Home

‘ସିଂହ ଛିଙ୍କି ଦେବାରୁ ଜନ୍ମ ହେଲା ବିଲେଇ’, ଏମିତି ଜ୍ଞାନ ଦେଲେ ପାକିସ୍ତାନୀ ମୌଲବି

ଇସଲାମାବାଦ,୯।୧୨: ମଣିଷମାନେ ଏହି ବିଶ୍ୱର ସବୁଠାରୁ ବୁଦ୍ଧିମାନ ପ୍ରାଣୀ ଭାବରେ ପରିଗଣିତ ହୁଅନ୍ତି। ଏହା ବ୍ୟତୀତ ଏହି ପୃଥିବୀରେ ଅନ୍ୟ ଅନେକ ପ୍ରାଣୀ ବାସ କରନ୍ତି। ଗୋଟିଏ ଦୁଇ ଗୋଡ଼ କି ଚାରି ଗୋଡ଼। ଅନେକ ପ୍ରାଣୀ ମଧ୍ୟ ମାନବଙ୍କ ଦ୍ୱାରା…

ଚର୍ଚ୍ଚାରେ ଏୟାର ଏସିଆ ସିଇଓ, ଯାତ୍ରା ପାଇଁ ମିଳିଲାନି ନିଜ କମ୍ପାନୀର ବିମାନ

ନୂଆଦିଲ୍ଲୀ,୯।୧୨: ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏୟାର ଏସିଆ ସିଇଓଙ୍କୁ ଯାତ୍ରା ପାଇଁ ନିଜ କମ୍ପାନୀର ବିମାନ ମିଳିଲା ନାହିଁ। ଯାହା ଯୋଗୁଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା। ଏୟାର ଏସିଆ ସିଇଓ ଟେନେି ଫେର୍ଣ୍ଣାଣ୍ଡିଜ…

ଲେଡି ନକ୍ସଲ କମାଣ୍ଡରରୁ କ୍ୟାବିନେଟ ମନ୍ତ୍ରୀ

ହାଇଦ୍ରାବାଦ,୯।୧୨: ଲେଡି ନକ୍ସଲ କମାଣ୍ଡରୁ ରାଜନୀତି, ପୁଣି ୩ଥର ବିଧାୟକ ଆଉ ଏବେ କ୍ୟାବିନେଟ ମନ୍ତ୍ରୀ। ଯାହା ଏବେ ଚର୍ଚ୍ଚାର ଶିରୋନାମାରେ ରହିଛି। ସିଥାକା! ଯାହାଙ୍କ ପୁରା ନାଁ ହେଉଛି ଡାନ୍‌ସାରୀ ଅନସୂୟା ସିଥାକା। କିନ୍ତୁ ସିଥାକା ନାଁରେ ଖୁବ୍‌ ଜଣାଶୁଣା।…

ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୯।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କର ୭୭ ତମ ଜନ୍ମଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ମୋଦି ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ଦୀର୍ଘ ଦିନ…

ରୁହନ୍ତୁ ସାବଧାନ, ବଜାରରେ ମିଳୁଛି ନକଲି ଚାଇନିଜ ରସୁଣ

ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୧୨: ନକଲି ଚାଉଳ ଏବଂ ନକଲି ଅଣ୍ଡା ଭାରତୀୟ ବଜାରରେ ବିକ୍ରି ହେଉଥିବା ନେଇ ଦାବି ହୋଇସାରିଛି। ବର୍ତ୍ତମାନ ଯଦି କୁହାଯାଏ ଯେ ଆପଣଙ୍କ ରୋଷେଇ ଘରେ ରଖାଯାଇଥିବା ସୁନ୍ଦର ଧଳା ରସୁଣ ବାସ୍ତବ ନୁହେଁ କିନ୍ତୁ ନକଲି। ଜଣେ ଆମେରିକୀୟ…

ବଲିଉଡରେ ଡେବ୍ୟୁ କରିବେ ଆର୍ଯ୍ୟମନ ଦେଓଲ

ମୁମ୍ବାଇ: ‘ଆନିମଲ’ର ବ୍ଲକବଷ୍ଟର ସଫଳତା ହେତୁ ବବି ଦେଓଲ ଆଜିକାଲି ବେଶ ଖୁସି ଅଛନ୍ତି। ଏହି ମୁଭିଟି ବକ୍ସ ଅଫିସରେ ରାଜ କରୁଛି ଏବଂ ଏହା ମଧ୍ୟ ଭଲ କଲେକଶନ କରୁଛି। ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ମୁଭି ‘ଆନିମଲ’ରେ ଖୁଂଖାର ଭିଲେନ…

ଟ୍ରମ୍ଫଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

ଓ୍ବାଶିଂଟନ,୯।୧୨: ଆମେରିକାର ଅପିଲିୟ କୋର୍ଟ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗ୍ୟାଗ ଅର୍ଡରରେ କିଛି ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଏକ ଗ୍ୟାଗ ଅର୍ଡର ହେଉଛି ଏକ ଆଦେଶ ଯେଉଁଥିରେ ବିଚାରପତି, ଓକିଲ, ପକ୍ଷ କିମ୍ବା ସାକ୍ଷୀଙ୍କୁ ଏହି ମାମଲା…

ସଫଳ ହେଲା କେସିଆରଙ୍କ ହିପ ରିପ୍ଲେସମେଣ୍ଟ ସର୍ଜରୀ

ହାଇଦ୍ରାବାଦ,୯।୧୨: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ସି.ଆର ବା କେ ଚନ୍ଦ୍ରଶେଖର ରାଓ ଗୁରୁବାର ରାତିରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏରାଭେଲିରେ ଥିବା ତାଙ୍କ ବାସଭବନରେ ପଡ଼ିଯିବା କାରଣରୁ ତାଙ୍କ ଶରୀରରେ ଏକ ଫ୍ୟାକ୍ଚଚର ହୋଇଥିଲା, ଏହା ପରେ ଡାକ୍ତରମାନେ…

ଆଖିରୁ ବାହାରିଲା ୬୦ ଜୀବନ୍ତ ପରଜୀବୀ

ବେଜିଂ: ନିକଟରେ ଡାକ୍ତରମାନେ ଜଣେ ମହିଳାଙ୍କ ଆଖିରୁ ଜୀବନ୍ତ ୬୦ଟି ପରଜୀବୀ ବାହାର କରିଛନ୍ତି। ଚାଇନାର କୁନ୍‌ମିଙ୍ଗସ୍ଥିତ ଜଣେ ମହିଳାଙ୍କ ଆଖି ସବୁବେଳେ କୁଣ୍ଡେଇ ହେଉଥିଲା। ସେ ଦିନେ ତାଙ୍କ ଆଖି କୁଣ୍ଡେଇବା ବେଳକୁ ଏକ କୀଟ ଖସିପଡ଼ିଥିଲା। ମହିଳା ଜଣକ…

ମାଟିରୁ ବାହାରୁଛି ସୁନା

ବିଶାଖାପାଟଣା, ୯।୧୨: ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲାର ଶ୍ରୀକଲାହସ୍ତି ନିକଟ ଗ୍ରାମରେ ଲୋକେ ମାଟିରୁ ସୁନା ବାହାର କରୁଛନ୍ତି। ଅନେକ ପିଢ଼ି ଧରି ଗ୍ରାମବାସୀ ଏହି କାର୍ଯ୍ୟ କରିଆସୁଛନ୍ତି। ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇର ପ୍ରସିଦ୍ଧ ଦୋକାନଗୁଡ଼ିକରେ ଅଳଙ୍କାର ପ୍ରସ୍ତୁତି ବେଳେ ଧୂଳି,…

ସବୁଠୁ ବଡ଼ ପ୍ରାଇଭେଟ୍‌ ଜେଟ୍‌ ‘ଫ୍ଲାଇଂ ମେନଶନ’

ନୂଆଦିଲ୍ଲୀ, ୯ା୧୨: ବିଶ୍ୱର ସବୁଠୁ ବଡ଼ ପ୍ରାଇଭେଟ୍‌ ଜେଟ୍‌କୁ ‘ଫ୍ଲାଇଂ ମେନଶନ’ ଅର୍ଥାତ୍‌ ‘ଉଡ଼ନ୍ତା ମହଲ’ ନାମ ଦିଆଯାଇଛି। ଏହି ଜେଟ୍‌ ଦେଖିବାକୁ ଏତେ ସୁନ୍ଦର ଯେ କେହି କେବେ ସ୍ବପ୍ନରେ କଳ୍ପନା ବି କରି ନ ଥିବେ। ଏଥିରେ ଅନେକ…

ବିକଶିତ ଭାରତ ସଂକଳ୍ପ ଯାତ୍ରା: ସାମିଲ ହେଲେଣି କୋଟିଏରୁ ଅଧିକ

ନୂଆଦିଲ୍ଲୀ, ୯ା୧୨(ପିଆଇବି): ନଭେମ୍ବର ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ଖୁଣ୍ଟିରେ ଶୁଭାରମ୍ଭ କରିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସାରା ଦେଶରେ ନାଗରିକମାନଙ୍କ ସହ ସମ୍ପକର୍ର୍ ବୃଦ୍ଧି ଉଦ୍ଦେଶ୍ୟରେ ଏକ ପରିବର୍ତ୍ତନକାରୀ ଅଭିଯାନ ରୂପେ ଉଭା ହୋଇଛି। ଉଦ୍‌ଘାଟନର ମାସକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?