Home

ଆଶେସ୍‌ରେ ବଡ଼ ରେକର୍ଡ କଲେ ଷ୍ଟୋକ୍ସ

ଲଣ୍ଡନ,୩୦।୭: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଆଶେସ୍‌ ସିରିଜ ୨୦୨୩ରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଭଲ ବ୍ୟାଟିଂ କରିଥିଲେ। ସିରିଜର ଶେଷ ଟେଷ୍ଟରେ ଷ୍ଟୋକ୍ସ ଏକ ବଡ଼ ରେକର୍ଡ କରିଥିଲେ। ଷ୍ଟୋକ୍ସ ଏହି ଟେଷ୍ଟ ସିରିଜରେ ହାରାହାରି ୪୫ରେ…

ଅଜିଙ୍କ୍ୟ ରାହାଣେ ହଠାତ କ୍ରିକେଟରୁ ନେଲେ ବ୍ରେକ୍‌, ଟୁର୍ନାମେଣ୍ଟ ଖେଳିବାକୁ କଲେ ମନା…

କୋଲକାତା,୩୦।୭ : ଟିମ ଇଣ୍ଡିଆର ଅଭିଜ୍ଞ ଖେଳାଳି ଅଜିଙ୍କ୍ୟ ରାହାଣେଙ୍କ ସହ ଜଡିତ ଏକ ବଡ ଖବର ବାହାରକୁ ଆସୁଛି। ରାହାଣେ ହଠାତ କ୍ରିକେଟରୁ ବ୍ରେକ୍‌ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଫଳସ୍ବରୂପ, ସେ ଆଉ କାଉଣ୍ଟି କ୍ରିକେଟ ଖେଳିବାକୁ ଇଂଲଣ୍ଡ ଯିବେ…

ବିନା ପୁରୁଷ ସାଥିରେ ୪୦୦୦ ମହିଳା କରିଛନ୍ତି ହଜ ଯାତ୍ରା: ମୋଦି

ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥର ହେଉଛି ୧୦୩ ତମ ଏପିସୋଡ। ଏହି ଏପିସୋଡରେ ପ୍ରଧାନମନ୍ତ୍ରୀ କିଛି ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ଦେଶବାସୀଙ୍କ ଅସାଧାରଣ ସାହସର…

୮ ମାସ ପରେ ଆକ୍ଟିଭେଟ୍‌ ହେଲା ଲୋକପ୍ରିୟ ଆମେରିକୀୟ ରାପର୍‌ କାନୟେ ୱେଷ୍ଟଙ୍କ ଟ୍ବିଟର୍‌ ଆକାଉଣ୍ଟ

ଓ୍ବାଶିଂଟନ୍‌,୩୦।୭: ଲୋକପ୍ରିୟ ଆମେରିକୀୟ ରାପର୍‌ କାନୟେ ୱେଷ୍ଟଙ୍କ ଟ୍ବିଟର ଆକାଉଣ୍ଟକୁ ପୁଣିଥରେ ଆକ୍ଟିଭେଟ୍‌ କରାଯାଇଛି। କାନୟେଙ୍କ ଆକାଉଣ୍ଟ ଟ୍ବିଟର୍‌ ପ୍ଲାଟଫର୍ମରେ ‘ୟେ’ ନାମରେ ଜଣାଶୁଣା। ପ୍ରାୟ ଆଠ ମାସ ପୂର୍ବରୁ ତାଙ୍କ ଆକାଉଣ୍ଟକୁ ଟ୍ବିଟର୍‌ ବ୍ଲକ୍‌ କରିଦେଇଥିଲା। ତାଙ୍କ ପୋଷ୍ଟ ଆକ୍ରୋଶମୂଳକ…

୬ ଲକ୍ଷରେ ନିର୍ମିତ ହୋଇଥିବା ଫିଲ୍ମର କଲେକ୍ସନ ୮୦୦ କୋଟି: ଫିଲ୍ମ ଇତିହାସରେ ରେକର୍ଡ…

ମୁମ୍ବାଇ : ଗତ କିଛି ବର୍ଷ ମଧ୍ୟରେ, ଏପରି ଅନେକ ସ୍ବଳ୍ପ ବଜେଟ ଚଳଚ୍ଚିତ୍ର ଅଛି ଯାହା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି। ଅନେକ ଛୋଟ ବଜେଟ ଚଳଚ୍ଚିତ୍ର ଉଭୟ ଭାରତ ତଥା ବିଦେଶରେ ବ୍ଲକବଷ୍ଟର ପାଲଟିଛି। ସମୟ ସମୟରେ…

କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଛେଳି ଉପହାର

ଗ୍ବାଲିଅର,୩୦।୭: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗ୍ବାଲିଅରରେ ଖାତିକ ସମାଜର ପ୍ରତିଭା ସମ୍ମାନ ସମ୍ମିଳନୀରେ ଯୋଗ ଦେଇଥିଲେ। ଏଠାରେ ଜ୍ୟୋତିରାଦିତ୍ୟଙ୍କୁ ଏକ ଛେଳି ଉପହାର ମିଳିଥିଲା। ଖତିକ ସମ୍ପ୍ରଦାୟର ଲୋକଙ୍କ ଠାରୁ ଏମିତି ଉପହାର ପାଇ ସିନ୍ଧିଆ…

ଇନ୍ଦୋରରୁ ନିର୍ବାଚନ ଅଭିଯାନ ଆରମ୍ଭ କରିବେ ଶାହା,୫୦ ହଜାର କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର

ନୂଆଦିଲ୍ଲୀ,୩୦।୭: ଏବେ ମଧ୍ୟ ପ୍ରଦେଶରେ ରାଜନୈତିକ ବାତାବରଣ ଉଷ୍ମ ହୋଇଯାଇଛି। କାରଣ ଏଠାରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଲା। ନିର୍ବାଚନ ପାଇଁ ପ୍ରଥମେ ସବୁ ବର୍ଗ ପର୍ଯ୍ୟନ୍ତ ପହଞ୍ଚିବାକୁ ଏବଂ ସମସ୍ତ ବର୍ଗକୁ ଆପଣାର କରିବାକୁ…

ବାଂଲାଦେଶର ୪ଟି ଅଞ୍ଚଳରେ ବୋମା ବିସ୍ଫୋରଣ, ୬ଟି ବୋମାକୁ ନିଷ୍କ୍ରୟ କଲା ଟିମ୍‌

ଢାକା,୩୦।୭: ବାଂଲାଦେଶର ୪ଟି ଇଲାକାରେ ବିସ୍ଫୋରଣ ହୋଇଛି। ରାଜଧାନୀ ଢାକା ସହରର ମୁଖ୍ୟ ବଜାର ଅମିନାବଜାର ଏବଂ ସାଭରରେ ୪ଟି ବିସ୍ଫୋରଣ ଘଟିଛି। ଏଥିସହ ଢାକା ପୋଲିସ ୬ଟି ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି। ସୂଚନା ଅନୁଯାୟୀ, ଶନିବାର ରାତି…

୧୮ ବର୍ଷ ପରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବେ ଏହି ଅଭିନେତା

ମୁମ୍ବାଇ: ଅଭିନେତା ଫର୍‌ଦିନ ଖାନ୍‌ ଅଭିନୟ ଆଧାରରେ ବଲିଉଡ୍‌ରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନରେ କିଛି ଠିକ୍‌ ଚାଲିନାହିଁ। ଫର୍‌ଦିନ୍‌ଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି। କୁହାଯାଉଛି, ସେମାନଙ୍କ ଦାମ୍ପତ୍ୟ ଜୀବନରେ…

ମୁଁ ଏବେ କଇଁଛ, ଠେକୁଆ ନୁହେଁ: ଭାରତର ପରାଜୟ ପରେ କାହିଁକି ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ବାର୍ବାଡୋସ୍‌,୩୦।୭: ୱେଷ୍ଟଇଣ୍ଡିଜରେ ୬ ବର୍ଷ ପରେ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ପରାଜୟ ବରଣ କରିଛି। ବାର୍ବାଡୋସ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ଆୟୋଜକ ଦଳଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ପରେ ଏହି ସିରିଜ ୧-୧ ସ୍ତରକୁ ଆସିଛି। ବର୍ତ୍ତମାନ…

କୋରବାରେ ହେବ ରାଜ୍ୟର ସବୁଠାରୁ ବଡ ସୁପର କ୍ରିଟିକାଲ ଥର୍ମାଲ ପାଓ୍ବାର ଷ୍ଟେଶନ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ରାୟପୁର,୩୦।୭: ଛତିଶଗଡ଼ର ଉର୍ଜାଧାନୀ ନାମରେ ପ୍ରସିଦ୍ଧ କୋରବା ଜିଲାରେ ରାଜ୍ୟର ସବୁଠାରୁ ବଡ କ୍ରିଟିକାଲ ଥର୍ମାଲ ପାଓ୍ବାର ଷ୍ଟେଶନ ବା ତାବଜ ବିଦ୍ୟୁତ କେନ୍ଦ୍ର ଓ ଆଧୁନିକ କାରଖାନା ପ୍ରତିଷ୍ଠା କରାଯିବ। ଜୁଲାଇ ୨୯ରେ, ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ୧୩୨୦ ମେଗାୱାଟ…

ଜିଲାପାଳଙ୍କ ଆଦେଶ ସତ୍ତ୍ବେ ନିର୍ବିକାର

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)ବରଗଡ଼ ପୌର ପରିଷଦ ଅନ୍ତର୍ଗତ ଲେଙ୍ଗୁ ମିଶ୍ର ଛକଠାରୁ ନୂଆ ଜିରା ବ୍ରିଜ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପ୍ରକିୟା ବର୍ତ୍ତମାନ ସହରରେ ପ୍ରମୁଖ ଚର୍ଚ୍ଚା ପାଲଟିଛି। ସହରର ଚା’ ଖଟିଠାରୁ ଆରମ୍ଭ କରି ବସଷ୍ଟାଣ୍ଡ, ଗଳିକନ୍ଦି ସବୁଠି ଏହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri