Home

ସମୁଦ୍ରକୂଳରେ ଛିଡ଼ା ହୋଇ ଲହଡ଼ିର ମଜା ନେଉଛି ଜଙ୍ଗଲର ରାଜା, ମନେ ପଡ଼ିଲା ‘ନାର୍ନିଆ’; ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ

ନିକଟରେ ଗୁଜରାଟ ସମୁଦ୍ରକୂଳରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକି ପ୍ରକୃତିକୁ ଭଲ ପାଉଥିବା ଏବଂ ପଶୁପ୍ରେମୀଙ୍କ ହୃଦୟ ଜିତିଛି। ଭାରତୀୟ ବନ ସେବା(ଆଇଏଫ୍‌ଏସ୍‌) ଅଧିକାରୀ ପରବୀନ କାଶଓ୍ବାନ ଏକ ପୋଷ୍ଟ ଶେୟାର କରିଥିଲେ। ଏଥିରେ ସମୁଦ୍ରକୂଳରେ ଜଙ୍ଗଲର ରାଜା…

ଦେଶ ପାଇଁ ବାପା ଜିତିଥିଲେ ସୁନା, ଏବେ ଝିଅ ବି ଆଣିଲେ ପଦକ

ହାଙ୍ଗଝୋ,୧।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ପାଇଁ ରବିବାର ଏକ ଭଲ ଦିନ ଥିଲା। ଟିମ ଇଣ୍ଡିଆ ଆଜି ଗୋଟିଏ ସ୍ବର୍ଣ୍ଣ ଏବଂ ଦୁଇଟି ରୌପ୍ୟ ପଦକ ଜିତିଛି। ଶୁଟିଂରେ ଭାରତ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଛି। ମହିଳା ଦଳ ଇଭେଣ୍ଟରେ…

ଅଙ୍କିତଙ୍କ ସହ ଅଳିଆ ସଫା କଲେ ମୋଦି

ନୂଆଦିଲ୍ଲୀ,୧।୧୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ସାରା ଦେଶରେ ସ୍ବଚ୍ଛତା ଅଭିଯାନ ଆରମ୍ଭ ହୋଇଛି। ଆଜି ଦେଶର ହଜାର ହଜାର ଲୋକ ଏହି ସ୍ବଚ୍ଛତା ଅଭିଯାନରେ ଭାଗ ନେଇଥିଲେ। ଦେଶବ୍ୟାପୀ ସ୍ବଚ୍ଛତା ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌ ଉପରେ, ନେତାଙ୍କଠାରୁ ଆରମ୍ଭ…

ଝିଅର ନାମ ରଖିବା ନେଇ ହାଇକୋର୍ଟରେ ମାତାପିତା…

ଥିରୁଭାନନ୍ତପୁରମ,୧।୧୦ : କେରଳ ହାଇକୋର୍ଟରେ ଏକ ନିଆରା ମାମଲା ପହଞ୍ଚିଛି। ଝିଅର ନାମ ରଖିବାକୁ ନେଇ ତାଙ୍କ ମାତାପିତା ନିଜ ନିଜ ମଧ୍ୟରେ ଝଗଡା କରିଥିଲେ। ଦୁହେଁ ନିଜ ନିଜ ଅନୁସାରେ ନାମକରଣ କରିବାକୁ ଚାହୁଁଥିଲେ, କିନ୍ତୁ ପରସ୍ପର କଥା ଶୁଣିବାକୁ…

ସଂସଦରେ ଶଟଡାଉନ ଉପରେ ଭୋଟିଂ ପୂର୍ବରୁ ସାଂସଦ ଦବାଇଲେ ଫାୟାର ଆଲାର୍ମ, ସୃଷ୍ଟି ହେଲା ଭୟର ବାତାବରଣ

ଓ୍ବାଶିଂଟନ,୧।୧୦: ଆମେରିକାର ପ୍ରତିନିଧି ସଭାର ସଦସ୍ୟ ତଥା ଡେମୋକ୍ରାଟିକ ସାଂସଦ ଜମାଲ ବୋମନ ଶନିବାର ସରକାରୀ ଅର୍ଥ ବିଲ ଉପରେ ଭୋଟ ଦେବାର କିଛି ସମୟ ପୂର୍ବରୁ କାନନ ହାଉସ ଅଫିସ ବିଲ୍ଡିଂରେ ଫାୟାର ଆଲାର୍ମ ବଜାଇଥିଲେ, ଏହାପରେ ବୋମନଙ୍କ ଏହି…

ଦମ୍ପତିଙ୍କ ଉପରେ କାର୍‌ ଚଢାଇଦେଲେ ପ୍ରସିଦ୍ଧ ଅଭିନେତା

କନ୍ନଡ ସିନେମାର ପ୍ରସିଦ୍ଧ ଅଭିନେତା ନାଗଭୂଷଣ ଜଣେ ଦମ୍ପତିଙ୍କ ଉପରେ କାର୍‌ ଚଢାଇ ଦେଇଛନ୍ତି। ବେଙ୍ଗାଲୁରୁରେ ଏହି ଦମ୍ପତି ରାସ୍ତାରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୁଷ ଏବେ ବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ପ୍ରସଙ୍ଗରେ…

ଭାରତ-ବାଂଲାଦେଶ ମଧ୍ୟରେ ଜେଡବ୍ଲ୍ୟୁଜିର ୧୫ତମ ବୈଠକ

ନୂଆଦିଲ୍ଲୀ/ଢାକା,୧ା୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୧୫ତମ ଜେଡବ୍ଲ୍ୟୁଜି ବୈଠକ ବନ୍ଦର ପ୍ରତିବନ୍ଧକକୁ ହଟାଇବା, ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା (ସିଇପିଏ)ର ଶୁଭାରମ୍ଭ, ମାନାଙ୍କ ପାରସ୍ପରିକ ସ୍ବୀକୃତି, ବାଂଲାଦେଶକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ସଡ଼କ ଏବଂ ରେଳ ଭିତ୍ତିଭୂମି ବିକାଶ ତଥା…

ରାଜସ୍ଥାନ ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗଙ୍କ ବଡ ସୂଚନା, ଖୁବଶୀଘ୍ର ହୋଇପାରେ ତାରିଖ ଘୋଷଣା

ଜୟପୁର,୧।୧୦: ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ଯେଉଁଠାରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି।ରାଜସ୍ଥାନ ମଧ୍ୟ ସେହି ୫ଟି ରାଜ୍ୟରେ ଅନ୍ତର୍ଭୁକ୍ତ ହୋଇଛି । ତେବେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏବେ ପର୍ଯ୍ୟନ୍ତ ତାରିଖ ଘୋଷଣା କରାଯାଇନାହିଁ। ଏହି ସମୟରେ ଖୁବ ଶୀଘ୍ର…

୩୫୦ ବର୍ଷ ପରେ ଛତ୍ରପତି ଶିବାଜୀ ମହାରାଜଙ୍କ ‘ବାଘନଖ’ ବ୍ରିଟେ୍‌ରୁ ଅଣାଯିବ ଭାରତ

ମୁମ୍ବାଇ,୧।୧୦: ଚଳିତ ବର୍ଷ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜାଭିଷେକ କାର୍ଯ୍ୟ ୩୫୦ ବର୍ଷ ପୂରଣ ହେଉଛି। ଏହି ଅବସରରେ ବର୍ଷ ୧୬୫୯ରେ ମସିହାରେ ଛତ୍ରପତି ଶିବାଜୀ ମହାରାଜ ଯେଉଁ ବାଘ ନଖ (ବାଘ ନଖ ପରି ଲୁହା ଅସ୍ତ୍ର) ସହାୟତାରେ ଅଫଜଲ…

ସ୍ବଚ୍ଛତା ଅଭିଯାନରେ ସାମିଲ ହେଲେ ଭାଜପା ନେତା…

ନୂଆଦିଲ୍ଲୀ,୧।୧୦ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜନ୍ମ ବାର୍ଷିକୀ ପୂର୍ବରୁ ସାରା ଦେଶରେ ସ୍ବଚ୍ଛତା ଅଭିଯାନ ଜାରି ରହିଛି। ସ୍ବଚ୍ଛତା ଅଭିଯାନରେ ଭାଗ ନେବାକୁ ମନ୍ତ୍ରୀ, ନେତା ଏବଂ ସାଧାରଣ ଲୋକ ସକାଳୁ ଉତ୍ସାହର ସହିତ ଆଗକୁ ଆସୁଛନ୍ତି।…

ତୁର୍କୀରେ ବିସ୍ଫୋରଣ: ୨ ପୋଲିସ କର୍ମଚାରୀ ଆହତ

ଆଙ୍କାରା,୧ା୧୦: ତୁର୍କୀର ରାଜଧାନୀ ଆଙ୍କାରାଠାରେ ରବିବାର ଖୁବ୍‌ ଜୋରରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। କିଛି ରିପୋର୍ଟରେ କୁହାଯାଇଛି, ଏହି ବିସ୍ଫୋରଣ ପରେ ଗୁଳି ବିନିମୟ ହୋଇଥିଲା। ତୁର୍କୀ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ଆଙ୍କାରାର ରାଜଧାନୀରେ ଥିବା ଏକ ବିଲ୍ଡିଂରେ ଗ୍ରେନେଡ୍‌…

ମାନବାଧିକାର ଆୟୋଗରେ ପହଞ୍ଚିଲା ଏମପି ଦାନିସ ଅଲ୍ଲିଙ୍କ ଅପଶବ୍ଦ କହିଥିବା ମାମଲା

ନୂଆଦିଲ୍ଲୀ,୧।୧୦: ଅମରୋହାରୁ ବାହୁଜନ ସମାଜ ପାର୍ଟି ଏମପି ଦାନିସ ଅଲ୍ଲିଙ୍କ ସହ ସଂସଦରେ ଅଶ୍ଳୀଳତା ମାମଲା ଜାତୀୟ ମାନବ ଅଧିକାର ଆୟୋଗରେ ପହଞ୍ଚିଛି। ଏହି ପ୍ରସଙ୍ଗରେ ରାମପୁର ବାସିନ୍ଦା ଆରଟିଆଇ କାର୍ଯ୍ୟକର୍ତ୍ତା ଦାନିସ ଖାନ ଅଭିଯୋଗ କରିଥିଲେ। ଦାନିସ ଖାନ ଡି.କେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri