ଟି-୨୦ ବିଶ୍ୱକପ୍ ଖେଳିବେ କି ରୋହିତ ଶର୍ମା: ଜାଣନ୍ତୁ ଏନେଇ କ’ଣ କହିଲେ ହିଟ୍ମ୍ୟାନ୍
ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି-୨୦ ବିଶ୍ୱକପ ୨୦୨୪ ଖେଳିବା ବିଷୟରେ ନିଜ ମତ ରଖିଛନ୍ତି। ରୋହିତ କହିଛନ୍ତି, କ୍ରିକେଟ ଖେଳିବାକୁ ଏକ ଇଚ୍ଛା ଅଛି। ସମସ୍ତେ ଭଲ କରିବାକୁ ଏବଂ ସମସ୍ତ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି। ମୁଁ ଟି-୨୦…
ଜିଓର ନ୍ୟୁୟର ପ୍ଲାନ, ମାତ୍ର ୮ ଟଙ୍କାରେ ମିଳିବ ବର୍ଷ ଯାକର ଅନଲିମିଟେଡ ୫ଜି ଇଣ୍ଟରନେଟ ସେବା
ନୂଆଦିଲ୍ଲୀ,୨୬।୧୨: ପ୍ରତିବର୍ଷ ପରି, ଚଳିତ ବର୍ଷ ମଧ୍ୟ ରିଲାଏନ୍ସ ଜିଓ ବର୍ଷ ଶେଷ ପୂର୍ବରୁ ପ୍ରିପେଡ ବ୍ୟବହାରକାରୀଙ୍କ ପାଇଁ ‘ନୂଆ ବର୍ଷ ଯୋଜନା’ ଆରମ୍ଭ କରିଛି । ଏହି ଯୋଜନାର ଦୈନିକ ଖର୍ଚ୍ଚ ହେଉଛି ମାତ୍ର ୮.୨୧ ଟଙ୍କା। ଶୁଭ ନୂତନ…
ଦେଶରେ ୬୩ ଜେଏନ୍.୧ ମାମଲା
ନୂଆଦିଲ୍ଲୀ,୨୬ା୧୨(ପି.ଟି.): ଭାରତରେ କୋଭିଡ୍-୧୯ର ସବ୍ଭାରିଆଣ୍ଟ ଜେଏନ୍.୧ ସଂକ୍ରମିତଙ୍କ ସଂଖ୍ୟା ରବିବାର ସୁଦ୍ଧା ୬୩ରେ ପହଞ୍ଚତ୍ଛି। ସେଥିରୁ କେବଳ ଗୋଆରେ ୩୪ ଜଣ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମହରାଷ୍ଟ୍ରରେ ୯ ଜେଏନ୍.୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କର୍ନାଟକରେ ୮, କେରଳରେ…
ଜୀବନକାଳକୁ ଆକଳନ କରିପାରିବ ଏଆଇ ମଡେଲ
ନୂଆଦିଲ୍ଲୀ,୨୬ା୧୨(ପି.ଟି.): ଗବେଷକମାନେ ଏଭଳି ଏକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପକରଣ ବିକଶିତ କରିଛନ୍ତି, ଯାହା ମାନବର ସ୍ବାସ୍ଥ୍ୟ, ଶିକ୍ଷା, ନିଯୁକ୍ତି ଓ ଆୟ ସମ୍ପର୍କିତ ଇତିହାସ ସମ୍ପର୍କରେ ଜଣାଇଦେବ। ଜଣେ ବ୍ୟକ୍ତିର ସମଗ୍ର ଜୀବନର ସବୁକିଛି ଏହା ପୂର୍ବାନୁମାନ କରିପାରିବ ବୋଲି…
ଡୋନାଲ୍ଡ ଟ୍ରମ୍ଫଙ୍କୁ ସହଯୋଗ କଲେ ପତ୍ନୀ ମେଲାନିଆ
ଓ୍ବାଶିଂଟନ,୨୬।୧୨: ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ, ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ବହୁତ ଲୋ ପ୍ରୋଫାଇଲ ମେଣ୍ଟେନ କରୁଥିଲେ ଏବଂ ଚର୍ଚ୍ଚାରୁ ଦୂରେଇ ରହିଥିଲେ, କିନ୍ତୁ ଏଥର ମେଲାନିଆ ଟ୍ରମ୍ପ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରରେ ଅତ୍ୟନ୍ତ ସକ୍ରିୟ ଥିବା…
ଇସ୍ରାଏଲ୍ ଆକ୍ରମଣରେ ୧୦୬ ମୃତ
ଜେରୁଜେଲମ୍/ଡେଇର୍ ଅଲ୍-ବଲାହ,୨୬ା୧୨: ହମାସ୍ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲ୍ର ୧୫ ସୈନ୍ୟ ନିହତ ହେବା ପରେ ଜେରୁଜେଲମ୍ ଆକ୍ରମଣକୁ ଆହୁରି ଜୋର୍ଦାର କରିଛି। ରବିବାର ରାତିରେ ଇସ୍ରାଏଲୀ ସେନାର ବୋମାମାଡ଼ରେ ୧୦୬ ଜଣଙ୍କ ମୃତ୍ୟୁ ଘଟିଛି। ଗାଜାର ଡେଇର୍ ଅଲ୍-ବଲାହ ନିକଟରେ ହୋଇଥିବା…
ଡକାୟତଙ୍କ ଆକ୍ରମଣରେ ୧୬୦ ଜଣଙ୍କ ମୃତ୍ୟୁ
ଅବୁଜା,୨୬।୧୨: ନାଇଜେରିଆର ଉତ୍ତର-ମଧ୍ୟ ରାଜ୍ୟରେ ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୬୦ରେ ପହଞ୍ଚିଛି। ସୋମବାର ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ରବିବାର ଡକାୟତମାନେ ବିଭିନ୍ନ ସମ୍ପ୍ରଦାୟ ଉପରେ ଆକ୍ରମଣ କରିଥିଲେ। ଅଧିକାରୀ କହିଛନ୍ତି ଯେ ଏହି ଆକ୍ରମଣ ପରଠାରୁ ଏପର୍ଯ୍ୟନ୍ତ…
ଆଖି ସମସ୍ୟା ଯୋଗୁ ବିଶ୍ୱକପ୍ରେ ଭଲ ବ୍ୟାଟିଂ କରିପାରି ନ ଥିଲେ ଏହି କ୍ରିକେଟର୍
ଢାକା,୨୬।୧୨: ଭାରତରେ ଖେଳାଯାଇଥିବା ଏକଦିବସୀୟ ବିଶ୍ୱକପ୍ରେ ଶାକିବ ଅଲ ହାସନ ବାଂଲାଦେଶର ଦାୟିତ୍ୱ ନେଇଥିଲେ। ଟୁର୍ନାମେଣ୍ଟରେ ବ୍ୟାଟ ସହିତ ଶାକିବ ବହୁତ ଖରାପ ଫର୍ମରେ ନଜର ଆସିଥିଲେ। ଶାକିବଙ୍କ ଖରାପ ପ୍ରଦର୍ଶନ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ବର୍ତ୍ତମାନ ବାଂଲାଦେଶୀ ଅଲରାଉଣ୍ଡର…
ଇସ୍ରାଏଲ ଜିତିବା ପର୍ଯ୍ୟନ୍ତ ଜାରି ରହିବ ଯୁଦ୍ଧ, ହମାସକୁ ଚେତାବନୀ ଦେଲେ ନେତାନ୍ୟାହୁ
ତେଲ ଆଭିବ,୨୬।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଗାଜା ଅଞ୍ଚଳରେ ହମାସ ଦ୍ୱାରା ବନ୍ଧକ ରଖିଥିବା ସାଧାରଣ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲର ବିଜୟ…
ପ୍ରଥମଥର ପାଇଁ ପାକିସ୍ତାନରେ ନିର୍ବାଚନ ଲଢିବେ ଜଣେ ହିନ୍ଦୁ ମହିଳା: ପ୍ରାର୍ଥୀପତ୍ର କଲେ ଦାଖଲ
ଇସଲାମାବାଦ୍,୨୬।୧୨: ଆସନ୍ତା ବର୍ଷ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାାଚନରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ମହିଳା ଖାଇବର ପାଖ୍ଟନଖୱାର ବନେର ଜିଲାରେ ସାଧାରଣ ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସାଭିରା ପରକାଶ ନାମକ ଜଣେ…
ସିନିୟର ଇରାନୀ କମାଣ୍ଡରଙ୍କୁ ନିହତ କଲା ଇସ୍ରାଏଲ ସେନା, ଏହାର ପ୍ରତିଶୋଧ ନେବାକୁ ପଣ କଲେ ରାଷ୍ଟ୍ରପତି
ଜେରୁଜେଲମ,୨୬।୧୨: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ର ବରିଷ୍ଠ କମାଣ୍ଡର ତଥା ସିରିଆ ଏବଂ ଲେବାନନ ଅପରେସନ ଦାୟିତ୍ୱରେ ଥିବା ସୟିଦ ରେଜା ମୋସାଭି ସୋମବାର ସିରିଆରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିହତ ହୋଇଥିଲେ। ଦି ଜେରୁଜେଲମ ପୋଷ୍ଟର…
ଟଏଲେଟ୍ ଗଲେ ସିଆଇଏସଏଫ ଅଧିକାରୀ: ଏପଟେ ବଳାତ୍କାର ଅଭିଯୁକ୍ତ ଛୁ
ଚଣ୍ଡିଗଡ,୨୬।୧୨: ପଞ୍ଜାବରେ ହୋଇଥିବା ଏକ ବଳାତ୍କାର ମାମଲାରେ ଅଭିଯୁକ୍ତ ବହାରେନରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ ପହଞ୍ଚିବା ପରେ ଇମିଗ୍ରେସନ ଅଧିକାରୀଙ୍କ ହେପାଜତରୁ ଫେରାର ହୋଇଯାଇଛନ୍ତି। ବିମାନବନ୍ଦରରେ ସୁରକ୍ଷା କର୍ମୀଙ୍କୁ ଭେଦ କରି ସେ ପଳାଇ ଯାଇଥିଲେ। ସିଆଇଏସଏଫ…

