Home

ଆକବରଙ୍କ କାରାଗାରରେ ହନୁମାନ ଚାଳିଶା ଲେଖିଥିଲେ ତୁଳସୀଦାସ, ପଢ଼ନ୍ତୁ ରୋଚକ କାହାଣୀ

‘ଶ୍ରୀ ରାମଚରିତମାନସ’ ଭଳି ଅନେକ ମହାନ ଗ୍ରନ୍ଥ ଲେଖିଥିବା ତୁଳସୀଦାସଙ୍କୁ କିଏ ବା ନଜାଣେ। ଶ୍ରାବଣ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଚିତ୍ରକୁଟର ରାଜାପୁର ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା। ଏହି ଅନୁସାରେ ବୁଧବାର ସାରା ଦେଶରେ ତାଙ୍କର ଜୟନ୍ତୀ…

ଇପିଏଫଓ: ୬.୫ କୋଟି କର୍ମଚାରୀଙ୍କୁ ମିଳିବ ରକ୍ଷାବନ୍ଧନ ଉପହାର,୮.୧୫ ପ୍ରତିଶତ ସୁଧ ଆକାଉଣ୍ଟରେ ହେବ ଜମା…

ନୂଆଦିଲ୍ଲୀ,୨୩।୮ : ଏଥର ରକ୍ଷାବନ୍ଧନ ପୂର୍ବରୁ ଦେଶର କୋଟି କୋଟି କର୍ମଚାରୀ ଇପିଏଫଓ ପକ୍ଷରୁ ଉପହାର ପାଇବାକୁ ଯାଉଛନ୍ତି। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସୂତ୍ରରୁ ପ୍ରକାଶ। ସୁଧ ଟଙ୍କା ସମସ୍ତ ଯୋଗ୍ୟ କର୍ମଚାରୀଙ୍କ ଆକାଉଣ୍ଟରେ ଜମା ହେବ। ୬.୫…

୪୦୦ କୋଟି କ୍ଲବରେ ‘ଗଦର-୨’

ସନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଚଳଚ୍ଚିତ୍ରଟି ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ‘ଗଦର-୨’ ବର୍ତ୍ତମାନ ୪୦୦ କୋଟିର କ୍ଲବରେ ଯୋଗ ଦେଇଛି। ଏହି ଫିଲ୍ମଟି ମାତ୍ର ୧୨ ଦିନ ମଧ୍ୟରେ ୪୦୦ କୋଟି ମାର୍କ…

ଭୁଶୁଡିଲା ନିର୍ମାଣଧୀନ ରେଳ ବ୍ରିଜ: ୧୭ ମୃତ, ମୃତକଙ୍କ ପାଇଁ ୨ ଲକ୍ଷ-ଆହତଙ୍କ ଲାଗି ୫୦ ହଜାର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ…

ଆଇଜଲ,୨୩।୮ : ମିଜୋରାମରେ ରେଲଓ୍ବେର ଏକ ନିର୍ମାଣଧୀନ ବ୍ରିଜ୍‌ ଭୁଡୁଡ଼ିପଡ଼ିଛି। ଏହି ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ…

ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ଭାରତ ହେଉଛି ସବୁଠୁ ଗରୁତ୍ୱପୂର୍ଣ୍ଣ ଦେଶ: ଆମେରିକାର ରାଷ୍ଟ୍ରଦୂତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ଭାରତ ହେଉଛି ସବୁଠୁ ଗରୁତ୍ୱପୂର୍ଣ୍ଣ ଦେଶ। ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସେଟୀ ଏହା କହିଛନ୍ତି। ତାଙ୍କୁ ଭାରତରେ ରାଷ୍ଟ୍ରଦୂତ ଭାବେ କାମ କରିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କୁ କହିଥିଲେ…

କରନ୍‌ଙ୍କ ମୁହଁରୁ ପ୍ରଶଂସା ଶୁଣି ଡରିଲେଣି କଙ୍ଗନା

ବମ୍ବେ: ବଲିଉଡ ନିର୍ଦ୍ଦେଶକ କରନ୍‌ ଜୋହର ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ତିକ୍ତତା କାହାକୁ ବା ଅଛପା। ଦୁହେଁ ପରସ୍ପର ଉପରକୁ କାଦୁଅ ଫୋପାଡ଼ିବାକୁ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ। ହେଲେ ଏବେ ଓଲଟା ଦିଗରେ ପବନ ବୋହିବା ଭଳି…

ଚନ୍ଦ୍ରୟାନ-୩ର ସଫଳତା ପାଇଁ ମୋଦିଙ୍କୁ ଶ୍ରେୟ ଦେଲେ ୟୁପି ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୩।୮: ଚନ୍ଦ୍ରୟାନ-୩ର ସଫଳତା ପାଇଁ ମୋଦିଙ୍କୁ ଶ୍ରେୟ ଦେଇଛନ୍ତି ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ। ସେ କହିଛନ୍ତି ଯେ, ଚନ୍ଦ୍ରୟାନ-୩ ମିଶନ ଶେଷ ହେବା ପାଇଁ ଦେଶ ଅପେକ୍ଷା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଦ୍ରୁତ ଗତିରେ ଆଗେଇ…

ଅଭିନେତ୍ରୀ ଶବାନା ଆଜମୀଙ୍କ ନାଁ ନେଇ ଅନ୍‌ଲାଇନ୍‌ ଠକେଇ

ମୁମ୍ବାଇ,୨୩।୮: ବଲିଉଡ ଅଭିନେତ୍ରୀ ଶବାନା ଆଜମୀଙ୍କ ନାଁ ନେଇ ଅନ୍‌ଲାଇନ୍‌ ଠକେଇ ହୋଇଛି। ଏନେଇ ଅଭିନେତ୍ରୀ ପୋଲିସରେ ମାମଲା ରୁଜୁ କରିଛନ୍ତି। ସେ ଟୁଇଟର୍‌ରେ ତାଙ୍କ ନାମରେ ଅନଲାଇନ ଠକେଇର କରାଯାଉଥିବା କହିଛନ୍ତି। ତାଙ୍କ ନାମରେ ଏପରି କରାଯାଉଥିବାରୁ ଏଭଳି ଅଭିନେତ୍ରୀ…

ଭେଟେରାନ କ୍ରିକେଟର ହିଥ୍‌ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ

ହରାରେ,୨୩।୮: ଜିମ୍ବାଓ୍ବେ ଦଳର ଭେଟେରାନ ଅଲରାଉଣ୍ଡର ହିଥ୍‌ ଷ୍ଟ୍ରିକ୍‌ ଜୀବିତ ଅଛନ୍ତି। ତାଙ୍କର ପରଲୋକକୁ ନେଇ ବୁଧବାର ସୋସିଆଲ ମିଡିଆରେ ମିଥ୍ୟା ଖବର ଭାଇରାଲ ହୋଇଥିଲା। ଏହି ୪୯ ବର୍ଷୀୟ କ୍ରିକେଟରଙ୍କ କ୍ୟାନ୍‌ସରରେ ପୀଡ଼ିତ ହେବା ଯୋଗୁ ମୃତ୍ୟୁ ଘଟିଥିବା କୁହାଯାଇଥିଲା।…

ଚନ୍ଦ୍ରାୟନ-୩ ବୈଜ୍ଞାନିକଙ୍କୁ ୧୭ ମାସ ହେଲା ମିଳିନି ଦରମା: ଦିଗବିଜୟ ସିଂ…

ନୂଆଦିଲ୍ଲୀ,୨୩।୮ : ଭାରତ ଏହାର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରାୟନ -୩ ମାଧ୍ୟମରେ ଇତିହାସ ସୃଷ୍ଟି କରିବାକୁ କିଛି ଘଣ୍ଟା ଦୂରରେ । ଚନ୍ଦ୍ରାୟନ ୩ ଆଜି ସା ୬ଟା ୪ରେ ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବ ବୋଲି ଆଶା…

ଆଜି ଭାରତ-ଆୟାର୍ଲାଣ୍ଡ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଡବ୍‌ଲିନ୍‌୍‌,୨୩।୮: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ୨ଟି ମ୍ୟାଚରେ ଭାରତୀୟ ଦଳ ୨-୦ରେ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ଜସପ୍ରୀତ ବୁମ୍‌ରାଙ୍କ ଅଧିନାୟକତ୍ୱରେ ସିରିଜର ତୃତୀୟ ମ୍ୟାଚ ଜିତି ଟିମ ଇଣ୍ଡିଆ…

୨୬ ଦଳ, ୮୦ ନେତା, ୫ ମୁଖ୍ୟମନ୍ତ୍ରୀ: ଇଣ୍ଡିଆ ମେଣ୍ଟର ମୁମ୍ବାଇ ବୈଠକ ଉପରେ ନଜର…

ନୂଆଦିଲ୍ଲୀ,୨୩।୮ : ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିବା ରାଜନୈତିକ ଦଳ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ରେ ମୁମ୍ବାଇରେ ବୈଠକ କରିବାକୁ ଯାଉଛନ୍ତି। ବୈଠକରେ ଲୋକସଭା ନିର୍ବାଚନ ୨୦୨୪ର ପ୍ରସ୍ତୁତି ପାଇଁ ରଣନୀତି ପ୍ରସ୍ତୁତ ହେବ। ବିରୋଧୀ ଦଳର ନେତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri