ଅଟକ ଥିବା ୨୭୬ ଯାତ୍ରୀ ପହଞ୍ଚିଲେ ମୁମ୍ବାଇ
ମୁମ୍ବାଇ,୨୬।୧୨: ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସରେ ଚାରି ଦିନ ଅଟକି ରହିଥିବା ବିମାନରେ ଥିବା ୨୭୬ ଜଣ ଯାତ୍ରୀଙ୍କୁ ନେଇ ଏକ ବିମାନ ମୁମ୍ବାଇରେ ପହଞ୍ଚିଛି। ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ ୨୭୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା…
ଏମଭି କେମ ପ୍ଲୁଟୋ ଜାହାଜ ଉପରେ ଡ୍ରୋନ ଆକ୍ରମଣ ଦାବି ପରେ ଆରବ ସାଗରେ ମୁତୟନ ହେଲେ ୩ ଯୁଦ୍ଧ ଜାହାଜ
ନୂଆଦିଲ୍ଲୀ,୨୬।୧୨: ଭାରତୀୟ ନୌସେନାର ଆଣ୍ଟି-ବିସ୍ଫୋରକ ଅର୍ଡାନ୍ସ ଟିମ ସୋମବାର ମୁମ୍ବାଇରେ ପହଞ୍ଚିବା ପରେ ଆରବ ସାଗରରେ ଡ୍ରୋନ ଆକ୍ରମଣର ସମ୍ମୁଖୀନ ହୋଇଥିବା ବାଣିଜି୍ୟକ ଜାହାଜ ଏମଭି କେମ ପ୍ଲୁଟୋ ବିଷୟରେ ବିସ୍ତୃତ ଯାଞ୍ଚ କରିଥିଲା। ନୌସନା ଅଧିକାରୀ କହିଛନ୍ତି ଯେ ଜାହାଜରେ…
୩ ନୂଆ କ୍ରିମିନାଲ ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, ୨୫ା୧୨: ଗତ ସପ୍ତାହରେ ପାର୍ଲାମେଣ୍ଟର ଉଭୟ ସଦନରେ ପାରିତ ହୋଇଥିବା ୩ ନୂଆ କ୍ରିମିନାଲ ବିଲ୍ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର…
ପୁଣି ଚାଇନାରେ ଅଣାୟତ କରୋନା ସ୍ଥିତି: ଶ୍ମଶାନ ଘାଟରେ ଲମ୍ବା ଲାଇନ୍
ବେଜିଂ,୨୫।୧୨: ଚାଇନାରେ କରୋନାର ପ୍ରଭାବ ପୁଣି ଥରେ ଦେଖିବାକୁ ମିଳିଛି। ଏଠାରେ କରୋନା ସଂକ୍ରମଣର ଗତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପରିସ୍ଥିତି ଏପରି ହୋଇଛି ଯେ କରୋନା କାରଣରୁ ମୃତ୍ୟୁ ହେତୁ ଚାଇନା ଶ୍ମଶାନ ଘାଟ ୨୪ ଘଣ୍ଟା କାମ…
ବିଶ୍ୱକପ୍ ପରାଜୟକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ରୋହିତ ଶର୍ମା
ସେଞ୍ଚୁରିଅନ୍,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟ୍ଷେଟ ସିରିଜ୍ ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରେସ୍ କନଫରେନ୍ସ କରିଛନ୍ତି। ଏହି ଅବସରରେ ସେ ଗତ ବିଶ୍ୱକପ୍…
ପ୍ରି ଓ୍ବେଡିଂ ଫଟୋ ଶୁଟ ସମୟରେ କପଲଙ୍କର ଉଡିଲା ହୋସ!
ଆଜିର ସମୟରେ, ଦମ୍ପତିମାନେ ସେମାନଙ୍କର ବିବାହକୁ ସ୍ମରଣୀୟ କରିବା ପାଇଁ ଅନେକ କାର୍ଯ୍ୟ କରୁଛନ୍ତି। ଏଥିରେ ପ୍ରି ଓ୍ବେଡିଂ ଫଟୋ ଶୁଟରୁ ପୋଷ୍ଟ ଓ୍ବେଡିଂ ଫଟୋ ଶୁଟ ସାମିଲ ଅଛି। ଲୋକମାନେ ସେମାନଙ୍କର ବିବାହ ଫଟୋସୁଟକୁ ସବୁଠାରୁ ସ୍ବତନ୍ତ୍ର କରିବାକୁ ଚେଷ୍ଟା…
ଏକ୍ସ ହଜବ୍ୟାଣ୍ଡ ଅରବାଜଙ୍କ ବିବାହ ସମୟରେ କ’ଣ କରୁଥିଲେ ମଲାଇକା? ଭାଇରାଲ ହେଉଛି ଭିଡିଓ
ମୁମ୍ବାଇ: ବଲିଉଡ ନାୟକ ଅରବାଜ ଖାଁ ତାଙ୍କ ଗର୍ଲଫ୍ରେଣ୍ଡ ଶୌରା ଖାନଙ୍କୁ ବିବାହ କରଛନ୍ତି। ଏହା ହେଉଛି ଅଭିନେତାଙ୍କର ଦ୍ୱିତୀୟ ବିବାହ, ଏହା ପୂର୍ବରୁ ସେ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ କିନ୍ତୁ ଏହି ଦମ୍ପତିଙ୍କର ଛାଡପତ୍ର ହୋଇସାରିଛି। ତାଙ୍କ ପୁଅ…
ଟ୍ରେନ୍ ଧକ୍କାରେ କଟିଲା ଯୁବକଙ୍କ ଗୋଡ଼
ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ଧକ୍କାରେ ସୋମବାର ମଧ୍ୟାହ୍ନରେ ଜଣେ ଯୁବକଙ୍କ ଗୋଡ଼ କଟିଯାଇଛି। ଯୁବକଙ୍କ ନାମ ରାଜେନ୍ଦ୍ର ବିହାରୀ (୩୨) ହୋଇଥିବା ବଳେ ସେ ଜୁନାଗଡ଼ ଥାନା ଅନ୍ତର୍ଗତ…
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୦୮ ଫୁଟର ଧୂପକାଠି, ୪୫ ଦିନ ପର୍ଯ୍ୟନ୍ତ ଜଳିବ…
ଅଯୋଧ୍ୟା,୨୫।୧୨ : ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହି ଅବସରରେ ୩ ହଜାର ୪୨୮ କିଲୋଗ୍ରାମ ଓଜନ ବିଶିଷ୍ଟ ଏକ ଧୂପକାଠି ତିଆରି କରାଯାଉଛି। ଏହାର ମୋଟେଇ ହେଉଛି ୩.୫ ଫୁଟ। ଅଯୋଧ୍ୟାରେ ରାମଲାଲାଙ୍କ…
ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେନି କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ
ବାରାଣସୀ,୨୫ା୧୨: ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ପ୍ରତିଦିନ ନୂଆନୂଆ ଖବର ଆସୁଛି। ଆସୁଛି। ୨୨ ଜାନୁୟାରୀ ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ନାହିଁ। ଏହାର କାରଣ ମଧ୍ୟ କୁହାଯାଇଛି। ପ୍ରଭୁ ରାମଙ୍କ…
ଋଣ ଛାଡ ପାଇଁ ଚାଷୀ ଚାହୁଁଛନ୍ତି ମରୁଡି ପଡୁ: ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ସୋସିଆଲ ମିଡିଆରେ ଭାଇରାଲ…
ବେଙ୍ଗାଲୁରୁ,୨୫।୧୨ : କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ସରକାରରେ ଆଖୁ ବିକାଶ ମନ୍ତ୍ରୀ ଶିବାନନ୍ଦ ପାଟିଲଙ୍କ ବିବୃତ୍ତି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସେ କହୁଛନ୍ତି ଏଠାରେ ଥିବା ଚାଷୀମାନେ ପ୍ରତିବର୍ଷ ମରୁଡ଼ି ପଡୁ ଚାହାନ୍ତି। ଯାହା ଦ୍ୱାରା ସେମାନଙ୍କ ଋଣ…
ହିନ୍ଦୁ-ହିନ୍ଦୀ ଭାଷାଭାଷୀଙ୍କ ଅପମାନ ପରେ ବି କାହିଁକି ନୀରବ ରାହୁଲ, କବିତାଙ୍କ ପ୍ରଶ୍ନ…
ହାଇଦ୍ରାବାଦ,୨୫।୧୨ : ତାମିଲନାଡୁର ଶାସକ ଡିଏମକେ ଏମପି ଦୟାନିଧି ମାରାନଙ୍କ ହିନ୍ଦୀ ଭାଷାଭାଷୀ ଲୋକଙ୍କ ଉପରେ ବିବାଦୀୟ ମନ୍ତବ୍ୟ’ ନେଇ ଭାରତ ରାଷ୍ଟ୍ରିୟ ସମିତି (ବିଆରଏସ) ନେତା ତଥା ପୂର୍ବତନ ସିଏମ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ. କବିତା…

