ଧସିଲା ପାହାଡ: ୧୫ ଲୋକ ଚାପିହୋଇଥିବା ଆଶଙ୍କା
ଡେରାଡୁନ,୪।୮: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲାର ଗୌରୀକୁଣ୍ଡରେ ଥିବା ଏକ ପାହାଡ ଧସିଛି। ଏଥିରେ ୮ ରୁ ୧୫ ଜଣ ଲୋକ ଚାପି ହୋଇଯାଇଥିବା ଆଶଙ୍କା କରାଯାଉଛି। ତେବେ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି। ଉତ୍ତରାଖଣ୍ଡରେ ପ୍ରବଳ…
ପାନ୍ଥନିବାସରେ ଅସ୍ଥାୟୀ ଖୋଲିବ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ
ଭୁବନେଶ୍ୱର/ସାକ୍ଷୀଗୋପାଳ,୪।୮(ଅନୁରାଧା ମହାରଣା/ପ୍ରଶାନ୍ତ କୁମାର ବାରିକ): ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀରେ ୨୦୨୩-୨୪ ଶିକ୍ଷାବର୍ଷରୁ ଇଣ୍ଟିଗ୍ରେଟେଡ୍ ଏମ୍ଏପିଏଚ୍ଡି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ନାମଲେଖା, ନିଯୁକ୍ତି ଓ ଅନ୍ୟାନ୍ୟ ପ୍ରକ୍ରିୟା ଜାରି ରହିଛି। ହେଲେ ଏବେ ବିଶ୍ୱବିଦ୍ୟାଳୟର ବିଲ୍ଡିଂ ଓ ଭିତ୍ତିଭୂମି ନିର୍ମାଣ…
୬ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ
ବାଙ୍କୀ,୪ା୮(ଜ୍ଞାନେନ୍ଦ୍ର ମୋହନ ମିଶ୍ର): ହୀରାକୁଦରୁ ବନ୍ୟାଜଳ ଛଡ଼ାଯିବା ପରେ ମହାନଦୀର ବାଙ୍କୀଠାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଏଠାରେ ବିପଦ ସଂକେତ ୭.୭୮ମିଟର ଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ୭.୮୧ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ବାଙ୍କୀର…
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଖିରେ ଲୁହ
ତ୍ରିନିଦାଦ,୪।୮:ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ୪ ରନ୍ରେ ପରାସ୍ତ କରିଛି ଓ୍ବେଷ୍ଟଇଣ୍ଡିଜ୍। ୱେଷ୍ଟଇଣ୍ଡିଜ ଅଧିନାୟକ ରୋଭମାନ ପାୱେଲ ଏହି ପ୍ରଥମ ମ୍ୟାଚରେ ଟସ ଜିତିବା…
ବନ୍ୟା ସମୟରେ ତାଳଦଣ୍ଡା କେନାଲ ସଫେଇ
ପାରାଦୀପ,୪ା୮(ଶରତ ରାଉତ): ପାରାଦୀପର ଜୀବନରେଖା କୁହାଯାଉଥିବା ତାଳଦଣ୍ଡା କେନାଲ ଏବେ ସଫେଇ ହେଉଛି। କେନାଲରେ ଥିବା ଯାବତୀୟ ଦଳକୁ ମେଶିନ ଦ୍ୱାରା କଢ଼ା ଯାଇ ରାସ୍ତା କଡ଼ରେ ରଖାଯାଉଛି। ପରେ କେନାଲରେ ଥିବା ପରିତ୍ୟକ୍ତ ପାଣିକୁ ଅଠରବାଙ୍କି ଲକ୍ ବାଟେ ନିଷ୍କାସନ…
ଦୀପିକାଙ୍କ ପ୍ରଶଂସାରେ ଶତମୁଖ ପ୍ରଭାସ
ମୁମ୍ବାଇ: ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନଙ୍କ ପ୍ରଶଂସାରେ ଶତମୁଖ ବାହୁବଳୀ ସୁପରଷ୍ଟାର ପ୍ରଭାସ। ସେ ନିଜକୁ ଦୀପିକାଙ୍କର ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି। ନିକଟରେ ପ୍ରଭାସ ଏକ ସାକ୍ଷାତକାରରେ ଦୀପିକାଙ୍କ ସହ କାମ କରିବାର ଅଭିଜ୍ଞତା ବାଣ୍ଟିଥିଲେ ଏବଂ…
ଭିତରକନିକା ରାସ୍ତା କାମ ବନ୍ଦ, ପର୍ଯ୍ୟଟକ ହୀନସ୍ତା
ରାଜନଗର,୪ା୮ (ଭାସ୍କର ରାଉତରାୟ): ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଗତ ମଙ୍ଗଳବାର ଖୋଲିଛି। ୩ ମାସ ଧରି ଭିତରକନିକା କୁମ୍ଭୀର ପ୍ରଜନନ ନିମନ୍ତେ ବନ୍ଦ ରହିବା ପରେ ଖୋଲି ଥିବାରୁ ଉତ୍ସାହର ସହ ପର୍ଯ୍ୟଟକମାନେ ଭିତରକନିକା ପରିଭ୍ରମଣରେ…
ନିର୍ମାଣାଧୀନ ଅଙ୍ଗନଓ୍ବାଡି କେନ୍ଦ୍ର କାନ୍ଥ ଭୁଶୁଡ଼ିଲା
ପଟ୍ଟାମୁଣ୍ଡାଇ,୪ା୮(ଅକ୍ଷୟ ବିଶ୍ୱାଳ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୱାର୍ଡ ନଂ. ୮ରେର ନିର୍ମାଣାଧୀନ ଏକ ଅଙ୍ଗନଓ୍ବାଡି କେନ୍ଦ୍ରର ଗୋଟିଏ ପାର୍ଶ୍ୱ କାନ୍ଥ ଭୁଶୁଡି ପଡ଼ିଛି। ଅଙ୍ଗନଓ୍ବାଡି କେନ୍ଦ୍ରର ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ନିମ୍ନମାନର କାମ ଯୋଗୁ କାନ୍ଥଟି ଭୁଶୁଡି…
ବୈତରଣୀ କୂଳବର୍ତ୍ତୀ ଗାଁରେ ଆତଙ୍କ
ଯାଜପୁର/ଝୁମ୍ପୁରି/ପ୍ରୀତିପୁର/ଯାଜପୁର ସଦର,୪ା୮(ହର୍ଷବର୍ଦ୍ଧନ ବେହେରା/ସରୋଜ ନାୟକ/ସୁଶାନ୍ତ ବେହୁରା/ସମର ବିଜୟ ଶରଣ) : ଯାଜପୁର ଜିଲା ଦେଇ ପ୍ରବାହିତ ଖରସ୍ରୋତା ଏବଂ ବୈତରଣୀ ଓ ଏହାର ଶାଖା କାଣୀ ନଦୀ କୂଳବର୍ତ୍ତି ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଜିଲାର ବିଞ୍ଝାରପୁର, ଦଶରଥପୁର, ଯାଜପୁର ଓ…
ଜ୍ଞାନବାପି ମସ୍ଜିଦ ପରିସରରେ ପହଞ୍ଚିଲା ଏଏସ୍ଆଇ ଟିମ୍: ସର୍ଭେ କାର୍ଯ୍ୟ ଆରମ୍ଭ
ପ୍ରୟାଗରାଜ,୪ା୮:ବାରାଣସୀର ଜ୍ଞାନବାପି ମସ୍ଜିଦ ପରିସରରେ ବିଜ୍ଞାନସମ୍ମତ ସର୍ଭେ ପାଇଁ ଆଲ୍ଲାହାବାଦ ହାଇକୋର୍ଟ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ଅନୁମତି ପ୍ରଦାନ କରିଛନ୍ତି। ଶୁକ୍ରବାରଏହି ସର୍ଭେ ପାଇଁ ଏଏସ୍ଆଇ ଟିମ୍ ଜ୍ଞାନବାପି କ୍ୟାମ୍ପସରେ ପହଞ୍ଚିଛି। ଟିମ୍ର ୫୧ ଜଣ ସଦସ୍ୟ ସର୍ଭେ…
ଭାଜପା ଇଭିଏମ୍ ହ୍ୟାକ୍ କରିବାକୁ ଚେଷ୍ଟା କରୁଛି, ଆମକୁ ପ୍ରମାଣ ମିଳିଛି: ମମତା
କୋଲକତା,୪।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ମିଳିତ ମେଣ୍ଟ ‘ଇଣ୍ଡିଆ’ ୨୦୨୪ ଲୋକସଭା ନିର୍ବାଚନରେ ଜିତିବ ବୋଲି ଦାବି କରିଛନ୍ତି। ଭାଜପାକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ନିର୍ବାଚନରେ ଜିତିବା ପରେ ଆମର ମିଳିତ ମେଣ୍ଟ ଦେଶର…
ବ୍ରାହ୍ମଣୀ ପାଣି ଧୋୟାଞ୍ଚଳକୁ ବିଚ୍ଛିନ୍ନ କରିବ
କେନ୍ଦ୍ରାପଡ଼ା,୪ା୮ (ଜଗନ୍ନାଥ ଧଳ): ଲଗାଣ ବର୍ଷା ପରେ ମହାନଦୀରେ ବନ୍ୟା ଜଳ ଆସିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀଠାରେ ୯.୨୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି ବୋଲି ଜଳ ସମ୍ପଦ ବିଭାଗ ସୂଚନା ଦେଇଛି। ସେହିପରି ରେଙ୍ଗାଲି ଗେଟ ଖୋଲିବା…
Archives


