Home

ପୁରୁଣା ପ୍ରକୃତି ଛାଡୁନାହିଁ ଚାଇନା, ତାଇଓ୍ବାନ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଦେଖାଦେଲା ସନ୍ଦିଗ୍ଧ ବେଲୁନ

ତାଇପେଇ ସିଟି,୧୨।୧: ଜାନୁଆରୀ ୧୩ରେ ତାଇୱାନରେ ରାଷ୍ଟ୍ରପତି ଓ ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଆମେରିକା ଏବଂ ଚାଇନା ସମେତ ସମଗ୍ର ବିଶ୍ୱର ଆଖି ଏହି ଛୋଟ ଦ୍ୱୀପ ଉପରେ ଥାଏ । ୧୨ ଜାନୁଆରୀରେ ତାଇୱାନରେ ମତଦାନ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ଏବେ ସେ ୫ ମାସର ଗର୍ଭବତୀ

ଦାରିଙ୍ଗବାଡ଼ି,୧୨ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ଦଶମଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଏବେ ୫ ମାସର ଗର୍ଭବତୀ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏନେଇ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ…

ଏଫିଲ ଟାଓ୍ବାରଠାରୁ ୧୭ ଗୁଣା ଅଧିକ ଲୁହା, ଷ୍ଟାଚ୍ୟୁ ଅଫ ଲିବର୍ଟିଠାରୁ ୬ ଗୁଣା କଂକ୍ରିଟ, ଖୁବ ମଜଭୁତ ଅଟଳ ସେତୁ

ନୂଆଦିଲ୍ଲୀ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମୁମ୍ବାଇରେ ଦେଶର ଦୀର୍ଘତମ ସେତୁ ‘ଅଟଳ ସେତୁ’ର ଉଦଘାଟନ କରିବାକୁ ଯାଉଛନ୍ତି। ମୁମ୍ବାଇ ଟ୍ରାନ୍ସ-ହାରବର୍‌ ଲିଙ୍କ (ଏମଟିଏଚଏଲ) ର ନାମ ‘ଅଟଳ ବିହାରୀ ବାଜପେୟୀ ସେଭରି-ନାଭା ଶେଭା ଅଟଳ ସେତୁ’ ରଖାଯାଇଛି। ଡିସେମ୍ବର ୨୦୧୬ରେ…

ଗର୍ଭବତୀ ସ୍ତ୍ରୀଙ୍କୁ ମନ ପସନ୍ଦର ଖାଦ୍ୟ ଖୁଆଇବା ପାଇଁ ୧୩୦୦୦ କିଲୋମିଟର ନେଇଗଲେ ସ୍ବାମୀ

ସାରା ବିଶ୍ୱରେ ପ୍ରତିଦିନ ଲକ୍ଷଲକ୍ଷ ପିଲା ଜନ୍ମ ହୁଅନ୍ତି। ଏକ ଶିଶୁ ଏହି ଦୁନିଆକୁ ଆସିବା ପାଇଁ ୯ ମାସ ସମୟ ଲାଗେ ଏବଂ ଏହି ସମୟ ମଧ୍ୟରେ ଗର୍ଭବତୀ ମହିଳାଙ୍କ ଶରୀର ଏବଂ ହର୍‌ମୋନରେ ବିଭିନ୍ନ ପରିବର୍ତ୍ତନ ହୁଏ। ଗର୍ଭଧାରଣର…

ଛାଡପତ୍ର ନ ହୋଇଥିଲେ ପ୍ରଥମ ପତ୍ନୀଙ୍କୁ ହିଁ ମିଳିବ ପେନସନ ଅଧିକାର: ହାଇକୋର୍ଟ

ପ୍ରୟାଗରାଜ,୧୨।୧: ସ୍ବାମୀ-ସ୍ତ୍ରୀଙ୍କ ସହ ଜଡିତ ଏକ ବିବାଦରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି ଛାଡପତ୍ର ନହୁଏ ତେବେ କେବଳ ପ୍ରଥମ ପତ୍ନୀଙ୍କୁ ପେନସନ ସୁବିଧା ମିଳିବ। କୋର୍ଟ କହିଛନ୍ତି ଯେ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ…

ମୋମୋ ଖାଇବା ପଡ଼ିଲା ମହଙ୍ଗା: ଚଟଣି ମାଗିବାରୁ….

ନୂଆଦିଲ୍ଲୀ,୧୨।୧: ଦିଲ୍ଲୀର ଶାହଦରା ଜିଲାର ଫର୍ଶ ବଜାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦୋକାନୀ ଅତିରିକ୍ତ ମୋମୋ ଚଟଣି ମାଗିବାରୁ ଯୁବକଙ୍କୁ ଛୁରିରେ ଆକ୍ରମଣ କରିଛନ୍ତି। ପୀଡିତ ଜୀବନ ବଞ୍ଚାଇବା ପାଇଁ ଏଠାକୁ ଦୌଡିବା ଆରମ୍ଭ କରିଥିଲେ। ସେ…

ବ୍ରାଉନସୁଗାର ଜବତ, ୨ ଗିରଫ

ଭଦ୍ରକ,୧୨ା୧(ସନାତନ ରାଉତ): ପାଟ୍ରୋଲିଂ ସମୟରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ୧୫.୬ ଗ୍ରାମର ବ୍ରାଉନସୁଗାର ଜବତ ହେବା ସହ ୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନାନୁଯାୟୀ, ଗୁରୁବାର ରାତିରେ ପାଟ୍ରୋଲିଂ ସମୟରେ ଚରମ୍ପା ମାଷ୍ଟର କଲୋନୀ ବଉଳପୋଖରୀଠାରେ…

କାର୍‌ ପଛପଟେ ମା’-ବାପା କିମ୍ବା ଭଗବାନଙ୍କ ନାଁ ନୁହେଁ, ଏମିତି କିଛି ଲେଖା ହୋଇଛି; ଯାହାର ଭିଡିଓ ଦେଖିଲେ କରିବେ ପ୍ରଶଂସା

ସାଧାରଣତଃ ବାଇକ୍‌ ହେଉ ବା କାର୍‌ ପଛପଟେ ମା’-ବାପା କିମ୍ବା ଭଗବାନଙ୍କ ନାଁ ଲେଖା ହୋଇଥିବାର ଦେଖାଯାଏ। କିନ୍ତୁ ଆଜିକାଲି ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଏକ ଭିନ୍ନ ନାମ ଲେଖା ହୋଇଛି। ନାମ ଏହିପରି…

ଆଜିଠାରୁ ୧୧ ଦିନର ସ୍ବତନ୍ତ୍ର ରୀତିନୀତି ଆରମ୍ଭ କରିବେ ମୋଦି: ଅଡ଼ିଓ ବାର୍ତ୍ତାରେ କହିଲେ ଏମିତି କଥା

ନୂଆଦିଲ୍ଲୀ,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଏକ ଅଡିଓ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର ୧୧ ଦିନ ବାକି ଅଛି। ମୁଁ…

ଗଣ୍ଡାକୁ ଝୁଣି ଖାଉଥିଲେ ସିଂହପଲ, ହଠାତ୍‌ ପହଞ୍ଚିଗଲା ହାତୀ, ଆଉ ତା’ ପରେ…

ଜଙ୍ଗଲର ନିଜସ୍ବ ନିୟମ ଅଛି। ସେଠାରେ କେବଳ ଶକ୍ତିଶାଳୀ ପଶୁମାନଙ୍କ ରାଜ୍‌ ଚାଲେ। ଏହି କାରଣରୁ ସିଂହମାନଙ୍କ ଆଗରେ କେହି ଠିଆ ହେବାକୁ ସାହସ କରନ୍ତି ନାହିଁ। ଯେତେବେଳେ ବି ସେମାନେ ରାସ୍ତାରେ ଯାଆନ୍ତି ଅନ୍ୟ ପ୍ରାଣୀମାନେ ସେମାନଙ୍କୁ ଦେଖିବା ପରେ…

ହୁଟି ଉଗ୍ରବାଦୀଙ୍କ ବିରୋଧରେ ଆମେରିକା-ବ୍ରିଟେନର ବଡ଼ କାର୍ଯ୍ୟାନୁଷ୍ଠାନ

ଲଣ୍ଡନ,୧୨।୧: ଲୋହିତ ସାଗରରେ ବାଣିଜ୍ୟ ଜାହାଜକୁ ଟାର୍ଗେଟ କରୁଥିବା ହୁଟି ଉଗ୍ରବାଦୀଙ୍କ ବିରୋଧରେ ଆମେରିକା ଏବଂ ବ୍ରିଟେନ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଉଭୟ ଦେଶର ସୈନ୍ୟବାହିନୀ ୟେମେନ୍‌ର ଅନେକ ସ୍ଥାନରେ ହୁଟି ଉଗ୍ରବାଦୀଙ୍କ ସ୍ଥିତି ଉପରେ ଏୟାର ଷ୍ଟ୍ରାଇକ କରିଛନ୍ତି।…

କଲମୀ କାଜୁ ଚାରାରୋପଣରେ ଦୁର୍ନୀତି

କେନ୍ଦୁଝର,୧୨ା୧(ଦୀପକ ମିଶ୍ର): କାରଖାନା, ଶିଳ୍ପ, ଖଣି, ଯାନବାହନ ଓ ବସତି ସ୍ଥାପନ ପାଇଁ ପରିବେଶ ପ୍ରଦୂଷିତ ହେବା ସହିତ ଜଙ୍ଗଲ କାଟି ସଫା କରାଯାଉଛି। ଜଙ୍ଗଲ ସଫା ହେବା ଫଳରେ ବନ୍ୟପ୍ରାଣୀ ଗାଁ ମୁହାଁ ହେଉଛନ୍ତି। ବିରଳ ବନ୍ୟପ୍ରାଣୀଙ୍କ ବଂଶ ଲୋପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?