Posted inଖେଳ

ଅଧାରେ ରହିଗଲା ଆଇପିଏଲ୍‌ରେ ଖେଳିବା ସ୍ବପ୍ନ, ଦକ୍ଷତା ସତ୍ତ୍ୱେ ନିରାଶ ହେଲେ…

ନୂଆଦିଲ୍ଲୀ,୨୦।୧୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ସାରା ବିଶ୍ୱର ଲୋକପ୍ରିୟ ଲିଗ୍‌ କ୍ରିକେଟ୍‌ ମଧ୍ୟରୁ ଅନ୍ୟତମ। ଏଥିରେ ଦେଶ ତଥା ବିଦେଶର ଖେଳାଳିମାନେ ଖେଳିବା ଲାଗି ସ୍ବପ୍ନ ଦେଖିଥାନ୍ତି। ପ୍ରଦର୍ଶନ ଆଧାରରେ ଅନେକଙ୍କୁ ସେହି ସୁଯୋଗ ମିଳେ। ହେଲେ କିଛି ଖେଳାଳିଙ୍କ ସ୍ବପ୍ନ ଅଧାରେ ରହିଯାଏ। ନିକଟରେ ଶେଷ ହୋଇଥିବା ଆଇପିଏଲ ୨୦୨୪ ଅକ୍ସନରେ ସେଭଳି କିଛି ଦେଖିବାକୁ ମିଳିଛି। କିଛି ବରିଷ୍ଠ ଖେଳାଳିଙ୍କ ଏଥିରେ ଖେଳିବା ସ୍ବପ୍ନ ସ୍ବପ୍ନରେ ହିଁ ରହିଯାଇଛି।
ଆଇପିଏଲ୍‌ରେ ବିକ୍ରି ହୋଇପାରି ନ ଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଜୋଶ୍‌ ହାଜେଲଉଡ୍‌, ଦୁଶ୍ମନ୍ତ ଚାମିରା, କୁଲଦୀପ ଯାଦବ, କୁସାଲ ମେଣ୍ଡିସ, କରୁଣ ନାୟାର, ଷ୍ଟିଭ୍‌ ସ୍ମିଥ ପ୍ରମୁଖ। ତେବେ ଏମାନେ ଲିଗ୍‌ ମଧ୍ୟରେ କୌଣସି ଖେଳାଳି ଆହତ ହେଲେ ସେମାନଙ୍କ ସ୍ଥାନରେ ଖେଳିପାରିବେ।
ଅନ୍‌ସୋଲ୍ଡ ଖେଳାଳି ହେଲେ:
ରିଲି ରୋସୋ, କରୁଣ ନାୟାର, ଷ୍ଟିଭ୍‌ ସ୍ମିଥ, ମନୀଷ ପାଣ୍ଡେ, ଫିଲ୍‌ ସଲ୍ଟ, ଜୋଶ୍‌ ଇଂଲିଶ, କୁସାଲ ମେଣ୍ଡିସ, ଲୋକି ଫର୍ଗୁସନ, ଜୋଶ୍‌ ହାଜେଲଉଡ୍‌, ଆଡିଲ ରଶିଦ, ଓ୍ବାକର ସଲମଖିଲ, ଅକେଲ ହୋସେନ, ଇଶ୍‌ ସୋଧି, ଟାବ୍ରାଇଜ୍‌ ଶାମସି, ମୁଜିବ ଉର ରହମନ, ରୋହନ କୁନ୍ନୁମ୍ମାଲ, ସୌରଭ ଚୌହାନ, ପ୍ରିୟାଂଶ ଆର୍ଯ୍ୟ, ମନନ ଭୋରା, ମହମ୍ମଦ ଅର୍ଶଦ ଖାଁ, ସର୍ଫରାଜ ଖାଁ, ରାଜ ବାଓ୍ବା, ବିଭ୍ରାନ୍ତ ଶର୍ମା, ଅତୀତ ଶେଠ୍‌, ହ୍ରିତିକ ଶୋକେନ, ଉର୍ଭିଲ ପଟେଲ, ବିଷ୍ଣୁ ସୋଲାଙ୍କି, କୁଲଦୀପ ଯାଦବ, ଇଶାନ ପୋରେଲ, ଶିବା ସିଂ, ମୁରୁଗାନ ଅଶ୍ୱିନ, ପୁଲକିତ ନାରଙ୍ଗ, ଫିନ୍‌ ଆଲେନ, କଲିନ ମୁନ୍‌ରୋ, ରସି ଭାନ୍‌ ଡର୍‌ ଡୁସେନ, କ୍ୱାଇସ ଅହମଦ, ଆଷ୍ଟନ ଟର୍ନର, ମିଚେଲ ବ୍ରାସଓ୍ବେଲ, ଜେମ୍ସ ନିଶାମ, କେମୋ ପଲ୍‌, ଓଡେନ ସ୍ମିଥ୍‌, ଶାଇ ହୋପ୍‌, ଦୁଶ୍ମନ୍ତ ଚାମିରା, ବେନ୍‌ ଡ୍ବାରଶୁଇସ, ମ୍ୟାଟ୍ଟ ହେନରି, କାଏଲ ଜେମିସନ।

Enter your email to get our daily news in your inbox.

All Right Reserved By Dharitri.Com

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri