ଲାହୋରରେ ବନ୍ୟା ଚେତାବନୀ ଦେଲା ପାଣିପାଗ ବିଭାଗ
ଲାହୋର,୩୦ା୭: ପାକିସ୍ତାନର ଲାହୋର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଲାହୋରର ଜଳ ଏବଂ ପରିମଳ ଏଜେନ୍ସି ଦ୍ୱାରା ଶେୟାର ହୋଇଥିବା ବୃଷ୍ଟିପାତ ତଥ୍ୟ ଅନୁଯାୟୀ, ଗୁଲଶନ-ଇ-ରବି,…
ମୋଦିଙ୍କୁ ଟାର୍ଗେଟ କଲା ଶିବସେନାର ମୁଖପାତ୍ର ସାମନା, ଏନଡିଏରେ ୫ଟି ଦଳ ଇଣ୍ଡିଆ
ମୁମ୍ବାଇ,୩୦।୭: ଶିବସେନାର ମୁଖପାତ୍ର ତଥା ଖବରକାଗଜ ସାମନା ଭାଜପାକୁ ନିଜ ସ୍ତମ୍ଭରେ ଭର୍ତ୍ସନା କରିଛି। ପ୍ରଧାନମନ୍ତ୍ରୀ ମୋଦି ଇ.ଣ୍ଡି.ଆ ମେଣ୍ଟକୁ ସମାଲୋଚନା କରି ଏହାକୁ ଇଷ୍ଟ ଇଣ୍ଡିଆ କମ୍ପାନୀ କହି ଆଖ୍ୟା ଦେଇଥିଲେ। ଯାହାକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛି ସାମନା।…
ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଚେତାବନୀ
ବ୍ରିସବେନ୍,୩୦ା୭: ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ ହୋଇଥିବା ସାମରିକ ପୁଲଓ୍ବାମା ଆକ୍ରମଣ ପରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଚେତାବନୀ ଦେଇଛନ୍ତି। ଯଦି ପରିସ୍ଥିତି ଜାରି ରହେ ତେବେ ଆମେରିକା ପରି ସହାୟତା ବିପଦରେ ପଡ଼ିବ ବୋଲି ‘ହିଲ୍’ ଏହି…
୬ବର୍ଷ ହେଲା ହାତୀ ଗଣନା ହୋଇନି, ମଲେଣି ୫୨୬
ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ରାଜ୍ୟରେ ମଣିଷ ଏବଂ ବନ୍ୟପ୍ରାଣୀ ବିବାଦ ବଢ଼ୁଛି। ବିଶେଷ କରି ହାତୀ ଏବଂ ମଣିଷ ଅଧିକାଂଶ ସମୟ ମୁହଁାମୁହିଁ ହେଉଥିବା ଦେଖାଦେଉଛି। କେଉଁଠି ହାତୀ ମଣିଷକୁ ମାରୁଛି ତ ଆଉ କେଉଁଠି ଶିକାରୀ ହାତୀକୁ ମାରୁଛି। ଏଥିସହ ବିଭିନ୍ନ…
କେ.ଜି. ପିଛା ୫୦ ଗ୍ରାମ୍
କାମାକ୍ଷାନଗର,୩୦ା୭(ସୁଧୀର ପରିଡ଼ା)ଗରିବଙ୍କୁ ମିଳୁଥିବା ଚାଉଳ ବିକ୍ରି ଟଙ୍କାରେ ହେବ ଗଁାର ବିକାଶ। ଏଥିଲାଗି ବାଧ୍ୟତାମୂଳକ ଭାବେ କିଲୋଗ୍ରାମ୍ ପିଛା କଟାଯାଉଛି ୫୦ ଗ୍ରାମ୍ ଚାଉଳ। ଢେଙ୍କାନାଳ ଜିଲା ଭୁବନ ବ୍ଲକ ଜିରାଳ ଗ୍ରାମରୁ ଆସିଛି ଏଭଳି ଅଭିଯୋଗ। ଗ୍ରାମାଞ୍ଚଳରେ ଖାଦ୍ୟ ସୁରକ୍ଷା…
ବାସ୍ତୁ ଅନୁଯାୟୀ ଝରଣା ପେଣ୍ଟିଂ, ଘରେ ଲଗାଇଲେ ମିଳିବ ଶୁଭଫଳ
ବାସ୍ତୁଶାସ୍ତ୍ର ଅନୁଯାୟୀ, ଝରଣାର ପେଣ୍ଟିଂ ହେଉ ଅବା ଫଟୋକୁ ଘରେ ଲଗାଇବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ। କିନ୍ତୁ ଏହାକୁ ନେଇ କିଛିଟା ନିୟମ ରହିଛି; ଯାହାକୁ ମାନିବା ଓ ନ ମାନିବା ଦ୍ୱାରା କ’ଣ ପ୍ରଭାବ ରହିବ ଜାଣନ୍ତୁ ସେ…
ନ୍ୟାୟପାଳିକା ଉପରେ ମନ୍ତବ୍ୟ: ପ୍ରକାଶକ ଗିରଫ
ଚେନ୍ନାଇ,୩୦ା୭: ମଣିପୁର ହିଂସା ପ୍ରସଙ୍ଗରେ ଗତ ୨୨ ତାରିଖରେ ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ସାକ୍ଷାତକାର ଦେବାବେଳେ ଚେନ୍ନାଇର ପ୍ରକାଶକ ତଥା ବ୍ଲଗର ବଦ୍ରି ଶେଷାଦ୍ରୀ ନ୍ୟାୟପାଳିକା ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥିପାଇଁ ଆଇନଜୀବୀ କଭିଆରାସୁଙ୍କ ଅଭିଯୋଗ ଆଧାରରେ ଶନିବାର ତାଙ୍କୁ…
ସରକାରୀରେ ୩୫୦, ବେସରକାରୀରେ ହଜାର ହଜାର
ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦଶ)କଳାହାଣ୍ଡି ଜିଲାରୁ ପ୍ରତିବର୍ଷ ହଜାର ହଜାର ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଚଳିତବର୍ଷ ଜିଲାରେ ମରୁଡ଼ି ଆଶଙ୍କା ଲାଗି ରହିଥିବାରୁ ଏଥର ଅଧିକ ଶ୍ରମିକ ଦାଦନମୁହାଁ ହେବେ ବୋଲି ଅନୁମାନ କରାଯାଉଛି। ପ୍ରାୟତଃ ନୂଆଁଖାଇ ପରେ…
ଏଏମ୍ୟୁର ପୂର୍ବତନ ଭିସି ହେଲେ ଉପାଧ୍ୟକ୍ଷ
ନୂଆଦିଲ୍ଲୀ,୩୦ା୭: ୨୦୨୪ ଲୋକ ସଭା ନିର୍ବାଚନକୁ ନଜରରେ ରଖି ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଦଳର କେନ୍ଦ୍ରୀୟ ଟିମ୍ରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଉତ୍ତରପ୍ରଦେଶର ଜଣେ ପସମାନ୍ଦା ମୁସଲମାନଙ୍କୁ ଦଳର ଉପାଧ୍ୟକ୍ଷ କରାଯାଇଥିବାବେଳେ ତେଲଙ୍ଗାନା ପୂର୍ବତନ ଭାଜପା ରାଜ୍ୟ ସଭାପତି…
ଗଁା ଛାଡ଼ିଲେ ଜନତା, ମନ୍ଦିର ଛାଡ଼ିଲେ ଜଗନ୍ନାଥ
ବଲାଙ୍ଗୀର,୩୦ା୭(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲାରେ ନିର୍ମାଣାଧୀନ ଲୋୟର ସୁକ୍ତେଲ ବୃହତ୍ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଚଳିତବର୍ଷ ଡ୍ୟାମ୍ରେ ପ୍ରଥମ ବନ୍ୟାଜଳ ସଂରକ୍ଷିତ ରଖାଯିବା ପରେ ପ୍ରକଳ୍ପ ପ୍ରଭାବିତ ଗ୍ରାମବାସୀ ଭିଟାମାଟି ଛାଡି ଅନ୍ୟତ୍ର ବିସ୍ଥାପିତ ହେବାକୁ ବାଧ୍ୟ…
୪୦ ହଜାର ପୃଷ୍ଠାର ଆର୍ଟିଆଇ ଉତ୍ତର
ଇନ୍ଦୋର,୩୦ା୭: ଇନ୍ଦୋରର ଜଣେ ବ୍ୟକ୍ତି ତଥ୍ୟ ଜାଣିବା ଅଧିକାର (ଆର୍ଟିଆଇ)ରେ କୋଭିଡ୍ ମହାମାରୀ ସମ୍ପର୍କିତ ତଥ୍ୟ ଜାଣିବାକୁ ଆବେଦନ କରିଥିଲେ। ତାଙ୍କୁ ୪୦ ହଜାର ପୃଷ୍ଠାର ଉତ୍ତର ମିଳିଛି, ଯାହାକୁ ସେ କାର୍ରେ ଭର୍ତ୍ତି କରି ଘରକୁ ଆଣିଛନ୍ତି। ତେବେ ଆବେଦନର…
ପାଣି ଛାଡୁନି ମେଗା ପ୍ରକଳ୍ପ, ଚାଷଜମି ଫାଟି ଆଁ
ବଡ଼ଗାଁ,୩୦ା୭( ଅଶୋକ ଷଢ଼ଙ୍ଗୀ)ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳର ସର୍ବାଧିକ ପରିବାର କୃଷି ଉପରେ ନିର୍ଭର କରନ୍ତି। ବିଶେଷକରି ବର୍ଷା ଜଳ ଉପରେ ନିର୍ଭର କରୁଥିବା ଚାଷୀ ବିଗତ କିଛିବର୍ଷ ହେଲା ଅନିୟମିତ କିମ୍ବା ସ୍ବଳ୍ପ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହୋଇଆସୁଛନ୍ତି।…
Archives


