Home

ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୯(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର…

ଶେଷ ହେଲା ମୌସୁମୀ: ସାମାନ୍ୟ ବର୍ଷା କହିଲା ପାଣିପାଗ ବିଭାଗ…

ନୂଆଦିଲ୍ଲୀ,୩୦।୯ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର କହିଛି ସାଧାରଣ ବୃଷ୍ଟିପାତ ସହିତ ଭାରତରେ ଚାରି ମାସର ମୌସୁମୀ ଋତୁ ଶେଷ ହୋଇଛି। ବିଭାଗର ସୂଚନାନୁସାରେ,ଦୀର୍ଘକାଳୀନ ହାରାହାରି ବୃଷ୍ଟିପାତ ୮୮.୬ ମିଲିମିଟର ଥିବାବେଳେ ଚଳିତ ଥର ଏହା ସାମାନ୍ୟ ହୋଇ…

ତୋଟାରୁ ମିଳିଲା ନରକଙ୍କାଳ

ବିଷମକଟକ,୩୦ା୯(ବିଭୂତି ନାୟକ): ରାୟଗଡ଼ା ଜିଲା ବିଷମକଟକ ଥାନା ନିର୍ଗୁଣ୍ଡି ଗ୍ରାମ ୧୨ ବଖରା ଅଞ୍ଚଳର ନୀଳଗିରି ତୋଟାରେ ଏକ ନର କଙ୍କାଳ ଠାବ କରିଛି ପୋଲିସ। ଏହି ନରକଙ୍କାଳ ନିର୍ଗୁଣ୍ଡି ଗ୍ରାମର ସ୍ବାମ ମାଣ୍ଡିକାର ବୋଲି ପରିବାର ପକ୍ଷରୁ ଜଣାପଡ଼ିଛି। ତେବେ…

ସିଫର ମାମଲାରେ ଇମ୍ରାନ ଦୋଷୀ ସାବ୍ୟସ୍ତ…

ଇସଲାମାବାଦ,୩୦।୯ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କୁ ସିଫର ମାମଲାରେ ଦେଶର ସର୍ବୋଚ୍ଚ ଅନୁସନ୍ଧାନକାରୀ ସଂସ୍ଥା ଏଫଆଇଏ ଦୋଷୀ ସାବ୍ୟସ୍ତ କରିଛି। ନ୍ୟୁଜ ଏଜେନ୍ସି…

ରାଜସ୍ଥାନ-ମଧ୍ୟପ୍ରଦେଶ-ଛତିଶଗଡ଼ରେ ସରକାର ଗଠନ କରିବ ଭାଜପା:ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ…

ଚିତ୍ରକୂଟ,୩୦।୯ : ପୁଣିଥରେ ଚିତ୍ରକୂଟର ତୁଳସୀ ପୀଠାଧିଶ୍ୱର ପଦ୍ମବିଭୂଷଣ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଭବିଷ୍ୟବାଣୀ କରିଛନ୍ତି। ଏଥର ୩ଟି ରାଜ୍ୟ ପାଇଁ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ପକ୍ଷରୁ ଭବିଷ୍ୟବାଣୀ କରାଯାଇଛି। ମଧ୍ୟପ୍ରଦେଶର ରାଜସ୍ଥାନ, ଛତିଶଗଡ ପାଇଁ ସେ କହିଛନ୍ତି ଏଥର ଭାଜପା ସରକାର ଏସବୁ…

ଟ୍ରେନ୍‌ ରହଣି ଦାବିରେ ଅକ୍ଟୋବର ୨ରେ ଧାରଣା

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବି ଜୋର ଧରିଛି। ପୂର୍ବରୁ ଏହି ଷ୍ଟେଶନରେ ପୁରୀ-ତିରୁପତି ଏବଂ ଭୁବନେଶ୍ୱର-ଜଗଦଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ରହି ଆସୁଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଅନ୍ୟ ସମସ୍ତ ଟ୍ରେନ ସହ ଉକ୍ତ ଦୁଇଟି ଦ୍ରୁତଗାମୀ…

କୈଳାସ ବିଜୟଭର୍ଗୀୟଙ୍କ ଗୀତରେ ନାଚିଲେ କଂଗ୍ରେସ କର୍ମୀ, ସୋସିଆଲ ମିଡ଼ିଆରେ ଭାଇରାଲ…

ଇନ୍ଦୋର,୩୦।୯ : ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ କଂଗ୍ରେସ କର୍ମୀମାନେ ଭାଜପା ନେତାଙ୍କ ଗୀତରେ ମନ ଭରି ନାଚିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ, ଗଣେଶ ମୂର୍ତ୍ତି ବିସର୍ଜନ…

ତୁର୍କୀରେ ପ୍ରଥମ ଫିଲ୍ମ ମହୋତ୍ସବ ବାତିଲ

ଆଙ୍କାରା,୩୦ା୯: ତୁର୍କୀରେ ପ୍ରଥମ ଫିଲ୍ମ ମହୋତ୍ସବ ବାତିଲ କରିବାକୁ ଆଣ୍ଟାଲିଆ ମେୟର ମୁହିଟିନ ବୋକେକ୍‌ ଘୋଷଣା କରିଛନ୍ତି। ୨୦୧୬ ପୁଲଓ୍ବାମା ଆକ୍ରମଣ ପରେ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ମଧ୍ୟରେ ତୁର୍କୀର ସର୍ବ ପୁରାତନ ଫିଲ୍ମ ମହୋତ୍ସବକୁ ବାତିଲ…

ସରକାର ଜନତାଙ୍କ ପାଇଁ ହେବା ଜରୁରୀ, ଜଣେ ଦୁଇ ଜଣ ଶିଳ୍ପପତିଙ୍କ ଲାଗି ନୁହେଁ: ରାହୁଲ…

ଭୋପାଳ,୩୦।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ମଧ୍ୟପ୍ରଦେଶର ଶାଜାପୁର ଜିଲାର କାଲାପିପାଲ ବିଧାନସଭା ନିର୍ବାଚନମଣ୍ଡଳୀରେ ପୋଲାଇକାଲାରେ ପହଞ୍ଚି ସେଠାରେ ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ମଧ୍ୟପ୍ରଦେଶ ହେଉଛି ଦେଶରେ ଦୁର୍ନୀତିର…

ଗୋଟିଏ ଦିନରେ ୨କୋଟି ଲୋକ କଲେ ଟ୍ରେନରେ ଯାତ୍ରା, ରେକର୍ଡ ସୃଷ୍ଟି କଲା ଚାଇନା ରେଲଓ୍ବେ

ବେଜିଂ,୩୦।୯: ଚାଇନାରେ ଗୋଟିଏ ଦିନରେ ୨କୋଟି ଲୋକ ଟ୍ରେନରେ ଯାତ୍ରା କରିଛନ୍ତି। ସେପ୍ଟେମ୍ବର ୨୯ର ଏହି ତଥ୍ୟ ଚାଇନା ରେଲଓ୍ବେରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ୧୮୫୪ ଅତିରିକ୍ତ ଟ୍ରେନ ସହିତ ସମୁଦାୟ ୧୨ହଜାର ୫୩୭ଟି ଟ୍ରେନ ଚଳାଚଳ କରିଥିଲା।…

ଆମେରିକା ଶଟ୍‌ଡାଉନ୍‌ ହେବା ପଛରେ ରହିଛି ଏହି କାରଣ

ଓ୍ବାଶିଂଟନ,୩୦ା୯: ଆମେରିକା ଶଟ୍‌ଡାଉନ୍‌ ହେବାକୁ ଯାଉଛି। ଶନିବାର ରାତିରୁ ଏହି ଶଟ୍‌ଡାଉନ୍‌ ଲାଗୁ କରାଯିବ। ତେବେ କେଉଁ କାରଣ ପାଇଁ ଏହି ଶଟ୍‌ଡାଉନ୍‌ ହେବ ଏବଂ କେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ସେନେଇ ସୂଚନା ମିଳିଛି। ଏକ ରିପୋର୍ଟ ଅନୁଯାୟୀ, ସରକାରୀ…

କିଏ ଅସଲି ନିଏ ନକଲି ଶିବସେନା: ଶିବାଜୀ ପାର୍କରେ ଦଶହରା ରାଲି ଅନୁମତି ପାଇଁ ଶିନ୍ଦେ-ିଉଦ୍ଧବ ମୁହାଁମୁହିଁ…

ମୁମ୍ବାଇ,୩୦।୯ : ମହାରାଷ୍ଟ୍ରରେ ପୁଣି ଗତ ବର୍ଷ ଭଳି ରାଜନୈତିକ ବିବାଦର ପୁନରାବୃତ୍ତି ହୋଇଛି। ଶିବସେନାର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ଅକ୍ଟୋବର ୨୪ ରେ ମୁମ୍ବାଇର ଶିବାଜୀ ପାର୍କରେ ଦଳର ଦଶହରା ରାଲି ଆୟୋଜନ କରିବାକୁ ଅନୁମତି ମାଗିଛନ୍ତି। ୧୯୬୬ମସିହାରେ ଆରମ୍ଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri