Home

ରାହାଙ୍କୁ ଏହିସବୁ ନିକ୍‌ ନେମରେ ଡାକନ୍ତି ଆଲିଆ

ମୁମ୍ବାଇ: ତାଙ୍କ ପ୍ରଶଂସକଙ୍କ ପ୍ରକୃତ ପ୍ରଶଂସା ପାଇଁ ଜଣାଶୁଣା ଆଲିଆ ଭଟ୍ଟ କ୍ରମାଗତ ଭାବରେ ସେମାନଙ୍କର ଭଲପାଇବା ଏବଂ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି। ସେଟ୍‌ରେ ସେମାନଙ୍କୁ ଭେଟିବା, ଭିଡିଓ କଲରେ ଯୋଗ ଦେବା କିମ୍ବା ସୋସିଆଲ ମିଡିଆ ମାଧ୍ୟମରେ ସଂଯୋଗ…

ଏମପି ଫର୍ମୂଲାରେ ଲୋକସଭା ନିର୍ବାଚନ ଲଢ଼ିବ କଂଗ୍ରେସ…

ନୂଆଦିଲ୍ଲୀ,୧୭।୧୨ : ମଧ୍ୟପ୍ରଦେଶ(ଏମପି)ରେ ବିଧାନସଭା ନିର୍ବାଚନରେ ଆପଣେଇଥିବା ରାଜନୈତିକ ଫର୍ମୂଲାରେ କଂଗ୍ରେସ ୨୦୨୪ ଲୋକସଭା ନିର୍ବାଚନ ଳଢ଼ିବାକୁ ଯୋଜନା କରିଛି। ଏନେଇ ପ୍ରମୁଖ ରଣନୀତି ପ୍ରସ୍ତୁତ କରାଯାଉଛି। କେବଳ ଜାତି ସମୀକରଣ ଦୃଷ୍ଟିରୁ ନୁହେଁ ବରଂ ବୟସ ଦୃଷ୍ଟିରୁ ଯୁବବର୍ଗମାନଙ୍କୁ ସୁଯୋଗ…

ଜୀବନସାଥିଙ୍କ ସହ ଶେୟାର କରନ୍ତୁ ନାହିଁ ଏସବୁ ସିକ୍ରେଟ, ନଚେତ ଜୀବନସାରା କରିବେ ପଶ୍ଚାତାପ

ଏକ ଦୃଢ ସମ୍ପର୍କର ଆଧାର ହେଉଛି ବିଶ୍ୱାସ, ପ୍ରେମ, ପାରସ୍ପରିକ ସମ୍ମାନ ଏବଂ ବିଶ୍ୱସ୍ତତା। ଯଦି କୌଣସି ସମ୍ପର୍କର ଏହି ସବୁ ଗୁଣ ନଥାଏ, ତେବେ ସମ୍ପର୍କ ଭାଙ୍ଗିପାରେ। ସମ୍ପର୍କର ସୂତ୍ର ବହୁତ ପତଳା। କିଛି ଲୋକ ଅନୁଭବ କରନ୍ତି ଯେ…

ଏମ୍‌ଆର୍‌ଆଇ ପାଇଁ ଯାଞ୍ଚ ହେବ ପ୍ରେସ୍‌କ୍ରିପ୍‌ଶନ

ଭୁବନେଶ୍ୱର,୧୭ା୧୨: ଏଣିକି ବିନା ପ୍ରେସ୍‌କ୍ରିପ୍‌ଶନରେ ଏମ୍‌ଆର୍‌ଆଇ କିମ୍ବା ସିଟି ସ୍କାନ୍‌ ହୋଇପାରିବ ନାହିଁ। ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏସ୍‌ଓପି ଜାରି ହୋଇଛି। ଡାକ୍ତରମାନେ ଯାଞ୍ଚ ନ କରି ଏମ୍‌ଆର୍‌ଇ କିମ୍ବା ସିଟି ସ୍କାନ୍‌ ପାଇଁ ଲେଖିପାରିବେ ନାହିଁ। ଏଥିପାଇଁ ରୋଗୀଙ୍କ…

ପାର୍ଲାମେଣ୍ଟରେ ସ୍ମୋକ୍‌ ବମ୍‌ ପକାଇବା ଘଟଣା: ପୋଲିସ ହାତରେ ଲାଗିଲା ନୂଆ ସୁରାକ

ନୂଆଦିଲ୍ଲୀ,୧୭ା୧୨: ଦିଲ୍ଲୀ ସମେତ ସମଗ୍ର ଦେଶରେ ବୁଧବାର ହଇଚଇ ସୃଷ୍ଟି ହୋଇଥିଲା। ଯେତେବେଳେ ଦୁଇଜଣ ଲୋକ ପାର୍ଲାମେଣ୍ଟରେ ପ୍ରବେଶ କରି ହଙ୍ଗାମା ସୃଷ୍ଟି କରିଥିଲେ। ପ୍ରକୃତରେ ଦୁଇଜଣ ଲୋକ ଦର୍ଶକ ଗ୍ୟାଲେରିରୁ ପାର୍ଲାମେଣ୍ଟ ହଲ୍‌କୁ ଡେଇଁ ହଳଦିଆ ରଙ୍ଗର କିଛି ସ୍ପ୍ରେ…

ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା: ଭାରତ ପାଇଁ ଡେବ୍ୟୁ କରୁଛନ୍ତି ସାଇ ସୁଦର୍ଶନ

ଜୋହାନ୍ସବର୍ଗ,୧୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଜୋହାନ୍ସବର୍ଗରେ ଖେଳାଯାଉଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ ମାର୍କ୍ରାମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାଇ…

ସଲମାନଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ କାର ଦୁର୍ଘଟଣା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାଁଙ୍କ ଭିଣୋଇ ଆୟୁଷ ଶର୍ମାଙ୍କୁ ନେଇ ଏକ ବଡ ଖବର ଆସିଛି। ତାଙ୍କ କାର ମୁମ୍ବାଇରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି କିନ୍ତୁ ଘଟଣା ସମୟରେ ସେ କାର ଭିତରେ ନ ଥିବା ଜଣାପଡିଛି। ମିଳିଥିବା…

ବଲିଉଡର ସବୁଠୁ ଧନୀ ପରିବାର, ମୋଟ ସମ୍ପତ୍ତି ୫୨୫୯ କୋଟି ଟଙ୍କା

ବଲିଉଡରେ ସଲିମ ଖାନଙ୍କ ପରିବାର ବର୍ଷ ବର୍ଷ ଧରି ଇଣ୍ଡଷ୍ଟ୍ରୀରେ ସକ୍ରିୟ ଅଛନ୍ତି। ସଲିମଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବଲିଉଡର ଯାତ୍ରା ବର୍ତ୍ତମାନ ତୃତୀୟ ପିଢ଼ିରେ ପହଞ୍ଚିଛି। ସେ ବଲିଉଡର ଜଣେ ପ୍ରସିଦ୍ଧ ଲେଖକ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କ କଲମରୁ…

ମୁମ୍ବାଇ ଷ୍ଟେଶନରେ ‘କୁଛ କୁଛ ହୋତା ହେ’ ଗୀତରେ ଅଶ୍ଲୀଳ ଡ୍ୟାନ୍ସ କଲେ ଯୁବତୀ, ଗିରଫ କଲା ପୋଲିସ; ଭିଡିଓ ଭାଇରାଲ

ଭାଇରାଲ ହେବା ପାଇଁ ଲୋକ କିଛି ବି କରିବାକୁ ପଛାଉ ନାହାନ୍ତି। ସାର୍ବଜନିକ ସ୍ଥାନରେ ବିଭିନ୍ନ ପ୍ରକାର ଅଜବ-ଗଜବ ଜିନିଷ କରି ପବ୍ଲିସିଟି ହେବାରେ ଲାଗି ପଡୁଛନ୍ତି। ବର୍ତ୍ତମାନ ଜଣେ ମହିଳା ଭାଇରାଲ ହେବା ପାଇଁ ମୁମ୍ବାଇ ଷ୍ଟେଶନରେ ଏପରି କିଛି…

୫୫ ଲକ୍ଷ ମୋବାଇଲ ଫୋନ ସଂଯୋଗ -୧.୩୨ ଲକ୍ଷ ହ୍ୟାଣ୍ଡସେଟ ବ୍ଲକ…

ନୂଆଦିଲ୍ଲୀ,୧୭।୧୨ : ଅନଲାଇନ ଠକେଇ ଦେଶରେ ଏକ ବଡ ସମସ୍ୟା ସୃଷ୍ଟି କରିଛି। ନକଲି ସିମର ନେଟୱାର୍କ ଭାରତରେ ବ୍ୟାପକ ପରିମାଣରେ ଚାଲିଛି। ଲୋକମାନେ ନକଲି ଡକ୍ୟୁମେଣ୍ଟ ସହିତ ସିମ କାର୍ଡ ପାଉଛନ୍ତି, ତାପରେ ଏହି ସିମ କାର୍ଡ ବ୍ୟବହାର କରି…

ୟୁରୋପରେ ବେଆଇନ ପ୍ରବାସୀଙ୍କ ଉପରେ ପ୍ରତିବନ୍ଧକ ନେଇ ସୁନକଙ୍କ ଉଦ୍‌ବେଗ

ଲଣ୍ଡନ,୧୭ା୧୨: ୟୁରୋପରେ ବେଆଇନ ପ୍ରବେଶ ନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁନକ କହିଛନ୍ତି, କିଛି ଶତ୍ରୁ ଲୋକଙ୍କର ସ୍ଥାନାନ୍ତରକୁ ଅସ୍ତ୍ର ଭାବରେ ବ୍ୟବହାର କରି ସମାଜକୁ ଅସ୍ଥିର କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ବଢୁଥିବା ପ୍ରବାସୀ…

ମା’ମାନେ ସଶକ୍ତ ହେଲେ ଓଡ଼ିଶା ସଶକ୍ତ ହେବ

ଛତ୍ରପୁର,୧୭ା୧୨(ସନ୍ତୋଷ ପାଢ଼ୀ): ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଦ୍ୱିତୀୟ ଦିନର ଗଞ୍ଜାମ ଜିଲା ଗସ୍ତ ବେଳେ ରବିବାର ଛତ୍ରପୁର ବ୍ଲକ ସୁନ୍ଦରପୁରର ସୁନ୍ଦରେଶ୍ୱର ମନ୍ଦିରର ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ସଭାକୁ ସେ ସମ୍ବୋଧନ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?