ରକେଟ୍ ସେଲ୍ ସହ ଖେଳୁଥିଲେ ପିଲା, ବିସ୍ଫୋରଣ ହୋଇ ୮ଜଣଙ୍କ ଜୀବନ ଗଲା
ଇସଲାମାବାଦ,୨୭ା୯: ପାକିସ୍ତାନର ସିନ୍ଧ ପ୍ରଦେଶର ଏକ ଘରେ ରକେଟ ଲଞ୍ଚର ସେଲ୍ ବିସ୍ଫୋରଣ ହୋଇଥିବା ବେଳେ ଗୋଟିଏ ପରିବାରର ୪ ପିଲାଙ୍କ ସମେତ ଅତି କମ୍ରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ଏନେଇ ପୋଲିସ ସୂଚନା ଦେଇଛି। ଏସ୍ଏସ୍ପି କହିଛି,…
ଅପସ୍ମାରର ଚିକିତ୍ସା ସମ୍ଭବ, ହୋଇ ପାରିବନି ଛାଡପତ୍ରର କାରଣ: ହାଇକୋର୍ଟ…
ମୁମ୍ବାଇ,୨୭।୯ : ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ କହିଛନ୍ତି ସ୍ତ୍ରୀ-ସ୍ବାମୀଙ୍କ ଛାଡପତ୍ର ପାଇଁ ଅପସ୍ମାର ସମସ୍ୟା ଏକ କାରଣ ହୋଇ ପାରିବ ନାହିଁ। ହିନ୍ଦୁ ବିବାହ ଆଇନ ଅନୁଯାୟୀ ଏହାକୁ ଛାଡପତ୍ରର କାରଣ ଭାବରେ ବିବେଚନା କରାଯାଇପାରିବ ନାହିଁ। ବେଞ୍ଚ କହିଛି…
ଆମେ ନୁହଁ କ୍ଷମତା ଲୋଭୀ: ଦେବଗୌଡା…
ବେଙ୍ଗାଲୁରୁ,୨୭।୯ : ଜନତା ଦଳ ଧର୍ମନିରପେକ୍ଷ(ଜେଡିଏସ) ଭାଜପା ନେତୃତ୍ୱାଧୀନ ଏନଡିଏ ମିଳିତ ମେଣ୍ଟରେ ଯୋଗ ଦେଇଥିଲା। ଏହାକୁ ନେଇ ନାନା ଆଲୋଚନା ହେଉଛି। ଜେଡିଏସ ଦଳ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କ୍ଷମତା ଲୋଭ ଯୋଗୁ ଦଳ…
ବାଇଡେନଙ୍କ କୁକୁର ଆକ୍ରମଣରେ ଆମେରିକାର ଗୁପ୍ତ ସେବା କର୍ମଚାରୀ ଆହତ
ଓ୍ବାଶିଂଟନ,୨୭ା୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର ‘କମାଣ୍ଡର’ ଅନ୍ୟ ଜଣେ ଆମେରିକାର ଗୁପ୍ତ ସେବା କର୍ମଚାରୀଙ୍କୁ କାମୁଡ଼ି ଦେଇଛି। ଚାରି ମାସ ମଧ୍ୟରେ ଏହା ହେଉଛି ୧୧ତମ ଆକ୍ରମଣ। ଗୁପ୍ତ ସେବା କର୍ମଚାରୀଙ୍କୁ ବାଇଡେନଙ୍କ କୁକୁର ସୋମବାର ହ୍ବାଇଟ୍ ହାଉସ୍ରେ…
ଦେଶର ନାଗରିକ ଦିନକୁ ୨ ବେଳା ଖାଇବା ପାଇଁ କରୁଛନ୍ତି ସଂଘର୍ଷ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୨୭।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଆନନ୍ଦ ବିହାର ରେଳ ଷ୍ଟେଶନରେ କୁଲିମାନଙ୍କ ସହିତ ହୋଇଥିବା ବାର୍ତ୍ତାଳାପର ଏକ ଭିଡିଓ ଶେୟାର କରି ବେକାରୀ ଏବଂ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଉଠାଇଛନ୍ତି। ରାହୁଲ ୨୧ ସେପ୍ଟେମ୍ବରରେ ଆନନ୍ଦ ବିହାର ରେଳ…
ମୌଳିକ ସୁବିଧାରୁ ବଞ୍ଚିତ ୧୮ ଗାଁର ଲୋକେ, ଜିଲାପାଳଙ୍କୁ ଭେଟି ଜଣାଇଲେ ସମସ୍ୟା
ଛତ୍ରପୁର,୨୭ା୯(ସନ୍ତୋଷ ପାଢ଼ୀ): ସ୍ବାଧୀନତାର ୭୫ ବର୍ଷ ପରେ ବି ଗଞ୍ଜାମ ଜିଲାର ୧୮ଟି ଆଦିବାସୀ ଗ୍ରାମର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ନେଇ ଗ୍ରାମବାସୀ ଲିଖିତ ଭାବେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲା ଖଲ୍ଲିକୋଟ ତହସିଲ ଅନ୍ତର୍ଗତର…
୧୪ ଦେଶର ୪୦ ଖାଲିସ୍ତାନୀଙ୍କ ୱାଶିଂଟନରେ ଗୁପ୍ତ ବୈଠକ: ୮୭ ଦେଶ ବିରୋଧରେ ବିପଜ୍ଜନକ ଷଡଯନ୍ତ୍ର…
ନୂଆଦିଲ୍ଲୀ,୨୭।୯ : ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆମେରିକାର ରାଜଧାନୀ ୱାଶିଂଟନରେ ଖାଲିସ୍ତାନ ସମ୍ବନ୍ଧୀୟ ବିପଜ୍ଜନକ ଯୋଜନା ସହିତ ଏକ ବଡ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଶ୍ୱର ୧୪ ଦେଶରୁ ୪୦ଜଣ ଖାଲିସ୍ତାନୀ ଆତଙ୍କବାଦୀ ଅଂଶଗ୍ରହଣ କରିଥିଲେ। ବୈଠକରେ ଉପସ୍ଥିତ…
ଏହି ବ୍ୟକ୍ତି ନ ଥିଲେ ବିଶ୍ୱକୁ ମିଳି ନ ଥାନ୍ତା ‘ଗୁଗୁଲ୍’…
ନୂଆଦିଲ୍ଲୀ,୨୭।୯: ଗୁଗୁଲ ଏକ ସର୍ଚ୍ଚ ଇଞ୍ଜିନ। ଏଥିଯୋଗୁ ସାଧାରଣ ଲୋକଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଘଟିଛି। କୌଣସି ବିଷୟରେ ଜାଣିବା ଲାଗି ହେଉ ଅଥବା କିଛି କିଣିବା, ପଢ଼ିବା ଲାଗି ତୁରନ୍ତ ଗୁଗୁଲ୍ କରିବାକୁ ପସନ୍ଦ କରୁଛନ୍ତି ଲୋକେ। ୧୯୯୮ରେ ଆରମ୍ଭ…
ଟେକ୍ ସିଇଓ ପାଭା ଲାପେରେଙ୍କୁ ହତ୍ୟା
ନ୍ୟୁୟର୍କ,୨୭।୯: ଆମେରିକାର ଟେକ ସିଇଓ ପାଭା ଲାପେରେଙ୍କୁ ହତ୍ୟା କରାଯାଇଛି। ଏକ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ମିଳିଛି। ତାଙ୍କ ମୁଣ୍ଡରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି। ଇକୋମ୍ୟାପ ଟେକ୍ନୋଲୋଜିର ସହ-ପ୍ରତିଷ୍ଠାତା ପାଭା ଲାପେରେ ବାଲଟିମୋର ସହରର ଏକ ଆପାର୍ଟମେଣ୍ଟରେ ତାଙ୍କ ମୃତଦେହ…
କଇଁଛ ପିଠିରେ ବସି ମଜା ନେଉଛି କୁକୁରଛୁଆ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ କୁକୁରର ଏକ ସୁନ୍ଦର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ଏକ କଇଁଛ ପିଠିରେ ବସିଥିବା ନଜର ଆସିଛି। ଭିଡିଓରେ କୁକୁରଛୁଆଟି କଇଁଛର ପଛପଟୁ ଆସି ତା’ ପିଠିରେ ବସିବା ପାଇଁ ଅନେକ ଚେଷ୍ଟା କରି ବିଫଳ ହେବା…
ନୀତୀଶଙ୍କ ବହୁ ସମର୍ଥକ ଆମ ଯୋଗାଯୋଗରେ: କୁଶବାହା…
ପାଟନା,୨୭।୯ : ରାଷ୍ଟ୍ରୀୟ ଲୋକ ଜନତା ଦଳର ମୁଖ୍ୟ ଉପେନ୍ଦ୍ର କୁଶବାହା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଅନେକ ଜେଡିୟୁ ନେତା ଆମ ସହ ଯୋଗାଯୋଗରେ ଅଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ସମ୍ପୂର୍ଣ୍ଣ ଧ୍ୱଂସ…
ଗୋଧ୍ରା ଘଟଣାବେଳେ ସରକାର ଚଳାଇବାରେ ମୋର ଅଭିଜ୍ଞତା ନ ଥିଲା: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୭।୯: ଭାଏବ୍ରାଣ୍ଟ୍ ଗୁଜରାଟ ସମ୍ମିଳନୀର ୨୦ ବର୍ଷ ସମାପ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସେ ଗୋଧ୍ରା ଘଟଣାକୁ ମନେ ପକାଇ ସେହି ସମୟରେ ତାଙ୍କର ସରକାର ଚଳାଇବାରେ ତାଙ୍କର ଅଭିଜ୍ଞତା ନ ଥିଲା…
Archives


