Home

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ପାଇଲଟ-ଫଟୋଗ୍ରାଫର ମୃତ

ଓ୍ବାଶିଂଟନ,୨୦ା୧୨: ଆମେରିକାର ନ୍ୟୁ ଜର୍ସିରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ଥିବା ପାଇଲଟ ଏବଂ ଫଟୋଗ୍ରାଫରଙ୍କର ମୃତ୍ୟୁ ଘଟିଛି। ଏକ ରିପୋର୍ଟରୁ ପ୍ରକାଶ ଯେ, ଟେଲିଭିଜନ ଆଉଟ୍‌ଲେଟ୍‌ର ଜଣେ ପାଇଲଟ ଏବଂ ଫଟୋଗ୍ରାଫର ଏହି ହେଲିକପ୍ଟରରେ ଥିଲେ। ଏହି ଦୁଇଜଣ…

UPI ID: ନୂଆ ବର୍ଷରେ ବନ୍ଦ ହୋଇଯାଇପାରେ ଆପଣଙ୍କ ୟୁପିଆଇ ଆଇଡି, ଡିସେମ୍ବର ୩୧ ସୁଦ୍ଧା କରିନିଅନ୍ତୁ ଏହି କାମ

ନୂଆଦିଲ୍ଲୀ,୨୦।୧୨: ନୂଆବର୍ଷ ଅର୍ଥାତ ୧ ଜାନୁୟାରୀ ୨୦୨୪ରୁ ବ୍ୟବହାର ହୋଇ ନ ଥିବା ୟୁପିଆଇ ଆଇଡି ବନ୍ଦ ହୋଇଯିବ। ଯଦି ଗୁଗୁଲ ପେ’, ପେ’ଟିଏମ୍‌ ଏବଂ ଫୋନ୍‌ ପେ’ ଭଳି ପେମେଣ୍ଟ ଆପ୍‌ରେ ୟୁପିଆଇ ଆଇଡି ବ୍ୟବହାର କରୁଛନ୍ତି, ହେଲେ ତାକୁ…

ଏହି ଦେଶରେ ପ୍ରତି ୬ ମାସରେ ବଦଳେ ନାଗରିକତା

ଦୁନିଆର ପ୍ରତ୍ୟେକ ଦେଶ ନିଜ ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିଥାଏ। କେବଳ ଗୋଟିଏ ଦେଶର ଆଇନଗତ ନାଗରିକ ସେହି ଦେଶର ସମସ୍ତ ସୁବିଧା ପାଇ ପାରିବେ। ଯେକୌଣସି ଦେଶର ନାଗରିକତ୍ୱ ପାଇଁ ଅନେକ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ। ଭାରତରେ ରହୁଥିବା…

ଲୋକ ଡାକ୍ତର-ଇଞ୍ଜିନିୟର ହେବାକୁ ଚାହାନ୍ତି, ଏ ବ୍ୟକ୍ତିଜଣଙ୍କ କିନ୍ତୁ ହୋଇଗଲେ କୁକୁର; କାରଣ ଜାଣିଲେ ମୁଣ୍ଡରେ ଦେବେ ହାତ

ଅନେକେ ପାଠପଢ଼ି ଡାକ୍ତର କିମ୍ବା ଇଞ୍ଜିନିୟର ହେବାକୁ ସ୍ବପ୍ନ ଦେଖିଥାନ୍ତି। ଏଥିଲାଗି ସେମାନେ ଦିନରାତି ଏକ କରି ପରିଶ୍ରମ କରିଥାନ୍ତି। ଦିନ ଆସେ ସେମାନଙ୍କ ପରିଶ୍ରମ ସଫଳ ହୁଏ। ସେମାନେ ପରିବାରର ନାଁ ଉଚ୍ଚା କରିଥାନ୍ତି। କିନ୍ତୁ ଜାପାନର ଜଣେ ବ୍ୟକ୍ତି…

ବାବ୍ରି ମସଜିଦ ତାଲା ଖୋଲିବା ନେଇ ରାଜୀବଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ପ୍ରଣବ: ପ୍ରକାଶ କଲେ ଝିଅ ଶର୍ମିଷ୍ଠା…

ଲକ୍ଷ୍ନୌ,୨୦।୧୨ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ୧୯୮୬ ମସିହାରେ ତାଙ୍କ ପିତା ପ୍ରଣବ ମୁଖାର୍ଜୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅଯୋଧ୍ୟାରେ ବାବ୍ରି ମସଜିଦ ତାଲା ଖୋଲିବାକୁ…

ପୁଣି ୨ଏମପି ନିଲମ୍ବିତ

ନୂଆଦିଲ୍ଲୀ,୨୦।୧୨: ସଂସଦ ତାତି ଥମି ନ ଥିବାବେଳେ ପୁଣି ୨ଏମପିଙ୍କୁ ନିଲମ୍ବିତ କରାଯାଇଛି। ବୁଧବାର, ଗୃହ ଅବମାନନା ମାମଲାରେ ବାଚସ୍ପତି ଦୁଇ ବିରୋଧୀ ଦଳ ନେତା ସି ଥମାସ ଏବଂ ଏ ଏମ ଆରିଫଙ୍କୁ ସଂସଦ ଅଧିବେଶନ ସରିବା ପର୍ଯ୍ୟନ୍ତ ନିଲମ୍ବିତ…

ଭୋଟ୍‌ ବର୍ଜନ କରିବେ ଆଦିବାସୀ ସମ୍ପ୍ରଦାୟ

କେନ୍ଦୁଝର,୨୦ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ହାଟଡିହି ବ୍ଲକ ଅନ୍ତର୍ଗତ ଜଙ୍ଗଲ ମଧ୍ୟରେ ଥିବା କଅଁଳେଇ ବାଲିପାଳ ପଞ୍ଚାୟତର ପୁରାତନ ବସତି କଅଁଳେଇ ବାଲିପାଳ ଗ୍ରାମବାସୀ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ,ବ୍ୟକ୍ତିଗତ ଗୋଷ୍ଠୀଗତ ଅଧିକାର ସହ ତାଙ୍କ ଗ୍ରାମ ଜଙ୍ଗଲ କିସମ ମଧ୍ୟରେ ଥିବାରୁ…

ଭଗବାନଙ୍କ ନାମରେ ଜାରି ହେଲା ଏଣ୍ଟ୍ରି ପାସ…

ପ୍ରୟାଗରାଜ,୨୦।୧୨ : ଶ୍ରୀକୃଷ୍ଣ ଜନ୍ମଭୂମି-ଇଦଗାହା ବିବାଦର ଶୁଣାଣି ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଭଗବାନ କେଶବଙ୍କ ନାମରେ ଏକ ଏଣ୍ଟ୍ରି ପାସ ଜାରି କରିଛନ୍ତି। ଅଭିଯୋଗକାରୀଙ୍କ ଅନୁଯାୟୀ କୋର୍ଟ ଏହି ପାସ ଜାରି କରିଛନ୍ତି। ଏହି ପାସ ରେ ମୋବାଇଲ ନମ୍ବର, କେସ…

୫୦୭ ଧାର୍ମିକ, ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫.୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୧୨: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟ…

ଶିକ୍ଷକଙ୍କ ପଢ଼ାଇବା ଶୈଳୀ ଦେଖିଲେ କହିବେ ବାଃ, ଭାଜପା ନେତା କ୍ଲାସର ଭିଡିଓ ଶେୟାର କରି କହିଲେ…

ନାଗାଲାଣ୍ଡର ମନ୍ତ୍ରୀ ଏବଂ ଭାଜପା ନେତା ତେମଜେନ ଇମ୍‌ନା ଆଲୋଙ୍ଗ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି। ତାଙ୍କର ପ୍ରତିଟି ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଥାଏ। ଅନେକ ସମୟରେ ସେ ନିଜ ସହ ଜଡ଼ିତ ପୋଷ୍ଟ ଶେୟାର କରି ଲୋକଙ୍କୁ ହସାଇଥାନ୍ତି।…

ଶେୟାର ବଜାରରେ ଭୂକମ୍ପ, ତଳମୁହାଁ ହେଲା ସେନସେକ୍ସ-ନିଫ୍ଟି , ୧୦୦୦ ଅଙ୍କ ଖସିଲା…

ମୁମ୍ବାଇ,୨୦।୧୨ : ବୁଧବାର, ବାଣିଜ୍ୟ ସପ୍ତାହର ତୃତୀୟ ଦିନରେ ଷ୍ଟକ ମାର୍କେଟରେ ଭୂକମ୍ପ ହୋଇଛି। ବଜାର ଖୋଲିବା ମାତ୍ରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଥିଲା। କାରବାରର ଶେଷ ଘଣ୍ଟାରେ ହଠାତ ଶେୟାର ବଜାର ଭୁଶୁଡି ପଡିଥିଲା । ସେନସେକ୍ସ ପ୍ରାୟ…

ସଂସଦ ସୁରକ୍ଷାରେ ତ୍ରୁଟି: ଭାଜପା ଏମପିଙ୍କୁ କାହିଁକି କରାଯାଉନି ପଚରାଉଚରା, ପ୍ରଶ୍ନ କଲା କଂଗ୍ରେସ…

ନୂଆଦିଲ୍ଲୀ,୨୦।୧୨ : ସଂସଦର ଶୀତକାଳୀନ ଅଧିବେଶନରେ ୧୪୧ ଏମପିଙ୍କୁ ନିଲମ୍ବନ ପ୍ରସଙ୍ଗ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ସଂସଦର ସୁରକ୍ଷା ତ୍ରୁଟି ମାମଲା ସମ୍ପର୍କରେ ପରବର୍ତ୍ତୀ ରଣନୀତି ସ୍ଥିର କରିବାକୁ କଂଗ୍ରେସ ବୁଧବାର ଏକ ସଂସଦୀୟ ଦଳ ବୈଠକ ଡାକିଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?