Home

ମନୁଷ୍ୟ ନିକଟରେ ଏହି ୨ ଗୁଣ ଥିଲେ ଶତ୍ରୁ ବି ପାଲଟିବେ ମିତ୍ର, ଏପରି କହିଛନ୍ତି ଚାଣକ୍ୟ

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତା’ର ନିଦାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ନୀତିକୁ ଆପଣାଇବା ଦ୍ୱାରା ମଣିଷ ଜୀବନରେ ସଫଳତା ପାଇଥାଏ। ଏହି କ୍ରମରେ ଚାଣକ୍ୟ ଶତ୍ରୁଙ୍କୁ ମିତ୍ର କରିବାର ଦୁଇଟି…

ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ ନାଇଟ୍‌ କର୍ଫ୍ୟୁ କଡ଼ାକଡ଼ି କଲା ଜେୟୁ

କୋଲକାତା,୨୧ା୯: ଭାରତର ଯାଦବପୁର ବିଶ୍ୱବିଦ୍ୟାଳୟ ପ୍ରଥମ ବର୍ଷର ଛାତ୍ର ଆତ୍ମହତ୍ୟା ପରେ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ ନୂତନ ନିୟମ ଲାଗୁ କରିଛି। ଛାତ୍ରମାନେ ବର୍ତ୍ତମାନ ରାତି ୧୦ଟା ପରେ ହଷ୍ଟେଲ ଅଧୀକ୍ଷକଙ୍କଠାରୁ ଅନୁମତି ନେବା ଆବଶ୍ୟକ ଏବଂ ପରିଦର୍ଶକମାନଙ୍କୁ କେବଳ ନିର୍ଦ୍ଦିଷ୍ଟ…

ଚାଷୀଙ୍କୁ ମିଳିନି ଫସଲ ବୀମା ରାଶି, ଘେରିଲେ ସମବାୟ ସମିତି କାର୍ଯ୍ୟାଳୟ

ସିଂହପୁର,୨୧ା୯(ଅନଙ୍ଗ ଉଦୟ ବେଉରା): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରି କୃଷିସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଶହଶହ ଚାଷୀ ଦୀର୍ଘ ୩ ଘଣ୍ଟା କାଳ ଘେରି ରହିଥିଲେ। ସୂଚନାଯୋଗ୍ୟ, ୨୦୨୩ ଖରିଫ ଋତୁ ଫସଲ କ୍ଷତି ବାବଦ…

୧୨ ବର୍ଷ ପରେ ଫେରୁଛି ଏହି ଶୋ’, ସଲମାନଙ୍କୁ ଦେବ ଟକ୍କର

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଶୋ’ ବିଗ ବସ୍‌ ସିଜନ-୧୭କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅଙ୍କିତା ଲୋଖଣ୍ଡେ ଏବଂ ୟୁଟ୍ୟୁବର୍‌ ଅରମାନ ମଲିକଙ୍କ ନାମ ଏହି ଶୋ’ରେ ଫାଇନାଲ ପ୍ରତିଯୋଗୀ ଭାବରେ ନାମ ପ୍ରାୟ ଚୂଡ଼ାନ୍ତ ବୋଲି କୁହାଯାଉଛି। ବର୍ତ୍ତମାନ…

ବକେୟା ଦରମା ପ୍ରଦାନ ଦାବିରେ ଓଏଭି କର୍ମଚାରୀଙ୍କ ଧାରଣା

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ୯ଟି ବ୍ଲକରେ ଥିବା ୯ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଦୀର୍ଘ ୭ ମାସରୁ ଊର୍ଦ୍ଧ୍ୱ ହେବ ସେମାନଙ୍କର ବକେୟା ଦରମା ଦେଉ ନ ଥିବା ଓ ଅଭିଯୋଗ କଲେ ମଧ୍ୟ…

ଗୋଟିଏ ବର୍ଷରେ ୧୦୦୦ କୋଟିରୁ ଅଧିକ ଆୟ କରିଥିବା ଦ୍ୱିତୀୟ ଅଭିନେତା ହେଲେ ଶାହାରୁଖ

ମୁମ୍ବାଇ: ଶାହାରୁଖ ଖାଁଙ୍କ ଫିଲ୍ମ ଯବାନ ପ୍ରତିଦିନ ବକ୍ସ ଅଫିସରେ ନୂଆ ରେକର୍ଡ କରି ଚାଲିଛି। ଏହି ମୁଭିଟି ବର୍ତ୍ତମାନ ଓ୍ବାର୍ଲଡ ଓ୍ବାଇଡ ୧୦୦୦ କୋଟି ଟଙ୍କା କ୍ଲବରେ ଯୋଗଦେବା ପାଇଁ ଅତି ନିକଟତର ହୋଇଛି। ଏହି ଫିଲ୍ମ ଘରୋଇ ବକ୍ସ…

ନ୍ୟାୟ ପାଇଁ ଆନ୍ଦୋଳନ

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଗୁରୁବାରଠାରୁ ସଦର ଥାନା ଅନ୍ତର୍ଗତ ଗୋହାଲଡିହି ରେଲେଓ ସାଇଡିଂରେ ଗୋହାଲଡିହି ରେଲଓ୍ବେ ସାଇଡିଂ କଲ୍ୟାଣ ପରିଷଦ ପକ୍ଷରୁ କ୍ଷତିଗ୍ରସ୍ତ ପ୍ରଜାଙ୍କ ଗଣଧାରଣା ଆରମ୍ଭ ହୋଇଛି। ଗୋହାଲଡିହିର ଗାଁ ମୁଣ୍ଡ ଓ ରେଲଓ୍ବେ ସାଇଡିଂ ମୁଖ୍ୟ ରାସ୍ତା ଉପରେ…

ରାଜନୀତି କରୁଛି କାନାଡା, ସେଠାରେ ଭାରତୀୟ କୁଟନିତୀଜ୍ଞମାନେ ସୁରକ୍ଷିତ ନୁହନ୍ତି: ଏମ୍ଇଏ

ନୂଆଦିଲ୍ଲୀ, ୨୧। ୯: ଭାରତ ଏବଂ କାନାଡା ମଧ୍ଯରେ ତିକ୍ତତା ଦିନକୁ ଦିନ ବଢୁଥିବା ବେଳେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ବୟାନ ଜାରି କରାଯାଇଛି। କାନାଡା ପୁରା ଘଟଣାକୁ ନେଇ ରାଜନୀତି କରୁଛି। ସେଠାରେ ଭାରତୀୟ କୁଟନିତୀଜ୍ଞମାନେ ସୁରକ୍ଷିତ ନୁହନ୍ତି।…

ମାଂସ ଖାଇ ଗୋଟିଏ ପରିବାରର ୧୧ ଅସୁସ୍ଥ

ହାଟଡିହୀ,୨୧ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ପଞ୍ଚାୟତ ଅମୃତପୁର ଗ୍ରାମରେ ମାଂସ ଖାଇ ଗୋଟିଏ ପରିବାରର ୧୧ ଜଣ ଅସୁସ୍ଥ ହୋଇଛନ୍ତି। ସୂଚନାରୁ ଜଣାପଡ଼ିଛି ଯେ, ଗ୍ରାମର ଅନନ୍ତ ନାରାୟଣ ଦାଶଙ୍କ ପରିବାର ଲୋକ ବୁଧବାର ନିକଟସ୍ଥ ଗେଡ଼ମା…

ସଂଗିତା, ଶାହିନ୍ ଏମିତିକି କଟ୍ରିନାଙ୍କୁ ମଧ୍ଯ ମାରପିଟ୍ କରିଛନ୍ତି ସଲମାନ: ସୋମି ଅଲ୍ଲୀ

ବମ୍ବେ: ବିଗତ ଦିନରେ ଅଭିନେତା ସଲମାନ ଖାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡାଯାଇଛି। ସେଥିରୁ ଜଣେ ହେଉଛନ୍ତି ସୋମି ଅଲ୍ଲୀ। ଅନ୍ୟ ଅଭିନେତ୍ରୀ ଭାଇଜାନଙ୍କ ସହ ନିଜ ସମ୍ପର୍କକୁ ନେଇ ଚୁପ୍ ରହିବାକୁ ପସନ୍ଦ କରୁଥିବା ବେଳେ ସୋମି ଖୋଲାେଖାଲି…

ରାହୁଲଙ୍କୁ ନଡାଙ୍କ ଟାର୍ଗେଟ୍‌: ନେତାଙ୍କୁ ନେତା ହେବାକୁ ପଡିଥାଏ, ପରାମର୍ଶଦାତାରେ କାମ ଚଳିବନି

ନୂଆଦିଲ୍ଲୀ,୨୧।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଗୁରୁବାର ଏହି ବିଲ୍‌ ରାଜ୍ୟ ସଭାରେ ଆଗତ ହୋଇ ବିତର୍କ ଚାଲିଛି। ଏହି ବିତର୍କରେ ଭାଗ ନେଇ ଭାଜପା ସଭାପତି ଜେପି ନଡା…

ବିଦ୍ୟୁତ କର୍ମଚାରୀଙ୍କ ଆକ୍ରମଣରେ ମହିଳା ଆହତ ଘଟଣା: ୪ ଦଫା ଦାବି ନେଇ ଧାରଣାରେ ବସିଲେ ସମିତିସଭ୍ୟ

ସିମୁଳିଆ,୨୧ା୯(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ପଙ୍ଗିଆ ଅଞ୍ଚଳର ସାବିତ୍ରୀ ମିଶ୍ର ନାମକ ଜଣେ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ କର୍ମଚାରୀ ଆକ୍ରମଣ କରିଥିଲେ। ଏହି ଘଟଣାରେ ୪ ଦଫା ଦାବି ନେଇ ଗୁରୁବାର ପୂର୍ବାହ୍ନ ୧୦.୩୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?