Home

ଓଡ଼ିଶା ସରକାରଙ୍କ ଜମିପଟ୍ଟାକୁ ଗ୍ରାମବାସୀଙ୍କଠାରୁ ନେଇଯାଇଛି ଆନ୍ଧ୍ର

ନନ୍ଦପୁର,୨।୭ (ଶଙ୍କର ପୂଜାରୀ)କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତ ଗ୍ରାମରେ ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶ ଯାଞ୍ଚ ପରେ ସ୍ପଷ୍ଟ ହୋଇଛି। ଆନ୍ଧ୍ର ତା’ର ସୀମା ଡେଇଁ ଓଡ଼ିଶା ସୀମାର ପ୍ରାୟ ଦେଢ଼ କି.ମି.ରୁ ଊର୍ଦ୍ଧ୍ୱ ଅଞ୍ଚଳରେ ଅନୁପ୍ରବେଶ କରିଛି। ଆନ୍ଧ୍ର ପ୍ରଶାସନ…

ରାଜ୍ୟରୁ ଆଉ ୩ ସାଇବର ଠକ ଗିରଫ

ଭୁବନେଶ୍ୱର,୨।୭(ସୂର୍ଯ୍ୟକାନ୍ତ ବେହେରା)ସୋସିଆଲ ମିଡିଆରେ ଲିଙ୍କ୍‌ ପଠାଇ ୱାର୍କ ଫ୍ରମ୍‌ ହୋମ୍‌ ଓ ବିଟ୍‌ କଏନ୍‌ରେ ଟଙ୍କା ନିବେଶ ଜରିଆରେ ଜଣେ ବ୍ୟକ୍ତିଙ୍କଠାରୁ ୧୪ ଲକ୍ଷ ଠକିବା ମାମଲାରେ ସାଇବର ଥାନା ପୋଲିସ ଆଉ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସୁନ୍ଦରଗଡର…

କିରାଣିଙ୍କୁ ମାଡ଼ମାରି ଚେୟାରରୁ ଠେଲିଦେଲେ ସିଡିପିଓ

ନବରଙ୍ଗପୁର,୨।୭(ସଦାଶିବ ପ୍ରହରାଜ)ନିଜ ଅଧୀନରେ କାମ କରୁଥିବା ଜଣେ ବରିଷ୍ଠ ମହିଳା କିରାଣି ସନ୍ତୋଷୀ କୁମାରୀ ମିଶ୍ରଙ୍କୁ ମାଡ଼ ମାରିବା ସହ ବସିଥିବା ଚୌକିରୁ ଠେଲିଦେଲେ ଡାବୁଗାଁ ସିଡିପିଓ ଗୀତାଞ୍ଜଳି ମହାରଣା। ମହିଳା କିରାଣିଙ୍କ ମୁଣ୍ଡ ଓ କହୁଣି କାନ୍ଥରେ ପିଟିହୋଇ ଆଘାତ…

ସାଧୁ ବେଶରେ ଲୁଚିଥିଲେ ୨୨ ବର୍ଷ

ବ୍ରହ୍ମପୁର,୨।୭(ସୁବାସ ଚନ୍ଦ୍ର ପାଢ଼ୀ)ତ୍ରିକୋଣୀୟ ପ୍ରେମକୁ ନେଇ ଗୁଜୁରାଟ ରାଜ୍ୟର ସୁରଟରେ ୨୦୦୧ରେ ଘଟିଥିବା ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ୨୨ବର୍ଷ ପରେ ଧରାପଡ଼ିଛନ୍ତି। ସୁରଟ ପୋଲିସର ଏକ ଟିମ୍‌ ଉତ୍ତରପ୍ରଦେଶର ମଥୁରା ନନ୍ଦଗ୍ରାମସ୍ଥିତ କୁଞ୍ଜୁକୁଟି ଆଶ୍ରମରେ ସାଧୁବେଶରେ ରହୁଥିବା ଅଭିଯୁକ୍ତ ଗୌରାଙ୍ଗ…

ଉଲ୍ଲେଖନୀୟ କାର୍ଯ୍ୟ: ରାଜ୍ୟରେ ମାଲକାନଗିରି ପ୍ରଥମ

ମାଲକାନଗିର,୨।୭(ଦୁର୍ଯ୍ୟୋଧନ ପାତ୍ର)ଯୋଜନା ଓ ସଂଯୋଜନ ବିଭାଗରେ ନିଜର ଉଲ୍ଲେଖନୀୟ କାର୍ଯ୍ୟ ଲାଗି ମାଲକନଗିରି ଜିଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲକରି ଶନିବାର ପୁରସ୍କୃତ ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଅବସରରେ ଯୋଜନା…

ବିପଦ ଡାକିଲାଣି ଡେଙ୍ଗୁ

ଭୁବନେଶ୍ୱର,୨।୭ (ବନ୍ଦନା ସେଠୀ) ବର୍ଷାଋତୁ ଆରମ୍ଭରୁ ଡେଙ୍ଗୁ ରୋଗ କାୟା ବିସ୍ତାର କରିବାରେ ଲାଗଛି। ଏ ପର୍ଯ୍ୟନ୍ତ ରାଜ୍ୟରୁ ୧୭୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୩ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ସ୍ମାର୍ଟସିଟି ଭୁବନେଶ୍ୱର…

ଏବେ ନୁହେଁ ତ କେବେ ନୁହେଁ: ୟୁସିସି ନେଇ ନକଭିଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୧।୭ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମ୍ବନ୍ଧରେ ଆଇନ ଆୟୋଗ ଲୋକ ତଥା ଧାର୍ମିକ ସଂଗଠନର ମତାମତ ଲୋଡିଛନ୍ତି। ୟୁନିଫର୍ମ ସିଭିଲ କୋଡ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବିବୃତ୍ତି ପରେ ଶାସକ ଏବଂ ବିରୋଧିଙ୍କ ମଧ୍ୟରେ ବାକଯୁଦ୍ଧ…

ରାଜା ସର୍ବସାଧାରଣରେ କଲେ କ୍ଷମା ପ୍ରାର୍ଥନା, କ୍ରୀତଦାସ ପ୍ରଥା ନେଇ ଅନୁତପ୍ତ…

ଆମଷ୍ଟରଡମ,୧।୭ : ନେଦରଲାଣ୍ଡର ରାଜ୍ୟ ଓ୍ବିଲିୟମ ଆଲେକ୍ସଜାଣ୍ଡାର ଶନିବାର ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି। ଦେଶରେ ଅତୀତରେ ଥିବା କ୍ରୀତଦାସ ପରମ୍ପରା ନେଇ ସେ କହିଛନ୍ତି ଆମେ ମାନବତା ବିରୋଧରେ ଅପରାଧ କରିଛୁୁ। କ୍ରୀତଦାସ ପ୍ରସଙ୍ଗରେ ନେଦରଲାଣ୍ଡର ଭୂମିକା ନେଇ ଗତ…

ଆମେ ପ୍ରକୃତିଠାରୁ ବଡ଼ ନୁହେଁ, ଏହାର ଏକ ଅଂଶ ମାତ୍ର, ଏହାର ସୁରକ୍ଷା ଜରୁରୀ…

ନୂଆଦିଲ୍ଲୀ,୧।୭ : କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ ଯାବଦ କହିଛନ୍ତି, ଆମେ ଆମେ ପ୍ରକୃତିଠାରୁ ବଡ଼ ନୁହେଁ, ଏହାର ଏକ ଅଂଶ ମାତ୍ର, ତେଣୁ ଏହାର ସୁରକ୍ଷା ଜରୁରୀ। ଭାରତ ୨୦୨୨ରେ ପ୍ରାଣୀଙ୍କର ୬୬୪ ନୂଆ…

ୟୁସିସିକୁ ବିରୋଧ କଲେ ମେଘାଳୟ ମୁଖ୍ୟମନ୍ତ୍ରୀ…

ଶିଲଂ,୧।୭ : ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ମୁଖ୍ୟ ତଥା ଉତ୍ତର ପୂର୍ବର ଭାଜପାର ଅନ୍ୟତମ ପ୍ରମୁଖ ସହଯୋଗୀ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ୟୁନିଫର୍ମ ସିଭିଲ କୋଡ (ୟୁସିସି)କୁ ବିରୋଧ କରିଛନ୍ତି। ସେ କହିଛନ୍ତି ୟୁନିଫର୍ମ ସିଭିଲ କୋଡ ଭାରତର…

ନୀଳକନ୍ଦରକୁ ବାହୁଡ଼ିଲେ ଲୀଳାମୟ

ପୁରୀ,୧l୭( ଅଜିତ୍ ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମ୍‌କ ଯାତ୍ରା ସାରି ପବିତ୍ର ଆଷାଢ ଶୁକ୍ଳ ତ୍ରୟୋଦଶୀ ତିଥି ନୀଳାଦ୍ରି ବିଜେ ଅବସରରେ ବଡ଼ଭାଇ ବଳଭଦ୍ର ଏବଂ ସାନ ଭଉଣୀ ମା’ ସୁଭଦ୍ରାଙ୍କଙ୍କ ସହ ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ିଛନ୍ତି l ଚତୁର୍ଦ୍ଧା ବିଗ୍ରହଙ୍କ…

ଉଦ୍ଧବଙ୍କୁ ପୁଣି ଝଟ୍‌କା: ଆଦିତ୍ୟଙ୍କ ନିକଟତର ଥିବା ରାହୁଲ ଶିନ୍ଦେ ଶିବିରରେ…

ମୁମ୍ବାଇ,୧।୭ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପୁଣି ଥରେ ବଡ଼ ଝଟ୍‌କା ଲାଗିଛି। ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେଙ୍କ ଅତି ନିକଟଔତର କୁହାଯାଉଥିବା ରାହୁଲ କାନାଲ ବାଡ଼ ଡେଇଁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବିରରେ ଯୋଗ ଦେଇଛନ୍ତିି। ସେ …

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri