Home

ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ିରେ ଅଣସ୍ବୀକୃତିପ୍ରାପ୍ତ କର୍ମଚାରୀ

ଭଦ୍ରକ, ୨୧ା୧୨(ସନାତନ ରାଉତ)ଭଦ୍ରକ ଜିଲାକୁ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ମିଳିଥିବା ଭ୍ରାମ୍ୟମାଣ ଗାଡ଼ିରେ ଚିକିତ୍ସା ପାଇଁ ଅଣସ୍ବୀକୃତିପ୍ରାପ୍ତ କର୍ମଚାରୀ ଯାଇଥିବା ବେଳେ ଘଟଣାସ୍ଥଳରେ ହଟହଟା ହେବାକୁ ପଡ଼ିଛି। ସୋମବାର ଭଦ୍ରକ ସହର ଜାନୁଗଞ୍ଜରେ ଏଭଳି ଘଟଣା ଘଟିଥିବା ବେଳେ ମଙ୍ଗଳବାର…

ଓଡ଼ିଶା ବଜାରରେ ପ୍ରକୃତିରସ ମସଲା

ଭୁବନେଶ୍ୱର,୨୧।୧୨ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଫୁଡ୍‌ ଷ୍ଟାର୍ଟଅପ୍‌ କମ୍ପାନୀ ତଥା ପ୍ରକୃତିରସ ମସଲାର ଆନୁଷ୍ଠାନିକ ଶୁଭାରମ୍ଭ ସହ ଓଡ଼ିଶା ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଜଣାଶୁଣା ସେଫ୍‌ ବିଶ୍ୱଜିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ବଜାର ଉନ୍ମୋଚନ…

ଲାଲୁ, ତେଜସ୍ବୀଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨୧ା୧୨: ଜମି ବଦଳରେ ରେଲଓ୍ବେରେ ନିଯୁକ୍ତି ଦୁର୍ନୀତି ମାମଲାର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ତାଙ୍କ ବାପା ତଥା ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ଯାଦବଙ୍କୁ ଜେରା ପାଇଁ ହାଜର…

୨୧ ଜେଏନ୍‌.୧ ସବ୍‌ଭାରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ,୨୧ା୧୨(ପି.ଟି.): ବର୍ତ୍ତମାନ ସୁଦ୍ଧା ଭାରତର ୩ ରାଜ୍ୟରୁ କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ର ୨୧ ମାମଲା ଚିହ୍ନଟ ହେଲାଣି। ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭି.କେ. ପଲ୍‌ ବୁଧବାର ଏହି ସୂଚନା ଦେଇଥିବାବେଳେ ଭୟଭୀତ ହେବାର କାରଣ ନ ଥିବା କହିଛନ୍ତି।…

ବିରୋଧୀ ନ ଥାଇ ବିଲ୍‌ ପାସ୍‌

ନୂଆଦିଲ୍ଲୀ,୨୧ା୧୨: ଲୋକ ସଭାରୁ ବୁଧବାର ସିପିଆଇଏମ୍‌ର ଏ.ଏମ୍‌. ଆରିଫ୍‌ ଏବଂ କେରଳ କଂଗ୍ରେସ (ମଣି)ର ଥୋମାସ୍‌ ଚାଝିକାଦନଙ୍କୁ ନିଲମ୍ବନ କରାଯାଇଛି। ଏହି ଦୁଇ ଏମ୍‌ପିଙ୍କୁ ମିଶାଇ ଲୋକ ସଭାରୁ ନିଲମ୍ବିତ ସଦସ୍ୟଙ୍କ ସଂଖ୍ୟା ୯୭ରେ ପହଞ୍ଚତ୍ଛି। ଏହାବାଦ୍‌ ରାଜ୍ୟ ସଭାରୁ ଏଯାଏ…

ମିଲେଟ ଚାଷ ପାଇଁ ବଢୁଛି ଆଗ୍ରହ

ଭଦ୍ରକ,୨୧ା୧୨(ସନାତନ ରାଉତ)ଭଦ୍ରକ ଜିଲାରେ ଚଳିତ ଖରିଫ ଋତୁରେ ନୂଆକରି ମିଲେଟ ଚାଷ କରାଯାଇଛି। ବ୍ୟବସାୟିକ ଫାଇଦା ଓ ସରକାରୀ ପ୍ରୋତ୍ସାହନ ବିଶେଷ କରି ମାଣ୍ଡିଆ ଚାଷୀଙ୍କୁ ଆକୃଷ୍ଟ କରିଛି। ମାଣ୍ଡିଆ ଜାତୀୟ ଖାଦ୍ୟଶସ୍ୟର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ମିଲେଟ୍‌ ମିଶନ…

ଉତ୍ପାଦନ ବଢ଼ୁଥିଲେ ବି ଅଭାବ

ବ୍ରହ୍ମପୁର,୨୧ା୧୨(ଅଶୋକ କୁମାର ସାହୁ)ଗଞ୍ଜାମ ଜିଲାରେ ପୂର୍ବାପେକ୍ଷା ମାଛ ଉତ୍ପାଦନ ବଢ଼ିଛି। ଆନ୍ଧ୍ରପ୍ରଦେଶରୁ ମାଛ ଆମଦାନୀ କମିବାରେ ଲାଗିଛି। ଜିଲାର ଚାହିଦା ପୂରଣ କରିବାରେ ଗଞ୍ଜାମ ଆଉ କେଇ ପାଦ ପଛରେ ରହିଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ତଥ୍ୟ ଅନୁସାରେ…

ଦିଗପହଣ୍ଡିର ପ୍ରମୁଖ ସେଚ ପ୍ରକଳ୍ପର ସ୍ଥିତି ଦୟନୀୟ

ଦିଗପହଣ୍ଡି,୨୧ା୧୨(ଅଶେଷ ନାଥ ମିଶ୍ର)ଦିଗପହଣ୍ଡି ବ୍ଲକରେ ଥିବା ପ୍ରମୁଖ ସେଚ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ କଂଗ୍ରେସ କୃଷକ ସେଲ ଉପସଭାପତି ବୃନ୍ଦାବନ ଖଟେଇ ବୁଧବାର ସେଚାଞ୍ଚଳ ଗୁଡ଼ିକୁ ପରିଦର୍ଶନରେ ଯାଇଥିଲେ। ଘୋଡାହାଡ ଡ଼୍ୟାମ, କହ୍ନେଇନାଳ, ଗଣିଆନାଳ କ୍ଷୁଦ୍ରସେଚ ପ୍ରକଳ୍ପର…

ଶାଗ ୩୦ ପଇସାରୁ ୧୦ ଟଙ୍କା

ଦାରିଙ୍ଗବାଡି,୨୧ା୧୨(ଅରୁଣ ସାହୁ)ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମୁଖ୍ୟ ଚାଷ ହଳଦୀରୁ ଚାଷୀ ମୁହଁ ଫେରାଇ ନେଲେଣି। ଉଦ୍ୟାନ ଚାଷ କରି ଏବେ ଚାଷୀ ଲାଭବାନ ହେଉଥିବା ବେଳେ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି। ଏଭଳି ଜଣେ ଉଦ୍ୟାନ ଚାଷରେ କେବଳ ଶାଗ ଚାଷ…

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଲେ ବ୍ରହ୍ମପୁର ଏମ୍‌ପି

ଗୋପାଳପୁର,୨୦ା୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳାବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗୋଳାବନ୍ଧସ୍ଥିତ ସାମରିକ ବାହିନୀ ପକ୍ଷରୁ ରାସ୍ତା ପ୍ରଶସ୍ତିକରଣ ସହ ପାଚେରି ନିର୍ମାଣ ନେଇ ସ୍ଥାନୀୟ ଲୋକେ ବିଭିନ୍ନ ସମୟରେ ହଇରାଣ ହେଉଥିବା ନେଇ ବ୍ରହ୍ମପୁର ଏମ୍‌ପିଙ୍କୁ ଅବଗତ କରେଇଥିଲେ।…

ଆଇପିଏଲ୍‌ ଇତିହାସରେ ସବୁଠୁ ଦାମୀ ଖେଳାଳି ହେବି ବୋଲି ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି: ଷ୍ଟାର୍କ

ନୂଆଦିଲ୍ଲୀ,୨୦।୧୨: ଅଷ୍ଟ୍ରେଲିଆର ଦ୍ରୁତ ବୋଲର୍‌ ମିଚେଲ ଷ୍ଟାର୍କଙ୍କୁ ଆଇପିଏଲ୍‌ ୨୦୨୪ ନିଲାମରେ ୨୪.୭୫ କୋଟି ଦେଇ କିଣିଛି କୋଲକାତା ନାଇଟ୍‌ ରାଇଡର୍ସ। ଫଳରେ ଏହି ୩୩ ବର୍ଷୀୟ କ୍ରିକେଟର ଆଜିଯାଏ ହୋଇଥିବା ଅକ୍ସନରେ ସବୁଠାରୁ ଦାମୀ ଖେଳାଳି ପାଲଟିଛନ୍ତି। ଏହା ଜଣାପଡ଼ିବା…

ଆଶୁତୋଷ ପରିଡ଼ାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୨୦ା୧୨(ଶର୍ମିଷ୍ଠା ପାଣିଗ୍ରାହୀ): କେନ୍ଦ୍ର ସାହିତ୍ୟ ଏକାଡେମୀ ୨୦୨୩ ପୁରସ୍କାର ପାଇବେ ବିଶିଷ୍ଟ କବି ଆଶୁତୋଷ ପରିଡ଼ା। ସ୍ବରଚିତ କବିତା ସଙ୍କଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ସେ ଏହି ପୁରସ୍କାର ପାଇବେ। ବୁଧବାର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏ ନେଇ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?