ମଣିପୁରରେ ୧୨,୬୯୪ ପିଲା ବିସ୍ଥାପିତ
ଇମ୍ଫାଲ,୪ା୯ : ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦୀର୍ଘ ୪ ମାସ ହେଲା ଲାଗିରହିଥିବା ଜାତିଆଣ ସଂଘର୍ଷ ଓ ହିଂସାକାଣ୍ଡରେ ପାଖାପାଖି ୨୦୦ ଲୋକଙ୍କ ଜୀବନ ଯାଇଥିବାବେଳେ ୫୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ବିସ୍ଥାପିତଙ୍କ ମଧ୍ୟରେ ୧୨,୬୯୪ ପିଲା ରହିଛନ୍ତି।…
ଆଦିତ୍ୟ-ଏଲ୍୧ର ପ୍ରଥମ କକ୍ଷ ଉତ୍ଥାନ
ବେଙ୍ଗାଲୁରୁ,୪ା୯: ଭାରତର ପ୍ରଥମ ସୋଲାର ମିଶନ ଆଦିତ୍ୟ-ଏଲ୍୧ ସୂର୍ଯ୍ୟ ଅଭିମୁଖେ ଉତ୍କ୍ଷେପଣ କରାଯିବାର ଦିନକ ପରେ ଏହାର ପ୍ରଥମ ପୃଥିବୀ କୈନ୍ଦ୍ରିକ କକ୍ଷପଥ ଉତ୍ଥାନ ରବିବାର ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ମହାକାଶ ଯାନ ଭଲ ସ୍ଥିତିରେ ରହିଥିବା ଭାରତୀୟ…
ଯୋଗାଡ଼ରେ ଚାଲିଛି ସ୍ନାୟୁ-ନିଶ୍ଚେତନା
କଟକ,୪ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍ସିବି) ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ସ୍ନାୟୁ ନିଶ୍ଚେତନା (ନ୍ୟୁରୋ-ଆନେସ୍ଥେସିଓଲୋଜି) ବିଭାଗ ଖୋଲିପାରିନି। ରାଜ୍ୟର ଏହି ବୃହତ୍ ସରକାରୀ ହସ୍ପିଟାଲ୍ରେ ସ୍ନାୟୁ-ନିଶ୍ଚେତନା ବିଭାଗ ଖୋଲିବା ଦିଗରେ ମେଡିକାଲ କର୍ତ୍ତୃପକ୍ଷ ଯୋଜନା ଅଗ୍ରଗତି ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ…
ଯୁଦ୍ଧ ମଝିରେ ଜେଲେନସ୍କି ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସିଙ୍କୁ କଲେ ବରଖାସ୍ତ …
କିଭ୍,୪।୯: ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ ପଦକ୍ଷେପ ନେଇଛନ୍ତି। ରବିବାର ଜେଲେନସ୍କି ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭଙ୍କୁ ବରଖାସ୍ତ କରିଛନ୍ତି। ଓଲେକ୍ସିଙ୍କୁ କ୍ରିମିଆ ସାଂସଦ ରୁସ୍ତମ ଉମେରୋଭଙ୍କ ସ୍ଥାନ ଦିଆଯିବ। ଜେଲେନସ୍କି ତାଙ୍କ…
ଗିଲଗିଟ ବାଲ୍ଟିସ୍ତାନରେ ଉତ୍ତେଜନା, ଆମେରିକା ଜାରି କଲା ଯାତ୍ରା ଆଡଭାଇଜରୀ…
ଓ୍ବାଶିଂଟନ/ଇସଲାମାବାଦ,୪।୯ : ଗୁଲାମ ଜମ୍ମୁ-କୀଶ୍ମୀରର ଗିଲଗିଟ ବାଲ୍ଟିସ୍ତାନରେ ଧର୍ମଗୁରୁଙ୍କ ଅପମାନଜନକ ମନ୍ତବ୍ୟକୁ ନେଇ ବିବାଦ ଜାରି ରହିଛି। ଏହି ଅଞ୍ଚଳର ଉତ୍ତେଜନାକୁ ଦୃଷ୍ଟିରେ ରଖି ମୋବାଇଲ ଇଣ୍ଟରନେଟ ସେବା ସମଗ୍ର ଅଞ୍ଚଳରେ ବନ୍ଦ ରଖାଯାଇଛି। ଗିଲଗିଟ ବାଲ୍ଟିସ୍ତାନ ସରକାର ଏହି ଅଞ୍ଚଳରେ…
ଚିନି ମୂଲ୍ୟ ୨୨୦ ଟଙ୍କା
ଇସଲାମାବାଦ୍,୩।୯: ପାକିସ୍ତାନରେ ଆର୍ଥିକ ସଙ୍କଟ ମଧ୍ୟରେ ଚିନି ଦର ରେକର୍ଡ ଭାଙ୍ଗିଛି। ବାଲୁଚିସ୍ତାନର ଖୁଚୁରା ବଜାରରେ ଚିନି ମୂଲ୍ୟ ୨୨୦ ଟଙ୍କାରେ ପହଞ୍ଚିଛି। ଚିନି ପୂର୍ବରୁ ୨୦୦ କିଲୋଗ୍ରାମରେ ବିକ୍ରି ହେଉଥିଲା। ବାଲୁଚିସ୍ତାନରେ ହଠାତ୍ ୨୦ ଟଙ୍କା ବୃଦ୍ଧି ରେକର୍ଡ କରାଯାଇଥିଲା।…
ତୃତୀୟ ସ୍ତ୍ରୀଙ୍କ ସହ ଛାଡପତ୍ର ପରେ ଏମିତି କହିଲେ ରାହୁଲ ମହାଜନ
ବିଗ ବସ ଜରିଆରେ ଖ୍ୟାତି ଅର୍ଜନ କରିଥିବା ରାହୁଲ ମହାଜନ ଏବେ ଚର୍ଚ୍ଚାରେ ଅଛନ୍ତି। ରାହୁଲ ତାଙ୍କ ତୃତୀୟ ସ୍ତ୍ରୀ ତଥା କାଜାଖସ୍ତାନର ମଡେଲ ନାତାଲ୍ୟା ଇଲିନା ଛାଡପତ୍ର ଦେଇଛନ୍ତି। ନାତାଲ୍ୟାଙ୍କୁ ଛାଡପତ୍ରକୁ ନେଇ ପ୍ରତିକ୍ରିୟା ପ୍ରକାଶ ରାହୁଲ। ସେ ଏହି…
ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ
ଲକ୍ଷ୍ନୌ,୩।୮: ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଛି। ଉତ୍ତରପ୍ରଦେଶର ବରେଲିରେ ଅନାସ ଅନସାରୀ ନାମକ ଜଣେ ଯୁବକ ତାଙ୍କୁ ଏହି ଧମକ ଦେଇଥିବା ଜଣାପଡିଛି। ଏଠାରେ ଅନାସ ଅନସାରୀ ଇନଷ୍ଟାଗ୍ରାମରେ ଏକ ଧମକପୂର୍ଣ୍ଣ ପୋଷ୍ଟ କରି…
‘ଇଣ୍ଡିଆ’ ମେଣ୍ଟର ପ୍ରକୃତ ଏଜେଣ୍ଡା ହିନ୍ଦୁ ଧର୍ମକୁ ସଂପୂର୍ଣ୍ଣ ଧ୍ୱଂସ କରିବା’
ନୂଆଦିଲ୍ଲୀ,୩।୯: ତାମିଲନାଡୁର ଯୁବ କଲ୍ୟାଣ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟ(ସନାତନ ଧର୍ମକୁ ରଦ୍ଦ କରାଯିବା ଉଚିତ)କୁ ନେଇ ଦେଶରେ ରାଜନୈତିକ ଝଡ ସୃଷ୍ଟି ହୋଇଛି। ଷ୍ଟାଲିନଙ୍କ ବିବୃତ୍ତିକୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ସହିତ ଯୋଡି ରବିବାର ଭାଜପାର…
ସ୍ବାମୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଆତ୍ମହତ୍ୟା କଲେ ସ୍ତ୍ରୀ
ଖୋର୍ଦ୍ଧା,୧।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ବଣିଆଟାଙ୍ଗି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ସ୍ତ୍ରୀ’ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଦମ୍ପତ୍ତି ହେଲେ ସମରେନ୍ଦ୍ର ସେନାପତି(୪୦) ଓ ସୁନିତା(୩୫)। ପୋଲିସ…
କୋହଲିଙ୍କ ଦିଓ୍ବାନା ହେଲେ ପାକିସ୍ତାନ ପ୍ରଶଂସକ
ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟର୍ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଅଛନ୍ତି। ଏହାର ସଦ୍ୟତମ ଉଦାହରଣ ପାକିସ୍ତାନରେ ଦେଖିବାକୁ ମିଳିଛି। ଏଠାରେ ଜଣେ ପ୍ରଶଂସକ କୋହଲିଙ୍କ ଏକ ଚିତ୍ର ବାଲିରେ କରିଛନ୍ତି। ସୋସିଆଲ ମିଡିଆରେ ଏହାର ଭିଡିଓ…
ଯାତ୍ରୀ ବିଶ୍ରାମାଗାରରୁ ମିଳିଲା ମୃତଦେହ
ବଡ଼ବିଲ,୩ା୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୁରୁଣା ବସ୍ଷ୍ଟାଣ୍ଡସ୍ଥିତ ଯାତ୍ରୀ ବିଶ୍ରାମାଗାରରୁ ରବିବାର ଜଣେ ବ୍ୟକ୍ତିଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ବିଶ୍ରାମ ଗୃହର ଏକ କୋଣକୁ ବ୍ୟକ୍ତି ଜଣକ ମୁହଁମାଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ଉକ୍ତ ବ୍ୟକ୍ତିଙ୍କ ଆନୁମାନିକ ବୟସ…
Archives


