Home

ଘରେ କେତେ ଟଙ୍କା ନଗଦ ରଖିପାରିବେ? ଜାଣନ୍ତୁ କ’ଣ କୁହେ ଆୟକର ବିଭାଗର ନିୟମ

ନୂଆଦିଲ୍ଲୀ,୨୦।୧୨: ଆୟକର ଚଢ଼ାଉରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଘରେ କୋଟି କୋଟି ଟଙ୍କାର ନଗଦ ରାଶି ରଖିଥିବା ଜଣାପଡ଼ୁଛି। ନିକଟରେ କଂଗ୍ରେସ ଏମ୍‌ପି ଧୀରଜ ପ୍ରସାଦ ସାହୁଙ୍କ କଥାକୁ ଉଦାହରଣସ୍ବରୂପ ନିଆଯାଇପାରେ। ତାଙ୍କ ନିକଟରୁ ବିଭାଗ ୩୫୧ କୋଟି ଜବତ କରିଥିଲା।…

ବିବାହିତା ମହିଳା ପାଖରେ ରଖି ପାରିବେ କେତେ ସୂନା ? ସରକାରୀ ନିୟମ ଉଲ୍ଲଂଘନ କଲେ ଲାଗୁ ହେବ ଜରିମାନା…

ନୂଆଦିଲ୍ଲୀ,୨୦।୧୨ : ଭାରତୀୟମାନଙ୍କ ପାଇଁ ସୁନା ସବୁଠାରୁ ପ୍ରିୟ ଧାତୁ। ବିବାହ, ଅଳଙ୍କାରଠାରୁ ଆରମ୍ଭ କରି ପୂଜା ପର୍ଯ୍ୟନ୍ତ ସବୁ ସ୍ଥାନରେ ଏହାକୁ ପ୍ରାଧାନ୍ୟ ଦିଆଯାଇଥାଏ । ଏହା ମଧ୍ୟ ଭାରତୀୟମାନଙ୍କ ପାଇଁ ସବୁଠାରୁ ପବିତ୍ର ଧାତୁ। ଏହା ଦୁନିଆର ସବୁଠାରୁ…

ହମାସ ନୁହେଁ ଇସ୍ରାଏଲ ଲୋକଙ୍କୁ ବନ୍ଧକ ରଖିଛନ୍ତି ଗାଜା ନାଗରିକଙ୍କ ଭିଡ…

ଜେରୁଜେଲମ,୨୦।୧୨ : ଅକ୍ଟୋବର ୭ ରେ ଗାଜା ସ୍ଥିତ ହମାସ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଇସ୍ରାଏଲ ଉପରେ ପାଞ୍ଚ ହଜାର ରକେଟ ମାଡ କରାଯାଇଥିଲା। ଆକ୍ରମଣକାରୀମାନେ ଗାଜା ସହିତ ଇସ୍ରାଏଲ ସୀମାରେ ଥିବା ବାଡ ଭାଙ୍ଗି ଦେଇଥିଲେ। ଏହା ପରେ ହମାସ…

କରୋନା ଭାଇରସ ନୂଆ ଭାରିଆଣ୍ଟର ମିମିକ୍ରି କଲେ ଡାକ୍ତର, ଭିଡିଓ ଭାଇରାଲ

ପୁଣି ଥରେ ଡରାଇଲାଣି କରୋନା। ଦେଶରେ ୬୧୪ କରୋନା ମାମଲା ରେକର୍ଡ ହୋଇଥିବାବେଳେ ୨୪ଘଣ୍ଟାରେ ୩ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହାକୁ ନେଇ ଏକ ମିମ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଜଣେ ଡାକ୍ତର ମଜାଦାର ଅନ୍ଦାଜରେ କରୋନାର…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୪ ଛୁଇଁଲା, ୨୪ ଘଣ୍ଟାରେ ୩ ମୃତ…

ନୂଆଦିଲ୍ଲୀ,୨୦।୧୨ : ପୁଣିଥରେ ଭାରତରେ କରୋନା ଭାଇରସ ସଂକ୍ରମଣ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ତିନି ଜଣଙ୍କ ମୃତ୍ୟୁ ସହିତ ସାରା…

ଚିନ୍ତା ବଢାଇଲାଣି କରୋନା: କର୍ନାଟକରେ ଗଲା ଜଣଙ୍କ ଜୀବନ

ବେଙ୍ଗାଲୁରୁ,୨୦।୧୨: କର୍ନାଟକରେ କରୋନାର ନୂଆ ଭାରିଆଣ୍ଟ ଜେଏନ୍‌. ୧ ଚିନ୍ତା ବଢାଇଦେଇଛି। ଏଠାରେ କରୋନା କାରଣରୁ ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂତ୍ରରୁ ପ୍ରକାଶ ଯେ, ତାଙ୍କ ରକ୍ତ ନମୁନାକୁ ଯାଞ୍ଚ ପାଇଁ…

ନିର୍ବାଚନ ଲଢିବେ କଙ୍ଗନା

ନୂଆଦିଲ୍ଲୀ,୨୦।୧୨: ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ହେଲେ କିଛିଦିନ ହେବ ନିର୍ବାଚନ ଲଢିବେ କି ନାହିଁ ସେ ନେଇ ଚର୍ଚ୍ଚାରେ ଥିଲେ। ତେବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବାପା…

ମଧ୍ୟପ୍ରଦେଶକୁ ଫେରିଲା କରୋନା, ମାଳଦ୍ୱୀପରୁ ଫେରିଥିବା ଦମ୍ପତି କୋଭିଡ ପଜିଟିଭ୍‌

ଭୋପାଳ,୨୦।୧୨: ପୁଣିଥରେ ମୁଣ୍ଡ ଟେକିଲାଣି କରୋନା। ମିନି ମୁମ୍ବାଇ କୁହାଯାଉଥିବା ଇନ୍ଦୋରରୁ ୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କରୋନା ଭାଇରସର ନୂଆ ମାମଲା ସାମ୍ନାକୁ ଆସିବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇଦେଇଛି। କରୋନା ସଂକ୍ରମିତ ହୋଇଥିବା…

୯ ଦିନରେ ଦୁଇଗୁଣା କରୋନା ସଂକ୍ରମଣ ନେଇ ରାଜ୍ୟଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ: ସତର୍କ ରୁହ, ରାଜନୀତିଠାରୁ ରୁହ ଦୂରେଇ…

ନୂଆଦିଲ୍ଲୀ,୨୦।୧୨ : ଦେଶରେ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୁଧବାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ରାଜନୀତିର ଉର୍ଦ୍ଧ୍ୱକୁ ଉଠି ଏକାଠି କାମ କରିବାକୁ ସେ ରାଜ୍ୟ ସରକାରଙ୍କୁ…

ଟିକେଟ କଟିବ ନା ରହିବ: ଭାଜପା ଏମପିଙ୍କ ବଢ଼ିଲା ଚିନ୍ତା, ଲୋକଙ୍କ ମତାମତ ନେବେ ସରକାର…

ନୂଆଦିଲ୍ଲୀ,୨୦।୧୨ : ଲୋକସଭା ନିର୍ବାଚନକୁ ମାତ୍ର କିଛି ମାସ ବାକି ଅଛି। ଏହାକୁ ଦୃଷ୍ଟିରେ ରଖି ଏମପି ପ୍ରାର୍ଥୀଙ୍କ ପାଇଁ ଭାଜପା ବିଚାର ବିମର୍ଷ ଆରମ୍ଭ କରିଛି। ଏଥିପାଇଁ ନମୋ ଆପ୍‌ରେ ଜନ-ମନ ସର୍ଭେ ଆରମ୍ଭ ହୋଇଛି। ଯେଉଁଥିରେ ସିଧାସଳଖ ଜନସାଧାରଣଙ୍କଠାରୁ…

ଏହି ଅନକ୍ୟାପଡ ଖେଳାଳିଙ୍କ ଭିତରେ ଧୋନିଙ୍କ ଝଲକ ଦେଖିଛନ୍ତି ଗାଙ୍ଗୁଲି

ନୂଆଦିଲ୍ଲୀ,୨୦।୧୨: ଆଇପିଏଲ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ଝାଡ଼ଖଣ୍ଡ ଖେଳାଳି କୁମାର କୁଶାଗ୍ରାଙ୍କୁ ୭.୨୦କୋଟିରେ କିଣିଛି। ଦିଲ୍ଲୀ କ୍ୟାପାଟାଲ୍ସ ଏହି ଅନାବଶ୍ୟକ ଖେଳାଳିଙ୍କ ପାଇଁ କାହିଁକି ବିପୁଳ ପରିମାଣର ଖର୍ଚ୍ଚ କଲା ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ବାସ୍ତବରେ ଦିଲ୍ଲୀ କ୍ୟାପିଟାଲ୍ସର…

ପୁଅ ସମିର ରିଜଭିଙ୍କ ନିଲାମ ରାଶିର ପରିମାଣ ଶୁଣି ଖୁସିହେଲେ ରୋଗଗ୍ରସ୍ତ ପିତା

ନୂଆଦିଲ୍ଲୀ,୨୦।୧୨: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପାଇଁ ମଙ୍ଗଳବାର ଦୁବାଇରେ ଆୟୋଜିତ ହୋଇଥିବା ନିଲାମରେ ମେରୁଟ ଖେଳାଳିଙ୍କ ଉପରେ ବହୁ ପରିମାଣରେ ଧନ ବର୍ଷା ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ ମେରୁଟର ଯୁବ କ୍ରିକେଟର ସମୀର ରିଜଭିଙ୍କୁ ୮ କୋଟି ୪୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?