Home

ବାଣ କାରଖାନରେ ବିସ୍ଫୋରଣ ୭ ମୃତ

କୋଲକାତା,୨୭।୮: ପଶ୍ଚିମବଙ୍ଗର ଦତ୍ତପୁକୁରରେ ଥିବା ଏକ ବାଣ କାରଖାନାରେ ରବିବାର ବିସ୍ଫୋରଣ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ବାସିନ୍ଦାଙ୍କ ମତରେ ଅତିକମରେ ୬-୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣରେ କିଛି ଘର କ୍ଷତିଗ୍ରସ୍ତ…

ମୁନ ମିଶନ ଯୋଗ ଯୋଗୁ ଚନ୍ଦ୍ରପୃଷ୍ଠରେ ପଡି ରହିଛି ୨୦୦ଟନ୍‌ ଆବର୍ଜନା, ୧୦୦ ବ୍ୟାଗ ମାନବ ମଳ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୨୭।୮: ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ କରିଛି ଚନ୍ଦ୍ରାୟାନ ୩। ଚନ୍ଦ୍ରାବତରଣ ପରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ସେମାନଙ୍କ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛନ୍ତି। ତେବେ କେବଳ ରକେଟ୍‌ ନୁହେଁ ମାନବ ରକେଟ୍‌ ମଧ୍ୟ ୧୯୫୦ରୁ ମହାକାଶକୁ…

ଲଣ୍ଡନରେ ଥିବା ‘ଇଣ୍ଡିଆ କ୍ଲବ୍‌’ ସବୁଦିନ ପାଇଁ ହୋଇଯିବ ବନ୍ଦ, ସ୍ବାଧୀନତା ସଂଗ୍ରାମରେ ରହିଛି ଏହାର ସ୍ବତନ୍ତ୍ର ଯୋଗଦାନ

ଲଣ୍ଡନ,୨୭।୮: ଲଣ୍ଡନରେ 70 ବର୍ଷ ପୁରୁଣା ଐତିହାସିକ ‘ଇଣ୍ଡିଆ କ୍ଲବ’ ସବୁଦିନ ପାଇଁ ବନ୍ଦ ହେବାକୁ ଯାଉଛି। ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଏହାର ସ୍ବତନ୍ତ୍ର ଯୋଗଦାନ ରହିଛି। କୃଷ୍ଣ ମେନନଙ୍କ ସମେତ ଜାତୀୟତାବାଦୀ ସଂଗ୍ରାମୀଙ୍କ କେନ୍ଦ୍ର ଭାବରେ ଏହି କ୍ଲବ ଜଣାଶୁଣା…

ଏବେ ହେବା ସୂର୍ଯ୍ୟମୁହାଁ: ମନ କି ବାତରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୭।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୧୦୪ତମ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରି ଚନ୍ଦ୍ରଯାନ ମିଶନକୁ ପ୍ରଶଂସା କରିବା ସହ କହିଛନ୍ତି ଏହା ଏକ ଉଲ୍ଲେଖନୀୟ ସଫଳତା। ଆମର ବୈଜ୍ଞାନିକମାନଙ୍କ ସହିତ ବିଭିନ୍ନ କ୍ଷେତ୍ର…

ଜେଲରେ କୌଣସି କାମ କରୁ ନ ଥିଲେ ଅମରମଣି-ମଧୁମଣି

ଗୋରଖପୁର,୨୭।୮: କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟାକାଣ୍ଡରେ ୧୮ ବର୍ଷ ୭ ମାସ ଅପରିହାର୍ଯ୍ୟ ସଜା ସମୟରେ ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ୧୭ ବର୍ଷ ୯ମାସ ସଜା କାଟିଥିବା ତାଙ୍କ ପତ୍ନୀ ମଧୁମଣି ଜେଲରେ କୌଣସି କାମ କରୁ ନ…

ମୋବାଇଲ ମାନିଆ: କିଶୋର, ଛୋଟ ପିଲାଙ୍କ ମଧ୍ୟରେ ବଢୁଛି ଅନିଦ୍ରା ସମସ୍ୟା…

ସିଆଟେଲ,୨୭।୮ : କମ୍ପ୍ୟୁଟରରେ ଛୋଟ ପିଲା ଏବଂ କିଶୋରମାନେ ଅଧିକ ସମୟ ବିତାଇବା ଦ୍ୱାରା ଏବେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଆମେରିକାର ସିଆଟେଲ ଶିଶୁ ହସପିଟାଲର ମୁଖ୍ୟ ଚିକିତ୍ସକ ତଥା ସ୍ଲିପିଙ୍ଗ ସେଣ୍ଟରର ମୁଖ୍ୟ ଶିଶୁ ଚିକିତ୍ସକ ମେଡା…

ମ୍ୟୁଜିୟମରୁ ୨୦୦୦ରୁ ଅଧିକ କଳାକୃତି ଗାଏବ

ଲଣ୍ଡନ,୨୭ା୮: ବ୍ରିଟେନ ମ୍ୟୁଜିୟମ୍‌ରୁ ୨୦୦୦ରୁ ଅଧିକ କଳାକୃତି କେଉଁଆଡ଼େ ଗାଏବ ହୋଇଯାଇଛି। ଯାହାକି ଅନ୍‌ଲାଇନ୍‌ରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ସେଗୁଡ଼ିକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି। ଏଥିମଧ୍ୟରୁ କେତେକ ଐତିହାସିକ କଳାକୃତି ମଧ୍ୟ ଉଦ୍ଧାର କରାଯାଇଛି। ଏହି ସମୟରେ…

ଅଷ୍ଟ୍ରେଲିଆରେ ଆମେରିକୀୟ ସୈନ୍ୟ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ମାନବେରା,୨୭।୮: ଅଷ୍ଟ୍ରେଲିଆରେ ସାମରିକ ଅଭ୍ୟାସ ବେଳେ ପ୍ରାୟ ୨୦ ଆମେରିକୀୟ ନୌସେନାଙ୍କୁ ନେଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଡାରୱିନ ଉତ୍ତରରେ ଥିବା ତିୱି ଦ୍ୱୀପପୁଞ୍ଜରେ ଏହି ଘଟଣା ଘଟିଛି। ଅଷ୍ଟ୍ରେଲୀୟ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି, ଏହି ଦୁର୍ଘଟଣା ପ୍ରିଡେଟର ରନ…

ଟ୍ରମ୍ପଙ୍କ ଗୋଟିଏ ଫଟୋର ମୂଲ୍ୟ ପାଖାପାଖି ୫୭କୋଟି ଟଙ୍କା!

ଓ୍ବାଶିଂଟନ,୨୭।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ଫଟୋକୁ ଖୁବ ସମର୍ଥନ ମିଳିଛି। ସୂଚନାଯୋଗ୍ୟ, ଜର୍ଜିଆ ମାମଲାରେ ଡୋନାଲ୍ଡ ଟ୍ରମ୍ଫ ଗୁରୁବାର ଆତ୍ମ ସମର୍ପଣ କରିଥିଲେ। ଏହାପରେ ଟ୍ରମ୍ଫଙ୍କର ଅପରାଧୀଭାବେ ଫୋଲିସ ଏକ ମଗ ସଟ ନେଇଥିଲା। ଏବେ ଏହି…

ଫ୍ଲୋରିଡାରେ ଗୁଳିକାଣ୍ଡ: ୩ ମୃତ…

ଓ୍ବାଶିଂଟନ,୨୭।୮ : ଆମେରିକାର ଫ୍ଲୋରିଡାସ୍ଥିତ ଏକ ଜେନେରାଲ ଷ୍ଟୋରରେ ତିନି ଜଣଙ୍କୁ ଜାତିଆଣ ବିବାଦ ନେଇ ୩ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି। ପୋଲିସ ଅଧିକାରୀ କହିଛନ୍ତି ଗୁଳି ଚଳାଇଥିବା ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେ କହିଛନ୍ତି ହତ୍ୟାକାରୀ ଜାତିଭିତ୍ତିକ…

ପ୍ରିଗୋଝିନଙ୍କ ମୃତ୍ୟୁ ପରେ ବେଲାଋଷ ରାଷ୍ଟ୍ରପତିଙ୍କ ପ୍ରତିକ୍ରିୟା, ଜୀବନ ପ୍ରତି ବିପଦ ଥିବା ନେଇ ୨ଥର ଚେତାଇ ଥିଲି, ହେଲେ ପୁଟିନ…

ମିନସ୍କ,୨୭।୮: ୱାଗନର୍‌ ମୁଖ୍ୟ ୟେଭେଗେନି ପ୍ରିଗୋଝିନଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋ। ସେ କହିଛନ୍ତି, ପ୍ରିଗୋଝିନଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ମୁଁ ତାଙ୍କୁ ଦୁଇଥର ଚେତାବନୀ ଦେଇଥିଲି। ପ୍ରିଗୋଝିନ ଯେବେ ପୁଟିନଙ୍କ ବିରୋଧରେ…

ଆସାମ ଭାଜପା ଏମପିଙ୍କ ଘରୁ ୧୦ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର, ଯାଞ୍ଚ ଆରମ୍ଭ

ଗୁଆହାଟୀ,୨୭।୮: ଆସାମର ଭାଜପା ଏମପି ରାଜଦୀପ ରୟଙ୍କ ସିଲଚଲ ସ୍ଥିତ ଘରୁ ଶନିବାର ସନ୍ଧ୍ୟାରେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଅଟିର ବୟସ ପ୍ରାୟ ୧୦ ବର୍ଷ ହେବ। ସେ ତାଙ୍କ ମାଆ ଓ ଭଉଣୀ ସହ ଏମପିଙ୍କ ଘରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri