ସୂର୍ଯ୍ୟ-ଚନ୍ଦ୍ର ପରେ ଏବେ ଇସ୍ରୋର ଶୁକ୍ର ମିଶନ: ଡିସେମ୍ବରରେ ହୋଇପାରେ ଉତକ୍ଷେପଣ…
ହାଇଦ୍ରାବାଦ,୨୭।୯ : ଚନ୍ଦ୍ରୟାନ-୩ ର ସଫଳତା ପରେ ଇସ୍ରୋ ଗୋଟିଏ ପରେ ଗୋଟିଏ ମିଶନ ପଠାଇବା ଉପରେ କାର୍ଯ୍ୟ କରୁଛି। ଚନ୍ଦ୍ର ଏବଂ ସୂର୍ଯ୍ୟ ପରେ ଇସ୍ରୋ ବର୍ତ୍ତମାନ ଅନ୍ୟ ଗ୍ରହମାନଙ୍କୁ ମଧ୍ୟ ମିଶନ ପଠାଇବାକୁ ଯାଉଛି। ଏଥର ଭାରତୀୟ ସ୍ପେସ…
ପାକିସ୍ତାନକୁ ଝଟକା, ସିପିଇସି ସମେତ ଅନ୍ୟ ପ୍ରକଳ୍ପକୁ ସ୍ଥଗିତ ରଖିଲା ଚାଇନା
ବେଜିଂ/ଇସଲାମବାଦ,୨୭।୯: ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)ର ସମ୍ପ୍ରସାରଣକୁ ସ୍ଥଗିତ ରଖିଲା ଚାଇନା। ପ୍ରକଳ୍ପର ସମ୍ପ୍ରସାରଣକୁ ଅନୁମୋଦନ ନ କରିବାକୁ ଚାଇନା ନିଷ୍ପତ୍ତି ନେଇଛି। ଆର୍ଥିକ ସଙ୍କଟ ହେତୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଚାଇନା ସ୍ପଷ୍ଟ କରିଛି। ପାକିସ୍ତାନ ସିପିଇସି ମାଧ୍ୟମରେ…
ଆମେରିକାରେ ପରମାଣୁ ବିସ୍ଫୋରଣ! ଭୟରେ ଥରିଲେ ସ୍ଥାନୀୟ ଲୋକ
ଓ୍ବାଶିଂଟନ୍,୨୭।୯: ଆମେରିକାର ଓକ୍ଲାହୋମା ରାଜ୍ୟରେ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ହଠାତ୍ ଆକାଶର ରଙ୍ଗ ବଦଳି ଯାଇଥିବା ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ। ଆକାଶରେ ଧୂଳି ଓ ଧୂଆଁ ଉପରକୁ ଉଠି ଏକ ଗୋଲାକାର ସ୍ଥାନରେ ଘୁରିବାକୁ ଲାଗିଥିଲା। ଏହା…
ଇସ୍କନ କଂସେଇଖାନାକୁ ବିକ୍ରି କରୁଛି ଗାଈ: ମେନକାଙ୍କ ଅଭିଯୋଗ…
ନୂଆଦିଲ୍ଲୀ,୨୭।୯: ଭାଜପା ଏମପି ମେନକା ଗାନ୍ଧୀ ଇଣ୍ଟରନ୍ୟାଶନାଲ କୃଷ୍ଣ ଚେତନା ସୋସାଇଟି (ଇସ୍କନ) ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଇସ୍କନକୁ ଦେଶର ସବୁଠୁ ବଡ ଠକ ସଂଗଠନ ବୋଲି ବର୍ଣ୍ଣନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଇସ୍କନ ଗୋଆଶ୍ରୟସ୍ଥଳରୁ ଗାଈଙ୍କୁ…
ଆସନ ବଣ୍ଟନକୁ ନେଇ ଇଣ୍ଡିଆ ମେଣ୍ଟରେ ମିଳିନି ସହମତି, ୫ ରାଜ୍ୟ ନିର୍ବାଚନ ପରେ ହେବ ଚୂଡାନ୍ତ ନିଷ୍ପତ୍ତି
ନୂଆଦିଲ୍ଲୀ,୨୭।୯: ୨୦୨୪ ଲୋକ ସଭା ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିରୋଧୀ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ହେଲେ ଇଣ୍ଡିଆ ମେଣ୍ଟରେ ଆସନ ବଣ୍ଟନକୁ ନେଇ କୌଣସି ସହମତି ହୋଇପାରିନାହିଁ। ସୂତ୍ରରୁ ପ୍ରକାଶ ଯେ ୫ ରାଜ୍ୟ ବିଧାନସଭା ନିର୍ବାଚନ ପରେ…
ଏଲିଅନଙ୍କୁ ନେଇ ବୈଜ୍ଞାନିକଙ୍କ ବଡ ଦାବି, ମଣିଷଙ୍କ ଠାରୁ କେତେ ଭିନ୍ନ ଏଲିଅନ…
ନୂଆଦିଲ୍ଲୀ,୨୭।୯: କାହିଁ କେତେ ବର୍ଷରୁ ଅନ୍ୟ ଗ୍ରହର ଜୀବସତ୍ତାକୁ ନେଇ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ସେମାନଙ୍କ ଉପସ୍ଥିତି ଜାଣିବା ପାଇଁ ଅନ୍ୟ ଗ୍ରହକୁ ମହାକାଶଯାନ ପଠାଇବା ସହ ବିଭିନ୍ନ ପ୍ରକାର ଅଧ୍ୟୟନ କରାଯାଉଛି। ତେବେ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ…
ରକ୍ତ ନେଇଥିବା ବାୟୁସେନା ଅଧିକାରୀଙ୍କୁ ଏଚଆଇଭି: ୧.୫୪ କୋଟି କ୍ଷତିପୂରଣ ଦେବାକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୨୭।୯ : ରକ୍ତ ନେଇଥିବା ଜଣେ ବାୟୁସେନା ଅଧିକାରୀ ଏଚଆଇଭି ସଂକ୍ରମିତ ହୋଇଥିବା ମାମଲାରେ ତାଙ୍କୁ ୧.୫୪ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରୀ ଅବହେଳା ପାଇଁ ବାୟୁସେନା ଏବଂ ସେନାଙ୍କୁ ମିଳିତ ଭାବେ ଏବଂ ପରୋକ୍ଷରେ…
ମୂଷାଠାରେ ଓମିକ୍ରମ ସବ ଭାରିଆଣ୍ଟ ବିଏ.୫ ଚିହ୍ନଟ…
ଓ୍ବାଶିଂଟନ,୨୭।୯ : କରୋନାର ଓମିକ୍ରନ ଭାରିଆଣ୍ଟରୁ ଉତ୍ପନ୍ନ ଏକ ସବ-ଭାରିଆଣ୍ଟ ବିଏ.୫ ମୂଷାମାନଙ୍କଠାରେ ମିଳିଛି। ଯାହା ଅଧିକ ବିପଜ୍ଜନକ ଏବଂ ଶକ୍ତିଶାଳୀ । ଏହାର ରୋଗୀଙ୍କର ଶରୀରରେ ଶୀଘ୍ର ବିସ୍ତାର କରିବା କ୍ଷମତା ସହିତ ସ୍ଥିତିକୁ ସଙ୍କଟ ଜନକ କରିଥାଏ। ସାଇନ୍ସ…
ରାଜ୍ୟରେ ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି: ଜୟଶଙ୍କର
ନୂଆଦିଲ୍ଲୀ,୨୭।୯: ୪ ମାସରୁ ଅଧିକ ସମୟ ଧରି ମଣିପୁରରେ ହିଂସା ଜାରି ରହିଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, କେନ୍ଦ୍ରରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ମଣିପୁରରେ ଶାନ୍ତି ଆଣିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି। ଏଥିସହ ସରକାର ଏପରି…
ଯକ୍ଷ୍ମା ଦୂର କରିବା ପାଇଁ ନୂତନ ଯୋଜନା ଉପରେ ବିଶ୍ୱସ୍ତରୀୟ ସହମତି: ୨୦୩୦ ସୁଦ୍ଧା ଯକ୍ଷ୍ମା ମୁକ୍ତ ହେବ ପୃଥିବୀ…
ଜେନେଭା/ନୂଆଦିଲ୍ଲୀ,୨୭।୯: ୨୦୩୦ସୁଦ୍ଧା ପୃଥିବୀକୁ ଯକ୍ଷ୍ମା ମୁକ୍ତ କରିବାକୁ ଏକ ନୂତନ ଯୋଜନା ଉପରେ ବିଶ୍ୱସ୍ତରରେ ଦେଶମାନେ ସହମତ ହୋଇଛନ୍ତି। ମିଳିତ ଜାତିସଂଘ ସାଧାରଣ ସଭାର ଉଚ୍ଚ ସ୍ତରୀୟ ବୈଠକରେ ପାରିତ ହୋଇଥିବା ରାଜନୈତିକ ଘୋଷଣାନାମାରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ଏକ…
ଦକ୍ଷିଣ ଚାଇନା ସାଗରରେ ଭାସମାନ ପ୍ରତିବନ୍ଧକ ହଟାଇବା ପାଇଁ ବେଜିଂ ଫିଲିପାଇନ୍ସକୁ ଦେଲା ଚେତାବନୀ …
ବେଜିଂ, ୨୭।୯: ବିବାଦୀୟ ଦକ୍ଷିଣ ଚାଇନା ସାଗରରେ ଫିଲିପାଇନ୍ସ ଏବଂ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ବାସ୍ତବରେ, ଫିଲିପାଇନ୍ସର ମତ୍ସ୍ୟଜୀବୀ ଜାହାଜକୁ ଅଟକାଇବା ପାଇଁ ବେଜିଂ ଭାସମାନ ପ୍ରତିବନ୍ଧକ ସ୍ଥାପନ କରିଥିଲା। ଫିଲିପାଇନ୍ସ ଏଗୁଡିକୁ ହଟାଇ ଦେଇଛି। ଏହା ପରେ…
ସହଯୋଗକୁ ଆହୁରି ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ ଦେଉଛି ଭାରତ-ଆମେରିକା
ଓ୍ବାଶିଂଟନ୍,୨୭।୯: ଆମେରିକା ଏବଂ ଭାରତ ମଧ୍ୟରେ ଗତ କିଛି ବର୍ଷରେ ବାଣିଜ୍ୟ ସହିତ ସାମରିକ ସମ୍ପର୍କ ମଧ୍ୟ ଦ୍ରୁତ ଗତିରେ ମଜବୁତ ହୋଇଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ତଥା ଚାଇନା ବିପଦକୁ ଦୃଷ୍ଟିରେ ରଖି ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି…
Archives


