Home

ନିଜ ସ୍କୁଲରେ ଯୁକ୍ତ ୨ ପଢ଼ିବେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର

ଭୁବନେଶ୍ୱର,୪ା୭(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱର ୟୁନିଟ -୩ ସ୍ଥିତ ଭୀମ ଭୋଇ ଦିବ୍ୟାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ…

ବଜାରରେ ସୋନି ବିଜେଡ୍‌୫୦ଏଲ୍‌ ସିରିଜ

ଭୁବନେଶ୍ୱର,୪।୭: ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିିତ ବ୍ରାଭିଆ ୪କେ ଏଚ୍‌ଡିଆର୍‌ ଡିସ୍‌ପ୍ଲେର ନୂଆ ବିଜେଡ୍‌୫୦ଏଲ୍‌ ସିରିଜିର ଶୁଭାରମ୍ଭ ସହ ବଜାର ପ୍ରବେଶ ହୋଇଯାଇଛି। ଏ ସମ୍ପର୍କରେ ସୋନି ଇଣ୍ଡିଆର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ନାକାସିମା ଟୋମୋହିରୋ କହିଛନ୍ତି,…

ମୋଟୋରୋଲାର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୪।୭: ମୋଟୋରୋଲାର ନୂତନ ଉତ୍ପାଦ ରେଜର୍‌ ୪୦ ଅଲଟ୍ରା ଏବଂ ରେଜର୍‌ ୪୦’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ମୋଟୋରୋଲା ଏସିଆ ପ୍ୟାସିଫିକର ଏକଜିକ୍ୟୁଟିଭ ଡାଇରେକ୍ଟର ପ୍ରଶାନ୍ତ ମଣି କହିଛନ୍ତି, ପ୍ରଯୁକ୍ତି ଓ ନବସୃଜନ କ୍ଷେତ୍ରରେ ମୋଟୋରୋଲା ଅଗ୍ରଭାଗରେ ରହିଛି।…

ଫ୍ରାନ୍ସ ହିଂସା ବିରୋଧରେ ରାଲି ପାଇଁ ମେୟରଙ୍କ ଆହ୍ବାନ

ପ୍ୟାରିସ,୪।୭: ଫ୍ରାନ୍ସର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ରବିବାର ରାତିରେ ଅଳ୍ପ କିଛି ସ୍ଥାନରେ ବିକ୍ଷୋଭକାରୀଙ୍କ ନାରାବାଜି ଦେଖାଯାଇଥିବାବେଳେ କମ୍‌ ସଂଖ୍ୟକ ଲୋକଙ୍କୁ ଗିରଫ କରାଯାଇଛି। ରାଷ୍ଟ୍ରପତି ଇମାନୁଏଲ୍‌ ମାକରଁଙ୍କ ନିର୍ଦ୍ଦେଶକ୍ରମେ ରାସ୍ତାରେ ପୋଲିସ ଛାଉଁଣୀ କରାଯାଇଛି। ଅନ୍ୟପକ୍ଷେ ବିକ୍ଷୋଭଜନିତ ହିଂସା…

ଇସ୍ରାଏଲ ସେନା ଆକ୍ରମଣରେ ୮ ପାଲେଷ୍ଟିନୀୟ ନିହତ

ଜେନିନ,୪।୭: ଓ୍ବେଷ୍ଟ ବ୍ୟାଙ୍କର ଜେନିନସ୍ଥିତ ଶରଣାର୍ଥୀ ଶିବିର ଉପରେ ସୋମବାର ସକାଳେ ଇସ୍ରାଏଲ ସେନା ପକ୍ଷରୁ ଆକ୍ରମଣ କରାଯାଇଛି। ଆକ୍ରମଣରେ ୮ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବାବେଳେ ଡଜନରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଶିବିର ନିକଟରେ ଶତାଧିକ ଇସ୍ରାଏଲ ସେନା ଛାଉଣୀ…

ମନ୍ତ୍ରିମଣ୍ଡଳ ବୈଠକ ଫଳପ୍ରଦ ହୋଇଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୪।୭ (ପି.ଟି.): ପ୍ରଗତି ମଇଦାନ ସମ୍ମିଳନୀ କେନ୍ଦ୍ରରେ ସୋମବାର ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକ ଅତ୍ୟନ୍ତ ଫଳପ୍ରଦ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବୈଠକରେ ଅଧ୍ୟକ୍ଷତା କରିବା ବେଳେ ବିଭିନ୍ନ ନୀତି ସଂକ୍ରାନ୍ତରେ ଢେର ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ…

ମାନବୀୟ ତ୍ରୁଟି ଥିଲା, ରୋକାଯାଇ ପାରିଥାନ୍ତା

ଭୁବନେଶ୍ୱର,୪।୭(ଅଭିଜିତ ଦାସ): ଗତ ଜୁନ୍‌ ୨ ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ରେଲଓ୍ବେର ମୁଖ୍ୟ ସେଫ୍ଟି କମିଶନର (ସିସିଆର୍‌ଏସ୍‌) ଓ ସିବିଆଇ ଟିମ୍‌ ତଦନ୍ତ କରୁଛନ୍ତି। ଗତ କିଛିଦିନ ତଳେ ସିସିଆର୍‌ଏସ୍‌ ପକ୍ଷରୁ ରେଲ୍‌ୱେ ବୋର୍ଡ ନିକଟରେ ସ୍ବତନ୍ତ୍ର ତଦନ୍ତ ରିପୋର୍ଟ…

ପବନହଂସ ବିକ୍ରି ସ୍ଥଗିତ

ନୂଆଦିଲ୍ଲୀ, ୪ା୭: ପବନହଂସରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ଥଗିତ ରଖିବା ଲାଗି କେନ୍ଦ୍ର ସରକାର ସୋମବାର ନିଷ୍ପତ୍ତି ନେଇଛନ୍ତି। ହେଲିକପ୍ଟର ସେବା ପ୍ରଦାନକାରୀ ଭାରତ ସରକାର ଏବଂ ଓଏନ୍‌ଜିସିର ମିଳିତ ଉଦ୍ୟୋଗ ପବନହଂସ ଲିଃ କିଣିବା ପାଇଁ ଷ୍ଟାର୯ ମୋବିଲିଟି ପ୍ରା.ଲିଃ…

ସେନାରେ ଅଫିସରଙ୍କ ଅଭାବ

ନୂଆଦିଲ୍ଲୀ, ୪।୭: ଭାରତୀୟ ସୈନ୍ୟବାହିନୀର ୟୁନିଟଗୁଡ଼ିକରେ ମେଜର, କ୍ୟାପଟେନ୍‌ ଭଳି ମଧ୍ୟମ ବର୍ଗ ଅଫିସର ସଂଖ୍ୟାରେ ଘୋର ଅଭାବ ଦେଖାଦେଇଛି, ଯାହା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ। ବିଭିନ୍ନ କର୍ପସ, କମାଣ୍ଡ ଏବଂ ଡିଭିଜନ ମୁଖ୍ୟାଳୟରେ ୬ ବର୍ଷ ସେବା ସମ୍ପୂର୍ଣ୍ଣ କରିଥିବା ଅଫିସରଙ୍କ…

୯୦୦ ସ୍ଥାନରେ ୩୦ ପୋଲିସଙ୍କୁ ଦାୟିତ୍ୱ

ବାରିପଦା,୪ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ୍‌ ଅଭୟାରଣ୍ୟ ଶିମିଳିପାଳର ବନ୍ୟପ୍ରାଣୀ, ବୃକ୍ଷଲତା ଓ ସୁରକ୍ଷା ଦାୟିତ୍ୱରେ ଥିବା ବନ କର୍ମଚାରୀ ଭୟ ଓ ଆତଙ୍କ ମଧ୍ୟରେ ରହିଛନ୍ତି। ଏକମାସ ମଧ୍ୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନରେ…

ଶିନ୍ଦେଙ୍କୁ ହଟାଇବା ପାଇଁ ଭାଜପା ସହ ହାତ ମିଳାଇଛନ୍ତି ଅଜିତ

ମୁମ୍ବାଇ, ୪ା୭: ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥବା ଏନ୍‌ସିପି ନେତା ଅଜିତ ପାଓ୍ବାର ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ଶିନ୍ଦେଙ୍କୁ ହଟାଇବେ ବୋଲି ଉଦ୍ଧବ ଠାକ୍‌ରେଙ୍କ ଶିବସେନା (ୟୁବିଟି) ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଦିଲ୍ଲୀରେ ବନ୍ଦେ ଭାରତ ଟ୍ରେନ ପାଇଁ ନୂଆ ରକ୍ଷଣାବେକ୍ଷଣ ସେଡ୍‌ ନିର୍ମାଣକୁ ଅନୁମୋଦନ

ନୂଆଦିଲ୍ଲୀ,୩।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବନ୍ଦେ ଭାରତ ଟ୍ରେନ ପାଇଁ ଏକ ନୂତନ ରକ୍ଷଣାବେକ୍ଷଣ ସେଡ୍‌ ନିର୍ମାଣ ପାଇଁ ରାସ୍ତା ସଫା କରିଦେଇଛନ୍ତି। ଏହାର ନିର୍ମାଣରେ ବାଧା ସୃଷ୍ଟି କରୁଥିବା ଗଛଗୁଡିକୁ ହଟାଇବା ଏବଂ ପ୍ରତିରୋପଣ କରିବାକୁ ନେଇ ଆସିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri