Home

ଜୁନ୍‌ ୩୦ ସୁଦ୍ଧା ପୁରୁଣା ଗାଡ଼ିରେ ଭିଏଲ୍‌ଟିଡି ବାଧ୍ୟତାମୂଳକ

ଭୁବନେଶ୍ୱର, ୨୬।୧୨(ସୁନିତ୍‌ ମିଶ୍ର):ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ପଞ୍ଜୀକୃତ ହୋଇଥିବା ଯାନଗୁଡ଼ିକୁ ୨୦୨୪ ଜୁନ୍‌ ୩୦ ସୁଦ୍ଧା ଭେହିକିଲ ଲୋକେଶନ ଟ୍ରାକିଂ ଡିଭାଇସ(ଭିଏଲ୍‌ଟିଡି) ଲଗାଇବାକୁ ବାଧ୍ୟ କରାଯାଇଛି। ନ ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ…

ଜୟ ଶ୍ରୀରାମ ନାରା ଦେଇ ମୁମ୍ବାଇରୁ ଅଯୋଧ୍ୟା ପଦଯାତ୍ରା କରୁଛନ୍ତି ଏହି ମୁସଲମାନ ଯୁବତୀ: ଭାଇରାଲ ହେଉଛି ଭିଡିଓ

ଅଯୋଧ୍ୟା,୨୬।୧୨: ୨୨ ଜାନୁଆରୀ ୨୦୨୪ ଭାରତୀୟ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। କାରଣ ଏହି ଦିନ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍‌ଘାଟିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୫୦୦୦ ଲୋକ ଯୋଗଦେବେ। ଏଥିପାଇଁ ଅନେକ ପ୍ରସ୍ତୁତି ଚାଲିଛି…

ଫଳ ଦୋକାନୀଙ୍କ ନାଁରେ କରିଦେଲେ କୋଟି କୋଟି ଟଙ୍କାର ସମ୍ପତି

ବେଜିଂ,୨୬।୧୨: ଚାଇନାର ସାଂଘାଇରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ୮୪ବର୍ଷ ବୟସ୍କ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ୩.୮୪କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜଣେ ଫଳ ବିକ୍ରେତାଙ୍କ ନାମରେ କରି ଦେଇଛନ୍ତି। ଏହି ୮୪ବର୍ଷ ବୟସ୍କ ବ୍ୟକ୍ତି ତାଙ୍କର…

ସ୍ତ୍ରୀ ନିଜ କୁମ୍ପି ଖୋଲିବାରୁ ସ୍ବାମୀ ହୋଇଗଲେ ଆଶ୍ଚର୍ଯ୍ୟ: ଆଉ ତା’ପରେ ଚାଲିଲା ଏମିତି ଯୁକ୍ତିତର୍କ, ଭିଡିଓ ଦେଖିଲେ ହସି ହସି ଗଡିବେ

ସୋସିଆଲ ମିଡିଆ ହେଉଛି ହସ ଏବଂ ମଜାର ଏକ ଭଣ୍ଡାର। ଏଠାରେ ପ୍ରାୟତଃ ମଜାଳିଆ ଭିଡ଼ିଓ ଭାଇରାଲ ହୋଇଥାଏ। ଏମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ନିଜ ହସ ରୋକି ପାରିବେନି। ଜଣେ ଦମ୍ପତିଙ୍କ ଏହି ସୁନ୍ଦର…

୧୦୦୦ ମେଗାୱାଟ୍‌ର ସବୁଜ ଶକ୍ତି ପ୍ରକଳ୍ପ କରିବ ଏସିଏଲ୍‌

ଭୁବନେଶ୍ୱର,୨୬।୧୨: ଆଦାନୀ ଗ୍ରୁପ୍‌ର ସହଯୋଗୀ କମ୍ପାନୀ ଅମ୍ବୁଜା ସିମେଣ୍ଟସ ଲିମିଟେଡ୍‌ (ଏସିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ତଥା ୧୦୦୦ ମେଗାୱାଟ୍‌ର ସବୁଜ ଶକ୍ତି ପ୍ରକଳ୍ପରେ ୬,୦୦୦ କୋଟି ଟଙ୍କା ନିବେଶ କରିବାକୁ ଏସିଏଲ୍‌ ଘୋଷଣା କରିଛି। ବିଶେଷକରି…

କଲ୍ୟାଣର ଏଣ୍ଡ ଅଫ୍‌ ଦି ଇୟର ସେଲ୍‌ସ

ଭୁବନେଶ୍ୱର,୨୬।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘କଲ୍ୟାଣ ଜୁଏଲର୍ସ’ ପକ୍ଷରୁ କଲ୍ୟାଣର ଏଣ୍ଡ ଅଫ୍‌ ଦି ଇୟର ସେଲ୍‌ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ସେଲ୍‌ସ ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ଦେଶର ସମସ୍ତ କଲ୍ୟାଣ ଜୁଏଲର୍ସ ଷ୍ଟୋରରେ…

ଉତ୍ସବମୁଖର ହୋଟେଲ ଶିଳ୍ପ

ଭୁବନେଶ୍ୱର,୨୬।୧୨ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷର ବଡ଼ଦିନ (ଖ୍ରୀଷ୍ଟମାସ)ଠାରୁ ଆରମ୍ଭ କରି ନବବର୍ଷ (୨୦୨୪ ବର୍ଷ)ର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ହୋଟେଲ ଶିଳ୍ପ ଉତ୍ସବ ମୁଖର ହୋଇଉଠିଛି। ଏପରିକି ଉଭୟ ବିଦେଶୀ ଓ ସ୍ବଦେଶୀ ପର୍ଯ୍ୟଟକଙ୍କ…

ଖ୍ରୀଷ୍ଟମାସରେ ପିଇଗଲେ ୧୫୪ କୋଟି ଟଙ୍କାର ମଦ

ଥିରୁଭାନନ୍ତପୁରମ,୨୬।୧୨: ଭାରତରେ ଯେକୌଣସି ପର୍ବ ପାଇଁ ପ୍ରସ୍ତୁତି ଏହା ଆସିବାର ବହୁ ପୂର୍ବରୁ ଆରମ୍ଭ ହୋଇଥାଏ। ଲୋକମାନେ ପର୍ବ ସମୟରେ ବହୁତ ସପିଂ କରନ୍ତି ଏବଂ ଏହାର ପ୍ରଭାବ ବଜାରରେ ମଧ୍ୟ ଦୃଶ୍ୟମାନ ହୁଏ। ଚଳିତ ବର୍ଷ ଖ୍ରୀଷ୍ଟମାସ ସମୟରେ ମଧ୍ୟ…

୫୦ କି.ମି. ଦୌଡ଼ିଲେ ମିଳିବ ବୋନସ

ବେଜିଂ: ପ୍ରତ୍ୟେକ କମ୍ପାନୀରେ କର୍ମଚାରୀଙ୍କ କାମ ଅନୁସାରେ ବୋନସ୍‌ ମିଳିଥାଏ। ଏଥିପାଇଁ ବିଭିନ୍ନ କମ୍ପାନୀର ଭିନ୍ନ ଭିନ୍ନ ନିୟମ ମଧ୍ୟ ରହିଛି। ତେବେ ଚାଇନାର ଏକ କମ୍ପାନୀ ତା’ର ନିୟମରେ ଏପରି ପରିବର୍ତ୍ତନ କରିଛି, ଯାହା କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ରିପୋର୍ଟ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ସେଞ୍ଚୁରିଅନ,୨୬।୧୨: ଆଜିଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ଟିମ ଇଣ୍ଡିଆ ପ୍ରଥମେ ଟି-୨୦ ସିରିଜ ଏବଂ ପରେ ଦିନିକି ସିରିଜ ଜିତିଥିଲା। ବର୍ତ୍ତମାନ ଟେଷ୍ଟ ସିରିଜରେ ଇତିହାସ…

ସେନା ହାଜତରେ ୩ ନାଗରିକଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ

ଜମ୍ମୁ/ଶ୍ରୀନଗର,୨୬ା୧୨: ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ଶହୀଦ ହେବା ପରେ ସେନା ୩ ଜଣଙ୍କୁ ଜେରା ପାଇଁ ଉଠାଇନେଇଥିଲା। ସେମାନଙ୍କର ମୃତଦେହ ମିଳିବା ପରେ ସୈନ୍ୟମାନେ ସେମାନଙ୍କୁ ଜେରା ବେଳେ ମାଡ଼ ମାରି ହତ୍ୟା କରିଥିବା ବିରୋଧୀ ଅଭିଯୋଗ କରିଥିଲେ। ନାଗରିକ…

ପ୍ରଥମ ଶିଳା ଖୋଦେଇ କରିଥିବା କାରିଗରଙ୍କୁ ଆମନ୍ତ୍ରଣ

ଲକ୍ଷ୍ନୌ,୨୬ା୧୨: ଅଯୋଧ୍ୟାର ଭବ୍ୟ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ଜାନୁୟାରୀ ୨୨ରେ ହେବାକୁ ଥିବାବେଳେ ମନ୍ଦିର ନିର୍ମାଣ ପାଇଁ ପ୍ରଥମ ଶିଳା ଖୋଦେଇ କରିଥିବା କାରିଗର ଅନ୍ନୁଭାଇ ସୋମପୁରା ଅନ୍ୟତମ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅନ୍ନୁଭାଇଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?