ରାତିରେ କରନ୍ତୁନି ଏଭଳି ଭୁଲ, ଦାମ୍ପତ୍ୟ ଜୀବନରେ ଆସିବ ଝଡ଼, ୯୦ ପ୍ରତିଶତ ଯୁବବର୍ଗଙ୍କର ରହିଛି ଏହି ଖରାପ ଅଭ୍ୟାସ…
ନୂଆଦିଲ୍ଲୀ/ଓ୍ବାଶିଂଟନ : ରାତିରେ ଶୋଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଅତି କମରେ ୭ ରୁ ୮ ଘଣ୍ଟା ଭଲ ଶୋଇବା ଆବଶ୍ୟକ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ନିଦ୍ରା ହୀନତା ସ୍ବାସ୍ଥ୍ୟ ପାଇଁ ଅନେକ ଗୁରୁତର ବିପଦ ଆଣିପାରେ। ସମ୍ପ୍ରତି…
ଭାରତରେ ଅନୁପ୍ରବେଶ ପାଇଁ ଆତଙ୍କବାଦୀଙ୍କ ନୂଆ ଷଡ଼ଯନ୍ତ୍ର: ଲଞ୍ଚପ୍ୟାଡରେ ସୁଯୋଗ ଉଣ୍ଡି ବସିଛନ୍ତି ୨୦୦ ଜଣ…
ଶ୍ରୀନଗର,୨୬।୧୨ : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଆତଙ୍କବାଦୀଙ୍କ ଦ୍ୱାରା ୧୮ଟି ଟ୍ରେନିଂ କ୍ୟାମ୍ପ ଏବଂ ୩୭ ଟି ଲଞ୍ଚ ପ୍ୟାଡ ଏବେ ସକ୍ରିୟ କରାଯାଇଛି ଯେଉଁଥିରେ ୨୦୦ ଆତଙ୍କବାଦୀ ସୁଯୋଗ ପାଇବା ମାତ୍ରେ ଭାରତରେ ଅନୁପ୍ରବେଶ କରିବାକୁ ଷଡ଼ଯନ୍ତ୍ର ରଚିଛନ୍ତି। ଏହି…
ୟୁଟ୍ୟୁବ୍ରେ ବିଶ୍ୱର No1 ନେତା ପାଲଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ,୨୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ନଂ୧ ନେତା ଭାବେ ୟୁଟ୍ୟୁବ୍ ଚ୍ୟାନେଲରେ ୨ କୋଟି ସବସ୍କ୍ରାଇବର୍ସର ଉପଲବ୍ଧି ହାସଲ କରିଛନ୍ତି। ତାଙ୍କର ଭିଡିଓଗୁଡ଼ିକ ୪୫୦ କୋଟି ଥର ଦେଖାଯାଇଥିବା ବେଳେ ସବସ୍କ୍ରାଇବର୍ସ, ଭିଡିଓ ଭ୍ୟୁ ଏବଂ ରାଜନୈତିକ ନେତାମାନଙ୍କ ଦ୍ୱାରା…
ସାନ୍ତା କ୍ଲସ ହୋଇ ଅପରାଧିଙ୍କୁ ଧରିଲା ପୋଲିସ, ବିଛାଇଲା ଫାଶ ଓ ତା’ପରେ…
ଚାଲିଛି ଖ୍ରୀଷ୍ଟମାସର ସପ୍ତାହ। ଏହି ସମୟରେ ସାନ୍ତା କ୍ଲସ ଘର ଘର ବୁଲି ଛୋଟ ପିଲାଙ୍କୁ ଉପହାର ପ୍ରଦାନ କରନ୍ତି। ପିଲାମାନେ ମାଗିଥିବା ସେମାନଙ୍କର ମନ ପସନ୍ଦର ଗିଫ୍ଟକୁ ସାନ୍ତା ଗୋଟିଏ ବଡ ବସ୍ତାରେ ବୋହି ପୃଥିବୀପୃଷ୍ଠକୁ ଆସନ୍ତି। କିନ୍ତୁ କେବେ…
ତୁମେ କଳା ଡ୍ରେସରେ ହାଜର ହେବାକୁ କୋର୍ଟକୁ ଆସିବ: ଜ୍ୟାକଲିନାଙ୍କୁ ଲେଖିଥିବା ସୁକେଶଙ୍କ ମେସେଜ ଲିକ୍…
ମୁମ୍ବାଇ,୨୬।୧୨ : ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଠକ ସୁକେଶ ଚନ୍ଦ୍ରଶେଖର ଲେଖିଥିବା ଏକ ମେସେଜ ଲିକ ହୋଇଛି ଯେଉଁଥିରେ ସେ ଅଭିନେତ୍ରୀଙ୍କୁ କୋର୍ଟରେ ହାଜର ହେବା ସମୟରେ କଳା ପୋଷାକରେ ଆସିବାକୁ କହିଛନ୍ତି। ଏହି ମେସେଜ ସାମ୍ନାକୁ ଆସିଛି ଯେତେବେଳେ…
ପୋଷାକ ଖୋଲି ଠେଙ୍ଗାରେ ପିଟି ଗୁପ୍ତାଙ୍ଗରେ ପକାଇଲେ ଲଙ୍କାଗୁଣ୍ଡ: ସେନା ନିର୍ଯାତନା ବଖାଣିଲେ ପୀଡିତ, ଭିଡିଓ ଭାଇରାଲ…
ଶ୍ରୀନଗର,୨୬।୧୨ : ଜମ୍ମୁ-କଶ୍ମୀରର ପୁଞ୍ଚରେ ଡିସେମ୍ବର ୨୧ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ସେନା ଯବାନ ଶହୀଦ ହୋଇଥିଲେ। ଏହା ପରେ ସେନା ପକ୍ଷରୁ ଏକ ବଡ଼ ଧରଣର ସର୍ଚ୍ଚ ଅପରେଶନ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରି ପଚରାଉଚରା କରାଯାଇଥିଲା।…
ଖର୍ଚ୍ଚ କମ୍ ପାଇଁ ଆଫଗାନିସ୍ତାନରେ ସାମୂହିକ ବିବାହ
କାବୁଲ,୨୬।୧୨: ଚାଲିଛି ବିବାହ ଋତୁ। ବିବାହ ଏକ ପ୍ରକାର କାର୍ଯ୍ୟକ୍ରମ ନୁହେଁ ତ ହିନ୍ଦୁ ସଂସ୍କୃତିରେ ଏହା ଏକ ଉତ୍ସବ ଭାବେ ପାଳନ କରାଯାଏ। ଘରେ ଗହଳ ଚହଳ ଲାଗିବା ସହ ଖାଦ୍ୟ-ପାନୀୟର ଆସର ଲାଗେ। କିନ୍ତୁ ପୃଥିବୀର ସବୁଠାରୁ ଗରିବ…
Train Fire: ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ, ଭିଡିଓ ଭାଇରାଲ,ତଦନ୍ତ ଆରମ୍ଭ…
ମୁମ୍ବାଇ,୨୬।୧୨: ମଙ୍ଗଳବାର ମହାରାଷ୍ଟ୍ରର ନାନ୍ଦେଡରେ ଏକ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଯାଇଛି। ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି। ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି। ପୂର୍ଣ୍ଣା-ପାର୍ଲୀ ପାସେଞ୍ଜର ଟ୍ରେନରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଟ୍ରେନରେ ନିଆଁ ଲାଗିଥିବାର ଭିଡିଓ ଏବେ ସୋସିଆଲ…
ଭିଭୋ କର୍ମଚାରୀ ଭାରତରେ ଗିରଫ ହେବାରୁ ରାଗିଯାଇ ଚାଇନା ଦେଲା ଏମିତି ଉପଦେଶ
ବେଜିଂ/ନୂଆଦିଲ୍ଲୀ,୨୬।୧୨: ଗତ ସପ୍ତାହରେ ଚାଇନାର ସ୍ମାର୍ଟଫୋନ ନିର୍ମାତା ଭିଭୋ ବିରୋଧରେ ମନି ଲଣ୍ଡରିଂ ଘଟଣାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ତିନିଜଣ ଭିଭୋ-ଇଣ୍ଡିଆ ଅଧିକାରୀଙ୍କୁ ଗିରଫ କରିଥିଲା। ଏହି ଗିରଫ ପରେ ଚାଇନା ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛି। ଚାଇନା ସୋମବାର…
୨୦୨୪ ନିର୍ବାଚନ ପାଇଁ ଭାଜପାର ପ୍ରସ୍ତୁତି ଆରମ୍ଭ: ବିଜୟ ଫର୍ମୁଲା ନେଇ ମନ୍ଥନ କଲେ ନଡା
କୋଲକାତା,୨୬।୧୨: ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନରେ ଚମତ୍କାର ବିଜୟ ହାସଲ କରିବା ପରେ ଭାଜପା ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କିଛି ମାସ ମଧ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ସାରା ଦେଶରେ ମାରାଥନ ସାଂଗଠନିକ ବୈଠକ…
ଟସ ଜିତିଲା ଦକ୍ଷିଣ ଆଫ୍ରିକା: ଡେବ୍ୟୁ କରୁଛନ୍ତି ପ୍ରସିଦ୍ଧ କ୍ରିଷ୍ଣା
ସେଞ୍ଚୁରିଅନ୍,୨୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ସେଞ୍ଚୁରିଅନର ସୁପରପୋର୍ଟ ପାର୍କରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚର ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକାର ଅଧିନାୟକ…
୫୭ ବର୍ଷ ବୟସରେ ବିବାହ କଲେ ଏହି ସେଲିବ୍ରିଟି
ମୁମ୍ବାଇ: ଅଭିନେତା ରୋନିତ ରୟ ତାଙ୍କ ବ୍ୟକ୍ତିଗତ ଜୀବନର ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୫୭ ବର୍ଷୀୟ ଅଭିନେତା ପୁଣିଥରେ ତାଙ୍କ ପତ୍ନୀ ନୀଲମ ବୋଷ ରୟଙ୍କ ସହ ବିବାହ କରିଛନ୍ତି। ରୋନିତ ତାଙ୍କ ବିଂଶତମ ବିବାହ ବାର୍ଷିକୀ ଅବସରରେ ପୁନର୍ବାର…

