କାଙ୍ଗାଳ ପାକିସ୍ତାନର ଅମ୍ବାନୀ ହେଉଛନ୍ତି ଏହି ବ୍ୟକ୍ତି, ୧ ଲକ୍ଷ କୋଟି ସମ୍ପତ୍ତିର ମାଲିକ…
ଭାରତର ପଡ଼ୋଶୀ ଦେଶ ପାକିସ୍ତାନ କାଙ୍ଗାଳ ହୋଇସାରିଛି। ଦେଶରେ ପ୍ରତିଟି ଜିନିଷର ଦରଦାମ ଆକାଶଛୁଆଁ ହୋଇଛି। ଅଟା କିଲୋପିଛା ୨୫୦ ଟଙ୍କା ଥିବା ବେଳେ ଚାଉଳ ୩୩୦ ଟଙ୍କା, କ୍ଷୀର ୧୯୨ ଟଙ୍କା ଏବଂ ଚିକେନ କିଲୋ ପିଛା ୫୦୦ ଟଙ୍କା…
ଗୁଗୁଲର ୨୫ତମ ଜନ୍ମଦିନରେ ଗୁଗୁଲ ମାଲିକଙ୍କୁ ବଡ ଝଟକା, ୩୩ହଜାର କୋଟି ହ୍ରାସ ପାଇଲା ସମ୍ପତ୍ତି
ଓ୍ବାଶିଂଟନ୍,୨୭।୯: ଗୁଗୁଲ ସେପ୍ଟେମ୍ବର ୨୭ରେ ନିଜ ସିଲଭର ଜୁବଲି ଅର୍ଥାତ୍ ୨୫ତମ ଜନ୍ମଦିନ ପାଳନ କରୁଛି। ଅନ୍ୟପକ୍ଷରେ ଜନ୍ମଦିନରେ ଗୁଗୁଲ ଫାଉଣ୍ଡରଙ୍କର ମୋଟ ସମ୍ପତ୍ତିର ୩୩ ହଜାର କୋଟି ଟଙ୍କା ହ୍ରାସ ପାଇଛି। ଆମେରିକାରେ ସଟଡାଉନ ହେବାକୁ ନେଇ ଏପରି ସମସ୍ୟା…
ଉଦୟନିଧିଙ୍କ ଅଡ଼ୁଆ ବଢିଲା: ସୁପ୍ରିମକୋର୍ଟରେ ତାଙ୍କ ବିରୋଧରେ ହୋଇଥିବା ଆବେଦନ ହେବ ଶୁଣାଣି
ନୂଆଦିଲ୍ଲୀ,୨୭।୯: ତାମିଲନାଡୁର ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଏ ରାଜା ଏବଂ ଅନ୍ୟ ଦଳର ନେତାଙ୍କ ସନାତନ ଧର୍ମ ବିରୋଧୀ ବିବୃତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଶୁଣାଣି ପାଇଁ ଏହି ସମସ୍ତ ଲୋକଙ୍କ ବିରୋଧରେ ସୁପ୍ରିମକୋର୍ଟ ଆଉ…
ପୁରୁଣା ଡ୍ରେନ୍ ଉପରେ ନୂଆ କାର୍ଯ୍ୟ ନେଇ ଅସନ୍ତୋଷ
ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ସିକାକେତା ପର୍ଯ୍ୟନ୍ତ ୧୫ କିମି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ୨୦୨୨ ଜୁନ୍ରୁ ଆରମ୍ଭ କରାଯାଇଥିବା କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିବା ବେଳେ ବିଳମ୍ବ ହେଉଛି। ଫଳରେ ଲାଇଫ୍ଲାଇନ୍ କୁହାଯାଉଥିବା ଏହି…
ନୀତୀଶଙ୍କ ହାତ ଛାଡିଲେ ରଣବୀର
ପାଟନା,୨୭।୯: ପୂର୍ବତନ ଜେଡିୟୁ ଏମଏଲସି ତଥା ଦଳର ବରିଷ୍ଠ ନେତା ରଣବୀର ନନ୍ଦନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ହାତ ଛାଡିଛନ୍ତି। ସେ ଦଳର ଜାତୀୟ ସଭାପତି ଲଲନ ସିଂ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। କିଛି ଦିନ…
ଟାଇଗର-୩ର ଟିଜର ଶେୟାର କଲେ ସଲମାନ…
ମୁମ୍ବାଇ : ସଲମାନ ଖାନଙ୍କ ଫିଲ୍ମ ଟାଇଗର -୩ ସମ୍ପ୍ରତି ହେଡଲାଇନରେ ଅଛି। ଫିଲ୍ମର ଟିଜର ରିଲିଜ ହୋଇଛି। ଏହି ଟିଜର ରିଲିଜ ହେବା ମାତ୍ରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଆରମ୍ଭ କରିଛି। ଟାଇଗର-୩ର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟାଇଗର…
ଜାତିସଂଘ ଦ୍ୱାରା ‘ହଂକଂ ମିଡିଆ ସ୍ବତନ୍ତ୍ରତା’ କାର୍ଯ୍ୟକ୍ରମକୁ ଚାଇନାର ବିରୋଧ, ଅନ୍ୟ ଦେଶ ବଏକଟ କରିବାକୁ ଚାଇନାର ଦାବି
ଜେନିଭା,୨୭।୯: ହଂକଂରେ ଜାତିସଂଘ ଦ୍ୱାରା ଗଣମାଧ୍ୟମର ସ୍ବାଧୀନତା ସମ୍ବନ୍ଧରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯାହାକୁ ଚାଇନା ବିରୋଧ କରିଛି। ଏହି କାର୍ଯ୍ୟକ୍ରମକୁ ବଏକଟ କରିବାକୁ ଚାଇନା ଅନ୍ୟ ଦେଶ ଉପରେ ଚାପ ପକାଇଛି। ଏହି କାର୍ଯ୍ୟକ୍ରମ ବ୍ରିଟିଶମାନେ ଆୟୋଜନ କରୁଛନ୍ତି।…
୩ ମାସ ପରେ ଖୋଲିଲା ମଝି ଘରିଆଣୀ ମନ୍ଦିର ହୁଣ୍ଡି
ରାୟଗଡ଼ା,୨୭ା୯(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝି ଘରିଆଣୀଙ୍କ ଦାନ ହୁଣ୍ଡି ଦୀର୍ଘ ୩ ମାସ ପରେ ବୁଧବାର ଖୋଲିଛି। ତହସିଲଦାର କାର୍ଯ୍ୟାଳୟ ପକ୍ଷରୁ ସୁପରଭାଇଜରଙ୍କ ଉପସ୍ଥିତିରେ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ହୁଣ୍ଡି ବାକ୍ସ ଖୋଲିଛି। ଏଥିରେ ୫୮…
ଫ୍ଲପ୍ ସତ୍ତ୍ୱେ ବିଳାସମୟ ଜୀବନଯାପନ କରୁଛନ୍ତି ବଲିଉଡ୍ର ଏସବୁ ଅଭିନେତ୍ରୀ, କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ
ବମ୍ବେ: ସିନେମାଜଗତରେ ମିଳିଛି ଫ୍ଲପ୍ ଅଭିନେତ୍ରୀର ଟ୍ୟାଗ୍, ହେଲେ ବି ବିଳାସମୟ ଜୀବନଯାପନ କରନ୍ତି ବଲିଉଡର ଅନେକ ଅଭିନେତ୍ରୀ। ଏହି ତାଲିକାର ପ୍ରଥମରେ ରହିଛନ୍ତି ଖିଲାଡି କିଙ୍ଗ ଅକ୍ଷୟ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ବିଙ୍କିଲ ଖନ୍ନା। ସେ ନିଜ କ୍ୟାରିୟରରେ…
ମୋଦି-ଶାହା ଅଛନ୍ତି ଭୟଭୀତ: ଦିଗ୍ବିଜୟ
ଭୋପାଳ,୨୭।୯: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ନିର୍ବାଚନ ପୂର୍ବରୁ ନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂ ଭାଜପାକୁ ଟାର୍ଗେଟ୍ କରିଛନ୍ତି। ଦିଗ୍ବିଜୟ ସିଂ କହିଛନ୍ତି, ଆସନ୍ତା ବିଧାନସଭା…
ମାଲାୟାଲମ ଚଳଚ୍ଚିତ୍ର ‘୨୦୧୮’କୁ ମିଳିଲା ଓସ୍କାର ଏଣ୍ଟ୍ରି
ଓସ୍କାର ପୁରସ୍କାର ୨୦୨୪ ପାଇଁ ମାଲାୟାଲମ ଚଳଚ୍ଚିତ୍ର ‘୨୦୧୮ ଏଭ୍ରିଓ୍ବାନ୍ ଇଜ୍ ଏ ହିରୋ’ ଭାରତ ପକ୍ଷରୁ ଅଫିସିଆଲ ଏଣ୍ଟ୍ରି କରିଛି। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏହା ଘୋଷଣା କରିଛି। ଏହି ଚଳଚ୍ଚିତ୍ର କେରଳରେ ବନ୍ୟା ପରିସ୍ଥିତି ସହ ଜଡିତ…
ନିଜ ଫିିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଏସବୁ ବଲିଉଡ କଳାକାର
ଅଭିନୟ କରନ୍ତି ସତ, ହେଲେ ନିଜର ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ ବଲିଉଡର ଅନେକ କଳାକାର। ତାଲିକାର ପ୍ରଥମେ ରହିବେ ଅଭିନେତା ଜିମି ଶେରଗିଲ। ଏକ ସାକ୍ଷାତକାରରେ ଜିମି ନିଜ ଫିଲ୍ମ ନ ଦେଖିବା ପଛରେ ଥିବା କାରଣ ବିଷୟରେ…
Archives


