Home

ଚନ୍ଦ୍ରାୟାନ-୩ର ସଫଳତାକୁ ନେଇ ‘ମହାକ୍ୱିଜ ପ୍ରତିଯୋଗିତା’ର ଘୋଷଣା କଲେ କେନ୍ଦ୍ର ସରକାର, ଜାଣନ୍ତୁ ପ୍ରତିଯୋଗିତାରେ କିପରି ନେବେ ଭାଗ

ନୂଆଦିଲ୍ଲୀ,୫।୯: ଚନ୍ଦ୍ରାୟାନ ୩ର ସଫଳ ଅବତରଣ ପରେ ସାରା ବିଶ୍ୱରେ ଇତିହାସ ରଚିଛି ଭାରତ। ତେବେ ଏହାକୁ ନେଇ ଭାରତ ସରକାର ମହାକ୍ୱିଜ ପ୍ରତିଯୋଗିତା ଆରମ୍ଭ କରିବାକୁ ଯାଉଛନ୍ତି। ଏନେଇ ‘ମାଇଗମେଣ୍ଟଇଣ୍ଡିଆ’ ହ୍ୟାଣ୍ଡେଲରେ ଏକ୍ସ ପେଜରେ ଏକ ପୋଷ୍ଟ ଶେୟାର କରାଯାଇଛି।…

ଏସିଆ କପର ଷଷ୍ଠତମ ମ୍ୟାଚ: ଟସ ଜିତିବା ପରେ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ, ଆଫଗାନିସ୍ତାନର ବୋଲିଂ…

ଲାହୋର,୫।୯ : ଏସିଆ କପର ଶେଷ ଗ୍ରୁପ ମ୍ୟାଚ ତଥା ଷଷ୍ଠ ତମ ଏକଦିବସୀୟ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ପାକିସ୍ତାନର ଲାହୋର ସ୍ଥିତ ଗଦାଫି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ ମାଧ୍ୟମରେ ହିଁ ଉଭୟ ଦଳ ଗ୍ରୁପ ବିରୁ ସୁପର…

‘ଗେଲ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେବି ସିଂଙ୍କୁ ଗିରଫ କଲା ସିବିଆଇ, ୫୦ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ

ନୂଆଦିଲ୍ଲୀ,୫।୯: ଭାରତ ସରକାରଙ୍କର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ଗ୍ୟାସ ଅଥୋରିଟି ଅଫ ଇଣ୍ଡିଆ ଲିମିଟେଡ(ଗେଲ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେବି ସିଂଙ୍କୁ ଗିରଫ କରିଛି ସିବିଆଇ। କେବି ସିଂଙ୍କ ସମେତ ଆହୁରି ୫ଜଣଙ୍କୁ ଗିରଫ କରାଯାଇଛି। ଖବର…

ଜି-୨୦ ରାତ୍ର ଭୋଜନ ମେନୁ: ବାଇଡେନ, ସୁନକଙ୍କ ସମେତ ଅନ୍ୟ ଅତିଥିଙ୍କ ପାଇଁ ଏସବୁ ଖାଦ୍ୟ…

ନୂଆଦିଲ୍ଲୀ,୫।୯ : ଜି-୨୦ ରାତ୍ର ଭୋଜନ ମେନୁରେ ବିଦେଶରୁ ଆସୁଥିବା ରାଷ୍ଟ୍ର ମୁଖ୍ୟମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ଆରମ୍ଭ କରି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପର୍ଯ୍ୟନ୍ତ ଅତିଥିମାନଙ୍କୁ ଚାନ୍ଦନୀ ଚୌକର…

ହଠାତ ଦେଶର ନାମ ପରିବର୍ତ୍ତନ କରିବାର ଆବଶ୍ୟକତା କ’ଣ ଥିଲା? ଇଣ୍ଡିଆ ବଦଳରେ ଭାରତ ଲେଖିବା ନେଇ ମମତାଙ୍କ ଆପତ୍ତି…

କୋଲକାତା,୫।୯ : ଜି-୨୦ ଶିଖର ସମ୍ମିଳନୀର ରାତ୍ରୀ ଭୋଜନ କାର୍ଯ୍ୟକ୍ରମର ନିମନ୍ତ୍ରଣ କାର୍ଡରେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖିବା ନେଇ ରାଜନୀତି ଆରମ୍ଭ ହୋଇଛି। ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା…

କୋର୍ଟରେ ହାଜର ନ ହେବାରୁ ଶଶିକଳାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନ ଜାରି

ବେଙ୍ଗାଲୁରୁ,୫।୯: ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ବିଶ୍ୱାସୀ ଭି.କେ ଶଶିକଳାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନ (ଏନବିଡବ୍ଲ୍ୟୁ) ଜାରି କରାଯାଇଛି। ଏହି ନିଷ୍ପତ୍ତି ରାଜ୍ୟର ଲୋକାୟୁକ୍ତ ସ୍ବତନ୍ତ୍ର କୋର୍ଟ ଦ୍ୱାରା ନିଆଯାଇଛି। ଏକ ମାମଲାର ଶୁଣାଣି ବେଳେ ଶଶିକଳା…

ପ୍ୟାରିସ ଲକ୍ଷ୍ୟ ପୂରଣ କରିବା ପାଇଁ ଜଳବାୟୁ ନୀତି ନୁହେଁ ପର୍ଯ୍ୟାପ୍ତ: ଲାନସେଟ ରିପୋର୍ଟ…

ପ୍ୟାରିସ,୫।୯ : ଏକ ଅଧ୍ୟୟନ ଦାବି କରିଛି ପ୍ୟାରିସର ଲକ୍ଷ୍ୟ ପୂରଣ ପାଇଁ ବର୍ତ୍ତମାନର ଜଳବାୟୁ ନୀତି ପର୍ଯ୍ୟାପ୍ତ ନୁହେଁ। ଏଥିରେ କୁହାଯାଇଛି ଉଚ୍ଚ ଆୟକାରୀ ଦେଶମାନଙ୍କରେ ସବୁଜ ଅଭିବୃଦ୍ଧି ପାଇଁ ପ୍ରୟାସ ପ୍ୟାରିସ ଚୁକ୍ତିନାମାର ଜଳବାୟୁ ଲକ୍ଷ୍ୟ ପୂରଣ ପାଇଁ…

ପାକିସ୍ତାନରେ ବିଦ୍ୟୁତ ସଙ୍କଟ…

ଇସଲାମାବାଦ,୫।୯: ଆର୍ଥିକ ସଙ୍କଟ ସହ ପାକିସ୍ତାନ ସଂଘର୍ଷ କରୁଛି। ପାକିସ୍ତାନର ଲୋକମାନେ ଦିନକୁ ଗୋଟିଏ ଖାଇବାକୁ ମଧ୍ୟ ଅସମର୍ଥ। ଏହି ସମୟ ମଧ୍ୟରେ ସରକାର ମଧ୍ୟ ବିଦ୍ୟୁତ ସଙ୍କଟ ଦେଇ ଆସୁଛନ୍ତି। ପାକିସ୍ତାନ ସରକାର ଆନୁଷ୍ଠାନିକ ଭାବରେ ଜାତୀୟ ବିଦ୍ୟୁତ ଶକ୍ତି…

ଉତ୍ତମ ପର୍ସନାଲିଟି ପାଇଁ…

ନିଜର ବ୍ୟକ୍ତିତ୍ୱକୁ ଆକର୍ଷଣୀୟ କରିବାକୁ କିଏ ବା ନ ଚାହେଁ ? ଏଥିପାଇଁ କେତୋଟି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ଜାଣନ୍ତୁ ସେ ସମ୍ପର୍କରେ… ନିଜ ଭାବନାକୁ ରଖନ୍ତୁ ପଜିଟିଭ୍‌ ଆପଣଙ୍କ ପର୍ସନାଲିଟି ବଦଳାଇରେ ନିଜର ଚିନ୍ତଧାରାକୁ ସବୁବେଳେ ପଜିଟିଭ୍‌…

ନିବେଶ କରୁଥିଲେ..

ଆଜିକାଲି ମହିଳାମାନେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବାରେ ସକ୍ଷମ ହୋଇଛନ୍ତି। କେବଳ ସେମାନେ ସ୍ବାବଲମ୍ବୀ ହୋଇନାହାନ୍ତି ତା’ସହ ସଞ୍ଚୟ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିଛନ୍ତି। ବ୍ୟାଙ୍କରେ ଏବେ ସଞ୍ଚୟର ବିଭିନ୍ନ ପ୍ରକାର ସ୍କିମ୍‌ ରହିଛି। ଏପରି କି ଏଭଳି…

‘ମହିଳା ସଂରକ୍ଷଣ ବିଲ୍‌’କୁ ସମର୍ଥନ କଲେ ବିରୋଧୀ ଦଳର ବହୁ ନେତା, କହିଲେ ସଂସଦରେ ପକ୍ଷ ରଖିବୁ…

ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ କଲେ ବିରୋଧୀ ଦଳର ବହୁ ନେତା, କହିଲେ ସଂସଦରେ ପକ୍ଷ ରଖିବୁ… ନୂଆଦିଲ୍ଲୀ,୫।୯: ‘ମହିଳା ସଂରକ୍ଷଣ ବିଲ୍‌’କୁ ନେଇ ଦେଶରେ ପୁଣି ଆଲୋଚନା ତୀବ୍ର ହୋଇଛି। ଜୟପୁରର ମହାରାଣୀ ମହାବିଦ୍ୟାଳୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ଏକ…

ଆହ୍ବାନର ମୁକାବିଲା ପାଇଁ ବିଶ୍ୱ ସହଯୋଗ ଆବଶ୍ୟକ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୫।୯: ବିଶ୍ୱ ସହଯୋଗ ଉପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱାରୋପ କରିଛନ୍ତି। ଆମେ ଏପରି ଏକ ଦୁନିଆରେ ବାସ କରୁଛୁ ଯାହା ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଏଭଳି ପରିସ୍ଥିତିରେ ବିଶ୍ୱ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri