Home

ସୋସିଆଲ ମିଡିଆରେ ଭାଇରାଲ ହେଲା ମହୁଆଙ୍କ ବ୍ୟକ୍ତିଗତ ଫଟୋ

ନୂଆଦିଲ୍ଲୀ,୧୫।୧୦: ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତା ତଥା ପଶ୍ଚିମବଙ୍ଗର କୃଷ୍ଣା ନଗର ଲୋକ ସଭା ଏମପି ମହୁଆ ମୋଇତ୍ରାଙ୍କର କିଛି ବ୍ୟକ୍ତିଗତ ଫଟୋ ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହି ଫଟୋଗ୍ରାଫକୁ ନେଇ ଉତ୍ତେଜନା ଦେଖାଦେଇଛି। ଏମପି ମହୁଆ ଭାଇରାଲ…

ରାଜସ୍ଥାନ ନିର୍ବାଚନ: ଆସନ୍ତାକାଲି ଏଏପି ଜାରି କରିବ ୩୦ ପ୍ରାର୍ଥୀଙ୍କ ପ୍ରଥମ ପ୍ରାର୍ଥୀ ତାଲିକା

ଜୟପୁର,୧୫।୧୦: ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ଭାଜପା ରାଜସ୍ଥାନରେ ୪୧ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିବାବେଳେ ସୋମବାର ଆମ ଆଦମୀ ପାର୍ଟି(ଏଏପି) ୩୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ।…

ଅରବ ହୋଇ ବି ଇସ୍ରାଏଲବାସୀଙ୍କୁ କରୁଥିଲେ ସାହାଯ୍ୟ, ଗୁଳିକଲେ ହମାସ ଆତଙ୍କବାଦୀ

ଜେରୁଜେଲମ,୧୫।୧୦: ଯେତେବେଳେ ହମାସ ହଠାତ ଇସ୍ରାଏଲ ଉପରେ ଆକ୍ରମଣ କଲା, ସେମାନେ ଦକ୍ଷିଣ ଇସ୍ରାଏଲର ଏକ ସଂଗୀତ କନସର୍ଟରେ କିଛି ୟିହୁଦୀଙ୍କୁ ମଧ୍ୟ ଟାର୍ଗେଟ କଲେ। ସେହି ସମୟରେ ସେଠାରେ ହଜାର ହଜାର ୟିହୁଦୀ ଉପସ୍ଥିତ ଥିଲେ ଏବଂ ସେମାନଙ୍କ ମଧ୍ୟରେ…

ଟଙ୍କା ନେଇ ଲୋକ ସଭାରେ ପ୍ରଶ୍ନ କରୁଛନ୍ତି ଟିଏମସି ନେତା ମହୁଆ! ନିଶିକାନ୍ତ ଦୁବେଙ୍କ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ,୧୫।୧୦: ଭାରତୀୟ ଜନତା ପାର୍ଟି (ଭାଜପା) ଏମପି ନିଶିକାନ୍ତ ଦୁବେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ତ୍ରୁଣମୁଳ କଂଗ୍ରେସ (ଟିଏମସି) ନେତା ମହୁଆ ମୋଇତ୍ରାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏଥିସହ ନିଶିକାନ୍ତ ଦୁବେ ସୁପ୍ରିମକୋର୍ଟର ଓକିଲ…

ଚଳିତବର୍ଷ ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧୦(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତବର୍ଷ ଜନ୍ମଦିନ ପାଳିବେ ନାହିଁ। ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି।…

ପବନ ଖେଡା, ରାଘବ ଚଢାଙ୍କ ମାମଲାର ଶୁଣାଣି ସୋମବାର

ନୂଆଦିଲ୍ଲୀ,୧୫।୧୦: ସଂସଦରୁ ନିଲମ୍ବିତ ହୋଇଥିବା ଆମ ଆଦମୀ ପାର୍ଟି (ଏଏପି) ଏମପି ରାଘବ ଚାଢା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ରାଜ୍ୟ ସଭାରୁ ତାଙ୍କର ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତାଦେଶ ବିରୋଧରେ ରାଘବ ଚଢାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ସୋମବାର…

ବାଂଲାଦେଶ ଜନତାଙ୍କୁ ଉପଦେଶ ଦେଲେ ତସଲିମା

କୋଲକାତା,୧୫।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିଶ୍ୱର ଅନେକ ସହରରେ ବିରୋଧ ପ୍ରଦର୍ଶନ କରାଯାଉଛି। ଅନ୍ୟପକ୍ଷରେ ଇସ୍ରାଏଲ ସେନା ଗାଜା ଉପରେ ବୋମା ପକାଇବା ଜାରି ରଖିଛନ୍ତି। ଇତିମଧ୍ୟରେ ବାଂଲାଦେଶର ପ୍ରସିଦ୍ଧ ଲେଖିକା ତଥା କବି ତସଲିମା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ମୃତ, ୮ ଆହତ

ଜୟପୁର,୧୫।୧୦: ରାଜସ୍ଥାନର ଡୁଙ୍ଗରପୁର ଜିଲାର ବିଚିୱାଡା ପୋଲିସ ଷ୍ଟେଶନ ଅଞ୍ଚଳରେ ରବିବାର ଅପରାହ୍ନରେ ଟ୍ରକ ଏବଂ ଜିପ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୮ ଜଣ ଆହତ ହୋଇଛନ୍ତି। ପୋଲିସ ଅଧିକାରୀ ମଦନଲାଲ…

‘ଇସ୍ରାଏଲ ସହ ଆମେ ଅଛୁ’

ଲଣ୍ଡନ,୧୫ା୧୦: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ରାଏଲ ଉପରେ ହମାସ୍‌ର ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଆମେ ଇସ୍ରାଏଲ ସହିତ ଛିଡ଼ା ହୋଇଛୁ। ଇସ୍ରାଏଲ ଉପରେ ହମାସ୍‌ର…

ଏଏପିରେ ଯୋଗଦେଲେ ଅଭିନେତ୍ରୀ ଗୌରୀ

ନୂଆଦିଲ୍ଲୀ,୧୫।୧୦: ବିଗ ବସ ଫେମ୍‌ ତଥା ଅଭିନେତ୍ରୀ ଗୌରୀ ନାଗୌରୀ ଆମ ଆଦମୀ ପାର୍ଟି (ଏଏପି) ରେ ଯୋଗ ଦେଇଛନ୍ତି। ରାଜନୀତିରେ ପ୍ରବେଶ କରିବା ପରେ ଗୌରୀ କହିଛନ୍ତି, ମୁଁ ନାଗୌରକୁ ପରିଚୟ ଦେବାକୁ ଚାହୁଁଛି, ତେଣୁ ମୁଁ ଆମ ଆଦମୀ…

ଡଙ୍ଗା ବୁଡ଼ି ଘଟଣା: ୩୦ ମୃତ, ୧୬୭ ନିଖୋଜ

କିନ୍‌ସାସା,୧୫ା୧୦: କଙ୍ଗୋରେ ଏକ ଡଙ୍ଗା ବୁଡ଼ିଯିବା ଦ୍ୱାରା ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଡେପୁଟି ପ୍ରାଦେଶିକ ରାଜ୍ୟପାଳ ଟେଲର ନଗନାଜିଙ୍କ ଅନୁଯାୟୀ, ଇକ୍ୟୁଏଟର ପ୍ରଦେଶର ମାବାନ୍ଦାକା ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଡଙ୍ଗା ବୁଡ଼ି ଯାଇଥିଲା। ଏହି ଡଙ୍ଗା କଙ୍ଗୋ…

ଚିଠି ହେଲା ଭାଇରାଲ, ଇସ୍ତଫା ଖବରକୁ ଖଣ୍ଡନ କଲେ ଦିଗବିଜୟ

ନୂଆଦିଲ୍ଲୀ,୧୫।୧୦: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମପି ଦିଗବିଜୟ ସିଂଙ୍କ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ଖବର ମିଥ୍ୟା ପ୍ରମାଣିତ ହୋଇଛି। ପ୍ରକୃତରେ ସିଂଙ୍କ ଇସ୍ତଫା ସମ୍ପର୍କିତ ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?