Home

ପୁଣି ଥରିଲା ଆଫଗାନିସ୍ତାନ

କାବୁଲ,୧୨ା୧: ଶୁକ୍ରବାର ଆଫଗାନିସ୍ତାନରେ ପୁଣି ଭୂକମ୍ପ ଅନୁଭୂତ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଛି। ସୂଚନାନୁଯାୟୀ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୩ ରହିଥିଲା। ୧୭ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଛି। ଗତକାଲି ମଧ୍ୟ…

ମକର ସଂକ୍ରାନ୍ତିଠାରୁ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚମକିବ

ସାରା ଦେଶରେ ଜାନୁଆରୀ ୧୫ରେ ମକର ସଂକ୍ରାନ୍ତି ପାଳନ କରାଯିବ। ସନାତନ ଧର୍ମରେ ଏହି ଦିନର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନଠାରୁ ସୂର୍ଯ୍ୟ ଉତ୍ତରାୟଣ ହୋଇଯାଏ। ସୂର୍ଯ୍ୟ ମକର ରାଶିରେ ପ୍ରବେଶ କଲେ ମକର ସଂକ୍ରାନ୍ତି ପାଳନ କରାଯାଏ। ନୂତନ…

ମନ୍ତ୍ରୀଙ୍କ ଘରେ ଇଡି ଚଢାଉ

କୋଲକାତା,୧୨।୧: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ନେତା ସୁଜିତ ବୋଷଙ୍କ ବିରୋଧରେ ଇଡି ଦ୍ୱାରା ଏକ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଚାଲିଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି କୋଲକାତାରେ ଥିବା ସୁଜିତଙ୍କ ବିଭିନ୍ନ ସ୍ଥାନ ଉପରେ ଚଢାଉ କରୁଛି।…

ଲମ୍ବା ଲମ୍ବା ଛକା ମାରି ଯେକୌଣସି ସମୟରେ କରିପାରିବି ରନ୍‌: ଶିବମ

ମୋହାଲି,୧୨।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଶିବମ ଦୁବେ ଚମତ୍କାର ବ୍ୟାଟିଂ କରିଥିଲେ। ଶିବମଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଆଧାରରେ ଭାରତ ଆଫଗାନିସ୍ତାନକୁ ୬ଟି ଉଇକେଟ୍‌ରେ ପରାସ୍ତ କରିଥିଲା। ପ୍ରଥମ ବୋଲିଂରେ ଶିବମ ୨ ଓଭରରେ ୯ ରନ…

ତହସିଲ କାର୍ଯ୍ୟାଳୟରେ ଅସାମାଜିକ କାର୍ଯ୍ୟକଳାପ

ଢେଙ୍କାନାଳ,୧୨ା୧(ରତନ ନାୟାର): ଢେଙ୍କାନାଳ ସଦର ତହସିଲ କାର୍ଯ୍ୟାଳୟ କିଛିଦିନ ହେଲା ଖଣି ମାଫିଆଙ୍କ କବଳରେ ରହିଥିବା ସାଧାରଣରେ ଆଲୋଚନା ଜୋର୍‌ ଧରିଛି। ଅଧିକାଂଶ ସମୟରେ କାର୍ଯ୍ୟାଳୟ ବନ୍ଦ ହେବାର ଦୀର୍ଘ ସମୟ ପରେ ମଧ୍ୟ କାର୍ଯ୍ୟ ଆଳରେ କେତେଜଣ କର୍ମଚାରୀ ରାତି…

ଅପରାହ୍ନ ୩ଟାରୁ ଖୋଲିବ ପରିକ୍ରମା ମାର୍ଗ

ପୁରୀ,୧୨ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ସବୁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୧୭ ତାରିଖରେ ଗଜପତି ମହାରାଜାଙ୍କ ଦ୍ୱାରା ପୂର୍ଣ୍ଣାହୁତି ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରକଳ୍ପ ଲୋକାର୍ପଣ ହେବ।…

ଗିଲ୍‌ଙ୍କ ଉପରେ ପ୍ରବଳ ରାଗିଗଲେ ରୋହିତ ଶର୍ମା: ପରେ କହିଲେ କାରଣ…

ମୋହାଲି,୧୧।୧:ମୋହାଲିରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ରୋହିତ ଶର୍ମା ଶୂନରେ ଆଉଟ ହୋଇଥିଲେ। ରନ ସ୍କୋର କରିବାରେ ଶୁବମନ ଗିଲ ଏବଂ ତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଯୋଗୁ ଟିମ ଇଣ୍ଡିଆକୁ ଏହି ଉଇକେଟ ହରାଇବାକୁ ପଡିଥିଲା। ପରେ…

ବନ୍ଦ ପଡ଼ିଛି ମିଶନ ଶକ୍ତି କାଫେ

ପଟ୍ଟାମୁଣ୍ଡାଇ,୧୨ା୧ (କଳ୍ପତରୁ ନାୟକ): ସହରାଞ୍ଚଳ, ଗ୍ରାମାଞ୍ଚଳ ଏସ୍‌ଏଚ୍‌ଜି ମହିଳାଙ୍କୁ ସ୍ବାବଲମ୍ବୀ କରିବା ଏବଂ ଦୂରଦୂରାନ୍ତରୁ ଆସୁଥିବା ଲୋକଙ୍କୁ ସୁସ୍ବାଦୁ ଖାଦ୍ୟ ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପଟ୍ଟାମୁଣ୍ଡାଇ ବ୍ଲକ ଭିତରେ ୩ବର୍ଷ ତଳେ ମିଶନ ଶକ୍ତି କାଫେ ଖୋଲିଥିଲେ।…

ବିନା ସୂଚନା ଫଳକରେ ବିକ୍ରି ହେଉଛି କାଠ

ଯାଜପୁର,୧୨ା୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ ବନାଞ୍ଚଳ ଅଧୀନରେ ବେଆଇନ ଭାବେ ଗଛ କଟା ଏବଂ ଚୋରା ଚାଲାଣ ବଢିବାରେ ଲାଗିଛି। ବିଭାଗୀୟ ଅଧିକାରୀ ଏବଂ ମିଲ୍‌ ମାଲିକଙ୍କ ମଧ୍ୟରେ ଭିତିରି ବୁଝାମଣା ରହିଥିବା ନେଇ ପ୍ରମାଣ ଖୋଲିବାରେ ଲାଗିଛି । ଏପରିକି…

ପ୍ରେମିକାଙ୍କୁ ବାହାହେଲେ ବ୍ରୁନେଇ ଯୁବରାଜ

ବନ୍ଦର ସେରି ବେଗାଓ୍ବନ,୧୨।୧:ଏସିଆର ଅନ୍ୟତମ ସବୁଠୁ ଯୋଗ୍ୟ ବ୍ୟାଚେଲର ଭାବେ ପରିଚିତ ବ୍ରୁନେଇର ଯୁବରାଜ ଅବଦୁଲ ମାଟିନ୍‌ ଏକ ସାଧାରଣ ପରିବାରରେ ଗୁରୁବାର ବିବାହ କରିଛନ୍ତି। ୧୦ ଦିନ ଧରି ଏହି ବିବାହ ଉତ୍ସବ ଚାଲିବ। ରାଜଧାନୀ ବନ୍ଦର ସେରି ବେଗାଓ୍ବନର…

ବଢୁଛି କଳାହୀରାର କଳାବଜାର

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୧୨ା୧: କଳାହୀରା ଭାବେ ପରିଚିତ କୋଇଲାର କଳାବଜାର ତାଳଚେରଠାରୁ ଯାଜପୁର ଜିଲା ପର୍ଯ୍ୟନ୍ତ ଲମ୍ବିଛି। ଗତ କିଛି ଦିନ ହେଲା ଜିଲାର ପାଣିକୋଇଲି ଓ କୋରେଇ ଥାନା ଅଞ୍ଚଳରେ ଚୋରା କୋଇଲାର ଡିପୋ ଓ ଚୋରା ଚାଲାଣ କାରବାର…

ଅଯୋଧ୍ୟା ଯିବେନାହିଁ ୪ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ,୧୨।୧:ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବକୁ ୧୦ ଦିନ ବାକିଥିବାବେଳେ ଅନେକ ହିନ୍ଦୁ ସନ୍ଥ ଉକ୍ତ କାର୍ଯ୍ୟକ୍ରମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ହିନ୍ଦୁଧର୍ମର ୪ ଧାମ ପୁରୀ ଗୋବର୍ଦ୍ଧନ ପୀଠ, ଜ୍ୟୋତିର୍ମଠ, ଦ୍ୱାରକା ଏବଂ ଶ୍ରୀଙ୍ଗେରୀର ଶଙ୍କରାଚାର୍ଯ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗଦେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?