Home

ଜେଡିୟୁ ପରେ ଏବେ ‘ଇଣ୍ଡିଆ’କୁ ଝଟ୍‌କା ଦେଲା ଏଏପି

ନୂଆଦିଲ୍ଲୀ,୭।୧: ଲୋକ ସଭା ନିର୍ବାଚନ ପାଇଁ ଗୁଜୁରାଟର ଭରୁଚ ଆସନରୁ ଲଢିବା ଲାଗି ଆମ ଆଦମୀ ପାର୍ଟି(ଏଏପି) ଏହାର ପ୍ରାର୍ଥୀ ଘୋଷଣା କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ଘୋଷଣା କରିଛନ୍ତି। ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି…

ଭାରତକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୭।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଜାନୁଆରୀ ୧୧ରୁ ଆରମ୍ଭ ହେବ। ଏଥିପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇନାହିଁ। ଆଫଗାନିସ୍ତାନ ତାର ଦଳ ଘୋଷଣା କରିଛି ଏବଂ ଏହାର ଖେଳାଳିମାନେ ମଧ୍ୟ ଭାରତରେ ପହଞ୍ଚିଛନ୍ତି।…

‘ଶ୍ରୀ ରାମ ଘର ଆଏ’ ଗୀତକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ: ଲୋକ ଗାୟିକା କହିଲେ, ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ

ଗାନ୍ଧୀନଗର,୭।୧: ଗୁଜରାଟର ଲୋକ ଗାୟିକା ଗୀତା ରାବାରୀଙ୍କ ଗୀତ ‘ଶ୍ରୀ ରାମ ଘର ଆଏ’ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଗୀତକୁ ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ସେ ଏକ ପୋଷ୍ଟ ଶେୟାର…

ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ଭାରୀ: ମାଳଦ୍ୱୀପର ୩ ମନ୍ତ୍ରୀ ନିଲମ୍ବିତ

ମାଲେ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ଉପହାସ କରୁଥିବା ନେଇ ବିବାଦ ଉପରେ ମାଳଦ୍ୱୀପ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ମାଳଦ୍ୱୀପ ସରକାର ମନ୍ତ୍ରୀ ମରିୟମ ଶିଆନା, ମାଲଶା…

ପାକିସ୍ତାନର ଅଶାନ୍ତ ଉତ୍ତର-ପଶ୍ଚିମରେ ଆକ୍ରମଣ, ୪ ମୃତ ୩ ଆହତ

ପେଶାଓ୍ବର,୭।୧: ରବିବାର ପାକିସ୍ତାନର ଅଶାନ୍ତ ଖାଇବର-ପାଖତୁନଖ୍ବା ପ୍ରଦେଶରେ ଅଜ୍ଞାତ ବନ୍ଧୁକଧାରୀ ଦୁଇଟି ଗାଡ଼ି ଉପରକୁ ଗୁଳି ଚଳାଇଥିଲେ। ଏହି ସମୟ ମଧ୍ୟରେ ଅତି କମରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିଲେ। ଜିଲା ପୋଲିସ ଅଧିକାରୀ…

ସଂସଦ ରତ୍ନ ପୁରସ୍କାର ଘୋଷଣା: ୫ ସଦସ୍ୟ ମନୋନୀତ

ନୂଆଦିଲ୍ଲୀ,୭।୧: ଚଳିତ ବର୍ଷ ସଂସଦ ରତ୍ନ ପୁରସ୍କାର ଘୋଷଣା ହୋଇଛି। ଏଥିପାଇଁ ଭାଜପାର ସୁକାନ୍ତ ମଜୁମଦାର ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ସମେତ ପାଞ୍ଚ ଜଣ ଲୋକ ସଭା ସଦସ୍ୟ ମନୋନୀତ ହୋଇଛନ୍ତି। ଏହାର ଆୟୋଜକମାନେ ରବିବାର ଏହି ଘୋଷଣା…

ମୋଦିଙ୍କ ଉପରେ ମାଲଦ୍ୱୀପ ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ ନିଜକୁ ଦୂରେଇ ରଖିଲେ ସରକାର, କହିଲେ ଏହା ବ୍ୟକ୍ତିଗତ

ମାଲେ,୭।୧: ମାଲଦ୍ୱୀପର ମହମ୍ମଦ ମୁଇଜୋ ସରକାରର ଜଣେ ମନ୍ତ୍ରୀ ମରିୟମ ଶିଉନା ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭାରତ ସରକାର ଏ ସମ୍ପର୍କରେ କଡା ଆଭିମୁଖ୍ୟ ଗ୍ରହଣ କରି ମାଲଦ୍ୱୀପ ସରକାରଙ୍କ ଉପରେ ଆପତ୍ତି…

କୁକୁରର ଜୀବନ ବଞ୍ଚାଇବା ପାଇଁ କୋକିଶିଆଳି ସହ ଲଢିଲା ବିଲେଇ..ଶେଷରେ, ଦେଖନ୍ତୁ ଭିଡିଓ

ପ୍ରତିଦିନ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହଏ। ଏଥିରେ ଅନେକ ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥାଏ। ଆମେରିକାର ଏଭଳି ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ କିଛି କୋକିଶିଆଳି କୁକୁର ଉପରେ ଆକ୍ରମଣ କରିବାକୁ…

ପାସଓ୍ବାର୍ଡ ବିନା ବି ଆପଣଙ୍କ ଗୁଗୁଲ ଆକାଉଣ୍ଟ ବ୍ୟବହାର କରିପାରିବେ ହ୍ୟାକର

ନୂଆଦିଲ୍ଲୀ,୭।୧: ମୋବାଇଲ, ଟିଭି, କମ୍ପ୍ୟୁଟର ଏବଂ ଇଣ୍ଟରନେଟର ଏହି ଦୁନିଆରେ ଲୋକଙ୍କ ପାଇଁ ଯେତିକି ସୁବିଧା ବଢିଛି, ଅସୁବିଧା ମଧ୍ୟ ସେତିକି ବଢିଛି। ଅନଲାଇନ ବ୍ୟବହାରକାରୀଙ୍କ ସବୁଠାରୁ ବଡ ଅସୁବିଧା ଏବଂ ସମସ୍ୟା ହେଉଛି ସାଇବର ଅପରାଧରୁ ସୁରକ୍ଷିତ ରହିବା। ସାଇବର…

କମିଶନରେଟ୍‌ ପୋଲିସର ଅଭିନବ ପ୍ରୟାସ, ରାଜଧାନୀର କାନ୍ଥବାଡ଼ରେ ଲାଗିଲା ମୋଷ୍ଟ ଓ୍ବାଣ୍ଟେଡ ପୋଷ୍ଟର

ଭୁବନେଶ୍ୱର,୭ା୧: ଚୋରଙ୍କୁ ଧରିବା ପାଇଁ କମିଶନରେଟ୍‌ ପୋଲିସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ରାଜଧାନୀର କାନ୍ଥବାଡ଼ରେ ମୋଷ୍ଟ ଓ୍ବାଣ୍ଟେଡ ଲୁଟେରାଙ୍କ ପୋଷ୍ଟର ମାରିଛି। ଚୋର ଧରାଇବାରେ ସାହାଯ୍ୟ କରିବାକୁ ସାଧାରଣ ପୋଲିସ ଅନୁରୋଧ କରିଛି। ଚୋର ଧରାଇ ଦେଲେ ୧୦…

ଆବଶ୍ୟକ ପଡିଲେ କଳ୍ପନା ସୋରେନ ହୋଇପାରନ୍ତି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, ହେମନ୍ତ ସୋରେନ ଭଉଣୀଙ୍କ ବଡ ବୟାନ

ରାଞ୍ଚି,୭।୧: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଡି ଯାଞ୍ଚର ସମ୍ମୁଖୀନ ହୋଇଛନ୍ତି। ନିକଟରେ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜଣେ ବିଧାୟକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ଆଲୋଚନା ଜୋର ଧରିଛି ଯେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ…

ଭାଇରାଲ ହେଉଛି ଦୀପିକାଙ୍କ ଜନ୍ମଦିନର ଫଟୋ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଗତ ୫ ତାରିଖରେ ତାଙ୍କର ୩୮ ତମ ଜନ୍ମଦିନ ପାଳନ କରିଛନ୍ତି। ତେବେ ରବିବାର ସେ ତାଙ୍କର ସେଲିବ୍ରେଶନ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଦୀପିକା ତାଙ୍କର ଏହି ଖାସ୍‌ ଦିନକୁ ସେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?