Home

ଅଧାରେ ରହିଗଲା ଆଇପିଏଲ୍‌ରେ ଖେଳିବା ସ୍ବପ୍ନ, ଦକ୍ଷତା ସତ୍ତ୍ୱେ ନିରାଶ ହେଲେ…

ନୂଆଦିଲ୍ଲୀ,୨୦।୧୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ସାରା ବିଶ୍ୱର ଲୋକପ୍ରିୟ ଲିଗ୍‌ କ୍ରିକେଟ୍‌ ମଧ୍ୟରୁ ଅନ୍ୟତମ। ଏଥିରେ ଦେଶ ତଥା ବିଦେଶର ଖେଳାଳିମାନେ ଖେଳିବା ଲାଗି ସ୍ବପ୍ନ ଦେଖିଥାନ୍ତି। ପ୍ରଦର୍ଶନ ଆଧାରରେ ଅନେକଙ୍କୁ ସେହି ସୁଯୋଗ ମିଳେ। ହେଲେ କିଛି ଖେଳାଳିଙ୍କ ସ୍ବପ୍ନ…

ICC ODI Rankings: ମ୍ୟାଚ୍‌ ନ ଖେଳି ବି ବାବର ନମ୍ବର ଓ୍ବାନ୍‌, ଶୀର୍ଷ ସ୍ଥାନ ହରାଇଲେ ଗିଲ୍‌

ଦୁବାଇ,୨୦।୧୨: ଆଇସିସି ପକ୍ଷରୁ ଦିନିକିଆ ର଼୍ୟାଙ୍କିିଂ ତାଲିକା ପ୍ରକାଶ ପାଇଛି। ଏଥିରେ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମ ପୁଣିଥରେ ପ୍ରଥମ ସ୍ଥାନକୁ ଫେରିଥିବା ଦେଖାଯାଇଛି। ଫଳରେ ଭାରତୀୟ ଓପନର ଶୁବମନ ଗିଲ ତଳକୁ ଖସିଛନ୍ତି। ଗତ ମାସରେ ଦିନିକିଆ ବିଶ୍ୱକପ୍‌…

କ୍ୟାଟ୍ରିନାଙ୍କ ନୂଆ ଅବତାର

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ନୂଆବର୍ଷରେ ନୂଆ ଅବତାରରେ ଦେଖିବାକୁ ମିଳିବ। ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ ଘୋଷଣା ହେବା ପରଠାରୁ ଦର୍ଶକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ତେବେ ୧୨ ଜାନୁୟାରୀ ୨୦୨୪ରେ ଏହି ଫିଲ୍ମ୍‌ ପ୍ରେକ୍ଷାଳୟରେ ମୁକ୍ତିଲାଭ…

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଇମ୍ରାନଙ୍କ ଦଳ

ଇସଲାମାବାଦ,୨୦ା୧୨: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅତି କମ୍‌ରେ ତିନୋଟି ନିର୍ବାଚନମଣ୍ଡଳୀରୁ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ତାଙ୍କ ଦଳ ଘୋଷଣା କରିଛି। ୭୧ ବର୍ଷୀୟ ପୂର୍ବତନ କ୍ରିକେଟର ରାଜନେତା ଏହି ବର୍ଷ ଅଗଷ୍ଟ ମାସରେ…

ସାଇକେଲକୁ ମୁହାଁମୁହିଁ ଧକ୍କା ଦେଲା ବାଇକ୍‌: ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ଛତ୍ରପୁର,୨୦ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ପିଏଚ୍‌ଡି ରାସ୍ତା ଚାରିଛକଠାରେ ସାଇକେଲ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦୁଇ ଜଣଙ୍କର ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ମୃତକ ଦୁଇ ଜଣ ରୁକୁଣି ଗାଁର…

ଜିଆର୍‌ଏସ୍‌ ବହିଷ୍କାର ଘଟଣା: ଜାନୁୟାରୀ ୯କୁ ଘୁଞ୍ଚିଲା ଶୁଣାଣି

ହାଟଡିହୀ,୨୦ା୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବାଲିବରେଇ ପଞ୍ଚାୟତର ପୂର୍ବତନ ଜିଆର୍‌ଏସ୍‌ ପୂର୍ଣ୍ଣେନ୍ଦୁ କୁମାର ଥାଟୋଇଙ୍କୁ ଜିଲାପାଳଙ୍କ ଆଦେଶ ନଂ ୮୯୫୫/୨୮.୧୧.୨୦୨୩ରେ ଚାକିରିରୁ ବହିଷ୍କାର କରିଥିଲେ। ଉକ୍ତ ବହିଷ୍କାର ଆଦେଶ ବିରୋଧରେ ଜିଆର୍‌ଏସ୍‌ ଥାଟୋଇ ଗତ ୪.୧୨.୨୦୨୩ରେ ମାନ୍ୟବର ଓଡ଼ିଶା…

ଆଞ୍ଚଳିକ ପରିବହନ ବିଭାଗର ଗାଡ଼ିମୋଟର ଯାଞ୍ଚ, ୨ ଲକ୍ଷ ଟଙ୍କା ଜରିମାନା ଆଦାୟ

ଦାରିଙ୍ଗବାଡ଼ି,୨୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଦାରିଙ୍ଗବାଡ଼ିଠାରେ ଗାଡ଼ିମୋଟର ଯାଞ୍ଚ କରାଯାଇଛି। ବାଇକ୍‌ ଚାଳକଙ୍କ ହେଲମେଟ, ଗାଡ଼ିକାଗଜପତ୍ର ଯାଞ୍ଚ ସହ ବସ୍‌, ଟ୍ରାକ୍ଟର, ଟ୍ରକ୍‌, ଅଟୋ ଆଦିର କାଗଜପତ୍ର ଯାଞ୍ଚ କରାଯାଇଛି। ମୋଟ୍‌ ୩୮ଟି ଚାଲାଣ କଟାଯାଇ…

ଜିଏନ୍‌ଏମ୍‌ ପରୀକ୍ଷା ପାଇଁ ବୋର୍ଡ ପ୍ରକାଶ କଲା ନୂଆ ପ୍ରୋଗ୍ରାମ

ହାଟଡିହୀ,୨୦ା୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଥିବା ଓରାଳି ନର୍ସିଂ ସ୍କୁଲର ଛାତ୍ରୀଛାତ୍ରଙ୍କର ଡିସେମ୍ବର ୧୮ ଏବଂ ୧୯ରେ ହେବାକୁ ଥିବା ପରୀକ୍ଷା ବନ୍ଦ ହୋଇଥିଲା। ଏହି ପରୀକ୍ଷା ଜାନୁୟାରୀ ୫ ଏବଂ ୬ରେ ହେବ ବୋଲି ପ୍ରୋଗ୍ରାମ…

ଶିବମନ୍ଦିର ଭିତରେ ନବଜାତ ଶିଶୁକନ୍ୟା ଛାଡ଼ି ପଳାଇଲେ

ସରଣ୍ଡା,୨୦ା୧୨(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର ଜିଲା ରେଙ୍ଗାଲି ଅଞ୍ଚଳରୁ ବୋରଓ୍ବେଲ୍‌ ଭିତରୁ ନବଜାତ ଶିଶୁ ଉଦ୍ଧାର ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ବୁଧବାର ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗା ଶିବ ମନ୍ଦିରରୁ ଜଣେ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି।…

ଆକାଉଣ୍ଟରୁ ଟଙ୍କା ହଡ଼ପ କରି ଗିରଫ ହେଲେ ଦମ୍ପତି

ମୋରଡ଼ା,୨୦ା୧୨(ସ୍ମାରକ ମାଜୀ): ଆକାଉଣ୍ଟରୁ କୌଶଳ କ୍ରମେ ଟଙ୍କା ଉଠାଇ ହଡ଼ପ କରିଥିବା ଦମ୍ପତିଙ୍କୁ ମୋରଡ଼ା ଥାନା ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ରୂପାଲି ଭକ୍ତାଙ୍କ…

ରାସ୍ତା ନିର୍ମାଣ ନେଇ ବନାଞ୍ଚଳ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ରାଇରଙ୍ଗପୁର,୨୦ା୧୨(ମନୋରଞ୍ଜନ ତିରିଆ): ବାମନଘାଟୀ ଉପଖଣ୍ଡ ଅଧୀନସ୍ଥ ବିଜାତଳା ବ୍ଲକ ଚଢ଼େଇପାହାଡ଼ି ପଞ୍ଚାୟତର ୪ ଗ୍ରାମ ଯଥା- ବଡ଼ଜାରୀ, କିତାବେଡ଼ା, ଡାହୁପାଣି ଏବଂ ଫୁଲବାଡ଼ିଆର ଲୋକମାନେ ବଡ଼ଜାରୀଠାରୁ କିତାବେଡ଼ା ପର୍ଯ୍ୟନ୍ତ ରାସ୍ତାକୁ ପିଚୁ କରାଯିବା ପାଇଁ ଅନୁମତି ଦେବାକୁ ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀଙ୍କର…

କାହିଁକି ବଦଳିଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ? ଦଳର କ୍ରିକେଟ ମୁଖ୍ୟ କହିଲେ କାରଣ…

ନୂଆଦିଲ୍ଲୀ,୨୦।୧୨: ନିକଟରେ ପ୍ରଶଂସକଙ୍କୁ ଚମକାଇ ମୁମ୍ବାଇ ଇଣ୍ଡିଆନ୍ସ ଏହାର ଅଧିନାୟକ ପରିର୍ତ୍ତନ କରିଥିଲା। ରୋହିତ ଶର୍ମାଙ୍କ ସ୍ଥାନରେ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତ କରିଛି। ଏହାକୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଏଭଳି ନିଷ୍ପତ୍ତି ପଛର କାରଣ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?