Home

ଯୌନହିଂସା ଥମିବା ପାଇଁ ସମାଧାନ ବତାଇଲେ ଇରୋମ ଶର୍ମିଲା

ଇମ୍ଫାଲ,୨୩।୭: ମଣିପୁର ଲଜ୍ଜାକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ତେବେ ହିଂସା ରୋକିବା ପାଇଁ ଆଇରନ୍‌ ଲେଡି ଓ ପରିବେଶକର୍ମୀ ଇରୋମ ଶର୍ମିଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତ, ପ୍ରଧାନମନ୍ତ୍ରୀ ରାଜ୍ୟର ସବୁ ବିଧାୟକମାନଙ୍କ ସହ କଥା…

ସିନ୍ଧରେ ଗାଁରେ ଆକ୍ରମଣ କଲେ ୪ ଶହରୁ ଅଧିକ ଆକ୍ରମଣକାରୀ, ମହିଳା-ଶିଶୁଙ୍କୁ ଅପହରଣ…

ଇସଲାମାବାଦ,୨୩।୭ : ପାକିସ୍ତାନରେ ଶହ ଶହ ଆକ୍ରମଣକାରୀ ସିନ୍ଧରେ ଗାଁ ଉପରେ ଆକ୍ରମଣ କରି ମହିଳା ଓ ଶିଶୁମାନଙ୍କୁ ଅପହରଣ କରିଛନ୍ତି। ଦୁଇ ଯୁବକଙ୍କର ମୃତ୍ୟୁ ଘଟଛି। ପାକିସ୍ତାନର ସିନ୍ଧ ପ୍ରଦେଶର ସୁକ୍କୁର ଗ୍ରାମରେ ଶହ ଶହ ସଶସ୍ତ୍ର ଲୋକ ଆକ୍ରମଣ…

ଗ୍ରୀସର ରୋଡସ ଦ୍ୱୀପରେ ଜଙ୍ଗଲ ନିଆଁ,୩୦ ହଜାର ଲୋକ ଉଦ୍ଧାର…

ତେଲ ଅଭିବ,୨୩।୭ : ଗ୍ରୀସର ଜଙ୍ଗଲରେ ପ୍ରବଳ ଅଗ୍ନିକାଣ୍ଡ ହେତୁ ସାଧାରଣ ଜୀବନ ବ୍ୟାହତ ହୋଇଛି। ନିଆଁ ଏତେ ବିପଜ୍ଜନକ ହୋଇପଡିଛି ସମସ୍ତ ଆବାସିକ ଅଞ୍ଚଳ ମଧ୍ୟ କବଳିତ ହୋଇପଡିଛି। ଗ୍ରୀସ ଏବଂ ରୋଡ ଆଇଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି।…

ମନ୍‌ସୁନ୍‌ ଆଉଟ୍‌ଫିଟ୍‌

କ’ଣ ପିନ୍ଧିବି, କ’ଣ ପିନ୍ଧିବି.. ବର୍ଷାଦିନେ ଅଧିକାଂଶ ଯୁବପିଢ଼ିଙ୍କର ଏହା ଏକ ବଡ଼ ସମସ୍ୟା। ଗୋଟେ ପଟେ ଡ୍ରେସ୍‌ ଷ୍ଟାଇଲିଶ୍‌ ହୋଇଥିବ ଓ ଆଉ ଗୋଟେ ପଟେ ତା’ ସହ ଆସେସରିଜ୍‌ ବି ମ୍ୟାଚିଂ ଦରକାର। ହେଲେ ବର୍ଷାଦିନେ କେବେ ପାଣି…

ନିର୍ମାଣର ୧୦ ବର୍ଷରେ ଭୁଶୁଡ଼ିଲା ପ୍ରାହେଟପଙ୍କା ବିଦ୍ୟାଳୟ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୩ା୭ (ଅରୁଣ ସାହୁ /ମନୋରଞ୍ଜନ ରଣା )ରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସରାମୂଳି ପଞ୍ଚାୟତ ପକାଲମାହା କ୍ଲଷ୍ଟର ପ୍ରାହେଟପଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଠା ନିର୍ମାଣର ମାତ୍ର ୧୦ ବର୍ଷରେ ମଙ୍ଗଳବାର ଭୁଶୁଡ଼ି ପଡିଛି। ଲଘୁଚାପଜନିତ ଲଗାଣ ବର୍ଷାରେ ଏଭଳି ଘଟଣା…

ପାଲେଷ୍ଟାଇନ ପାଠ୍ୟ ପୁସ୍ତକରେ ଲିଖିତ ଇହୁଦୀ ବିରୋଧୀ ଶବ୍ଦକୁ ଇୟୁର ସମାଲୋଚନା…

ତେଲ ଅଭିବ,୨୩।୭ : ପାଲେଷ୍ଟାଇନ ପାଠ୍ୟ ପୁସ୍ତକରେ ଲିଖିତ ଇହୁଦୀ ବିରୋଧୀ ଶବ୍ଦକୁ ଇୟୁ(ୟୁରୋପିଆନ ୟୁନିଅନ) ସମାଲୋଚନା କରିଛି। ପାଲେଷ୍ଟାଇନ ପାଠ୍ୟ ପୁସ୍ତକରୁ ଉତ୍ତେଜନା ତଥା ଇହୁଦୀ ବିରୋଧୀ ଶବ୍ଦ ହଟାଇବା ପାଇଁ ଏକ ସର୍ତ୍ତ ଭାବରେ ପାଣ୍ଠି ଛାଡ ପାଇଁ…

ଡେଙ୍ଗୁକୁ ଡାକୁଛି ଡାକ୍ତରଖାନା

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ)ରାଜ୍ୟର ବିଭିନ୍ନ ସ୍ଥାନରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ଡେଙ୍ଗକୁ ନେଇ ସବୁଆଡ଼େ ଭୟ ଘାରିଛି। ଏଥିରୁ ବରଗଡ଼ ଜିଲା ମଧ୍ୟ ବାଦ୍‌ ପଡ଼ିନାହିଁ। ଇତିମଧ୍ୟରେ ଜିଲାରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିଲେ…

କୋମାରେ ଚିକିଲିସ୍ଥିତ ରାଜ୍ୟ ଟସର କେନ୍ଦ୍ର

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରଜାରାଜ)ନବରଙ୍ଗପୁର ଜିଲାରେ ଟସର ଚାଷ ଏକପ୍ରକାର ପ୍ରହସନ ପାଲଟିଯାଇଛି। ଦୀର୍ଘ ୫୦ବର୍ଷ ଧରି କେବଳ ଗବେଷଣା ଚାଲିଛି। ଚାଷୀ ଉପକୃତ ହେଉଛନ୍ତି ନା ଚାଷର ଉନ୍ନତି ହେଉଛି। ଅଧିକାଂଶ ଚାଷୀ ଏଥିରୁ ବିମୁଖ ହେଉଛନ୍ତି। କର୍ମଚାରୀ ଓ ଇଚ୍ଛାଶକ୍ତି ଅଭାବ…

ଶ୍ରେଣୀଗୃହରୁ ବର୍ଷା ପାଣି ବାହାର କରିବା ପରେ ପାଠପଢ଼ା

ବିଷମ କଟକ,୨୩ା୭(ବିଭୂତି ଭୂଷର ନାୟକ )ସରକାର ଶିକ୍ଷାର ଉନ୍ନତି ପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି। ୫-ଟିରେ ଅନ୍ତର୍ଭୁକ୍ତ କରି ବିଦ୍ୟାଳୟ ଶ୍ରେଣୀଗୃହ ଓ ପରିବେଶକୁ ନୂଆ ରୂପ ଦେଉଛନ୍ତି। ମାତ୍ର ରାୟଗଡା ଜିଲା ବିଷମ କଟକ ବ୍ଲକରେ ଏପରି ଏକ…

ନବୀକରଣ ହେଉନି ଓଜନ ମାପ ବଟକରା

ବାଲିମେଳା,୨୩ା୭(ଶିବଦତ୍ତ ସାହୁ)ଦୀର୍ଘ ବର୍ଷ ଧରି ନବୀକରଣ ହେଉନାହିଁ ଓଜନ ମାପ ବଟକରା। ଗୋଟିଏ ପଟେ ଓଜନରେ ଠକେଇ ସହ ଅନ୍ୟପଟେ ଚଢ଼ା ଦରରେ ପନିପରିବା, ମାଛ, ମାଂସ ଓ ଅନ୍ୟାନ୍ୟ ଜରୁରିକାଳୀନ ସାମଗ୍ରୀ କିଣିବାରେ ବହୁ କଷ୍ଟ ସହିବାକୁ ପଡୁଛି ଗ୍ରାହକଙ୍କୁ…

ଶିକ୍ଷକ ଅଭାବ: ପ୍ରାଥମିକ ଶିକ୍ଷା ରସାତଳଗାମୀ

ଯାଜପୁର,୨୩ା୭(ହର୍ଷବର୍ଦ୍ଧନ ବେହେରା)ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ବିକାଶ, ଶିକ୍ଷାନୁଷ୍ଠାନର ଉନ୍ନତି ଏବଂ ସର୍ବୋପରି ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ହେଲେ ଯାଜପୁର ଜିଲାରେ ଶିକ୍ଷକଙ୍କ ଅଭାବ ସମସ୍ୟାର ସମାଧାନ ହୋଇପାରୁନାହିଁ। ଜିଲାର ସମୁଦାୟ…

୫-ଟି ବିଦ୍ୟାଳୟରେ ଶିକ୍ଷକଙ୍କ ଅବହେଳା

ମାହାଙ୍ଗା,୨୩ା୭(ଯଯାତି ସିଂହ)ପିଲାମାନଙ୍କୁ ଉତ୍ତମ ଶିକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକୁ ୫-ଟି ଯୋଜନାରେ ରୂପାନ୍ତରଣ କରୁଥିବାବେଳେ ଶିକ୍ଷକମାନଙ୍କ ଅବହେଳା ପାଇଁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବ୍ୟାଘାତ ହେଉଛି। ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋତରା ପଞ୍ଚାୟତସ୍ଥିତ ଭବାନୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri