Home

ଏସିଆ କପ୍‌ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତିଲା ପାକିସ୍ତାନ

ମୁଲତାନ,୩୦।୮: ଏସିଆ କପ ଆଜିଠାରୁ ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ପାକିସ୍ତାନର ମୁଲତାନରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ଟୁର୍ନାମେଣ୍ଟର ମ୍ୟାଚ ହାଇବ୍ରିଡ…

୨୦୨୪ ନିର୍ବାଚନ ମୋଦି ବନାମ ମୋଦି ହେବ: କପିଲ ସିବ୍ବଲ

ନୂଆଦିଲ୍ଲୀ,୩୦।୮: ରାଜ୍ୟ ସଭା ଏମ୍‌ପି ତଥା ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପଦ ଲାଗି ବିରୋଧୀ ଦଳ କାହାକୁ ବାଛୁଚି ସେଥିରୁ ଫରକ ପଡ଼ିବ ନାହିଁ। ୨୦୨୪ ନିର୍ବାଚନ…

ମଙ୍ଗଳରେ ୫୦ବର୍ଷ ପୂର୍ବେ ମିଳିଥିଲା ଜୀବଜଗତର ସନ୍ଧାନ, ଭୁଲରେ ନଷ୍ଟ ହୋଇଯାଇଛି ପ୍ରମାଣ: ବୈଜ୍ଞାନିକଙ୍କ ଦାବି

ଓ୍ବାଶିଂଟନ୍‌,୩୦।୮: ମଙ୍ଗଳ ଗ୍ରହରେ ଜୀବଜଗତ ଥିବା ନେଇ ବହୁବାର ଦାବି କରାଯାଇ ଆସୁଛି। ତେବେ ଏପରି କୁହାଯାଇ ସାରଛି କି ମଙ୍ଗଳ ଗ୍ରହରେ ପୂର୍ବରୁ ଜୀବଜଗତ ଥିଲା କିନ୍ତୁ ବର୍ତ୍ତମାନର ସେଠାକାର ପରିସ୍ଥିତିକୁ ନେଇ ଜୀବଜଗତ ସୃଷ୍ଟି ପାଇଁ ଅନୁକୂଳ ନୁହେଁ।…

ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍‌ ଲିକ୍‌: ୫ ମୃତ

ଭୋପାଳ,୩୦।୮: ମଧ୍ୟପ୍ରଦେଶର ମୋରେନା ଜିଲାର ଏକ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ ଲିକ ଯୋଗୁ ପାଞ୍ଚ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସାକ୍ସି ଫୁଡ ପ୍ରଡକ୍ଟ ନାମକ ଏକ ଫ୍ୟାକ୍ଟ୍ରିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ କାରଖାନାରେ ଅନେକ ଶ୍ରମିକ କାମ…

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଅଖିଳେଶ ଯାଦବ ଦାବିଦାର: ଜୁହି ସିଂ

ଲକ୍ଷ୍ନୌ,୩୦।୮: ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ବୈଠକ ପୂର୍ବରୁ ସମାଜବାଦୀ ପାର୍ଟିର ଜାତୀୟ ମୁଖପାତ୍ର ଜୁହି ସିଂ ଏକ ବଡ଼ ଦାବି କରିଛନ୍ତି। ଜୁହି କହିଛନ୍ତି ଯେ, ମୁଁ ଚାହୁଁଛି ଆମର ଜାତୀୟ ରାଷ୍ଟ୍ରପତି ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ।…

ଜୟଶଙ୍କରଙ୍କୁ ସମର୍ଥନ କଲେ ଥରୁର

ନୂଆଦିଲ୍ଲୀ,୩୦।୮: ନିକଟରେ ଚାଇନା ଦ୍ୱାରା ପ୍ରକାଶିତ ସରକାରୀ ମାନଚିତ୍ରରେ ଭାରତର ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନର ନିଜ ଅଂଶ ଦର୍ଶାଇଛି। ଏହାକୁ ନେଇ ଭାରତରେ ଅସନ୍ତୋଷ ରହିଛି। ଚାଇନା ଦାବିକୁ ପ୍ରତ୍ୟାଖ୍ୟାନ କରି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର…

‘ସ୍ମାଇଲ୍‌ ପ୍ଲିଜ’! ଲ୍ୟାଣ୍ଡର ‘ବିକ୍ରମ’ର ଫଟୋ ଉଠାଇଲା ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ,୩୦।୮: ଚନ୍ଦ୍ରାୟନ ୩ ମିଶନର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍‌ ବିକ୍ରମର ଫଟୋ ଉଠାଇଛି। ଇସ୍ରୋ ଏହି ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛି। ଫଟୋ ଉଠାଇବା ବେଳେ ପ୍ରଜ୍ଞାନ କହିଛି, ସ୍ମାଇଲ୍‌ ପ୍ଲିଜ୍‌। ରୋଭର ପ୍ରଜ୍ଞାନରେ ଲାଗିଥିବା ନାଭିଗେସନ କ୍ୟାମେରା…

ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ଅକାଳରେ ମରିଯିବେ ୧୦୦କୋଟି ଲୋକ

ନୂଆଦିଲ୍ଲୀ,୩୦।୮: ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ବିଶ୍ୱ ତାପମାତ୍ରାରେ ଯଦି ଦୁଇ ଡିଗ୍ରୀ ସେଲସିୟସ ବୃଦ୍ଧି ପାଏ ତେବେ ପରବର୍ତ୍ତୀ ଶତାବ୍ଦୀରେ ପ୍ରାୟ ୧୦୦କୋଟି ଲୋକ ଅକାଳରେ ମୃତ୍ୟୁବରଣ କରିବେ। ୪୦ଶତକଡାରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ତୈଳ ଏବଂ ଗ୍ୟାସ ଶିଳ୍ପ…

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଜିଭ କାଟିଲେ ମିଳିବ ୧୦ ଲକ୍ଷ ଟଙ୍କା ପୁରସ୍କାର: କଂଗ୍ରେସ ନେତାଙ୍କ ଘୋଷଣା

ନୂଆଦିଲ୍ଲୀ,୨୯।୮: ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ କ୍ରମାଗତ ଭାବରେ ହିନ୍ଦୁ ଧର୍ମ, ରାମଚରିତମାନସ ଏବଂ ବ୍ରାହ୍ମଣମାନଙ୍କ ଉପରେ ବିବାଦୀୟ ବକ୍ତବ୍ୟ ପ୍ରଦାନ କରୁଛନ୍ତି। ଏହି ପ୍ରସଙ୍ଗରେ ମୋରାଦାବାଦ କଂଗ୍ରେସ ନେତା ଗଙ୍ଗା ରାମ ଶର୍ମା ଏକ ବଡ଼ ଘୋଷଣା…

‘ଚାଇନା ନୀତିକୁ ପୁନଃସମୀକ୍ଷା କରିବାର ସମୟ ଆସିଛି’

ନୂଆଦିଲ୍ଲୀ,୩୦।୮: ଚାଇନାର ନୂତନ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନକୁ ନିଜ ଭୁଖଣ୍ଡର ଅଂଶ ବୋଲି ଦାବି କରିଛି। ଏହା ଉପରେ ଦୃଢ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା ମନୀଷ ତିୱାରୀ ମୋଦି ସରକାରଙ୍କୁ ଚାଇନା ନୀତିର ପୁନର୍ବିଚାର…

ଲଞ୍ଚିଂ ପାଇଁ ପ୍ରସ୍ତୁତ ଭାରତର ସୋଲାର ମିଶନ ଆଦିତ୍ୟ-ଏଲ ୧

ବେଙ୍ଗାଲୁରୁ,୩୦।୮: ଚନ୍ଦ୍ରାବତରଣ ପରେ ସୂର୍ଯ୍ୟ ମିଶନ ପାଇଁ ପ୍ରସ୍ତୁତ ଭାରତ। ସୋଲାର ମିଶନ ଆଦିତ୍ୟ ଏଲ ୧ ଶନିବାର ସେପ୍ଟେମ୍ବର ୨ରେ ଲଞ୍ଚ ହେବ। ଚାରି ମାସର ଯାତ୍ରା ସମୟରେ ଆଦିତ୍ୟ ଏଲ୧ ୧୫ଲକ୍ଷ କିଲୋମିଟର ଦୂରତା ଅତିକ୍ରମ କରି ଲାଗ୍ରାଙ୍ଗିଆନ…

ଦିଗ୍‌ବିଜୟଙ୍କ ବିରୋଧରେ ମାମଲା ରୁଜୁ

ଭୋପାଳ,୩୦।୮: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବଜରଙ୍ଗ ଦଳର ସଦସ୍ୟମାନେ କୋଟୱାଲୀ ପୋଲିସ ଷ୍ଟେଶନରେ ପହଞ୍ଚି ଦିଗବିଜୟଙ୍କ ବିରୋଧରେ ଧାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri