ବଦଳିଲେ ନୁହ ଏସପି
ଗୁରୁଗ୍ରାମ,୪।୮: ହରିୟାଣାର ନୁହରେ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସା ଏବେ ପର୍ଯ୍ୟନ୍ତ ଶାନ୍ତ ହୋଇନାହିଁ। ଏବେ ପୁଣିଏକ ଧାର୍ମିକ ସ୍ଥଳରେ ନିଆଁ ଲଗାଯାଇଥିବା ଖବର ବି ଆସିଛି। ସୂଚନା ପାଇବା ମାତ୍ରେ ପାଞ୍ଚଟି ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ…
କଳା ଲୋକଙ୍କୁ ଶ୍ୱେତ ପୋଲିସର ନିର୍ଯାତନା
ଓ୍ବାଶିଂଟନ,୪ା୮: ଆମେରିକାର ଜଷ୍ଟିସ ବିଭାଗ ସୂତ୍ରରୁ ପ୍ରକାଶ ଯେ, ମିସିସିପିର ୬ ଜଣ ଶ୍ୱେତ ପୋଲିସ ଗୁରୁବାର ଦୁଇ ନିରୀହ କଳା ଲୋକଙ୍କୁ ନିର୍ଯାତନା ଦେଇଥିବା ସ୍ବୀକାର କରିଛନ୍ତି। ପୋଲିସ କର୍ମଚାରୀମାନେ ଖେଳନା, ଟ୍ୟାସର ଏବଂ ଖଣ୍ଡା ବ୍ୟବହାର କରି ଏକ…
ରୁଷିଆ ଉପରେ ପୁଣି ୟୁକ୍ରେନର ଆକ୍ରମଣ
ମସ୍କୋ,୪ା୮: ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି। ପରସ୍ପର ପ୍ରତି ଆକ୍ରମଣ ଜାରି ରଖିଛନ୍ତି। ରୁଷିଆର ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଶୁକ୍ରବାର ସକାଳେ ନୋଭୋରୋସିଏସ୍କର କଳା ସାଗର ବନ୍ଦର ନିକଟରେ ବିସ୍ଫୋରଣ ଏବଂ ଗୁଳି ବିନିମୟ ଶୁଣିଥିବା ଶେୟାର କରିଛନ୍ତି। ଶେୟାରେ…
ବାପା ମାରିଦେବାକୁ ଚାହିଁଥିଲେ, ହେଲେ ମା’ ଦୁନିଆକୁ ଆଣିଥିଲେ; ଅଧିନାୟକ ରୋଭମାନ୍ଙ୍କ ସଂଘର୍ଷ କାହାଣୀ କିଛି ଏଭଳି…/
ତ୍ରିନିଦାଦ,୪।୮: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ପରେ ଟି୨୦ ସିରିଜ ଖେଳାଯାଉଛି। ଗୋଟିଏ ପଟେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଟିମ୍ର ନେତୃତ୍ୱ ନେଉଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍ ଟିମ୍ର ଅଧିନାୟକ ଅଛନ୍ତି ରୋଭମାନ୍ ପାଓ୍ବେଲ। ତେବେ ରୋଭମାନ୍ ଏଯାବତ ୩ ଦିନିକିଆ…
ମାଗଣା ଫସଲ ବୀମା ପଞ୍ଜୀକରଣ ଫାର୍ସ
ନୟାଗଡ଼,୪।୮(ଲୋକନାଥ ମିଶ୍ର): ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଅବଧି ଅଗଷ୍ଟ ୫ ରହିଥିବାବେଳେ ଅଗଷ୍ଟ ୪ ସୁଦ୍ଧା ଚାଷୀ ପଞ୍ଜୀକରଣ ନେଇ ଅବଗତ ନ ଥିବା ଅଭିଯୋଗ ହୋଇ ଆସୁଛି। ବିଶେଷ କରି ଅଣଋଣୀ ଚାଷୀ ପାଇଁ ବୀମା ଅପହଞ୍ଚ ହୋଇ…
ଭାରତର ପରାଜୟକୁ ନେଇ ଏମିତି କହିଲେ ପାଣ୍ଡ୍ୟା
ତ୍ରିନିଦାଦ,୪।୮: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ରେ ଭାରତକୁ ୪ ରନ୍ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୫୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ମାତ୍ର ୧୪୫ ରନ ସ୍କୋର କରିପାରିଥିଲା।…
ଗଣିଆ-ବଡ଼ମୂଳ ରାସ୍ତାରେ ବନ୍ୟାଜଳ
ଗଣିଆ,୪ା୮(ସନ୍ତୋଷ କୁମାର ପ୍ରଧାନ): ଲଗାଣ ବର୍ଷା ପ୍ରଭାବରେ ନୟାଗଡ଼ ଜିଲା ଗଣିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଣିଆ-ବଡ଼ମୂଳ ରାସ୍ତାର କେତେକ ସ୍ଥାନରେ ୨ରୁ ୫ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଗତ ମଙ୍ଗଳବାର ରାତିରୁ ଳଘୁଚାପଜନିତ ଲଗାଣ ବର୍ଷା…
‘ଏ ସମୟ ବି ବିତିଯିବ’
ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଛବି ମିତ୍ତଲ ପୁଣି ଅସୁସ୍ଥ। ପ୍ରଥମେ କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ହରାଇବା ପରେ ଏବେ ସେ କୋଷ୍ଟୋକୋଣ୍ଡ୍ରାଇଟିସ୍ରେ ପୀଡ଼ିତ। ଛାତିରେ ଥିବା କାର୍ଟିଲେଜରେ ଆଘାତ ଲାଗିବା ଫଳରେ ଏହି ରୋଗ ହୋଇଥାଏ। ଏନେଇ…
୩୦୦ କର୍ମଚାରୀଙ୍କ ଛଟେଇ କଲା ସ୍ପିନି
ନୂଆଦିଲ୍ଲୀ,୪।୮: ଛଟେଇ କରିଛି ଗୁରୁଗାଓଁ ସ୍ଥିତ ବ୍ୟବହାର ହୋଇଥିବା କାର୍ ଷ୍ଟାଟ୍ଅପ୍ ସ୍ପିନି। ପ୍ରାୟ ୩୦୦ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିସାରିଛି। ଏହା ତାର ମୋଟ କର୍ମଚାରୀଙ୍କ ପ୍ରାୟ ୫% ଅଂଶ ବୋଲି କୁହାଯାଉଛି। ଆଗାମୀ ଦିନରେ କମ୍ପାନୀ ଏହାର ଷ୍ଟ୍ରକ୍ଚରରେ…
ପିଏନ୍ବିରେ ଖାତା ଥିଲେ ତୁରନ୍ତ କରନ୍ତୁ ଏହି କାମ, ନଚେତ ଅଗଷ୍ଟ ୩୧ ପରେ ଚାଲିବ ନାହିଁ ଆକାଉଣ୍ଟ
ନୂଆଦିଲ୍ଲୀ,୪।୮: ସରକାରୀ ବ୍ୟାଙ୍କ ପିଏନ୍ବି(ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ) ନିଜର ଗ୍ରାହକଙ୍କୁ ଆରବିଆଇ ନିୟମାନୁଯାୟୀ ଅଗଷ୍ଟ ୩୧ ପୂର୍ବରୁ ନିଜର କଓ୍ବୋଇସି ଡିଟେଲ ଅପଡେଟ୍ କରିବାକୁ କୁହାଯାଇଛି। ଅଗଷ୍ଟ ୨ରେ ଜାରି ପ୍ରେସ ରିଲିଜରେ ପିଏନ୍ବି କହିଛି ଯେ ଯେଉଁ ଗ୍ରାହକଙ୍କ ଆକାଉଣ୍ଟରେ…
ଦବିଲା କୁଆଁରିଆ ସେତୁ
ଖଣ୍ଡପଡ଼ା,୪ା୮(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବ୍ଲକ୍ ଅଧୀନ ଖଳିସାହିରୁ କୋସକା, ଆଡକଟା ଦେଇ ଦଶପଲ୍ଲା ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାରେ ଥିବା କୁଆଁରିଆ ସେତୁଟି ଗୁରୁବାର ଦବି ଯାଇ ବିପଦଶଙ୍କୁଳ ଅବସ୍ଥାରେ ରହିଛି। ଉକ୍ତ ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ…
ଚାଇନାକୁ ଗୁପ୍ତ ତଥ୍ୟ ଯୋଗାଇଦେବା ଅଭିଯୋଗରେ ଆମେରିକାର ନୌସେନାର ୨ ଯବାନ ଗିରଫ
ଓ୍ବାଶିଂଟନ,୪।୮: ଚାଇନାକୁ ଗୁପ୍ତ ତଥ୍ୟ ଯୋଗାଇଦେବା ଅଭିଯୋଗରେ ଆମେରିକାର ନୌସେନାର ୨ ଯବାନ ଗିରଫ କରାଯାଇଛି। ଆମେରିକା ନ୍ୟାୟ ବିଭାଗ ଏହି ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ଯୁଦ୍ଧ ଜାହାଜ ପାଇଁ ମାନୁଆଲ ଏବଂ ଅସ୍ତ୍ରଶସ୍ତ୍ର ପ୍ରଣାଳୀ, ରାଡାର ସିଷ୍ଟମ ପାଇଁ…
Archives


