ରୁଷିଆ ଉପରେ ଡ୍ରୋନ ମାଡ଼ କଲା ୟୁକ୍ରେନ
ମସ୍କୋ,୩୦ା୭: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବା ପରିବର୍ତ୍ତେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷିଆର ଆକ୍ରମଣ ପରେ ବର୍ତ୍ତମାନ ୟୁକ୍ରେନ ମଧ୍ୟ ପ୍ରତିଶୋଧ ନେବା ଆରମ୍ଭ କରିଛି। ଶନିବାର ରାତିରେ ୟୁକ୍ରେନ ପୁଣି ଥରେ ରୁଷିଆର ରାଜଧାନୀ…
ମଣିପୁର ଭାଇରାଲ ଭିଡିଓର ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବିକଲେ ପୀଡିତାଙ୍କ ମାଆ
ଇମ୍ଫାଲ,୩୦।୭: ମଣିପୁରର ଲୋମଟାଙ୍କୁରା ଘଟଣା ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ସଂସଦରେ ମଧ୍ୟ ଅଚଳାବସ୍ଥା ଜାରି ରହିଛି। ସଂସଦରେ ବିରୋଧୀଙ୍କ ମଣିପୁର ଚର୍ଚ୍ଚାକୁ ନେଇ ପ୍ରବଳ ହଙ୍ଗାମା ହେବାରୁ ଉଭୟ ଗୃହକୁ ପ୍ରତିଥର ମୁଲତବୀ ରଖାଯାଉଛି। ତେବେ ଏ…
ଆମେରିକାରେ ରାଷ୍ଟ୍ରପତି ଦୌଡ଼ରେ ୩ ମୂଳ ଭାରତୀୟ ପ୍ରାର୍ଥୀ…
ଓ୍ବାଶିଂଟନ,୩୦।୭ : ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବେଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖାଯାଉଛି। ଆମେରିକାରେ ରାଷ୍ଟ୍ରପତି ପଦ ଦୌଡ଼ରେ ତିନି ଜଣ ମୂଳ ଭାରତୀୟ ପ୍ରାର୍ଥୀ ଅଛନ୍ତି।…
୨୦୪୦ ସୁଦ୍ଧା ମ୍ୟାଲେରିଆ ଓ ଏଚ.ଆଇ.ଭି ଅପେକ୍ଷା ହେପାଟାଇଟିସରେ ବଢିବ ମୃତ୍ୟୁସଂଖ୍ୟା : ହୁ
ନୂଆଦିଲ୍ଲୀ,୩୦।୭: ବିଶ୍ୱ ସ୍ବାାସ୍ଥ୍ୟ ସଂଗଠନ (ହୁ) ଭାଇରାଲ ହେପାଟାଇଟିସର ଅନୁସନ୍ଧାନ ଏବଂ ଚିକିତ୍ସା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରଛି। ସଂଗଠନ ଚେତାବନୀ ଦେଇଛି ଯେ, ଯଦି ଏହି ଧାରା ଜାରି ରହେ, ୨୦୪୦ ସୁଦ୍ଧା ମ୍ୟାଲେରିଆ, ଟିବି ଏବଂ ଏଚ.ଆଇ.ଭିରେ ମୃତ୍ୟୁ…
ହସ୍ପିଟାଲରେ ଅଗ୍ନିକାଣ୍ଡ: ୧୦୦ରୁ ଅଧିକ ରୋଗୀ ସୁରକ୍ଷିତ ଭାବେ ଉଦ୍ଧାର…
ଅହମଦାବାଦ,୩୦।୭ : ଅହମଦାବାଦର ଏକ ହସ୍ପିଟାଲରେ ନିଆଁ ଲାଗିଥିବାର ଖବର ଆସିଛି। ନିଆଁ ଲାଗିବା ପରେ ୧୦୦ରୁ ଅଧିକ ରୋଗୀଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇଛି। ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି। ୨୦-୨୫ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଡାକ୍ତରଖାନାର…
ଦୀର୍ଘ ୬ ମାସ ହେଲା ଅନ୍ଧାରରେ ନୂଆସାହି ବାସିନ୍ଦା
ପୋଲସରା,୩୦ା୭(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡ଼ା ଗ୍ରାମର ନୂଆସାହି ବାସିନ୍ଦା ଦୀର୍ଘ ୬ ମାସ ହେବ ଅନ୍ଧାରରେ ଚଳପ୍ରଚଳ କରୁଛନ୍ତି। ଉକ୍ତ ସାହିରେ ଷ୍ଟ୍ରିଟ୍ ଲାଇଟ୍ ଦୀର୍ଘ ୬ ମାସ ହେବ ବନ୍ଦ ହୋଇପଡ଼ିଛି। ଯାହା ଫଳରେ…
ଜି-୨୦ ଶିଖର ସମ୍ମିଳନୀ: ସେପ୍ଟେମ୍ବରରେ ପୁଟିନଙ୍କ ଭାରତ ଗସ୍ତ ଆଶଙ୍କା ମଧ୍ୟରେ…
ମସ୍କୋ,୩୦।୭ : ଭାରତ ଚଳିତ ୨୦୨୩ ବର୍ଷ ସେପ୍ଟେମ୍ବରରେ ଜି-୨୦ ଶିଖର ସମ୍ମିଳନୀ ଦିଲ୍ଲୀରେ ଆୟୋଜନ କରୁଛି। ଏହି ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଗଦେବା ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୁଟିନ ବ୍ରିକ୍ସ…
ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବୁ: ତ୍ରିପୁରା ପୋଲିସ
ଅଗରତାଲା,୩୦।୭: ରାଜ୍ୟରେ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବୟାନରେ ପ୍ରତିକ୍ରିୟା ରଖିଛି ତ୍ରିପୁରା ପୋଲିସ। ପୋଲିସ କହିଛି, ବେଆଇନ ଅନୁପ୍ରବେଶ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥିର କରିଛୁ। ଆସାମ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଟ୍ବିଟର୍ ଆକାଉଣ୍ଟରେ…
ଏକ ପରିବାରକୁ ନେଇ ଗୋଟିଏ ଗାଁ, ଘରର ମୁଖିଆଙ୍କ ନାଁରେ ଗାଁ ପରିଚିତ
ସାଧାରଣତଃ ୫ରୁ ୧୦ ପରିବାର ଗାଁର ଗୋଟିଏ ସାହିରେ ରୁହନ୍ତି। କିନ୍ତୁ ମଧ୍ୟପ୍ରଦେଶରେ ୯୦ ଜଣ ଲୋକ ଏକ ଗାଁ ତିଆରି କରିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଗାଁରେ ରହୁଥିବା ସମସ୍ତ ୯୦ ଜଣ ଗୋଟିଏ ପରିବାରର ଅଟନ୍ତି। ଗାଁର…
ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଅପେକ୍ଷା ମୋର ରୁଷିଆରେ ରହିବା ଅଧିକ ଜରୁରୀ: ପୁଟିନ…
ମସ୍କୋ,୩୦।୭ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ରିକ୍ସ ଦେଶର ଶିଖର ସମ୍ମିଳନୀରେ ଯୋଗଦେବାକୁ ଦକ୍ଷିଣ ଆଫ୍ରିକା ଯାଉନାହାଁନ୍ତି। ପୁଟିନ ଏ ବିଷୟରେ କହିଛନ୍ତି ତାଙ୍କ ପାଇଁ ରୁଷିଆରେ ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ପୁଟିନ ଭିଡିଓ ଲିଙ୍କ ମାଧ୍ୟମରେ ବ୍ରିକ୍ସ…
ମସ୍କୋରେ ପୁଣି ଡ୍ରୋନ ଆକ୍ରମଣ, ୟୁକ୍ରେନ୍ ମୁଣ୍ଡରେ ଅଠା…
ମସ୍କୋ,୩୦।୭ : ରୁଷିଆର ରାଜଧାନୀ ମସ୍କୋରେ ପୁଣି ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣକୁ ୟୁକ୍ରେନ ଉପରେ ଦାୟୀ କରାଯାଇଛି। ବିଶେଷ କଥା ହେଉଛି ଏହି ଆକ୍ରମଣ ଏକ ସମୟରେ ଘଟିଥିଲା ଯେତେବେଳେ ରୁଷିଆର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ମଧ୍ୟ ସକ୍ରିୟ…
ଅହମ୍ମଦବାଦର ରାଜସ୍ଥାନ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ
ଅହମ୍ମଦବାଦ,୩୦।୭: ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରୁ ୧୦୦ରୋଗୀଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଡାକ୍ତରଖାନାର ତଳ ମହଲାରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ…
Archives


