ବୈଷ୍ଣୋ ଦେବୀଙ୍କ ଶରଣରେ ଶାହରୁଖ
ଶାହରୁଖ ଖାନ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଯବାନ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ‘ଯବାନ’ ୭ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଦ୍ୱିତୀୟ ଟ୍ରେଲର ଫିଲ୍ମ ରିଲିଜ ହେବା ପୂର୍ବରୁ ରିଲିଜ ହେବାକୁ ଯାଉଛି। ‘ଯବାନ’ର ଦ୍ୱିତୀୟ ଟ୍ରେଲର ୩୧…
ପ୍ରଜ୍ଞାନନ୍ଦଙ୍କୁ ସ୍ବାଗତ ପାଇଁ ପ୍ରବଳ ଭିଡ଼
ଚେନ୍ନାଇ,୩୦।୮: ଦେଶର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ତଥା ବର୍ତ୍ତମାନର ଶ୍ରେଷ୍ଠ ଚେସ ଖେଳାଳି ରମେଶବାବୁ ପ୍ରଜ୍ଞାନନ୍ଦ ଚେସ ବିଶ୍ୱକପରେ ସର୍ବକନିଷ୍ଠ ରନର୍ ଅପ ହେବା ପରେ ଘରକୁ ଫେରିଛନ୍ତି। ଚଳିତ ବର୍ଷ ଆରମ୍ଭରେ ଚେସ ବିଶ୍ୱକପରେ ବିଶ୍ୱର ଅନେକ ଶ୍ରେଷ୍ଠ ଖେଳାଳିଙ୍କୁ ପରାସ୍ତ…
କଂଗ୍ରେସ, ଏନସିପି ଆମ ସହିତ ଅଛନ୍ତି: ସଞ୍ଜୟ ରାଉତ
ମୁମ୍ବାଇ,୩୦।୮: ମୁମ୍ବାଇରେ ‘ଇଣ୍ଡିଆ’ (ବିରୋଧୀ ଆଲାଇନ୍ସ)ର ତୃତୀୟ ବୈଠକ ପୂର୍ବରୁ ଶିବସେନା ନେତା ତଥା ଏମ୍ପି ସଞ୍ଜୟ ରାଉତ କହିଛନ୍ତି, ଶିବସେନା ଇଣ୍ଡିଆ ଆଲାଇନ୍ସ ଏହି ବୈଠକର ଆୟୋଜକ । ଏଥିପାଇଁ ପ୍ରସ୍ତୁତି ଚାଲିଛି। କଂଗ୍ରେସ ଏବଂ ଏନସିପି ଆମ ସହିତ…
ରାଜ୍ୟର ସର୍ବ ପ୍ରଥମେ ଜାଗାମିଶନ ଯୋଜନାରେ ସଫଳଯୋଗୁଁ କେସିଙ୍ଗା ଏନ.ଏ.ସି ରାଜ୍ୟସ୍ତରରେ ପୁରସ୍କୃତ
କେସିଙ୍ଗା,୩୦।୮(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ଏନ.ଏ.ସିର ୪୪ଟି ଭୂମିହୀନଙ୍କୁ ଜଗାମିଶନ ଯୋଜନାରେ ଜମି ଓ ଗୃହ ରାଜ୍ୟ ସରକାର ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ରାଜ୍ୟ ସରକାର କେସିଙ୍ଗା ଏନ.ଏ.ସିକୁ ପ୍ରଥମ ପୁରସ୍କାର ପ୍ରଦାନ କରିଥିବାରୁ ଜିଲା ତଥା ଅଞ୍ଚଳରେ…
‘ଧୋନୀ ଭାଇଙ୍କ ଭଳି ଆଉ କେହି ନାହାନ୍ତି’
ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟ ଇତିହାସରେ ବିରାଟ କୋହଲି ହେଉଛନ୍ତି ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ ଟେଷ୍ଟ ଅଧିନାୟକ। ସେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ବିଜେତା ଅଧିନାୟକ। କୋହଲିଙ୍କ ଅଧିନାୟକତ୍ୱରେ ୬୮ଟି ମ୍ୟାଚରେ ଭାରତ ୪୦ଟି ଟେଷ୍ଟ ମ୍ୟାଚ ଜିତିଥିଲା। ଭାରତୀୟ ଅଧିନାୟକ…
ରେଲଓ୍ବେର ପ୍ରମୁଖ ମ୍ୟାନେଜମେଣ୍ଟ ସିଷ୍ଟମକୁ ସଂରକ୍ଷିତ ଘୋଷଣା କଲେ ସରକାର, କ୍ଷତି ଘଟାଇଲେ ୧୦ବର୍ଷ ଜେଲ୍
ନୂଆଦିଲ୍ଲୀ,୩୦।୮: ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁଯାୟୀ କେନ୍ଦ୍ର ସରକାର ଉତ୍ତର ମଧ୍ୟ ରେଲଓ୍ବେ ଯାତାୟାତ ନିୟନ୍ତ୍ରଣ ଓ ମଧ୍ୟ ତଥା ପଶ୍ଚିମ ରେଲଓ୍ବେ ଟ୍ରେନ ମ୍ୟାନେଜମେଣ୍ଟ ସିଷ୍ଟମକୁ ସଂରକ୍ଷିତ ଘୋଷଣା କରିଛନ୍ତି। ଆଇଟି ଆକ୍ଟ ଅନୁଯାୟୀ, ଏକ ସଂରକ୍ଷିତ ସିଷ୍ଟମ ହେଉଛି…
କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଉଚିତ୍: ଏଏପି
ନୂଆଦିଲ୍ଲୀ,୩୦।୮: ମୁମ୍ବାଇରେ ‘ଇଣ୍ଡିଆ’ ମେଣ୍ଟର ବୈଠକ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି ହୋଇଛି। ଏହି ଦାବି ଆମ ଆଦମୀ ପାର୍ଟିରୁ ଆସିଛି। ଏଏପିର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି ଯେ, ଯଦି ଆପଣ ମୋତେ ପଚାରନ୍ତି,…
ମସଜିଦରେ ‘ଅଜାନ’ ପଢିବାକୁ ନେଇ ନୂଆ ଗାଇଡଲାଇନ ଜାରି କଲା ଆମେରିକା
ଓ୍ବାଶିଂଟନ୍,୩୦।୮: ଆମେରିକାର ନ୍ୟୁୟର୍କ ସହରରେ ଅଜାନକୁ ନେଇ ନୂଆ ଗାଇଡଲାଇନ ଜାରି କରାଯାଇଛି। ଅଜାନ ପ୍ରାର୍ଥନା କରିବା ସମୟରେ ମସଜିଦରେ ଅନୁମତି ନେବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି। ଗାଇଡଲାଇନ ଅନୁଯାୟୀ, ରାତି ୧୨.୩୦ ରୁ ରାତି ୧.୩୦ଯାଏଁ ମୁସଲମାନମାନେ ବିନା…
ପ୍ରଧାନମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ସ୍କୁଲ ଛାତ୍ରୀ
ନୂଆଦିଲ୍ଲୀ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଲାମାନଙ୍କ ସହିତ ରକ୍ଷା ବନ୍ଧନ ପର୍ବ ପାଳନ କରିଛନ୍ତି। ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ରାଖୀ ବାନ୍ଧିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ପିଲାମାନଙ୍କୁ ଭେଟି ବହୁତ ଖୁସି ହୋଇଛନ୍ତି। ପ୍ରଧାନମନ୍ତ୍ରୀ…
ଲୋକ ସଭା, ବିଧାନସଭା ନିର୍ବାଚନରେ ଏକାକୀ ଲଢିବ ବିଏସପି: ମାୟାବତୀଙ୍କ ଘୋଷଣା
ଲକ୍ଷ୍ନୌ,୩୦।୮: ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଏନ୍ଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି। ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଚାଲିଛି। ଏସବୁ ମଧ୍ୟରେ ବାହୁଜନ ସମାଜ ପାର୍ଟି (ବିଏସପି)ମୁଖ୍ୟ ମାୟାବତୀ ଇଣ୍ଡିଆ ସହ ମେଣ୍ଟ…
ଅନ୍ୟ ଦେଶ ସହ ଗୁପ୍ତ ବୈଠକ କରୁଛନ୍ତି ଲିବିଆର ମହିଳା ମନ୍ତ୍ରୀ ନଜଲା, ବୈଠକକୁ ନେଇ ଲିବିଆରେ ହିଂସା
ଜେରୁଜେଲମ,୩୦।୮: ଲିବିଆର ବୈଦେଶିକ ମହିଳା ମନ୍ତ୍ରୀଙ୍କୁ ନେଇ ଇସ୍ରାଏଲରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଲିବିଆର ବୈଦେଶିକ ମନ୍ତ୍ରୀ ନଜଲା ମଙ୍ଗୋଶ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ସହ ଗୁପ୍ତ ବୈଠକ କରିଥିଲେ। ଏନେଇ ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ବୈଠକ…
ଦଣ୍ଡାଦେଶ ସ୍ଥଗିତ ହେବା ପରେ ବି ଜେଲରେ ରହିବେ ଇମ୍ରାନ୍
ଇସଲାମାବାଦ,୩୦।୮: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଗୋଟିଏ ସମସ୍ୟା ଶେଷ ହେବାକୁ ଯାଉଥିବା ବେଳେ ଅନ୍ୟ ଏକ ମାମଲା ସାମ୍ନାକୁ ଆସୁଛି। ମଙ୍ଗଳବାର ଇମ୍ରାନ୍ ଖାନଙ୍କୁ ଏକ ବଡ଼ ଆଶସ୍ତି ମିଳିଥିଲା। ଇସଲାମାବାଦ ହାଇକୋର୍ଟ ତୋଶାଖାନା ଦୁର୍ନୀତି…
Archives


