ଦାରିଙ୍ଗବାଡ଼ିରେ ପର୍ଯ୍ୟଟନର ବିକାଶ ପାଇଁ ୧୭ କୋଟି ୧୦ ଲକ୍ଷ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଦାରିଙ୍ଗବାଡ଼ି,୬ା୧୧(ଅରୁଣ ସାହୁ): କନ୍ଧମାଳ ଜିଲାର ସମସ୍ତ ୧୨ଟି ବ୍ଲକରେ ସୋମବାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଦାରିଙ୍ଗବାଡ଼ି ବ୍ଲକର ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିଡିଓ ଗଦାଧର ପାତ୍ର ପରିଚାଳନା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ…
ଦିଲ୍ଲୀ ପବନରେ ଜହର ପାଇଁ ଦାୟୀ ହରିୟାଣା: ଏଏପି-ଭାଜପା ମୁହାଁମୁହିଁ…
ନୂଆଦିଲ୍ଲୀ,୬।୧୧ : ଜାତୀୟ ରାଜଧାନୀ ଦିଲ୍ଲୀର ଖରାପ ଜଳବାୟୁକୁ ନେଇ ରାଜନୀତି ଆରମ୍ଭ ହୋଇଛି। ପରସ୍ପର ବିରୁଦ୍ଧରେ ଅଭିଯୋଗ ଏବଂ ପ୍ରତିବାଦ ପ୍ରକ୍ରିୟା ଜାରି ରହିଛି। ସୋମବାର ଆମ ଆଦମୀ ପାର୍ଟି(ଏଏପି) ଦିଲ୍ଲୀର ଖରାପ ପବନ ପାଇଁ ହରିୟାଣାକୁ ଦାୟୀ କରିଛି।…
ମୁଖ୍ୟମନ୍ତ୍ରୀ ଆସନ ପାଇଁ ନାହିଁ ଲାଳସା: ଜ୍ୟୋତିରାଦିତ୍ୟ
ନୂଆଦିଲ୍ଲୀ,୬।୧୧: ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ କମଲ ନାଥ ମଧ୍ୟପ୍ରଦେଶରେ ଏକ ‘ସଂପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ’ ସରକାର ଚଳାଇଥିଲେ। ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ପାଖରେ ସମୟ ନ ଥିବାରୁ ବିଧାୟକ ତଥା ଲୋକଙ୍କୁ ‘ଚଲୋ, ଚଲୋ’ କହିଥିଲେ। ତେଣୁ…
ସମ୍ବଲପୁରବାସୀ ଅବସର ବିନୋଦନରୁ ବଞ୍ଚିତ
ସମ୍ବଲପୁର,୬।୧୧(ଭବାନୀ ଶଙ୍କର ଭୋଇ): ବଡ଼ବଜାର ନିକଟରେ ରିଙ୍ଗ ରୋଡ଼ କଡ଼ରେ ରହିଛି ସମ୍ବଲପୁର ଉନ୍ନୟନ ପ୍ରାଧିକରଣ (ଏସ୍ଡିଏ)ର ଗୌରୀ ଶଙ୍କର ପାର୍କ। ଏଠାରେ ଦୀର୍ଘଦିନ ହେବ ଷ୍ଟ୍ରିଟ ଲାଇଟ ଜଳୁ ନ ଥିବା ସହ ପାର୍କରେ ରହିଥିବା ଖେଳଣା ଏବଂ ବ୍ୟାୟାମ…
ଶୁଭମନ-ସାରାଙ୍କ ମଧ୍ୟରେ ଡେଟିଂ ଖବରକୁ କନଫର୍ମ କଲେ ସାରା
କରଣ ଜୋହରଙ୍କ ଲୋକପ୍ରିୟ ଟକ ଶୋ କଫି ଓ୍ବିଥ୍ କରନ ସିଜନ ୮ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ଶୋ’ର ଦୁଇଟି ଏପିସୋଡ ପ୍ରସାରିତ ହୋଇଛି। ପ୍ରଶଂସକମାନେ ଏହାର ତୃତୀୟ ଏପିସୋଡକୁ ଅପେକ୍ଷା କରିଛନ୍ତି, ଯାହାର ପ୍ରୋମୋ ମଧ୍ୟ ପ୍ରକାଶ ପାଇଛି। କରଣଙ୍କ…
କମୁଛି ମାଟି ଦୀପ ଚାହିଦା, ଚିନ୍ତାରେ କୁମ୍ଭକାର
ତେନ୍ତୁଳିଖୁଣ୍ଟି,୬।୧୧(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଗ୍ରାମରେ ନବେରୁ ଊର୍ଦ୍ଧ୍ୱ କୁମ୍ଭକାର ପରିବାର ବାସ କରନ୍ତି। ସେଥିମଧ୍ୟରୁ ପ୍ରାୟତଃ ଅଧାରୁ ଅଧିକ କୌଳିକ ବୃତ୍ତିକୁ ମାଟି ନିର୍ମିତ ସାମଗ୍ରୀର ବଜାର ଚାହିଦା ନ ଥିବାରୁ ନିଜ ପରିବାର ପ୍ରତିପୋଷଣ…
୪୦୦ ବର୍ଷ ପରେ ଧନତେରସରେ ଶୁଭ ସଂଯୋଗ, ଏସବୁ ୪ ରାଶି ପାଇଁ ଧନବର୍ଷା ଯୋଗ…
ଚଳିତ ବର୍ଷ ଧନତେରସରେ ପୁଷ୍ୟା ନକ୍ଷତ୍ରରେ ଶୁଭଯୋଗ ହେବାକୁ ଯାଉଛି । ଦୀପାବଳି ୧୨ ନଭେମ୍ବରରେ ଏବଂ ଧନତେରସ ୧୦ ନଭେମ୍ବରରେ ପଡୁଛି। ପୁଷ୍ୟା ନକ୍ଷତ୍ର ସକାଳ ୭ ଟା ୫୭ରୁ ପୂର୍ବାହ୍ନ ୧୦ଟା ୨୯ ପର୍ଯ୍ୟନ୍ତ ରହିବ। ଶନି ପୁଷ୍ୟା…
ଇସ୍ରୋର ଭବିଷ୍ୟତ ମହାକାଶ କାର୍ଯ୍ୟକ୍ରମ
ପୂର୍ବତନ ସୋଭିଏଟ୍ ରୁଷ୍ ୧୯୫୭ ମସିହାରେ ପୃଥିବୀ କକ୍ଷକୁ ପ୍ରଥମ ଉପଗ୍ରହ ‘ସ୍ଫୁଟନିକ୍-୨’ ପଠାଇବା ପରେ ମହାକାଶ ଯୁଗ ଆରମ୍ଭ ହେଲା ଏବଂ ଏହା ପରେ ମହାକାଶ ଅଭିଯାନ କ୍ଷେତ୍ରରେ ରୁଷିଆ ଓ ଆମେରିକା ମଧ୍ୟରେ ପ୍ରତିଯୋଗିତା ଚାଲିଲା। ଭାରତ ଏଥିରେ…
ଆମେରିକା ସେନା ଏୟାରବେସ ଉପରେ ପାଲେଷ୍ଟାଇନ ସମର୍ଥକଙ୍କ ଆକ୍ରମଣ
ଅଦାନା,୬।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର କୌଣସି ସଙ୍କେତ ଦେଖା ଯାଉନାହିଁ। କ୍ରମାଗତ ଭାବରେ ପରସ୍ପର ଉପରେ ରକେଟ ଗୁଳି ଚଳାଯାଉଛି। ଇସ୍ରାଏଲ ସୈନ୍ୟବାହିନୀ ହମାସର ପ୍ରତ୍ୟେକ ଆତଙ୍କବାଦୀଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ଏହା ସହିତ…
ମହିଳାଙ୍କଠାରୁ କୁନି ଶିଶୁଙ୍କୁ ନେଇ ଖେଳାଇବାକୁ ଲାଗିଲେ ପ୍ରଧାନମନ୍ତ୍ରୀ ମୋଦି: ଦେଖନ୍ତୁ ଭାଇରାଲ୍ ଭିଡିଓ
ଭୋପାଳ,୬।୧୧: ମଧ୍ୟପ୍ରଦେଶର ସିଓନି ଜିଲାରେ ନିର୍ବାଚନ ମଞ୍ଚରେ ବିରୋଧୀ ଦଳମାନଙ୍କୁ ଟାର୍ଗେଟ୍ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଭିନ୍ନ ରୂପ ଦେଖିବାକୁ ମିଳିଥିଲା। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ଏକ ଛୋଟ ପିଲାକୁ କୋଳରେ ନେଇ ତାଙ୍କୁ ବହୁତ ଗେହ୍ଲା…
ଆୟୋସ ମାଲେଟ ମାଛ ଉପରେ ଗବେଷଣା
ବ୍ରହ୍ମପୁର,୬ା୧୧(ତନୁଶ୍ରୀ ନାହାକ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଥିବା ନୂତନ ପ୍ରଜାତିର ଆୟୋସ ମାଲେଟ୍ ମାଛ ଉପରେ ଗବେଷଣା ଜାରି ରହିଛି। ପଶ୍ଚିମ ଓଡ଼ିଶାର ସୋନପୁରଠାରେ ପ୍ରବାହିତ ମହାନଦୀରେ ଏହି ମାଛ ଠାବ କରାଯାଇଥିବା ବିଭାଗର ଅଧ୍ୟାପକ ପ୍ରଫେସର…
ଏ ସ୍ମଲ ଷ୍ଟେପ୍’ ଡକ୍ୟୁମେଣ୍ଟାରି ଜାତୀୟ ପୁରସ୍କାର ପାଇଁ ମନୋନୀତ
କୋରାପୁଟ,୬ା୧୧(ଅମିତାଭ ବେହେରା): ଜାତୀୟତୀୟ ସ୍ତରରେ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଦ୍ୱାରା ‘କମ୍ୟୁନିଟି ମିଡିଆ ଚାଲେଞ୍ଜ-୨୦୨୩’ ଶୀର୍ଷକରେ ଆୟୋଜିତ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ପ୍ରତିଯୋଗିତାରେ ଓଡିଆ ଝିଅ ଝରଣା କାଦ୍ରାକା ଅଂଶଗ୍ରହଣ କରି ଜାତୀୟ ସ୍ତରୀୟ ଦ୍ୱିତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଚଳିତ…
Archives


