Home

ଇମ୍ରାନଙ୍କୁ ପୁଣି ଝଟ୍‌କା

ଇସଲାମାବାଦ,୨ା୮: ବୁଧବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ପୁଣି ଥରେ ବଡ଼ ଝଟ୍‌କା ଲାଗିଛି। ଦ୍ୱିତୀୟ ଥର ପାଇଁ ତୋସାଖାନା ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜଷ୍ଟିସ ୟାହିଆ ଆଫ୍ରିଦି କହିଛନ୍ତି, ଆପଣ ଯେଉଁ ସାହାଯ୍ୟ…

ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟୟ, ଲହଡ଼ି ମାରୁଛି ବର୍ଷା ପାଣି

କୋକସରା,୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଲଗାଣ ବର୍ଷା ଯୋଗୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ମୁକୁଳା ଡ୍ରେନରୁ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାକଡ଼ରେ ଥିବା ଦୋକାନ ଆଗରେ ଲହଡ଼ି ମାରୁଛି। ଏପରି କିଛି ଚିତ୍ର…

ନୁହ ହିଂସାର ହେବ ସମ୍ପୂର୍ଣ୍ଣ ଯାଞ୍ଚ: ଅନିଲ ବିଜ୍‌

ଚଣ୍ଡିଗଡ,୨।୮: ହରିୟାଣାର ନୁହରେ ଘଟଥିବା ସାମ୍ପ୍ରଦାୟିକ ହିଂସାକୁ ନେଇ ରାଜନୀତି ଜୋର ଧରିଛି। ଏହି ହିଂସା ପାଇଁ ବିରୋଧୀ ହରିୟାଣାର ଭାଜପା-ଜେଜେପି ସରକାରଙ୍କୁ ଦାୟୀ କରିଛନ୍ତି। ରାଜ୍ୟର ଗୃହ ଓ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍‌ ବୁଧବାର କହିଛନ୍ତି, ନୁହରେ ଏତେ ବଡ଼…

‘ଓଏମଜି ୨’ର ଟ୍ରେଲର ଲଞ୍ଚ ଘୁଞ୍ଚିଲା

କଳା ନିର୍ଦ୍ଦେଶକ ନିତିନ ଦେଶାଇ ଆତ୍ମହତ୍ୟାଙ୍କ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଆତ୍ମହତ୍ୟା ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଅଭିନେତା ଅକ୍ଷୟ କୁମାର। ତାଙ୍କ ଫିଲ୍ମ ‘ଓଏମଜି ୨’ର ଟ୍ରେଲର ଆଜି ଲଞ୍ଚ ହେବାର ଥିଲା କିନ୍ତୁ ସେ ଏହାକୁ…

ବର୍ଷାରେ ଭାଙ୍ଗିଲା ଘର, ବେସାହାରା ହେଲେ ପରିବାର

କୋକସରା,୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୩ଦିନ ଧରି ଲଘୁଚାପ ଜନିତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନେକ ସ୍ଥାନରେ ବର୍ଷା ଜନିତ କ୍ଷୟକ୍ଷତି ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ବରାଡଙ୍ଗା ଗ୍ରାମର ଜୟସେନ ମାଝିଙ୍କ ମାଟି ଘର…

ନିତିନଙ୍କ ଆତ୍ମହତ୍ୟାରେ ହତବାକ ବଲିଉଡ୍‌

‘ଯୋଦ୍ଧା ଆକବର’, ‘ଦେବଦାସ’ ଏବଂ ‘ଲଗାନ’ ଭଳି ସୁପରହିଟ୍‌ ଚଳଚ୍ଚିତ୍ରର ସେଟ ଡିଜାଇନ କରିଥିବା କଳା ନିର୍ଦ୍ଦେଶକ ନିତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି। ଏନଡି ଷ୍ଟୁଡିଓର ପ୍ରତିଷ୍ଠାତା ନିତିନ ନିଜ ଷ୍ଟୁଡିଓରେ ହିଁ ଫାଶୀ ଲଗାଇ ଦେଇଛନ୍ତି। ତାଙ୍କ ମୃତ୍ୟୁରେ ବଲିଉଡରେ…

ଧୋଇଗଲା କଲଭର୍ଟ

ଏମ୍‌.ରାମପୁର,୨ା୮: କଳାହାଣ୍ଡି ଜିଲା ମ.ରାମପୁରଠାରେ ୧୯୫ମିଲିମିଟର ବର୍ଷା ହୋଇଛି। ଯାହାକି କଳାହାଣ୍ଡିରେ ସର୍ବାଧିକ ରେକର୍ଡ କରାଯାଇଛି। ଏହି ବର୍ଷା ଯୋଗୁ ମ.ରାମପୁର ଅଞ୍ଚଳରେ ରାସ୍ତାଘାଟ, କଲଭର୍ଟ, ଚାଷଜମି, ବାସଗୃହ ପ୍ରମୁଖ କ୍ଷତିସାଧନ କରିଛି। ମ. ରାମପୁର ସହରସ୍ଥିତ ନୋଡାଲ ୟୁପି ସ୍କୁଲରେ…

ପାଣିରେ ବୁଡ଼ିଛି ଧାନତଳି, ଆଶଙ୍କାରେ ଚାଷୀ

କର୍ଲାମୁଣ୍ଡା,୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁ ନଦୀନାଳ ଭର୍ତ୍ତି ହୋଇଥିବା ବେଳେ ଚାଷୀଙ୍କ ଜମି ମଧ୍ୟ ଜଳ ମଗ୍ନ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ରୁଆ ଓ ବେଉଷଣ ହୋଇଥିବା ଧାନତଳି…

କ୍ଷମା ମାଗୁନାହିଁ ଅର୍ଥ ମୁଁ ଅହଙ୍କାରୀ ନୁହେଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରନେମ୍‌ ସହ ଜଡ଼ିତ ମାନହାନି ମାମଲାରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି। ତାଙ୍କ ଆବେଦନ ଉପରେ ଅଗଷ୍ଟ ୪ରେ ହେବାକୁ ଥିବା ଶୁଣାଣି ପୂର୍ବରୁ ବୁଧବାର ସେ ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି ଯେ, ମୁଁ…

ଜୁଡ଼ିଆ ଘାଟିରେ ପଥର ଅତଡ଼ା ଖସିଲା

କେନ୍ଦୁଝର,୨ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଲଗାଣ ବର୍ଷାରେ କେନ୍ଦୁଝର ସୀମା ଜୁଡ଼ିଆ ଘାଟିରେ ଭୂସ୍ଖଳନ ହୋଇଛି। ପାହାଡ଼ରୁ ମାଟି, ଗଛଲତା ସହିତ ବଡ଼ ପଥର ଖଣ୍ଡ ୪୯ ନଂ ଜାତୀୟ ରାଜପଥ ଉପରେ ପଡ଼ିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏକ…

ମିଶନ ୨୪: କର୍ନାଟକ କଂଗ୍ରେସର ସମରସଜ୍ଜା

କର୍ନାଟକ କଂଗ୍ରେସ ନେତାଙ୍କ ସହ ବୈଠକ କରିଛନ୍ତି ଦଳ ସଭାପତି ମଲ୍ଲିକାର୍ଜ୍ଜୁନ ଖାର୍ଗେ। ବୁଧବାର ଖାର୍ଗେ ଓ ରାହୁଲ ଗାନ୍ଧୀ କର୍ନାଟକର ପାର୍ଟି ମୁଖ୍ୟାଳୟର ଏହି ବୈଠକରେ ଯୋଗ ଦେଇଛନ୍ତି। ତେବେ ଅଗାମୀ ୨୦୨୪ଲୋକସଭା ନିର୍ବାଚନର ରଣନୀତି ପ୍ରସ୍ତୁତ ପାଇଁ କଂଗ୍ରେସର…

କେଜ୍‌ରିଓ୍ବାଲଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ବୁଧବାର ଆଉ ଏକ ଝଟ୍‌କା ଲାଗିଛି। ଦିଲ୍ଲୀ ସେବା ଅଧ୍ୟାଦେଶ ସମ୍ପର୍କିତ କେନ୍ଦ୍ର ସରକାର ଆଣିଥିବା ଗଭର୍ନମେଣ୍ଟ ଅଫ୍‌ ନ୍ୟାଶ୍‌ନାଲ କ୍ୟାପିଟାଲ ଟେରିଟୋରି ଅଫ୍‌ ଦିଲ୍ଲୀ(ସଂଶୋଧନ) ବିଲ୍‌, ୨୦୨୩କୁ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri