ଭାଜପାକୁ ଭୋଟ ଦେଇଥିଲେ ମୁସଲିମ ମହିଳା, ଭାଉଜଙ୍କୁ ନିସ୍ତୁକ ଭାବେ ପିଟିଲେ ଦିଅର
ଭୋପାଳ,୯।୧୨: ମଧ୍ୟପ୍ରଦେଶର ସେହୋରରେ ଆଶ୍ଚର୍ଯ୍ୟ କରିଦେବା ଘଟଣା ସାମ୍ନାକୁ ଆସିଛି। ଜଣେ ମୁସଲମାନ ସମ୍ପ୍ରଦାୟର ମହିଳା ଭାଜପାକୁ ଭୋଟ ଦେଇଥିବାରୁ ତାଙ୍କ ଦିଅର ତାଙ୍କୁ ନିସ୍ତୁକ ଭାବେ ମାଡ ମାରିଛନ୍ତି। ଦିଅର ଜଣକ ତାଙ୍କୁ ଚାପୁଡା, ଗୋଇଠା ଓ ନିର୍ମମ ଭାବେ…
କେଇ ସେକେଣ୍ଡରେ ବିଶାଳ କୁମ୍ଭୀରକୁ ଗିଳିଲା ଅଜଗର: କ୍ୟାମେରାରେ କଏଦ ହେଲା ଲୋମ ଟାଙ୍କୁରା ଭିଡିଓ; ଦେଖନ୍ତୁ…
କୁମ୍ଭୀର ଦୁନିଆର ସବୁଠାରୁ ଭୟଙ୍କର ଶିକାରୀମାନଙ୍କ ମଧ୍ୟରୁ ଗୋଟିଏ। ଏହା ବଡ଼ ପଶୁମାନଙ୍କ ଶିକାର ବେଶ ସହଜରେ କରିଦିଏ। ବିଶେଷକରି ପାଣିରେ କୁମ୍ଭୀରର ଶକ୍ତି ଅଧିକ ଥାଏ ବୋଲି କୁହାଯାଏ। ହେଲେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି,…
ଭାରତୀୟ ଛାତ୍ରୀଛାତ୍ରଙ୍କ ପାଇଁ ମଶାଣି ପାଲଟିଛି ବିଦେଶ ମାଟି: କାନାଡାରେ ସର୍ବାଧିକ ମୃତ୍ୟୁ
ନୂଆଦିଲ୍ଲୀ,୯।୧୨: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଉଛନ୍ତି ଭାରତୀୟ ଛାତ୍ରୀଛାତ୍ର। ସ୍ବପ୍ନର ବିଡା ମୁଣ୍ଡରେ ଲଦିବା ସହ କେଇ ମୁଠା ଆଶାରେ ଘର ଠୁ ବାହାରେ ରହି ପାଠ ପଢୁଛନ୍ତି। ହେଲେ ବାପାମାଆଙ୍କ ଆଶା ନେଇ ବାହାରକୁ ପଢିବାକୁ ଯାଇଥିବା ସନ୍ତାନ ପାଇଁ…
କିଏ ସେ ମହୁଆ ମୋଇତ୍ର? ବ୍ୟାଙ୍କିଂ କ୍ୟାରିୟର ଛାଡ଼ି ଆସିଥିଲେ ରାଜନୀତିକୁ; ଭାଜପାକୁ କଟାକ୍ଷ କରି ରହୁଥିଲେ ଚର୍ଚ୍ଚାରେ; ଏବେ ହେଲେ ବହିଷ୍କୃତ…
ନୂଆଦିଲ୍ଲୀ,୯।୧୨: ପାର୍ଲାମେଣ୍ଟରେ ପ୍ରଶ୍ନ ପଚାରିବା ଲାଗି ଲାଞ୍ଚ ନେବା ଅଭିଯୋଗ ଉପରେ ଏଥିକ୍ସ କମିଟି ରିପୋର୍ଟ ଆଧାରରେ ତୃଣମୂଳ କଂଗ୍ରେସ(ଟିଏମ୍ସି) ଏମ୍ପି ମହୁଆ ମୋଇତ୍ରଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ଏହାକୁ ନେଇ ସେ ଚର୍ଚ୍ଚାରେ ରହିଥିବା ବେଳେ ଆସନ୍ତୁ ତାଙ୍କ ରାଜନୈତିକ…
ଏଆଇକୁ କଣ୍ଟ୍ରୋଲ କରିବାକୁ ହେବ ଆଇନ, ପ୍ରଥମଥର ରାଜି ହେଲା ୟୁରୋପୀୟ ୟୁନିଅନ
ନୂଆଦିଲ୍ଲୀ,୯।୧୨: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆରମ୍ଭରେ ଯେତିକି ଆକର୍ଷଣୀୟ ଥିଲା, ତାହା ବର୍ତ୍ତମାନ ସମାନ ଭାବରେ ବିପଜ୍ଜନକ ହୋଇପଡିଛି। କେବଳ ଭାରତ ନୁହେଁ, ଆମେରିକା ସମେତ ବିଶ୍ୱର ଅନେକ ଦେଶ ଏଆଇ ଦ୍ୱାରା ଅସୁବିଧାରେ ପଡିଛନ୍ତି। ଏଆଇର ଲାଭ ଅଛି କିନ୍ତୁ…
‘ଜଳବାୟୁ ପରିବର୍ତ୍ତନ ସବୁଠାରୁ ବଡ ଚ୍ୟାଲେଞ୍ଜ’, ଇନଫିନିଟି ଫୋରମ ୨.୦ରେ କହିଲେ ମୋଦି
ନୂଆଦିଲ୍ଲୀ,୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇନଫିନିଟି ଫୋରମ ୨.୦ର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଇନଫିନିଟି ଫୋରମର ପ୍ରଥମ ସଂସ୍କରଣ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଡିସେମ୍ବର ୨୦୨୧ରେ ଆମେ ପ୍ରଥମ ଇନଫିନିଟି…
ପିଏମ କିଶାନ ଯୋଜନା: ଏହି ଲାଭାର୍ଥିଙ୍କ ରେଜିଷ୍ଟ୍ରେଶନ ହେବ ରଦ୍ଦ, ମିଳିବ ନାହିଁ ୧୬ତମ କିସ୍ତି
ନୂଆଦିଲ୍ଲୀ,୯।୧୨: ପ୍ରଧାନମନ୍ତ୍ରୀ କିଶାନ ସାମ୍ମାନ ନିଧି ସରକାରଙ୍କ ଏକ ମହତ୍ୱାକାଂକ୍ଷୀ ଯୋଜନା। ତେଣୁ ଏହାକୁ ପ୍ରଧାନମନ୍ତ୍ରୀ ମୋଦି ନିଜେ ନଜର ରଖିଛନ୍ତି। ବର୍ତ୍ତମାନ ହିତାଧିକାରୀଙ୍କ ଆକାଉଣ୍ଟରେ ୧୬ତମ କିସ୍ତି ଜମା କରିବା ନେଇ ଅଭିଯୋଗ ଆରମ୍ଭ ହୋଇଛି। କିନ୍ତୁ ଏହାପୂର୍ବରୁ ସରକାର…
ମୁଖ୍ୟମନ୍ତ୍ରୀ ଦୌଡରୁ ବାହାରିଗଲେ ବାବା ବାଲକନାଥ! ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ଏଭଳି ସଙ୍କେତ
ଜୟପୁର,୯।୧୨: ରାଜସ୍ଥାନ ବିଧାନସଭାରେ ବିଜୟ ପରେ ଭାରତୀୟ ଜନତା ପାର୍ଟି (ଭାଜପା) ଏଠାରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେନେଇ ସନ୍ଦେହ ଘେରରେ ରହିଛି। ସବୁଠାରୁ ଚର୍ଚ୍ଚିତ ଚେହେରାମାନଙ୍କ ମଧ୍ୟରେ ବାବା ବାଲକନାଥଙ୍କ ନାମ ଅଛି ଯାହାକୁ ରାଜସ୍ଥାନର ଯୋଗୀ ମଧ୍ୟ କୁହାଯାଏ।…
ମହୁଆଙ୍କ ଭଳି ଭାଜପାର ଏମପି ବି ହୋଇଥିଲେ ବହିଷ୍କାର, ସେତେବେଳେ ଆଡଭାନୀ କହିଥିଲେ…
ନୂଆଦିଲ୍ଲୀ,୯।୧୨: ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ମାମଲାରେ ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ତେବେ ଲୋକସଭାରୁ ବହିଷ୍କାର ହେବା ଘଟଣାରେ ମହୁଆ ପ୍ରଥମ ଏମପି ନୁହନ୍ତି। ୧୮ବର୍ଷ ପୂର୍ବେ ୨୦୦୫ ଡିସେମ୍ବର ୨୪ରେ…
ଭେଟେରାନ ଅଭିନେତ୍ରୀଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୋଦି
ବେଙ୍ଗାଲୁରୁ: କନ୍ନଡ ସିନେମାର ଭେଟେରାନ ଅଭିନେତ୍ରୀ ଲୀଲାବତୀଙ୍କର ଶୁକ୍ରବାର 85 ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କର୍ନାଟକର ନେଲମଂଙ୍ଗାଲାର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାପରେ ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି…
ଦାଗ ନ ଥିଲେ କିଣନ୍ତୁ ନାହିଁ ରସୁଣ, ସ୍ବାସ୍ଥ୍ୟ ପାଇଁ ଖୁବ ହାନିକାରକ
ନୂଆଦିଲ୍ଲୀ,୯।୧୨: ଯଦି ଆପଣ ନିଜକୁ ଚାଇନାରୁ ନକଲି ରସୁଣରୁ ରକ୍ଷା କରିବାକୁ ଏବଂ ଭାରତରେ ଉତ୍ପାଦିତ ପ୍ରକୃତ ରସୁଣକୁ ଚିହ୍ନଟ କରିବାକୁ ଚାହୁଁଛନ୍ତି, ତେବେ ଏହି ପଦ୍ଧତି ଅତି ସହଜ । ବଜାରରେ ବିକ୍ରି ହେଉଥିବା ନକଲି ରସୁଣ ଧଳା ଅଟେ।…
ମାନବିକତା ପାଇଁ ଲଜ୍ୟା: ଗଳିତ ଅବସ୍ଥାରେ ଗାଜା ହସ୍ପିଟାଲରୁ ମିଳୁଛି ନବଜାତକଙ୍କ ମୃତଦେହ
ଜେରୁଜେଲମ,୯।୧୨: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଅକଳ୍ପନୀୟ ମାନବିକ ବିପର୍ଯ୍ୟୟ ଆଣିଛି। ଗାଜାର ଅଲ ନସ୍ର ହସ୍ପିଟାଲର ଆଇସିୟୁରେ ନବଜାତ ଶିଶୁଙ୍କ ମୃତଦେହ ଗଳିତ ଅବସ୍ଥାରେ ମିଳିଛି। ଗାଜାର ଜଣେ ସାମ୍ବାଦିକ ଡାକ୍ତରଖାନାର ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ…

