମ୍ଭ… ବ୍ୟାଙ୍କରେ ଦେଖିବାକୁ ମିଳିଲାନି ଲମ୍ବା ଲାଇନ୍
ନୂଆଦିଲ୍ଲୀ,୨୩।୫: ଦେଶର ବିଭିନ୍ନ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ଆରମ୍ଭ ହୋଇଛି। ମେ ୧୯ ଶୁକ୍ରବାର ଦିନ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା। ଆରବିଆଇ ନୋଟିସ୍ ଜାରି କରି କହିଥିଲା ଯେ,…
ମ୍ୟାନମାର ସୀମାନ୍ତ ଅଞ୍ଚଳରେ ଗୃହଯୁଦ୍ଧ ତୀବ୍ର: ଆର୍ଥିକ କରିଡରରେ ସଙ୍କଟ…
ନାପିଦ୍ୱ,୨୩।୫ : ଥାଇଲାଣ୍ଡ ସହିତ ଏହାର ସୀମାରେ ମ୍ୟାନମାରର ସାମରିକ ଏବଂ ସାମରିକ ବିରୋଧୀ ଶାସକ ବିଦ୍ରୋହୀଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏହି ଅଞ୍ଚଳରେ ମ୍ୟାନମାରର ଅଳ୍ପସଂଖ୍ୟକ ସମ୍ପ୍ରଦାୟ ବାସ କରନ୍ତି, ଯେଉଁମାନେ ଦେଶର ସାମରିକ ଶାସକଙ୍କ ବିରୁଦ୍ଧରେ…
ୟୁପିଏସ୍ସି ପରାକ୍ଷାଫଳ ପ୍ରକାଶ, ଈଶିତା କିଶୋର ଟପ୍ପର
ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୫: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍ସି)ପକ୍ଷରୁ ୨୦୨୨ ସିଭିଲ ସର୍ଭିସ ପରାକ୍ଷାଫଳ ଘୋଷଣା କରାଯାଇଛି। ପରୀକ୍ଷାରେ ପୁଣି ଥରେ ପୁଅଙ୍କଠାରୁ ଝିଅ ଆଗରେ ରହିଛନ୍ତି। ତେବେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ସେମାନଙ୍କର ଫଳାଫଳକୁ ଅଫିସିଆଲ ୱେବସାଇଟ upsc.gov.in ରେ ଯାଞ୍ଚ କରିପାରିବେ। ଈଶିତା…
ଭାରତ ଗଣତନ୍ତ୍ରର ଜନନୀ: ପ୍ରଧାନମନ୍ତ୍ରୀ…
ସିଡନୀ,୨୩।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କ ଅଭିଭାଷଣରେ କହିଛନ୍ତି ଭାରତ ହେଉଛି ଗଣତନ୍ତ୍ରର ଜନନୀ। ହଜାର ହଜାର ବର୍ଷର ଭାରତ ଏକ ଜୀବନ୍ତ ସଭ୍ୟତା। ଆମେ ସମୟ ସହିତ ନିଜକୁ ଗଢ଼ିଛୁ କିନ୍ତୁ ସର୍ବଦା ଆମର ମୂଳ…
ପଶୁ ବଳି ଦେଇ ଫ୍ୟାନ୍ସ ପାଳିଲେ ଜନ୍ମଦିନ
ମୁମ୍ବାଇ:ସାଉଥ୍ ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ବହୁତ କ୍ରେଜ୍ ଦେଖିବାକୁ ମିଳିଥାଏ। ନିକଟରେ ଅଭିନେତା ତାଙ୍କର ୪୦ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ସମୟରେ ତାଙ୍କ ଫ୍ୟାନ୍ସ ମଧ୍ୟ ଜନ୍ମଦିନକୁ ବିଭିନ୍ନ ଉପାୟରେ ଧୁମ୍ଧାମ୍ରେ ସେଲିବ୍ରେଟ୍ କରିଛନ୍ତି। କିନ୍ତୁ…
ଛତିଶଗଡ଼ରେ ନ ହେଉ କର୍ନାଟକ ସ୍ଥିତି: ଅସନ୍ତୁଷ୍ଟ ନେତାଙ୍କୁ ଭୋଜି ଦେବ ଭାଜପା…
ରାୟପୁର,୨୩।୫ : କର୍ନାଟକ ନିର୍ବାଚନରେ ଅପମାନଜନକ ପରାଜୟ ପରେ ଭାଜପା ଗୁରୁତ୍ୱପୂର୍ଣ୍ଣ ହିନ୍ଦୀ ଭାଷାଭାଷୀ ଅଞ୍ଚଳ ଉପରେ ଧ୍ୟାନ ଦେବା ଆରମ୍ଭ କରିଛି। ଏହି ରାଜ୍ୟଗୁଡିକରେ ପାଞ୍ଚ ମାସ ପୂର୍ବରୁ ଦଳ ନିର୍ବାଚନ ଅଭିଯାନରେ ପ୍ରବେଶ କରିସାରିଛି। କେବଳ ବିଧାନସଭା ନିର୍ବାଚନ…
ରପ୍ତାନୀ ପୂର୍ବରୁ କଫ ସିରପର ହେବ ଗୁଣବତ୍ତା ଯାଞ୍ଚ୍: ଜୁନ୍ ୧ରୁ ନିୟମ ଲାଗୁ…
ନୂଆଦିଲ୍ଲୀ,୨୩।୫ : ଭାରତୀୟ ଫାର୍ମାସ୍ୟୁଟିକାଲ ସଂସ୍ଥା ଦ୍ୱାରା ରପ୍ତାନି ହୋଇଥିବା କଫ ସିରପକୁ ନେଇ ବିଶ୍ୱବ୍ୟାପୀ ଆକ୍ରୋଶ ପରେ ସରକାର ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ଔଷଧ ବିଦେଶ ପଠାଯିବା ପୂର୍ବରୁ ଗୁଣବତ୍ତା ପରୀକ୍ଷା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେଣୁ,…
ବ୍ରେକ୍ଫାଷ୍ଟ୍ ମିଟିଗଂରୁ ବାଛିଥିଲେ ଜୀବନସାଥୀ…
ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ପରିଣିତି ଚୋପ୍ରା ଏବଂ ଏଏପି ନେତା ରାଘବ ଚଡ୍ଡାଙ୍କ ଏନଗେଜ୍ମେଣ୍ଟ ଏବେ ସବୁଠି ଟ୍ରେଣ୍ଡ କରୁଛି। ପରିଣିତି ଇନଷ୍ଟାଗ୍ରାମରେ ତାଙ୍କର ଏନଗେଜ୍ମେଣ୍ଟ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରିବା ସହ ପରିଣିତି ଜଣାଇଛନ୍ତି, ସେ…
ସ୍ବଇଛାରେ ଶାରୀରିକ ସମ୍ପର୍କ ରଖିବା ନୁହେଁ ଅପରାଧ, ମାତ୍ର ସର୍ବସାଧାରଣ ସ୍ଥାନରେ ବାରଣ: କୋର୍ଟ…
ମୁମ୍ବାଇ,୨୩।୫ : ମୁମ୍ବାଇର ଏକ ସେସନ୍ସ କୋର୍ଟ ୩୪ ବର୍ଷ ବୟସ୍କା ମହିଳା ଯୌନ କର୍ମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି କହିଛନ୍ତି ସ୍ବଇଛାରେ ସ୍ବଇଛାରେ ଶାରୀରିକ ସମ୍ପର୍କ ରଖିବାକୁ ଅପରାଧ ଭାବରେ ବିବେଚନା କରାଯାଇପାରିବ…
Archives


